ଆମ ଜିଲା ଖବର

ଶ୍ରମିକଙ୍କୁ ଧରି ଯାଉଥିଲା ପିକଅପ୍‌ ଭ୍ୟାନ: ବାଟରେ ଓଲଟି ପଡ଼ିଲା

ସମ୍ବଲପୁର,୧୭।୨: ସମ୍ବଲପୁର-ରେଢାଖୋଲ ୫୫ ନମ୍ବର ଜାତୀୟ ରାଜପଥର ଯୁଜୁମୁରା ଥାନା ଅଧୀନ ହାତୀବାରୀ ନିକଟରେ ଶନିବାର ଏକ ଦୁର୍ଘଟଣା ଘଟିଛି। ଏକ ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ୪ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ମୁତାବକ,…

ଗାଁରେ ଲାଗିଥିଲା ଡିଜେ ସାଉଣ୍ଡ ସିଷ୍ଟମ: ରାତି ଅଧରେ ଦୁର୍ବୃତ୍ତ ଲଗାଇଲେ ନିଆଁ

ବଡବିଲ ୧୭।୨: କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଭଦ୍ରାସାହି ପଞ୍ଚାୟତ ଟୋଣ୍ଟ ଗ୍ରାମରେ ଡିଜେ ସାଉଣ୍ଡ ସିଷ୍ଟମରେ ନିଆଁ ଲଗାଇଲେ ଦୁର୍ବୃତ୍ତ। ମାଘ ପର୍ବ ପାଳନ ଅବସରରେ ଏହି ଡିଜେ ସାଉଣ୍ଡ ସିଷ୍ଟମ ଲାଗିଥିଲା। ଯାହାକୁ ଶୁକ୍ରବାର ବିଳମ୍ବିତ ରାତିରେ କେହି…

ଏମ୍‌କେସିଜି ମେଡ଼ିକାଲ କଲେଜରେ ଛାତ୍ରଙ୍କୁ ରାଗିଂ: ୪ ସିନିୟର ଛାତ୍ରଙ୍କୁ କ୍ୟାମ୍ପସ ମନା

ବ୍ରହ୍ମପୁର,୧୭।୨: ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ କଲେଜରେ ଛାତ୍ରଙ୍କୁ ରାଗିଂ ଘଟଣାରେ ୪ ସିନିୟର ଛାତ୍ରଙ୍କୁ କ୍ୟାମ୍ପସ ମନା କରାଯାଇଛି। ଗତ ୯ ତାରିଖ ବିଳମ୍ବିତ ରାତିରେ କଲେଜର ଦ୍ବିତୀୟ ବର୍ଷର ଛାତ୍ର ରୁଦ୍ର ରାଉତଙ୍କୁ ରାଗିଂ ସହ ଆକ୍ରମଣ ହୋଇଥିଲା ।…

ଭାଲୁ ସହ ଅଧଘଣ୍ଟାର ଲଢେଇ, ପରେ…

ବୈପାରୀଗୁଡା ୧୭।୨: ଭାଲୁ ସହ ଅଧଘଣ୍ଟାର ଲଢେଇ । ହାରିଗଲା ଭାଲୁ, ମରଣ ମୁହଁରୁ ଜୀବନ ଫେରିପାଇଲେ ଯୁବକ। ଏଭଳି ଘଟଣା ଘଟିଛି କୋରାପୁଟ ଜିଲା କୁନ୍ଦୁରା ବ୍ଲକ ବାଘଗୁଡାରେ । ସୂଚନାଯୋଗ୍ୟ, କୋରାପୁଟ ଜିଲା କୁନ୍ଦୁରା ବ୍ଲକ ବାଘଗୁଡାରେ ଭାଲୁ…

ପରିବାରର ୪ ଜଣଙ୍କୁ ହରାଇ ଭାଙ୍ଗିପଡ଼ିଲେ ନାବାଳକ, ପରେ ହାରିଦେଲେ ଜୀବନ

ବଲାଙ୍ଗୀର,୧୭।୨: ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକର କନୁଟ ଉପରପଡ଼ାରେ ଗତ ୧୦ ତାରିଖ ଦିନ ଗ୍ୟାସ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ ଘଟିଥିଲା। ଏହି ଘଟଣାରେ ୬ ଜଣ ଗୁରୁତର ହେଇଥିଲେ। ଅଦାବରିଆ ପରିବାରର ପାଞ୍ଚଜଣ ସଦସ୍ୟ ଆହତ ହେଇଥିଲା ବେଳେ ପଡୋଶୀ…

କାଞ୍ଜିଆହୁଦା ପରିକଳ୍ପନା ଯୋଜନା ଦିଗହରା

ପଟ୍ଟାମୁଣ୍ଡାଇ,୧୭ା୨ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହର ଗଳିକନ୍ଦିରୁ ମୁଖ୍ୟ ରାସ୍ତା ଉପରେ ମାଳମାଳ ବୁଲା ଗୋରୁ ବୁଲୁଛନ୍ତି। ସହରର ମୁଖ୍ୟ ରାସ୍ତା ଅବରୋଧ ଯୋଗୁ ଯାଆଆସ କରିବାରେ ସମସ୍ୟା ସୃଷ୍ଟି ହେଉଛି। ଅନ୍ୟପକ୍ଷେ ଷଣ୍ଢ ଲଢ଼େଇ ଚିନ୍ତାର ବିଷୟ…

