ଆମ ଜିଲା ଖବର

୩ ଠାକୁର ଖାଇଲେ ମାଉସୀଙ୍କ ହାତର ପୋଡ଼ପିଠା

ପୁରୀ,୧୫।୭: ଶ୍ରୀମନ୍ଦିର ଫେରିବା ବାଟରେ ମାଉସୀ ମା’ ମନ୍ଦିରରରେ ଅଟକି ତିନି ଠାକୁର ପୋଡପିଠା ଖାଇଛନ୍ତି । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଫେରିବା ବାଟରେ ମାଉସୀ ଘର ଅର୍ଦ୍ଧାସିନୀ ମନ୍ଦିରରେ ତିନି ଠାକୁର ଅଟକି ଥିଲେ।…

ମାଉସୀ ମା’ ଘରେ ପୋଡ଼ ପିଠା ଖାଇଲେ ବଡ଼ ଠାକୁର

ପୁରୀ,୧୫।୭: ମାଉସୀ ମା’ ମନ୍ଦିର ପାଖରେ ବଡ଼ଠାକୁରଙ୍କ ତାଳଧ୍ୱଜ ରଥ ପହଞ୍ଚିଛି। ପରେ ସେଠାରେ ବଡ ଠାକୁରଙ୍କୁ ପୋଡ ପିଠା ଲାଗି କରାଯାଇଛି। ବଡ଼ ଠାକୁରଙ୍କ ପଛରେ ଆସୁଛି କାଳିଆସାଆନ୍ତଙ୍କ ନନ୍ଦିଘୋଷ । ବଳଭଦ୍ରଙ୍କ ପରେ, ଦେବୀ ସୁଭଦ୍ରା ଓ ମହାପ୍ରଭୁ…

ପମ୍ପ ହାଉସ୍‌ରୁ ନେଇଗଲେ କେବୁଲ ତାର: ୫ ଦିନ ହେଲା ଜଳ ଯୋଗାଣ ବନ୍ଦ

ଦେଓଗାଁ,୧୫ା୭(କୃଷ୍ଣପ୍ରସାଦ ପାଣିଗ୍ରାହୀ): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅଧୀନ କୁତୁର୍ଲା ପଞ୍ଚାୟତର ବହଲି, ସାରସବାହାଲ ଓ କୁତୁର୍ଲା ପମ୍ପ ହାଉସ୍‌ରୁ କେବୁଲ ଚୋରି ହୋଇଯାଇଛି ା ଇତିମଧ୍ୟରେ ୫ ଦିନ ବିତିଯାଇଥିଲେ ବି କୌଣସି ପଦକ୍ଷେପ ନିଆ ନ ଯିବାରୁ କୁତୁର୍ଲା…

ଚାଷୀଙ୍କ ମୁଖରେ ଫୁଟିଲା ହସ: ଖରିଫ ପାଇଁ ଛଡ଼ାଗଲା ପାଣି

ଖଡ଼ିଆଳ,୧୫।୭(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳସ୍ଥିତ ତିଖାଳି ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପରୁ ସୋମବାର ଖରିଫ ଚାଷ ପାଇଁ କେନାଲ ଦ୍ବାରା ଜଳ ଛଡ଼ାଯାଇଛି। ଫଳରେ ନୂଆପଡ଼ା ଏବଂ ବଲାଙ୍ଗୀର ଜିଲାର ୩୫ ହଜାର ୫ଶହ ୫୭ ଜଣ ଚାଷୀଙ୍କ…

ଶେଷରେ ଗଡ଼ିଲା ନନ୍ଦିଘୋଷ

ପୁରୀ,୧୫।୭: ଆଜି ବାହୁଡା ଯାତ୍ରା ଜନ୍ମବେଦୀରୁ ଶ୍ରୀମନ୍ଦିର ଫେରିବେ ୩ ଠାକୁର। ଶ୍ରୀମନ୍ଦିର ଅଭିମୁଖେ ତିନି ରଥ ଗଡ଼ିଛି। ସବାଶେଷରେ। ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଗଡ଼ିଛି । ପ୍ରଥମେ ବଡଠାକୁର ବଳଭଦ୍ରଙ୍କ ରଥ, ପରେ ଦେବୀ ସୁଭଦ୍ରାଙ୍କ ରଥ, ସବାେଶେଷରେ…

ହାତୀ ପାଇଁ ଖଞ୍ଜିଥିଲେ ବିଦ୍ୟୁତ୍‌ ତାର: ନିଜେ ଫସିଲେ…

ମୟୁରଭଞ୍ଜ,୧୫।୭:ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ନାକିଚୁଆଁ ଗାଁରୁ ଏକ ହାତୀର ମୃତଦେହ ମିଳିଥିଲା। ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ବନବିଭାଗ ସୋମବାର ହାତୀ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ…

