ଶ୍ରୀମନ୍ଦିର ଭିତରେ ସେବାୟତ ହାତାହାତି: ଜଣେ ଆହତ
ପୁରୀ,୧୫।୧୨(ଅଜିତ୍ କୁମାର ମହାନ୍ତି):ଶ୍ରୀମନ୍ଦିର ଭିତରେ ସୋମବାର ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ବେହରଣ ଦ୍ୱାର ନିକଟରେ ଦୁଇ ଦେବାୟତ ହାତାହାତି ହେଇଛନ୍ତି । ହାତାହାତି ଘଟଣାରେ ଜଣେ ବରିଷ୍ଟ ସେବାୟତ ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା…
୨୯ ମୃତ ବିଦେଶୀ ପକ୍ଷୀ ଜବତ: ଶିକାରୀଙ୍କୁ ଗିରଫ କଲା ବନ ବିଭାଗ
ନିରାକାରପୁର, ୧୬।୧୨(ମାନସ ଚନ୍ଦ୍ର ପଟ୍ଟନାୟକ):ଖୋର୍ଦ୍ଧା ଜିଲା ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଅଧିନ ଟାଙ୍ଗି ରେଞ୍ଜ କାର୍ଯ୍ୟାଳୟ କୌଣସି ସୂତ୍ରରୁ ଖବର ପାଇ ବାଲିନାସି ଅଞ୍ଚଳ ରଘୁରାୟ ଘେରି ନିକଟରୁ ଅଚାନକ ଚଢ଼ାଉ କରି ଘଟଣାସ୍ଥଳରୁ ୨୯ ମୃତ ବିଦେଶୀ ପକ୍ଷୀ ସହ…
ମୁଖ୍ୟମନ୍ତ୍ରୀଙ୍କ ପୁଣି ତିନି ଦିନିଆ କେନ୍ଦୁଝର ଜିଲା ଗ୍ରସ୍ତ, ସରକାରୀ-ଘରୋଇ କାର୍ଯ୍ୟକ୍ରମରେ ହେବେ ସାମିଲ
କେନ୍ଦୁଝର,୧୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆସନ୍ତା କାଲି ତିନି ଦିନିଆ ଗସ୍ତରେ କେନ୍ଦୁଝର ଜିଲା ଗସ୍ତରେ ଆସିବେ। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେ ସଦର ଓ ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ…
ବିଚ୍ ରାସ୍ତାରେ କଂଗ୍ରେସ କର୍ମୀଙ୍କୁ ଗୋଡ଼ାଇଲେ ମହୁମାଛି
ଭୁବନେଶ୍ୱର,୧୬।୧୨: ଆଇଏଏସ୍ ବିଷ୍ଣୁପଦଙ୍କ ଘର ସମ୍ମୁଖରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ କଂଗ୍ରେସ କର୍ମୀଙ୍କୁ ସୋମବାର ମହୁମାଛି ଆକ୍ରମଣ କରିଛନ୍ତି। ବିଚ୍ ରାସ୍ତାରେ ମହୁମାଛି ଆକ୍ରମଣ କରିବାରୁ କଂଗ୍ରେସ କର୍ମୀ ଏଣେତେଣେ ଦୌଡିବା ଆରମ୍ଭ କରିଥିଲେ। ଏପରିକି ଗଣମାଧ୍ୟମ…
ବଲିଉଡ଼ କଳାକାର ବରୁଣଙ୍କୁ ଜୋରଦାର ସ୍ବାଗତ: ଛାତ୍ରୀଛାତ୍ରଙ୍କୁ ପାଠ୍ୟ ପୁସ୍ତକ କଲେ ବଣ୍ଟନ
ଦାରିଙ୍ଗବାଡି, ୧୬।୧୨ (ଅରୁଣ ସାହୁ)-ବଲିଉଡ଼ର ଫଲି କଳାକାର ବରୁଣ ବିଶୋଇଙ୍କୁ ଦାରିଙ୍ଗବାଡି ବ୍ଲକ ଦନେକବାଡି ବିରାଗଡା଼ ସରକାରୀ ଉଚ୍ଚ ବିଦ୍ୟାଳୟରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ବିଦ୍ୟଳୟର ପ୍ରଧାନଶିକ୍ଷକ ବ୍ରଜ କିଶୋର ସିଂଙ୍କ ଅଧ୍ୟକ୍ଷତା କାର୍ଯ୍ୟକ୍ରମରେ ବଲିଉଡ଼ କଳାକାର ବରୁଣ…
କୋଶଳ ସଂଗଠନର ଆମରଣ ଅନଶନ: ସମ୍ବଲପୁରୀ ଭାଷାରେ ହେଉ ଧନୁଯାତ୍ରା
ବରଗଡ,୧୬।୧୨(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଜାନୁଆରୀ ମାସ ୩ ତାରିଖରୁ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପି ଜାନୁଆରୀ ମାସ ୧୩ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ। ଧନୁଯାତ୍ରା ମହୋତ୍ସବକୁ ସମ୍ବଲପୁରୀ/କୋଶଳ ଭାଷାରେ କରିବାକୁ…