ପାଣିକୋଇଲି ନିକଟରେ ଟ୍ରକ୍‌କୁ ପିଟିଲା ବସ୍‌: ୨ ଗୁରୁତର, ୨୫ରୁ ଊର୍ଦ୍ଧ ଆହତ 

ଯାଜପୁର,୧୭।୨: ଯାଜପୁର  ଜିଲା ପାଣିକୋଇଲି ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କ୍ଷୀରଚୋରା ନାମକ ଉକ୍ତ ବସ୍‌ଟି (ଓଡି୦୧ଏଏମ୩୮୫୯ )ପଶ୍ଚିମବଙ୍ଗ ସୀମାନ୍ତ ଖଡିକା ବଜାରରୁ ଜଳେଶ୍ୱର ଓଲମରା ଦେଇ ଭୁବନେଶ୍ୱର ଯାଉଥିବା ବେଳେ  ଜାତୀୟ ରାଜପଥର ପାଣିକୋଇଲି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି।…

କୃଷି ଅର୍ଥନୀତିକୁ ବିପର୍ଯ୍ୟସ୍ତ କରୁଛି ପ୍ରାଣୀଧନ ସଂଖ୍ୟା ହ୍ରାସ

କେନ୍ଦ୍ରାପଡ଼ା, ୧୭ା୨(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାର ଅର୍ଥନୀତି କୃଷିଭିତ୍ତିକ। ଜିଲାର ୬୯ ପ୍ରତିଶତ କୃଷକ ଥିବା ବେଳେ ଗ୍ରାମାଞ୍ଚଳରେ ଏହା ୯୨ ପ୍ରତିଶତ। ଗ୍ରାମାଞ୍ଚଳରେ ଗୋମହିଷାଦି ପାଳନ ବିଶେଷକରି ଅର୍ଥନୀତିକୁ ପରିପୃଷ୍ଟ କରେ। ଗ୍ରାମାଞ୍ଚଳର ଏହି ଅର୍ଥନୀତିକୁ ସଚଳ ପାଇଁ ପ୍ରାଣୀଧନ…

ସ୍ବାମୀଙ୍କୁ ହତ୍ୟା କରି ପୋତି ଦେଇଥିଲେ: ସ୍ତ୍ରୀ, ଶାଶୁ ଗଲେ ଜେଲ

ଓଡ଼ଗାଁ,୧୭ା୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ କୋମଣ୍ଡ ପଞ୍ଚାୟତ ବଡ଼ସାହିରେ ଘଟି ଯାଇଥିବା ଚାଞ୍ଚଲ୍ୟକର ହତ୍ୟା ଘଟଣାର ପୋଲିସ ଗୁମର ଖୋଲିଛି। ପରକୀୟା ପ୍ରୀତିରୁ ହତ୍ୟା ଘଟିଥିବା ପ୍ରଚାରିତ ହୋଇଥିବା ବେଳେ ପ୍ରାଥମିକ ତଦନ୍ତ ଆଧାରରେ…

ଅଗ୍ନିପଥ ଯୋଜନାରେ ଅନଲାଇନ୍‌ ଆବେଦନ ଆରମ୍ଭ: ପରୀକ୍ଷାର୍ଥୀଙ୍କ ପାଇଁ ଏତିକି ରହିଛି ଦେୟ

ଢେଙ୍କାନାଳ,୧୭ା୨(ରତନ ନାୟାର): ଭାରତୀୟ ସେନାର ଅଗ୍ନିପଥ ଯୋଜନା ଏବଂ ନିୟମିତ କ୍ୟାଡର ପାଇଁ ୨୦୨୪ ବର୍ଷ ନିମନ୍ତେ ଅନ୍‌ଲାଇନ ସାଧାରଣ ପ୍ରବେଶିକା ପରୀକ୍ଷାର ପଞ୍ଜୀକରଣ ୧୩ ଫେବୃଆରୀରୁ ଆରମ୍ଭ ହୋଇଥିବା ବେଳେ ଏହା ମାର୍ଚ୍ଚ ୨୨ ପର୍ଯ୍ୟନ୍ତ ଚାଲିବ। ଯୋଗ୍ୟ ପ୍ରାର୍ଥୀ…

ବିଜେଡିରୁ ଭଉଣୀ, କଂଗ୍ରେସରୁ ଭାଇ ଆଶାୟୀ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା): ସାଧାରଣ ନିର୍ବାଚନ ପାଇଁ  ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସରେ ଆଶାୟୀଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ସ୍ଥିତି ଉପୁଜିଛି ଯେ, ପୁରୁଖା ରାଜନେତାଙ୍କ ପରିବାରରୁ ୨ ଜଣ ଲେଖାଏ ଆଶାୟୀ…

ବୁଲୁଛି କ୍ଷତାକ୍ତ ହାତୀ: ଗୁଳି ବାଜିଥିବା…

ଛେଣ୍ଡିପଦା,୧୭।୨(ଅଜିତ ଧଳ): ଅନୁଗୋଳ ବନଖଣ୍ଡ ଛେଣ୍ଡିପଦା ବନାଞ୍ଚଳ ବାଗଡ଼ିଆ ଅଞ୍ଚଳରେ ୩ଦିନ ହେବ ଏକ ଗୋଠଛଡ଼ା ଦନ୍ତା ହାତୀ ବୁଲୁଥିବାବେଳେ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଏହି ଦନ୍ତା ହାତୀଟି ଆଠମଲ୍ଲିକ ଅଞ୍ଚଳରୁ ୩ଦିନ ତଳେ ଛେଣ୍ଡିପଦା ବନାଞ୍ଚଳର କଣଲୋଇ ଦେଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri