ଆମ ଜିଲା ଖବର

ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଗଲା ବଡ଼ ଦୁର୍ଘଟଣା

ପଟ୍ଟାଙ୍ଗି ,୨୧।୭(ଶରତ ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଦେଇ ଦୁଇ ରାଜ୍ୟ ଯଥା ଛତିଶଗଡ଼ ଆନ୍ଧ୍ରକୁ ସଂଯୋଗ କରୁଥିବା ଜାତୀୟ ରାଜପଥର କାଉଗୁଣ୍ଠା ଘାଟିରେ ଦୁଇଟି ଟ୍ରକ ଅଟକି ଘାଟି ଯାମ ହୋଇଛି। ତେବେ ଘଟଣାସ୍ଥଳେ ପୋଲିସ ପହଞ୍ଚି ଉକ୍ତ…

ପଶ୍ଚିମ ଓଡ଼ିଶାକୁ କ୍ରୀଡ଼ା ବିଭାଗର ଉପେକ୍ଷା

ରାଉରକେଲା, ୨୧ା୭(ଦିନେଶ ମିଶ୍ର): ପଶ୍ଚିମ ଓଡ଼ିଶାକୁ କ୍ରୀଡ଼ା କ୍ଷେତ୍ରର ଏନ୍ତୁଡ଼ିଶାଳ ଭାବେ ବିବେଚନା କରାଯାଏ। କିନ୍ତୁ ଏବେ ପଶ୍ଚିମ ଓଡିଶାକୁ କ୍ରୀଡ଼ା କ୍ଷେତ୍ରରେ ଅବହେଳା କରାଯାଉଛି। ସୁନ୍ଦରଗଡ଼ରେ ଥିବା ମହିଳା ‘ଫୁଟ୍‌ବଲ ହଷ୍ଟେଲରେ ପୁରୁଷ’ ଫୁଟ୍‌ବଲ କୋଚଙ୍କୁ ନିଯୁକ୍ତ କରାଯାଇଛି ।…

ପାଠ ପଢ଼ାଇବାରେ କମ୍‌, ରାଜନୀତିରେ ବେଶି ଧ୍ୟାନ

ଦେବଗଡ଼,୨୧।୭(ଶଶାଙ୍କଶେଖର ଝାଙ୍କର): ଆୟତନରେ ଦେବଗଡ଼ ଏକ ଛୋଟ ଜିଲା ହେଲେ ମଧ୍ୟ ଶିକ୍ଷା କ୍ଷେତ୍ରରେ ଜିଲାର ଗୁରୁତ୍ୱ ରହିଛ। ହେଲେ ଜିଲାର ନିର୍ଦ୍ଦିଷ୍ଟ କେତେକ ବିଦ୍ୟାଳୟର କେତେଜଣ ଶିକ୍ଷକଙ୍କ ପାଇଁ ଏହି ଗୁରୁତ୍ୱ କମିଯିବା ସମ୍ଭାବନା ରହିଛି। ଏହି ନିର୍ଦ୍ଦିଷ୍ଟ କେତେକ…

ପୋଲିସକୁ ପିଟିଥିଲେ: ଏବେ ଗିରଫ ଭୟରେ…

ନୂଆପଡ଼ା,୨୧।୭ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ଥାନା ମିଛାପାଳି ପଞ୍ଚାୟତ ବରକୋଟ ଗାଁରେ ଶୁକ୍ରବାର ରାତ୍ରିରେ ପୋଲିସ ଉପରକୁ ଆକ୍ରମଣ ହୋଇଥିଲା। ଏହି ଘଟଣାରେ ପୋଲିସ ଗାଁର ୧୬ଜଣଙ୍କ ନାମରେ ମାମଲା ରୁଜୁ କରିବା ସହ ୩ ଜଣଙ୍କୁ ଆଣି…

ସୁଭଦ୍ରା ଯୋଜନାରେ ଟଙ୍କା ମିଳିବ କହି ଠକେଇ

ଢେଙ୍କାନାଳ,୨୧ା୭(ରତନ ନାୟାର): ସୁଭଦ୍ରା ଯୋଜନାରେ ଟଙ୍କା ମିଳିବ ବୋଲି କହି ଢେଙ୍କାନାଳ ଭଗବାନପୁର ଅଞ୍ଚଳର ବାପପୁଅ ସେଠାକାର ୨ଜଣ ମହିଳାଙ୍କୁ ଠକେଇ କରିଥିବା ଶନିବାର ଟାଉନ ଥାନାରେ ଅଭିଯୋଗ ହୋଇଛି। ଠକେଇର ଶିକାର ହୋଇଥିବା ୨ ଅଭିଯୋଗକାରୀ ହେଲେ ସହରସ୍ଥିତ ରାମେଶ୍ୱରପୁର…