ନିର୍ଦ୍ଦେଶ ସତ୍ତ୍ୱେ ଶୁଣିଲେନି ସେବାୟତ, ରଥ ଉପରକୁ ମୋବାଇଲ ନେଇ…

ପୁରୀ,୧୫।୭: କଡ଼ା ଚେତାବନୀ ସତ୍ତ୍ବେ ବାହୁଡ଼ା ଯାତ୍ରାରେ ସେବାୟତମାନେ ମୋବାଇଲ ଧରି ଭିଡିଓ କରୁଥିବାର ଦେଖିବାକୁ ମିଳିଛି। ଜଣେ କି ଦୁଇଜଣ ନୁହେଁ ଅନେକ ସେବାୟତ ରଥ ଉପରେ ମୋବାଇଲ ଧରି ଭିଡିଓ କରିବାର ଚିତ୍ର ଦେଖିବା ପରେ ସେବାୟତ ବଡ…

ଶ୍ରୀବିଗ୍ରହଙ୍କ ବାହୁଡ଼ା ଯାତ୍ରା: ଆରମ୍ଭ ହେଲା ରଥଟଣା

ପୁରୀ,୧୫ା୭: ଆଜି ପବିତ୍ର ବାହୁଡ଼ା ଯାତ୍ରା। ନବଦିନାତ୍ମକ ଯାତ୍ରା ସାରି ଶ୍ରୀମନ୍ଦିର ଅଭିଭୁଖେ ବାହାରିଛନ୍ତି ଶ୍ରୀଜୀଉ। ନୀତି ନିର୍ଘଣ୍ଟ ଅନୁଯାୟୀ ପ୍ରଥମେ ଚକ୍ରରାଜ ସୁଦର୍ଶନ ପହଣ୍ଡିରେ ଆସି ଦର୍ପଦଳନ ରଥରେ ବିଜେ କରିଥିଲେ। ପରେ ମା’ ସୁଭଦ୍ରା ଶୂନ୍ୟ ପହଣ୍ଡିରେ ଆସି…

ପୋଲ ମଝିରେ ବଡ଼ ଖାଲ: ଯାତାୟାତ ବାଧାପ୍ରାପ୍ତ

ଦାରିଙ୍ଗବାଡି, ୧୫।୭ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦନେକବାଡିରୁ ସିର୍କାବର୍ଗକୁ ସଂଯୋଗ କରୁଥିବା ଜାଞ୍ଜିକୁଟି ପୋଲ ମଝିରେ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ଏଥିସହ ପୋଲର ତଳ ଭାଗରେ ପଥର ଓ କଂକ୍ରିଟ ଭୁଶୁଡି ପଡିଛି। କେଉଁ ମୁହୂର୍ତ୍ତରେ ପୋଲଟି…

ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ: ଶୁଣାଣି ବେଳେ ଆସିଲା ବଡ଼ ବୟାନ

ଭୁବନେଶ୍ୱର,୧୫।୭: ଅଭିଯୋଗ ପ୍ରକୋଷ୍ଠରେ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ମାଝି ଲୋକଙ୍କ ଅଭିଯୋଗ ଶୁଣିଛନ୍ତିି। ଆଜି ମୋଟ ୧୭୦୦ ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ୧୦୦୦ ଅଭିଯୋଗର ଶୁଣାଣି ଶେଷ ହୋଇଥିବା ସୂଚନା ମିଳିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆର୍‌ଡିସିସ୍ତରରେ ଅଭିଯୋଗର…

ରତ୍ନଭଣ୍ଡାର ଚାବିକୁ ନେଇ ଆଇନ ମନ୍ତ୍ରୀ କହିଲେ ପୂର୍ବରୁ ଡୁପ୍ଲିକେଟ୍‌ ଚାବି…

ପୁରୀ,୧୫ା୭: ପୁରୀ ରତ୍ନଭଣ୍ଡାର ଚାବିକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ପୂର୍ବରୁ ଡୁପ୍ଲିକେଟ୍‌ ଚାବି ନେଇ ମିଛ କଥା କୁହାଯାଇଥିଲା, ତାହାର ନିଶ୍ଚିତ ତଦନ୍ତ ହେବ। ସେ ଚାବି କଥା କିଏ କାହିଁକି…

ଗାଁରେ ଫାଙ୍କା ଗୁଳିଚାଳନା କରି ଜଣେ ଗିରଫ

ବାଲିଗୁଡ଼ା,୧୫ା୭(ସଞ୍ଜୟ କୁମାର ପାଣିଗ୍ରାହୀ): ଜମିବାଡ଼ି ବିବାଦକୁ କେନ୍ଦ୍ର କରି କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଟିକରବାଜୁ ଗାଁରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଅପରପକ୍ଷକୁ ଭୟଭୀତ କରିବାକୁ ଅଭିଯୁକ୍ତ ଦେଶୀ ବନ୍ଧୁକରୁ ଫାଙ୍କା ଗୁଳିଚାଳନା କରିଥିବା ଅଭିଯୋଗ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?