ଏନ୍ଏସି ରାଜନୀତିରେ ନୂଆମୋଡ଼: ନୀଳଗିରି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ଥାବ
ନୀଳଗିରି, ୬।୮(ପ୍ରଶାନ୍ତ ବିଶ୍ୱାଳ):ବାଲେଶ୍ୱର ଜିଲା ନୀଳଗିରି ଏନ୍ଏସିରେ ରାଜନୀତି ନୂଆ ମୋଡ଼ ନେଇଛି। ନୀଳଗିରିର ବିଧାୟକ ସନ୍ତୋଷ ଖଟୁଆ, ଭାଜପା ଜିଲା ସଭାପତି ଉମାକାନ୍ତ ମହାପାତ୍ର, ଏମ୍ପିଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ ଏବଂ ନୀଳଗିରି ଏନ୍ଏସିର ୯ଜଣ କାଉନସିଲର ବାଲେଶ୍ୱର…
୪ ବିଧାୟକଙ୍କୁ ହାଇକୋର୍ଟ ନୋଟିସ
କଟକ,୬ା୮ (କାର୍ତ୍ତିକ ସାହୁ):୨୦୨୪ ନିର୍ବାଚନରେ ବିଭିନ୍ନ ନିର୍ବାଚନମଣ୍ଡଳୀରେ ଅନିୟମିତତା ହୋଇଥିବା ନେଇ ହାଇକୋର୍ଟରେ କେତେକ ମାମଲା ଦାଏର ହୋଇଛି। ହାଇକୋର୍ଟ ପର୍ଯ୍ୟାୟକ୍ରମେ ମାମଲାଗୁଡ଼ିକର ଶୁଣାଣି କରି ପ୍ରତିପକ୍ଷଙ୍କୁ ନୋଟିସ ଜାରି କରୁଛନ୍ତି। ସେଥିମଧ୍ୟରୁ ୪ଟି ମାମଲାର ଶୁଣାଣି କରି ଉଚ୍ଚ ନ୍ୟାୟାଳୟ…
ବିଜେଡି ନେତାଙ୍କ ଭିତରେ ରହୁନି ତାଳମେଳ
ବାରିପଦା,୬ା୮(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ବିଜେଡି ସଂଗଠନରେ ରୋଚକ ସ୍ଥିତି ଦେଖିବାକୁ ମିଳିଛି। ଆଗଧାଡ଼ିର ନେତାଙ୍କ ମଧ୍ୟରେ ତାଳମେଳ ରହୁ ନ ଥିବା ବେଳେ କର୍ମୀ ହତାଶ ହେବାରେ ଲାଗିଛନ୍ତି। କେହି ଦଳ ଛାଡ଼ି ଭାଜପା ଶିବିରକୁ ଲମ୍ଫ ଦେଇଥିବା ବେଳେ…
ପର୍ଯ୍ୟଟନସ୍ଥଳ ପ୍ଲାଷ୍ଟିକ୍ମୁକ୍ତ ହେବା ଜରୁରୀ
ବରଗଡ଼,୬।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଇକୋ ପ୍ରୋଟେକ୍ଟ ଫାଉଣ୍ଡେଶନ ପକ୍ଷରୁ ସୋମବାର ଭଟଲି ବ୍ଲକରେ ରହିଥିବା ଆପଖୋଲ ଜଳପ୍ରପାତରେ ପ୍ଲାଷ୍ଟିକମୁକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଜଳପ୍ରପାତ ଜିଲାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହୋଇଥିବାବେଳେ ଏଠାରେ ବହୁସଂଖ୍ୟକ ପର୍ଯ୍ୟଟକଙ୍କ ସମାଗମ ହୋଇଥାଏ। ତେବେ…
ଦେବେଶ ବିଜେଡ଼ି ରାଜ୍ୟ ସଂଯୋଜକ କମିଟି ସଦସ୍ୟ ହୋଇଥିବାରୁ କୃତଜ୍ଞତା
ବରଗଡ଼,୬ା୮: (ପ୍ରେମାନନ୍ଦ ଖମାରୀ):ବିଜେଡ଼ି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦଳର ରାଜ୍ୟସ୍ତରୀୟ ସଂଯୋଜକ କମିଟି ଗଠନ କରିଛନ୍ତି। ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏଥିରେ ୧୫ଜଣିଆଁ ଟିମ୍ ରହିଛନ୍ତି। ଏହି ଟିମ୍ରେ ବରଗଡ଼ର…
ଗୋଟିଏ ଦିନରେ ଏକ ହଜାରରୁ ଉର୍ଦ୍ଧ ବୃକ୍ଷ ଲଗାଇଲେ ପ୍ରବାସୀ ଭାରତୀୟ
ରଣପୁର,୫।୮: ବୃକ୍ଷ ହିଁ ଜୀବନ ବୁକ୍ଷ ବଞ୍ଚିଲେ ମଣିଷ ସମାଜ ବଞ୍ଚିବ ଏହାର ମୂଲ୍ୟ ବୋଧକୁ ହୃଦବୋଧ କରି ବିଦେଶରେ ରହୁଥିବା ଜଣେ ପ୍ରବାସୀ ଭାରତୀୟ ବୈଜ୍ଞାନିକ ଗୋଟିଏ ଦିନରେ ଏକ ହଜାରରୁ ଉର୍ଦ୍ଧ ବୃକ୍ଷ ରୋପଣ କରିଛନ୍ତି। ଏଥିରେ ତାଙ୍କୁ…
