ଆମ ଜିଲା ଖବର

ଏସସିବିରେ ତେଜୁଛି ବିବାଦ: ହାଉସ ସର୍ଜନଙ୍କ କାର୍ଯ୍ୟକୁ ଦୁଇ ସଙ୍ଘର ସମର୍ଥନ

କଟକ, ୧୭।୭(ଶିଳ୍ପା ପ୍ରିୟଦର୍ଶିନୀ): ଏସସିବି ମେଡିକାଲରେ ନର୍ସିଂ କର୍ମଚାରୀ ଏବଂ ହାଉସ ସର୍ଜନ ଡାକ୍ତର ସଂଘ ବିବାଦ ପ୍ରସଙ୍ଗ ତେଜିଛି। ବୁଧବାର ସକାଳୁ ଜରୁରୀକାଳୀନ ସେବା ବ୍ୟତିତ ଇନ ଡୋର ଓ ଆଉଟଡୋରରେ ସେବା ହାଉସ ସର୍ଜନ ବନ୍ଦ କରିଦେଇଛନ୍ତି। ହାଉସ…

ମାଛ ତରକାରୀ ରାନ୍ଧି ନ ଦେବାରୁ ମାଆଙ୍କୁ ତଣ୍ଟି ଚିପି ହତ୍ୟା କଲା ପୁଅ

ବାଲେଶ୍ୱର,୧୭।୭: କଥାରେ ଅଛି ରାଗ ମଣିଷର ବଡ଼ ଶତ୍ରୁ। ଆଉ ଏହି ରାଗ ହ୍ରିଂସ ରୂପ ଧାରଣ କଲେ ନିଜ ଜନ୍ମକଲା ମାଆକୁ ବି ଚିହ୍ନିପାରେନି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱରରେ। ମନ ପସନ୍ଦରର ମାଛ ତରକାରୀ ରାନ୍ଧି…

ଫାଇଲ ଭିତରେ ବିଧାୟକଙ୍କ ଦାବିପତ୍ର

ଯାଜପୁର,୧୭।୭(ହର୍ଷବର୍ଦ୍ଧନ ବେହେରା) : ଯାଜପୁର ଜିଲାରେ ଲଘୁ ଖଣିଜ ଦ୍ରବ୍ୟ ହରିଲୁଟ ଓ ପୂର୍ବରୁ ନିର୍ଦ୍ଧାରିତ ଜରିମାନା ଆଦାୟ କ୍ଷେତ୍ରରେ ପଦକ୍ଷେପ ଆଶାନୁରୂପ ହେଉ ନ ଥିବା ଚର୍ଚ୍ଚା ହେଉଛି। ଏହାବାଦ୍‌ ଷ୍ଟୋନ କ୍ରଶରଗୁଡିକୁ ଅନୁମୋଦନଠାରୁ ବହୁ ଗୁଣ ଅଧିକ ଜମି…

ଉଦ୍‌ଘାଟନହେବ ଅଧାପନ୍ତରିଆ ପ୍ରକଳ୍ପ

ଯାଜପୁର,୧୭।୭(ହର୍ଷବର୍ଦ୍ଧନ ବେହେରା): ପୌରାଣିକ କିମ୍ବଦନ୍ତୀ ବହନ କରୁଥିବା ଯାଜପୁର ଜିଲାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ବ୍ୟାସସରୋବରର ସୌନ୍ଦର୍ଯ୍ୟକରଣ ଏବଂ ଜଙ୍ଗଲ ସୃଷ୍ଟି ଲକ୍ଷ୍ୟ ନେଇ ଜିଲା ଖଣିଜ ନ୍ୟାସ ପ୍ରତିଷ୍ଠାନ ପାଣ୍ଠି(ଡିଏମ୍‌ଏଫ୍‌)ରୁ ୬୯.୨୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ହେଲେ ଅଧାପନ୍ତରିଆ କାର୍ଯ୍ୟ…

ଛାତ ଉପରେ ଖତ ଖାଉଛି ଟିଏମ୍‌ସି ସାମଗ୍ରୀ

ପଟ୍ଟାମୁଣ୍ଡାଇ,୧୭।୭ (କଳ୍ପତରୁ ନାୟକ): ୨୦୨୦ରେ ଆସିଥିବା ମହାମାରୀ କରୋନାର ମୁକାବିଲା ଲାଗି ରାଜ୍ୟ ସରକାର ପ୍ରତି ପଞ୍ଚାୟତ ଓ ପୌରାଞ୍ଚଳରେ ଡେଡିକେଟେଡ୍‌ କୋଭିଡ୍‌ ହସ୍ପିଟାଲ, ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର(ଟିଏମ୍‌ସି) ଖୋଲିଥିଲେ। ଏଥିନେଇ ଖଟିଆ, ଗଦି, ବେଡଶିଟ୍‌, ତକିଆ, ଫ୍ୟାନ୍‌, ଆକ୍ୱାଗାର୍ଡ, ବାଲ୍‌ଟି,…

ବିପଦରେ ପରିବେଶ ସମ୍ବେଦନଶୀଳ ୧୪୭ ଗାଁ

କେନ୍ଦ୍ରାପଡ଼ା,୧୭।୭(ଜଗନ୍ନାଥ ଧଳ): ଭାରତ ସରକାରଙ୍କ ପକ୍ଷରୁ ଜୁନ୍‌ ମାସରେ କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲାର ୨୦୫ ଗ୍ରାମକୁ ପରିବେଶ ସମ୍ବେଦନଶୀଳ ଗ୍ରାମ ଭାବେ ଘୋଷଣା କରାଯାଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଗ୍ରାମଗୁଡିକ ବର୍ଦ୍ଧିତ ଚିଙ୍ଗୁଡ଼ି ଘେରି ପାଇଁ ବିପଦରେ ପଡ଼ିଛି।…

