ଆମ ଜିଲା ଖବର

କିପରି ରୋକାଯାଇ ପାରିବ ଦୁର୍ଘଟଣା: ସବୁଠୁ ଅଧିକ ଶିକାର ହେଉଛନ୍ତି…

ପୁରୁଷୋତ୍ତମପୁର,୨୧।୧(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପରିବହନ ବିଭାଗ ପକ୍ଷରୁ ପୁରୁଷୋତ୍ତମପୁର ତାରାତାରିଣୀ କଲେଜପରିଷରରେ ଶଡ଼କସୁରକ୍ଷା ସଚ୍ଚେତନତା କାର୍ଯ୍ୟକ୍ରମ ଏମ୍‌ଭିଆଇ ରବିନ୍ଦ୍ରନାଥ ଯେନାଙ୍କ ସଂଯୋଜନାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ କଲେଜ ଅଧକ୍ଷ ଡ. ସୁରେନ୍ଦ୍ରନାଥ ପଣ୍ଡା ପୌରହିତ୍ୟ କରିଥିବାବେଳେ ସମ୍ମାନିତଅତିଥି ଭାବେ…

ମହିଳାଙ୍କୁ ମାଡ଼  ରାସ୍ତା ଅବରୋଧର ଭିଡିଓ ଭାଇରାଲ ,ଏନଏଚଆରସିରେ ଅଭିଯୋଗ

କେନ୍ଦୁଝର,୨୧।୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ମହାଦେଇଯୋଡା ପଞ୍ଚାୟତରେ ଅନୁଷ୍ଠିତ ଏକ କମ୍ପାନୀର ଜନ ଶୁଣାଣିକୁ ଯାଉଥିବା ସ୍ଥାନୀୟ ମହିଳାମାନଙ୍କୁ କ୍ଷମତାର ଅପବ୍ୟବହାର କରି ରାସ୍ତା ଅବରୋଧ କରିବା, ମାଡ଼ ମାରିବା, ମୋବାଇଲ ଛଡେଇ ନେବା, ମୋବାଇଲ ଭାଙ୍ଗିବା, ଲାଠିରେ…

ଚୋରଙ୍କ ସୁପର ପ୍ଲାନ୍‌: ପ୍ରଥମେ ଗାଁରୁ ବିଦ୍ୟୁତ୍‌ କାଟିଲେ, ଆଉ ପରେ….

ପୁରୀ,୨୧।୧: ପୁରୀ ଜିଲା ଚନ୍ଦନପୁର ଥାନା ଅଧୀନ ପ୍ରସିଦ୍ଧ ଶିରୁଳି ମହାବୀର ମନ୍ଦିରରୁ ଚୋରି ହୋଇଛି। କେତେକ ଦୁବୃର୍ତ୍ତ ମନ୍ଦିର ପ୍ରସ୍ଥାନ ଲୁହା ଗେଟ କାଟି ମନ୍ଦିରରେ ପଶି ହୁଣ୍ଡିରୁ ସୁନା, ରୁପା, ଟଙ୍କା ଆଦି ଚୋରି କରି ନେଇଥିବା ଅଭିଯୋଗ…

ବିଦ୍ୟୁତ୍‌ ଖୁଣ୍ଟରେ ପିଟିହୋଇ ଓଲଟିଲା ଟ୍ରକ

ଅନୁଗୋଳ୨୧।୧(ମାନସବିଶ୍ୱାଳ)୨୧।୧: ଅନୁଗୋଳ ସହର ୫୫ ନମ୍ବର ଜାତୀୟ ରାଜପଥ ନାଲକୋ ନଗରସ୍ଥିତ ସିପିପି ଛକ ନିକଟରେ ଏକ ମାଲ ବୋଝେଇ ଟ୍ରକ ଭାରସ୍ୟାମ ହରାଇ ରାସ୍ତା କଡରେ ଥିବା ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହୋଇ ଓଲଟି ପଡିଛି। ଦୁର୍ଘଟଣାରେ ଡ୍ରାଇଭର ଏବଂ…