ବିଜେଡି ରାଜ୍ୟ ସଂଯୋଜକ କମିଟି ସଦସ୍ୟ ହେଲେ ଦେବେଶ
ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବିଜେଡି ସଭାପତି ନବୀନ ପଟ୍ଟନାୟକ ରାଜ୍ୟରେ ଦଳର ବିଭିନ୍ନ କାର୍ଯ୍ୟ କଳାପର ରାଜ୍ୟସ୍ତରୀୟ ସଂଯୋଜକ କମିଟି ଗଠନ କରି ସୋମବାର ନାମ ଘୋଷଣା କରିଛନ୍ତି। ଏହି କମିଟିରେ ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ୧୫…
ପିଲାଙ୍କୁ ପାଠ ପଢ଼ାଇ ମଧ୍ୟାହ୍ନଭୋଜନ ଖାଇଲେ ବିଡିଓ
ତେନ୍ତୁଳିଖୁଣ୍ଟି, ୫।୮(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରିଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ସୋମବାର ବିଡିଓ ମନୋଜ କୁମାର ପାଣିଗ୍ରାହୀ ଅଚାନକ ଗସ୍ତ କରିଥିଲେ। ସେ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ଦିଆ ଯାଉଥିବା ଖାଦ୍ୟ ପ୍ରସ୍ତୁତି ଯାଞ୍ଚ ସହ ଚାଉଳରମାନ ପରଖିଥିଲେ।…
୧୯ ବର୍ଷୀୟା ଯୁବତୀଙ୍କୁ ବିବାହ କରୁଥିଲେ ନାବାଳକ, ଆଉ ତାପରେ…
ଦଶମନ୍ତପୁର, ୫ା୮(ଅରବିନ୍ଦ ନାୟକ): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପରଜାବେଡା ପଦର ପଞ୍ଚାୟତର ବି.ନୂଆଗୁଡା ଗ୍ରାମରେ ପ୍ରଶାସନ ସୋମବାର ଏକ ବାଲ୍ୟ ବିବାହକୁ ରୋକିଛି। ନୂଆଗୁଡା ଗ୍ରାମର ଜଣେ ବ୍ୟକ୍ତିଙ୍କ ନାବାଳକ ପୁଅ (୧୬)ଙ୍କ ସହ ପୂର୍ବ ପ୍ରସ୍ତୁତି ଅନୁସାରେ…
ଉଦ୍ଘାଟନର ୮ ବର୍ଷ ବିତିଲା, କାର୍ଯ୍ୟକ୍ଷମ ହେଉନି ଶୌଚାଳୟ
କୋକସରା,୫ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ୨୦୧୬-୧୭ ବର୍ଷରେ ରୋଗୀ ଓ ସମ୍ପର୍କୀୟଙ୍କ ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ଉନ୍ନୟନ ପାଣ୍ଠିରୁ ବ୍ଲକ ପ୍ରଶାସନ ଏକ ସୁଲଭ ଶୌଚାଳୟ ନିର୍ମାଣ କରିଥିଲା। ନିର୍ମାଣ…
ତହସିଲଦାର, ବିଡିଓଙ୍କୁ କାଦୁଅ ରାସ୍ତାରେ ଚଲାଇ ଚଲାଇ ସ୍କୁଲ ନେଲେ ପିଲା
କଟକ,୫।୮: ଫୁଲପୋଖରୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ସୋମବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ବିଦ୍ୟାଳୟ ମୁଖ୍ୟ ଗେଟ୍ରେ ଛାତ୍ରୀଛାତ୍ରମାନେ ତାଲା ପକାଇ ବାରଙ୍ଗ-ତ୍ରିଶୁଳିଆ ରାସ୍ତା ଅବରୋଧ କରିଥିଲେ। ଫଳରେ ରାସ୍ତାରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିଲା। ଛାତ୍ରୀଛାତ୍ରଙ୍କ ଅଭିଯୋଗ ମୁତାବକ, ସ୍କୁଲକୁ…
ସାପ କାମୁଡ଼ାରେ ଚାଲିଗଲା କାଉଡ଼ିଆଙ୍କ ଜୀବନ
ଭଦ୍ରକ,୫।୮: ଆଜି ଶ୍ରାବଣ ମାସର ତୃତୀୟ ସୋମବାର। ଏନେଇ ରାଜ୍ୟର ବିଭିନ୍ନ ଶୈବ ପୀଠରେ ମହାଦେବଙ୍କ ନିକଟରେ ଜଳ ଲାଗି କରିବାକୁ କାଉଡିଆଙ୍କ ଭିଡ଼ ଲାଗିଛି। ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲା ଆରଡି ପ୍ରସିଦ୍ଧ ଶୈବ ପୀଠରୁ ଏକ ଦୁଃଖଦ ଖବର…

