ଆମ ଜିଲା ଖବର

୪ ମାଓବାଦୀଙ୍କ ଆତ୍ମସର୍ପଣ

ମାଲକାନଗିରି,୧୬ା୭(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ସୁକ୍‌ମା ଜିଲାରେ ୪ ମାଓବାଦୀ ମଙ୍ଗଳବାର ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୨ଜଣ କୁଖ୍ୟାତ ମହିଳା ମାଓବାଦୀ ଥିବା ବେଳେ ସେମାନେ ପ୍ରାୟ ୧୪ ବର୍ଷ ଧରି ସଂଗଠନରେ ସକ୍ରିୟ ଭାବେ…

ରତ୍ନଭଣ୍ଡାର ଚାବି ହଜେଇବା ଘଟଣା: ଥାନାରେ ପହଞ୍ଚିଲା ମାମଲା, ପୁରୀ ଜିଲାପାଳ…

ପୁରୀ,୧୬।୭: ରତ୍ନଭଣ୍ଡାର ଚାବିକୁ ନେଇ ବଢୁଛି ବିବାଦ। ଭଣ୍ଡାରର ପ୍ରକୃତ ଚାବି କୁଆଡେ ଗଲା, କିଏ ନେଲା ଓ ଚାବି ଥାଉ ଥାଉ କାହିଁକି ତାଲା ଭଙ୍ଗାଗଲା ତାକୁ ନେଇ ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଛି। ବିଜେଡି ସରକାରରେ ଜିଲାପାଳ ଚାବି…

ମହାନଦୀକୁ ଡେଇଁ ଆତ୍ମହତ୍ୟା ଘଟଣା: ମିଳିଲା ଯୁବକଙ୍କ ମୃତଦେହ

କଟକ,୧୬।୭: କଟକ ଛତ୍ରବଜାର ଅଞ୍ଚଳର ଜଣେ ଯୁବକ ସୋମବାର ରାତିରେ ମହାନଦୀକୁ ଡେଇଁ ନିଖୋଜ ହୋଇ ଯାଇଥିଲେ। ଏତେ ସମୟ ଧରି ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେ ହେଁ ତାଙ୍କ ମୃତଦେହ ଦିନଯାକ ମିଳି ନ ଥିଲା। କିନ୍ତୁ ମଙ୍ଗଳବାର ରାତିରେ…

ସୁନାବେଶ ପାଇଁ ନୀତି ନିର୍ଘଣ୍ଟ, ଏହି ସମୟରେ ଦୁର୍ଲଭ ବେଶରେ ଦର୍ଶନ ଦେବେ ଶ୍ରୀଜିଉ

ପୁରୀ,୧୬।୭: ସୁନାବେଶ ପାଇଁ ନୀତି ନିର୍ଘଣ୍ଟ ହୋଇଛି। ମହଣ ମହଣ ସୁନା ପିନ୍ଧି ବଧବାର ରଥ ଉପରେ ଦର୍ଶନ ଦେବେ ମହାପ୍ରଭୁ ଜଗନ୍ନାଥ, ସୁଭଦ୍ରା ଓ ବଳଭଦ୍ର। ଏଥିପାଇଁ ସବୁ ସମୟ ଧାର୍ଯ୍ୟ କରାଯାଇଛି। ସକାଳ ୬ଟାରୁ ମଙ୍ଗଳ ଆଳତୀ ନୀତି…

୨୧ରୁ ମାଟ୍ରିକ ସପ୍ଳିମେଣ୍ଟାରୀ ପରୀକ୍ଷା ଆରମ୍ଭ

କଟକ,୧୬।୭: ଆସନ୍ତା ୨୧ରୁ ମାଟ୍ରିକ ସପ୍ଳିମେଣ୍ଟାରୀ ପରୀକ୍ଷା ଆରମ୍ଭ ହେବ।୨୧ ତାରିଖରୁ ଏହା ଆରମ୍ଭ ହୋଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ୮୩ଟି କେନ୍ଦ୍ରରେ ୯୭୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଏସ୍‌ଓଏସ୍‌ସିରେ ୧୨୧ କେନ୍ଦ୍ରରେ ୨୪,୫୨୦ ପିଲା ପରୀକ୍ଷା ଦେବେ।…

ଜାଣନ୍ତୁ କେତୋଟି ହାତୀ ଦ୍ୱାରା ଧନରତ୍ନ ଆଣି କାଳିଆଙ୍କୁ ସମର୍ପି ଥିଲେ ରାଜା, ରାଜ୍ୟ ଜିତି ଆଣିଥିଲେ ଆଖି ଖୋସି ହୋଇଯିବା ଭଳି ସୁନା

ଭୁବନେଶ୍ୱର,୧୬।୭: ରତ୍ନଭଣ୍ଡାର ନେଇ ଲାଗି ରହିଛି ଚର୍ଚ୍ଚା। ୪୫ବର୍ଷ ପରେ ଖୋଲା ଯାଇଛି ଜଗନ୍ନାଥଙ୍କ ଭଣ୍ଡାର। ତେବେ ବାହାର ଓ ଭିତର ଭଣ୍ଡାର ଖୋଲା ହୋଇଥିବାବେଳେ ଆସନ୍ତା ଗୁରୁବାର ଭିତର ରତ୍ନଭଣ୍ଡାରର ତନ ତନ ଯାଞ୍ଚ କରିବେ ଯାଞ୍ଚ କମିଟି। ଭଣ୍ଡାରର…