ସରକାରୀ ବସ୍‌ରେ ଅନଲାଇନ ଟିକେଟ୍‌ ବନ୍ଦ:  ହଟହଟା ହେଉଛନ୍ତି ଯାତ୍ରୀ

ଦାରିଙ୍ଗବାଡି,୨୧।୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ବ୍ରହ୍ମପୁରଠାରୁ ବାଲିଗୁଡା ଯାଉଥିବା ସରକାରୀ ବସ୍‌ରେ ହେଉନାହିଁ ଅନ୍‌ଲାଇନ୍‌ ବୁକିଂ। ଫଳରେ ଯାତ୍ରୀ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ଉକ୍ତ ବସ୍‌ ଉପରେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଦାରିଙ୍ଗବାଡି ସମେତ ସିମନବାଡି,…

ଘରେ ପଶିଲେ ପରିବାର ଲୋକଙ୍କୁ ବାନ୍ଧିପକାଇଲେ, ଝିଅ ବାହାଘର ପାଇଁ ଥିବା ଦେଢ଼କେଜି ସୁନା ଟଙ୍କା ନେଇ ପଳାଇଲେ …

ହେମଗିର,୨୧।୧(ଚୈତନ୍ୟ ପଟେଲ/ ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନାସ୍ଥିତ ବରପାଲିଠାରେ ଜଣେ ବ୍ୟବସାୟୀଙ୍କ ଘରେ ରବିବାର ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ହୋଇଛି। ଦୁର୍ବୃତ୍ତମାନେ ହାତ ଗୋଡ଼ ବାନ୍ଧି, ବନ୍ଧୁକ ଦେଖାଇ ପ୍ରାୟ ଏକ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସୁନା…

ନୂଆପାଲି ଗ୍ରାମରେ ଯୁବକଙ୍କୁ ନିର୍ମମ ହତ୍ୟା, ଘର ଆଗରେ ହାଣିପକାଇଲେ 

ବଘିଆପଡ଼ା,୨୧।୧(ଶ୍ରୀକାନ୍ତ ସାହୁ): ବୌଦ୍ଧଜିଲା ବଘିଆପଡ଼ା ପଞ୍ଚାୟତର ନୂଆପାଲି ଗ୍ରାମରେ ସୋମବାର ବିଳମ୍ବିତରାତିରେ ଯୁବକଙ୍କ ଉପରେ ଆକ୍ରମଣ ହୋଇଥିଲା। ଯୁବକଜଣଙ୍କର ବୁର୍ଲା ଡାକ୍ତରଖାନାରେ ମୃତ୍ୟୁ ଘଟିଥିବା ସୂଚନାମିଳିଛି । ମିଳିଥିବା ସୂଚନାନୁଯାୟୀ, ସୋମବାର ବିଳମ୍ବିତ ରାତିରେ ବୌଦ୍ଧ ଥାନା ନୂଆପାଲି ଗ୍ରାମରେ ପୁର୍ବ…

୪ ଦିନ ରେଡ ପରେ ଫେରିଗଲା ଆଇଟି ଟିମ୍‌

ଭୁବନେଶ୍ୱର,୨୧।୧: ସ୍ବର୍ଗତ ନବ ଦାସଙ୍କ ଭାଇ ବ୍ରଜକିଶୋର ଦାସଙ୍କ ଘରେ ୪ ଦିନ ଧରି ଚାଲିଥିବା ଆଇଟି ରେଡ ଶେଷ ହୋଇଛି। ରେଡ ପରେ ଆଇଟି ଟିମ୍‌ ଫେରିଯାଇଛନ୍ତି। ଆୟକର ଫାଙ୍କିବା ଅଭିଯୋଗରେ ଏହି ଚଢାଉ କରାଯାଇଥିଲା। ରେଡ ପରେ ବ୍ରଜ…

