ଆମ ଜିଲା ଖବର

ଦାରିଙ୍ଗବାଡ଼ିରେ ଚଳିତବର୍ଷର ପ୍ରଥମ ତୁଷାରପାତ, ଶୀତ ଲହରୀ ଜାରି

ଦାରିଙ୍ଗବାଡ଼ି,୧୬ା୧୨(ଅରୁଣ ସାହୁ) କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶୀତ ଲହରୀ ଜାରି ରହିଛି। ତାପମାତ୍ରା ହ୍ରାସ ପାଇବା ସହ ଚଳିତ ବର୍ଷ ପ୍ରଥମଥର ପାଇଁ ସୋମବାର ସକାଳେ ତୁଷାରପାତ ଦେଖିବାକୁ ମିଳିଛି। ଦାରିଙ୍ଗବାଡ଼ିର ବୁର୍ଜୁବାଡ଼ି ସମେତ ଶିବ ମନ୍ଦିର ସାହି,…

ମହିଳାଙ୍କ ଗଳା କାଟି ହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ଧରାଇଲା ୟୁପିଆଇ ପେମେଣ୍ଟ, ସ୍ବାମୀଙ୍କ ସମେତ ୩ ଗିରଫ

କଟକ/କଟକ ସଦର,୧୬ା୧୨(କାର୍ତ୍ତିକ ସାହୁ/ ସୁଶାନ୍ତ କୁମାର ଜେନା): ହତ୍ୟାର ଶିକାର ମହିଳା ହେଲେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅନ୍ତର୍ଗତ ଭିତର ସୋବଳା ଗ୍ରାମର ପଦ୍ମାବତୀ ସାମଲ(୩୫)। ତାଙ୍କୁ ତାଙ୍କ ସ୍ବାମୀ ବଳରାମ ଦେହୁରୀ(୩୨), ଦିଅର ଜଗନ୍ନାଥ ଦେହୁରୀ ଓରଫ ବାବୁ(୨୭)…

ଗାଡ଼ି ଧକ୍କାରେ ଚାଲିଗଲା ଶିଶୁଙ୍କ ଜୀବନ, ବାପା ଗୁରୁତର

କୋକସରା,୧୫।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡ଼ହଗାଁ ହାଇସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ ବାଇକରେ ଯାଉଥିବା ବାପ ଓ ପୁଅଙ୍କ ମଧ୍ୟରୁ ଶିଶୁପୁତ୍ରଙ୍କ ମୃତ୍ୟୁ ଘଟିଛି। ବାପା ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ୧୦୮…

ଆଇଏଏସ୍‌ ଅନିମେଶଙ୍କୁ ମିଳିଲା ଓଡ଼ିଶା କ୍ୟାଡର୍‌

ଭୁବନେଶ୍ୱର,୧୫ା୧୨: ୨୦୨୩ ସିଭିଲ ସର୍ଭିସ ପରୀକ୍ଷାରେ ୨ୟ ର଼୍ୟାଙ୍କ ପାଇଥିବା ଆଇଏଏସ୍‌ ଅନିମେଶ ପ୍ରଧାନଙ୍କୁ ଓଡ଼ିଶା କ୍ୟାଡର ମିଳିଛି । ସେହିପରି ୨୪ ନମ୍ବର ର଼୍ୟାଙ୍କରେ ଥିବା ପ୍ରଜ୍ଞାନନ୍ଦନ ଗିରିଙ୍କୁ ମଧ୍ୟ ଓଡ଼ିଶା କ୍ୟାଡର ମିଳିଛି । ସେହିପରି ୩୬ ନଂ…

ଭାଜପା ନେତାଙ୍କ ଉପରେ ମାଡ଼ିଗଲା ଯାତ୍ରିବାହୀ  ବସ୍‌

ଭଦ୍ରକ/ବନ୍ତ,୧୫ା୧୨(ସନାତନ ରାଉତ/ହରିନାରାୟଣ ମହାନ୍ତି)-ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ଟିଲୋ ଜାଗୁଳାଇପଦା ଛକରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବସ୍‌ ମାଡ଼ିଯିବାରୁ ଜଣେ ଭାଜପା ନେତାଙ୍କ ମୃତ୍ୟୁ ଘଟିଛି। ଏଥିସହ ବସ୍‌ଟି ରାସ୍ତାକଡ଼ରେ ଥିବା ବିଦ୍ୟୁତ୍‌ ଟ୍ରାନ୍ସଫର୍ମରକୁ…

ଶ୍ରମିକଙ୍କୁ ଧରି ଯାଉଥିଲା ପିକ୍‌ଅପ୍‌ ଭ୍ୟାନ୍‌: ବାଟରେ ଫାଟିଗଲା ଚକ, ଆଉ ତା’ପରେ…

ଗୋପବନ୍ଧୁନଗର,୧୫ା୧୨(ଶାନ୍ତନୁ କୁମାର ମଢୁଆଳ)/ଉଦଳା(ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା-ବୈଶଙ୍ଗା ରାସ୍ତାର ଜୟପୁର ପଞ୍ଚାୟତ ଅନ୍ତର୍ଗତ ଅସ୍ତିଆ ନିକଟରେ ରବିବାର ଏକ ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ୧୦ ଶ୍ରମିକ ଆହତ ହୋଇଛନ୍ତି। ଗୋପବନ୍ଧୁନଗର ବ୍ଲକ୍‌ ଅନ୍ତର୍ଗତ ଆରପଟା ଅଞ୍ଚଳରୁ ୧୬ଜଣ ଶ୍ରମିକଙ୍କୁ…