୨୫ ଫୁଟ ଲମ୍ବ ବିଦ୍ୟୁତ ଖୁଣ୍ଟ ଉପରକୁ ଚଢ଼ିଗଲା କୁମ୍ଭୀର, ତା ପରେ…

କେନ୍ଦ୍ରାପଡ଼ା,୧୬।୭: ବିଦ୍ୟୁତ ଖୁଣ୍ଟ ଉପରକୁ ଚଢ଼ିଗଲା କୁମ୍ଭୀର। ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ପ୍ରଭାହିତ ପାଟଶାଳ ନଦୀରୁ କୁମ୍ଭୀର ଛୁଆ ଉଠିଆସି ବିଦ୍ୟୁତ ଖୁଣ୍ଟ ଉପରେ ଚଢିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏବେ କୁମ୍ଭୀର ପ୍ରଜନନ ଋତୁ…

ଭଙ୍ଗା ଯିବନି ବଲେ ବଲେ ଢାବା, ବିଡିଓ କହିଲେ…

ଯାଜପୁର,୧୬।୭: ଭଙ୍ଗା ଯିବନି ବିବାଦୀୟ ବଲେ ବଲେ ଢାବା। ଏନେଇ ସୂଚନା ଦେଇଛନ୍ତି ଧର୍ମଶାଳା ବିଡିଓ। ସରକାରୀ ଅର୍ଥରେ ନିର୍ମାଣ ହୋଇଥିବାରୁ ଢାବା ଭଙ୍ଗାଯିବନି ବୋଲି ସେ କହିଛନ୍ତି। ସୂଚନାଥାଉ କି, ଧର୍ମଶାଳା ବ୍ଲକ ଅନ୍ତର୍ଗତ ନେଉଳପୁରସ୍ଥିତ ବଲେ ବଲେ ଢାବା…

କଟକ ଏସିବି ମେଡିକାଲରେ ରୋଗୀସେବା ବାଧାପ୍ରାପ୍ତ, ନର୍ସଙ୍କୁ ଅଫିସ୍‌ ରୁମ୍‌ରେ ବନ୍ଦ କରିଦେଲେ ହାଉସ ସର୍ଜନ

ଭୁବନେଶ୍ୱର,୧୬।୭: କଟକ ଏସିବି ମେଡିକାଲରେ ରୋଗୀସେବା ବାଧାପ୍ରାପ୍ତ ହୋଇଛି। ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ହାଉସ ସର୍ଜନ ଏବଂ ନର୍ସ ଧାରଣା ଦେଇଛନ୍ତି। ମେଡିଶିନ ୱାର୍ଡରେ ଜଣେ ରୋଗୀଙ୍କୁ ରକ୍ତ ଦେବାରେ ବିଳମ୍ବ ନେଇ ଏହି ବିବାଦ ଦେଖାଯାଇଛି । ହାଉସ ସର୍ଜନ…

ଜଗନ୍ନାଥଙ୍କ ବାଡ଼ଗ୍ରାହୀ ଦେଲେ ସାଂଘାତିକ ବୟାନ, ଡୁପ୍ଲିକେଟ ଚାବି ମିଛ…

ପୁରୀ,୧୬।୭: ରତ୍ନଭଣ୍ଡାର ଚାବି ନେଇ ସାଂଘାତିକ ବୟାନ ଦେଇଛନ୍ତି ଜଗନ୍ନାଥଙ୍କ ବାଡ଼ଗ୍ରାହୀ । ମଙ୍ଗଳବାର ଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର ଓରଫ ଜଗୁନି କହିଛନ୍ତି, ଡୁପ୍ଲିକେଟ ଚାବି ସେ ତାଲାର ନୁହେଁ । ଡୁପ୍ଲିକେଟ ଚାବି କଥା ମିଛ, ଯଦି…

ବନ୍ଧୁକ ଦେଖାଇ ଜନସେବା କେନ୍ଦ୍ରରୁ ଲୁଟ୍‌

ସୁନ୍ଦରଗଡ଼,୧୬।୭: ସୁନ୍ଦରଗଡ଼ ଜିଲା କୁତ୍ରା ଥାନା ବିରଙ୍ଗାଟୋଲି ଜନସେବା କେନ୍ଦ୍ରରୁ ମଙ୍ଗଳବାର ଏକ ବଡ଼ ଧରଣର ଲୁଟ ହୋଇଛି। ଦୁର୍ବୃତ୍ତମାନେ ଜନସେବା କେନ୍ଦ୍ରର ମାଲିକଙ୍କୁ ବନ୍ଧୁକ ଦେଖାଇ ୫୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ମୁତାବକ,…

ଖୋଲିବ ଭିତର ରତ୍ନଭଣ୍ଡାର, ରହିବ ଏହିସବୁ କଟକଣା, ସକାଳ ୮ଟାରୁ…

ପୁରୀ,୧୬।୭: ତାଲା, ଚାବି ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇ କହିଛନ୍ତି, ବାହାର ରତ୍ନଭଣ୍ଡାରର ୩ଟି ତାଲା ସେଦିନ ନିର୍ଦ୍ଧାରିତ ଚାବିରେ ଖୋଲିଥିଲା। ବାହାର ରତ୍ନଭଣ୍ଡାର ତାଲା ଫିଟିବା ପରେ ଭିତର ରତ୍ନଭଣ୍ଡାର ଦେଖିଥିଲୁ। ୩ଟି ତାଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?