ନିର୍ମାଣର ୧୦ ଦିନ ପରେ ଫାଟି ଆଁ

ବଇଣ୍ଡା,୧୭।୭(ପରିକ୍ଷିତ ସାହୁ): ଦୀର୍ଘ ୬ବର୍ଷ ହେବ କାମ ଚାଲୁଛି, ହେଲେ ଏହା ସମାପ୍ତ ହୋଇପାରୁନାହଁି। ଗୋଟିଏ ଠିକାସଂସ୍ଥାରୁ ଆଉ ଗୋଟିଏ ଠିଆ ସଂସ୍ଥାକୁ ଦାୟିତ୍ୱ ଦିଆଯାଉଛି। ଏପରିକି ମାର୍ଚ୍ଚ ୨୦୨୪ ସୁଦ୍ଧା ସମସ୍ତ କାମ ସାରିବା ପାଇଁ ପ୍ରଶାସନିକସ୍ତରରେ ନିର୍ଦ୍ଦେଶନାମା ରହିଥିବାବେଳେ…

୪୨ ୱାର୍ଡକୁ ଗୋଟିଏ ଟିଫା ମେଶିନ

ବ୍ରହ୍ମପୁର,୧୭।୭(ସ୍ମୃତି ରଞ୍ଜନ ମହାଲିକ): ବର୍ଷା ଦିନ ଆରମ୍ଭରୁ ସହରବାସୀ ବିଭିନ୍ନ ସଂକ୍ରମିତ ରୋଗରେ ପଡ଼ୁଛନ୍ତି। ବିଶେଷକରି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ୁଛି। ମ୍ୟାଲେରିଆ ଓ ବାତଜ୍ୱର ମଧ୍ୟ ହେଉଛି। ମଶା ବଂଶ ନିପାତ ପାଇଁ ବ୍ରହ୍ମପୁର ମହାନଗର ନିଗମ (ବିଇଏମସି) ପକ୍ଷରୁ…

ବାହାନା ନାଳ ସ୍ଥିତି ସଙ୍ଗିନ, ବଢ଼ିଲା ଚିନ୍ତା

ବ୍ରହ୍ମପୁର,୧୭।୭(ଅଶୋକ କୁମାର ସାହୁ): ବ୍ରହ୍ମପୁର ସହର ଭିତର ଦେଇ ଯାଇଥିବା ବାହାନା ନାଳର ସ୍ଥିତି ସଙ୍ଗିନ ହୋଇପଡ଼ିଛି। ନାଳର ବିଭିନ୍ନ ସ୍ଥାନରେ ଆବର୍ଜନା ପଡୁଥିବା ଓ ଅନେକ ସ୍ଥାନରେ ଦଳ ଭର୍ତ୍ତି ହୋଇଯାଇଥିବାରୁ ନର୍ଦ୍ଦମାଜଳ ନିଷ୍କାସନରେ ବାଧା ସୃଷ୍ଟି ହେଉଛି। ଏପଟେ…

ସାଙ୍ଗଙ୍କ ବଡ଼ଭାଇ କରିଥିଲେ ବଳାତ୍କାର, ମିଳିଲା ୨୦ ବର୍ଷ ଜେଲ ଦଣ୍ଡ

ଫୁଲବାଣୀ,୧୭।୭(ରାକେଶ ରାଉତ): ଏକ ବଳାତ୍କାର ମାମଲାର ବିଚାର କରି ମଙ୍ଗଳବାର ଫୁଲବାଣୀ ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ବିଚାରପତି ରାଜେଶ ଦାସ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ତାଙ୍କୁ ୧ ଲକ୍ଷ ୧୦ ହଜାର ଟଙ୍କା ଜରିମାନା…

ଭଲ ଫସଲ ଅମଳ ପାଇଁ ଆଶା ବାନ୍ଧିଛି ଚାଷୀ

ପାରଳାଖେମୁଣ୍ଡି, ୧୭।୭ (ଗିରିଧାରୀ ପରିଛା): ଗଜପତି ଜିଲାର ସମସ୍ତ ୭ଟି ବ୍ଲକ ଲୋକସଂଖ୍ୟାର ପ୍ରାୟ ୮୦ ପ୍ରତିଶତରୁ ଅଧିକ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି। କିଏ ଅର୍ଥକାରୀ ଫସଲ ଧାନ ତ ଆଉ କିଏ ଫଳ, ପରିବା ଚାଷ ଉପରେ…

ରାତିଅଧରେ କରୁଥିଲେ ପାଇପ୍‌ ଚୋରି, ମାଡ଼ିବସିଲେ…

ଦାରିଙ୍ଗବାଡ଼ି,୧୭। ୭ (ଅରୁଣ ସାହୁ)ଦାରିଙ୍ଗବାଡ଼ି ସମେତ ସୁଲୁମାହା, ଶ୍ରାନିକେତା, ତେରାବାଡ଼ି ଆଦି ଗ୍ରାମରେ ପାଇପ୍‌ ଯୋଗେ ଜଳ ଯୋଗାଣ ପାଇଁ ମେଗା ପ୍ରକଳ୍ପ କାର୍ଯ୍ୟ ଚାଲିଛି। ଏଥିପାଇଁ ଗଚ୍ଛିତ ଥିବା ପାଣି ପାଇପ୍‌କୁ ଦୃର୍ବୃତ୍ତମାନେ ଚୋରି କରିବା ବେଳେ ଗ୍ରାମବାସୀଙ୍କ ହାତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?