ଏକ ସପ୍ତାହ୧୍ୟାପୀ ବିଶ୍ୱଶାନ୍ତି ମହାଯଜ୍ଞ ପାଇଁ ଯୋରଦାର ପ୍ରସ୍ତୁତି

ଦିଗପହଣ୍ଡି,୨୦ା୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ କଇଠଡ଼ା ପଞ୍ଚାୟତ କମଳାପୁର ସ୍ଥିତ ଶ୍ରୀଶ୍ରୀକାଶୀ ବିଶ୍ୱନାଥ ଶୈବ ପୀଠରେ ଆସନ୍ତା ଫେବୃଆରୀ ୫ ଠାରୁ ଏକ ସପ୍ତାହ ବ୍ୟାପୀ ତୃତୀୟ ବିଶ୍ୱଶାନ୍ତି ପଞ୍ଚ କୁଣ୍ଡିୟ ରୁଦ୍ର ମହାଯଜ୍ଞ ପରିଚାଳନା ନିମନ୍ତେ ଏକ ପ୍ରସ୍ତୁତି…

କଣାସରେ ବ୍ୟାପୁଛି ଝାଡ଼ାବାନ୍ତି: ଗଲାଣି ୪ ଜୀବନ

କଣାସ ,୨୧।୧: ପୁରୀ ଜିଲା କଣାସ ଅଞ୍ଚଳରେ ଝାଡାବାନ୍ତି ବ୍ୟାପିବାରେ ଲାଗିଛି। ଏଯାବତ ଝାଡ଼ାବାନ୍ତିରେ ୪ ଜଣଙ୍କର ଜୀବନ ଯାଇଥିବା ଜଣାପଡିଛି। ଦୂଷିତ ପାନୀୟ ଜଳ ଯୋଗୁ ଝାଡାବାନ୍ତି ବ୍ୟାପୁଥିବା ଅଭିଯୋଗ ହେଉଛି। ତୁରନ୍ତ ସମସ୍ୟାର ସମାଧାନ ନ ହେଲେ ଆଗକୁ…

ପୋଲିସକୁ ବଡ଼ ସଫଳତା: ୧୦ ମାଓବାଦୀ ନିହତ

ନୂଆପଡ଼ା,୨୧।୧: ଓଡ଼ିଶାର ନୂଆପଡ଼ା ଜିଲାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ସିଆର୍‌ପିଏଫ୍‌ କର୍ମଚାରୀଙ୍କ ସହ ଓଡ଼ିଶା ଏବଂ ଛତିଶଗଡ଼ ପୋଲିସ ଦ୍ୱାରା କରାଯାଇଥିବା ଏକ ବଡ଼ ମିଳିତ ଅପରେଶନରେ ପ୍ରାୟ ୧୦ ଜଣ ମାଓବାଦୀ ନିହତ ହୋଇଛନ୍ତି। ଓଡ଼ିଶା ପୋଲିସ ରାଜ୍ୟ ମୁଖ୍ୟାଳୟ ଦ୍ୱାରା…

ଜି. ଉଦୟଗିରିରେ ଜାରି ରହିଛି ଶୀତ ଲହର, ଘରୁ ବାହାରିବା ସୁସ୍କିଲ

ଜି ଉଦୟଗିରି ୨୧।୧(ଶିଶିର ପଟ୍ଟନାୟକ ): ରାଜ୍ୟର ଶୀତର ସହର ଜି ଉଦୟଗିରିରେ ତିନି ସପ୍ତାହ ହେବ ଜାରି ରହିଛି ଶୀତ ଲହର । ମଙ୍ଗଳବାର ସର୍ବନିମ୍ନ ତାପମାତ୍ରା ୪.୨ ଡିଗ୍ରୀ ରେକର୍ଡ କରାଯାଇଥିବା ସ୍ଥାନୀୟ କୃଷି ଗବେଷଣା କେନ୍ଦ୍ର ତରଫରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?