ଡିଲ୍‌ ସମୟରେ ୨ ବାଘ ଛାଲ ଜବତ, ଜଣେ ଗିରଫ

ରାୟଗଡ଼ା,୧୫।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ବ୍ୟକ୍ତି ୨ ବାଘ ଛାଲକୁ ବିକ୍ରି କରିବା ପାଇଁ ରବିବାର ଡିଲ୍‌ କରୁଥିବାବେଳେ ବନ ବିଭାଗର ଭିଜିଲାନ୍ସ ହାତରେ ଧରାପଡ଼ିଛି। ବନ ବିଭାଗ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବା ସହ ୨ଟି ବାଘଛାଲ…

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟିକା: ଧାନ କିଣାନେଇ ଫିଟିଲା ବାଟ

କର୍ଲାମୁଣ୍ଡା/ ରିଷିଡା(ପ୍ରଦୀପ କୁମାର ସାହୁ/ସୁଶାନ୍ତ କୁମାର ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ କୃଷକ ସଙ୍ଗଠନ କୃଷକ ବିକାଶ ପରିଷଦ ପକ୍ଷରୁ କଟନୀଛଟନୀର ପ୍ରତିବାଦ କରି ଗୁରୁବାରଠାରୁ ଧାରଣା ଦେଇଥିଲେ। ହେଲେ ପ୍ରଶାସନ ପକ୍ଷରୁ ଚାଷୀଙ୍କ ସହ ଆଲୋଚନା ପରେ ମଧ୍ୟ…

ଘଟଗାଁ ତାରିଣୀ ମନ୍ଦିରରେ ଅଘଟଣ: ମହିଳାଙ୍କ ଶାଢ଼ିରେ ଲାଗିଲା ଦୀପ ନିଆଁ, ଆଉ ତା’ପରେ…

କେନ୍ଦୁଝର/ଘଟଗାଁ (ନରେଶ ଚନ୍ଦ୍ର ପଟ୍ଟନାୟକ/ରାଜେନ୍ଦ୍ର ପଟ୍ଟନାୟକ)୧୫ା୧୨: କେନ୍ଦୁଝର ଜିଲା ଘଟଗାଁ ମା’ ତାରିଣୀ ମନ୍ଦିରରେ ରବିବାର ଅଘଟଣ ଘଟିଛି। ଦୀପଷ୍ଟାଣ୍ଡ୍‌ରୁ ଜଣେ ମହିଳାଙ୍କ ଶାଢ଼ିରେ ନିଆଁ ଲାଗିଯିବାରୁ ଗୁରୁତର ହୋଇଛନ୍ତି। ଆହତଙ୍କ ନାମ ମିନାକ୍ଷୀ ବରାଳ ଏବଂ ଘର ଢେଙ୍କାନାଳ ଜିଲା…

ମୁଖ୍ୟମନ୍ତ୍ରୀଙ୍କ କରକମଳରେ ବିକାଶମୂଳକ କାର୍ଯ୍ୟର ଲୋକାର୍ପଣ, ଭିତ୍ତିପ୍ରସ୍ତର ସ୍ଥାପନ

ଜୟପୁର,୧୫ା୧୨: କୋରାପୁଟ ଜିଲା ଜୟପୁର ଫୁଲବାଡ଼ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିକାଶମୂଳକ କାର୍ଯ୍ୟର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଜୟପୁରସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା, ସରକାରୀ ଆବାସିକ ଗୃହ, ଏୟାରପୋର୍ଟର ନବନିର୍ମିତ ଟର୍ମିନାଲ କୋଠା ଲୋକାର୍ପଣ…

ହୁତୁହୁତୁ ହୋଇ ଜଳୁଥିଲା ଘର, ଅଗ୍ନିଶମ ବାହିନୀ ପହଞ୍ଚିବା ବେଳକୁ…

ଧୂଷୁରୀ,୧୫ା୧୨: ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ କୋଠାର ପଞ୍ଚାୟତର ପତ୍ରିସାହି ଗ୍ରାମରେ ଶାନ୍ତିଲତା ମାଝୀଙ୍କର ୨ ବଖରା ରବିବାର ଜଳିଯାଇଛି। ନିଆଁ ଲାଗିଯିବାରୁ ପରିବାର ଲୋକେ ଗ୍ରାମବାସୀଙ୍କୁ ଡାକ ପକାଇଥିଲେ। ଘଟଣାସ୍ଥଳରେ ଗ୍ରାମବାସୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା…

ଟ୍ରେନରେ ଚଢିବା ବେଳେ ଅଘଟଣ : ଚକା ତଳେ ପଡି ଦୁଇ ମହିଳାଙ୍କ ମୃତ୍ୟୁ

ଵ୍ରହ୍ମପୁର ୧୫/୧୨(ସୁବାସ ଚନ୍ଦ୍ର ପାଢ଼ୀ) ରେଳଷ୍ଟେସନ ପ୍ଲାଟଫର୍ମ ଚଡ଼ିବା ବେଳେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଟ୍ରେନରେ ଚଢୁଥିବା ବେଳେ ଚକା ତଳେ ପଡି ଦୁଇଜଣ ମହିଳାଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲା ଚିକିଟି ବ୍ଲକ ପିତାତଳି ପଞ୍ଚାୟତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?