ଲୋକଙ୍କ ପାଖକୁ ଆସି ସମସ୍ୟା ବୁଝିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୬।୧୨: ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଖକୁ ଯାଇ ସମସ୍ୟା ଶୁଣିଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀ ସବୁ ସମସ୍ୟାର ସମାଧାନ କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି।
ଜାନୁଆରୀ ୧୪ରୁ ଭିତରକନିକା ବନ୍ଦ, ନିରାଶ ହେବେ ପର୍ଯ୍ୟଟକ
ରାଜନଗର,୧୬ା୧୨(ଭାସ୍କର ରାଉତରାୟ): ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀନାଳରେ ବସବାସ କରୁଥବା ବଉଳା କୁମ୍ଭୀରମାନଙ୍କ ଗଣନା କାର୍ଯ୍ୟ ଆସନ୍ତା ଜାନୁଆରୀ ୧୪ରୁ ଆରମ୍ଭ ହୋଇ ୨୨ ତାରିଖରେ ଶେଷ ହେବ। ଏଥିପାଇଁ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କୁ ଏହି ସମୟରେ ପରିଭ୍ରମଣ…
ଋଣ ନାଁରେ ମହିଳାଙ୍କୁ ଚାଲିଛି ଶୋଷଣ: କାର୍ଯ୍ୟାନୁଷ୍ଠାନ ପାଇଁ ଏତଲା ଦେଲେ ସରପଞ୍ଚ
ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ଗ୍ରାମାଞ୍ଚଳରେ କିଛି ନିର୍ଦ୍ଦିଷ୍ଟ ଘରୋଇ ଫାଇନାନ୍ସ ସଂସ୍ଥା କୌଣସି ସରକାରୀ ସ୍ବୀକୃତି ନ ଥାଇ ମହିଳା ଗ୍ରୁପ୍ ଗଠନ କରି ଋଣ ପ୍ରଦାନ କରୁଛନ୍ତି। ପରବର୍ତ୍ତୀ ଅବସ୍ଥାରେ…
ମା’ ଦୁଇ ପୁଅଙ୍କ ଉପରେ ମାଡ଼ି ଗଲା କାର୍: ଚାଲିଗଲା ସାନ ପୁଅଙ୍କ ଜୀବନ
ନୟାଗଡ଼,୧୬।୧୨(ଲୋକନାଥ ମିଶ୍ର): ବଲାଙ୍ଗୀର ଖୋର୍ଦ୍ଧା ୫୭ନମ୍ବର ଜାତୀୟ ରାଜପଥର ବାଣୀଗୋଛା ଥାନା କୁଲୁରୁକୁମ୍ପା ପଞ୍ଚାୟତର କୁମ୍ଭାରବିଡ଼ା ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ କାର ଧକାରେ ମା’ ଜ୍ୟୋସ୍ନାରାଣୀ ନାୟକ ଏବଂ ୧୨ ବର୍ଷର ବଡ଼ ପୁଅ ଗୁରୁତର ହୋଇଥିବା…
ରାଜ୍ୟସ୍ତରୀୟ ପୁସ୍ତକ ମେଳାରେ ବିଦେଶୀ ନାୟକଙ୍କ ‘ପ୍ରଣୟର ପାଣ୍ଡୁଲିପି’ ଉନ୍ମୋଚିତ
ଦାରିଙ୍ଗବାଡ଼ି,୧୬ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ତଥା ବନାନୀ ସାରସ୍ବତ ପରିଷଦର ସମ୍ପାଦକ ତଥା ବିଶିଷ୍ଟ କବି, ସାହିତି୍ୟକ ବିଦେଶୀ ନାୟକଙ୍କ ଷଷ୍ଠ କବିତା ସଙ୍କଳନ ‘ପ୍ରଣୟର ପାଣ୍ଡୁଲିପି’ର ଶୁଭ ଉନ୍ମୋଚିତ ହୋଇଯାଇଛି। ପ୍ରକାଶ ଯେ,…
ବରଗଡ଼ ଧନୁଯାତ୍ରା: କଳାକାରଙ୍କ ରିହର୍ସଲ ଆରମ୍ଭ
ବରଗଡ଼,୧୬।୧୨(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଜାନୁଆରୀ ୩ତାରିଖରୁ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପି ୧୩ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ। ଏଥିପାଇଁ ସୋମବାରରୁ ବରଗଡ଼ ଗାନ୍ଧୀଛକ ନିକଟ କଲ୍ୟାଣ ମଣ୍ଡପରେ କଳାକାରଙ୍କ…