ଚିତ୍ରୋତ୍ପଳା ନଦୀରେ ବୁଡ଼ି ବି-ଟେକ୍‌ ଛାତ୍ର ନିଖୋଜ

ପାଟକୁରା,୨୧ା୭(ରବୀନ୍ଦ୍ର ନାଥ ବାରିକ): ଶନିବାର କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ ଅଧୀନ ପାଟକୁରା ଗ୍ରାମପଞ୍ଚାୟତର ଜଗନ୍ନାଥପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି ା ଗ୍ରାମର ଧୀରେନ କୁମାର ବାରିକ ଓ କ୍ଷଣପ୍ରଭା ପରିଡ଼ାଙ୍କ ଏକମାତ୍ର ପୁଅ କୌଶିକ ବାରିକ(୧୮)ଚିତ୍ରୋତ୍ପଳା ନଦୀରେ…

ମାଲକାନଗିରି ଉବୁଟୁବୁ

ମାଲକାନଗିରି/ କାଲିମେଳା,୨୧ା୭(ଦୁର୍ଯ୍ୟୋଧନ ପାତ୍ର/ ଜୀବନକୃଷ୍ଣ ଦାସ)ଲଘୁଚାପଜନିତ ପ୍ରବଳ ବର୍ଷା ଯୋଗୁ ମାଲକାନଗିରି ଜିଲା ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। କାଲିମେଳା ବ୍ଲକ୍‌ର ପୋଟେରୁ, କାଙ୍ଗୁରୁକୋଣ୍ଡା, ଏମ୍‌ଭି ୯୦ ଓ ଏମ୍‌ଭି ୯୬ ଓ ପଡିଆ ବ୍ଲକ କନ୍ୟାଶ୍ରମ ନଦୀ ପୋଲ ଉପରେ ପ୍ରାୟ…

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଟଳି ପଡ଼ିଲେ ମାଓବାଦୀ

ମାଲକାନଗିରି,୨୦ା୭(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ସୁକ୍‌ମା ଜିଲାରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଜଗରଗୁଣ୍ଡା ଥାନା ଅଞ୍ଚଳର ପାହାଡ଼ ଏବଂ ଜଙ୍ଗଲରେ ମାଓବାଦୀ ସଂଗଠନ ଏରିଆ କମିଟି କର୍ମକର୍ତ୍ତା ଉପସ୍ଥିତି ଖବର ପୋଲିସକୁ ମିଳିବା ପରେ ଏକ ଦଳ ସର୍ଚ୍ଚ…

ଲଗାଣ ବର୍ଷାରେ ଧାନତଳି ନଷ୍ଟ ଆଶଙ୍କାରେ ଚାଷୀ

ନିରାକାରପୁର,୨୦ା୭(ମାନସ ଚନ୍ଦ୍ର ପଟ୍ଟନାୟକ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ୨ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଫଳରେ ଧାନଜମିରେ ବର୍ଷା ପାଣି ଲହଡ଼ି ଭାଙ୍ଗୁଥିବା ବେଳେ ତଳି କିଆରିରେ ପାଣି ବୁଡି ରହିବା କାରଣରୁ ଗଜା ଧାନ ନଷ୍ଟ…

କୋରାପୁଟରେ ୯୪୩.୧ ମିଲିଲିଟର ବର୍ଷା, କୋଟପାଡ଼ ବ୍ଲକରେ ରେକର୍ଡ ସର୍ବାଧିକ

କୋରାପୁଟ,୨୦ା୭(ଅମିତାଭ ବେହେରା): ଶନିବାର କୋରାପୁଟ ଜିଲାରେ ୯୪୩.୧ ମିଲିମିଟର ବର୍ଷା ହୋଇଥିବା ବେଳେ ଜିଲାର କୋଟପାଡ଼ ବ୍ଲକରେ ସର୍ବାଧିକ ୧୫୮ ମିମି ବର୍ଷା ହୋଇଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ଜିଲାର କୁନ୍ଦ୍ରା ବ୍ଲକରେ ୭୨.୪ ମିଲିମିଟର, ନନ୍ଦପୁର…

ଜାତୀୟ ରାଜପଥରେ ଜଳିଗଲା କାର୍‌

କୋରାପୁଟ,୨୦ା୭(ଅମିତାଭ ବେହେରା): କୋରାପୁଟ ଜିଲା ଦେଇ ଯାଇଥିବା ୨୬ ନଂ ଜାତୀୟ ରାଜପଥ ମିସିଂଗୁଡ଼ା ଛକରେ ଶନିବାର ଏକ କାର୍‌ ହୁତୁହୁତୁ ହୋଇ ଜଳିଯାଇଛି। ସୂଚନାଯୋଗ୍ୟ, ସୁନାବେଡ଼ାରୁ କୋରାପୁଟ ଷ୍ଟେଶନ ଯାଉଥିବା ବେଳେ ଉକ୍ତ କାର୍‌ରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା…

ପ୍ରବଳ ବର୍ଷାରେ ଧସିଲା ପାହାଡ଼

ମାଲକାନଗିରି,୨୦।୭: ମାଲକାନଗିରି ଜିଲାରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ବଣ୍ଡାଘାଟିରେ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି । ଲଗାଣ ବର୍ଷାରେ ପାହାଡ଼ ଧସିଛି। ଫଳରେ ଖଇରପୁଟ-ମୁଦୁଲିପଡାକୁ ଯୋଗାଯୋଗ ଠପ୍‌ ହୋଇପଡ଼ିଛି। ବଣ୍ଡାଘାଟିର ୨ଟି ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ପାହାଡରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?