ବିଜେଡି କାର୍ଯ୍ୟାଳୟ ହୋଟେଲ ହେବା ନେଇ ଭାଜପା ନେତାଙ୍କ ବଡ଼ ବୟାନ, ସତରେ କ’ଣ ବିଜେଡି…
ଭୁବନେଶ୍ୱର,୧୩ା୧: ବିଜେଡି କାର୍ଯ୍ୟାଳୟ ହୋଟେଲ ସାଜିବା ପ୍ରସଙ୍ଗକୁ ନେଇ ସୋମବାର ଏକ ଖବରଦାତା ସମ୍ମିଳନୀରେ ଭାଜପା ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ମୁହଁ ଖୋଲିଛନ୍ତି। ସେ ବିଜେଡିକୁ ଟାର୍ଗେଟ କରି କହିଛନ୍ତି, ଏଭଳି ଘଟଣା ରାଜ୍ୟ ରାଜନୀତିରେ କେବେ ଦେଖିବାକୁ ମିଳିନାହିଁ।…
ଚୋରି ରୋକିବାକୁ ମା’ ଦଣ୍ଡକାଳୀଙ୍କ ମନ୍ଦିରରେ ଲାଗିଲା ସିସିଟିଭି
ଗଞ୍ଜାମ,୧୩ା୧(ବିଦ୍ୟାଧର ସାହୁ): ଗଞ୍ଜାମ ସହରସ୍ଥିତ କଲେଜ ରୋଡ୍ରେ ଅବସ୍ଥିତ ମା’ ଦଣ୍ଡକାଳୀଙ୍କ ମନ୍ଦିରରେ ଶନିବାର ସିସିଟିଭି କ୍ୟାମେରା ଲାଗିଥିବା ଜଣାପଡ଼ିଛି। ଗଞ୍ଜାମ ସହର ଦ ଇକୋ ଓ୍ବାରିଅର୍ ଏବଂଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀ ମିଳିତ ସହଯୋଗରେ ଉକ୍ତ ସିସିଟିଭି ଲାଗିଥିବା…
ରାଜ୍ୟସ୍ତରୀୟ ଭାରୋତ୍ତଳନରେ ଭାଗ ନେବେ ଗଞ୍ଜାମ ପୁଅ ଡମ୍ବରୁଧର
ଗଞ୍ଜାମ,୧୩ା୧(ବିଦ୍ୟାଧର ସାହୁ): ଭୁବନେଶ୍ୱରରେ ୩ ଦିନ(୧୭,୧୮,୧୯) ଧରି ହେବାକୁ ଥିବା ରାଜ୍ୟସ୍ତରୀୟ ଭାରୋତ୍ତଳନରେ ଭାଗ ନେବେ ଗଞ୍ଜାମ ସହରର ଓଡ଼ିଆ ପୁଅ ଜି.ଡମ୍ବରୁଧର ରାଓ। ତେଇଶି ବର୍ଷ ସିନିଅର ପ୍ରତିଯୋଗିତାରେ ଭାଗ ନେବେ ଡମ୍ବୁରୁ।ଏଥିପାଇଁ ସେ ଦୀର୍ଘ ପାଞ୍ଚ ବର୍ଷରୁ ଊର୍ଦ୍ଧ୍ୱ…
ଗଙ୍ଗାସାଗରରେ ବୁଡ଼ ପକାଇଲେ ୪୩ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ
ଭୋଗରାଇ,୧୩ା୧(ପ୍ରଦୀପ ଦାସ): ପଶ୍ଚିମବଙ୍ଗ ଦକ୍ଷିଣ ୨୪ ଜିଲା ସାଗରଦୀପ ଗଙ୍ଗା ଓ ସାଗର ସଙ୍ଗମସ୍ଥଳରେ ରବିବାର ସୁଦ୍ଧା ୪୩ ଲକ୍ଷରୁ ଊର୍ଦ୍ଧ୍ୱ ତୀର୍ଥଯାତ୍ରୀ ସମବେତ ହୋଇଥିବାର ସୂଚନା ମିଳିଛି। କଡ଼ା ସୁରକ୍ଷା ମଧ୍ୟରେ ଲକ୍ଷାଧିକ ପୁଣ୍ୟାର୍ଥୀ ସମୁଦ୍ରରେ ମକର ବୁଡ଼ ଦେଇ…
ବେଆଇନ ମହୁଲ ଫୁଲ ଚାଲାଣବେଳେ ଚଢ଼ାଉ: ୪ ଜଣଙ୍କୁ ବାନ୍ଧିଲା ପୋଲିସ
ଜୟପୁର,୧୩ା୧(ପବନ ପାଣିଗ୍ରାହୀ): ବେଆଇନ ଭାବେ ମହୁଲ ଫୁଲ ଚାଲାଣ ବେଳେ ଚଢ଼ାଉ କରି ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। କାଉଡ଼ିଆଗୁଡ଼ା ଓ ପକନାଗୁଡ଼ାର ୨ ଅଭିଯୁକ୍ତ ଟଙ୍କଧର ନାୟକ (୨୪) ରତ୍ନାକର ନାୟକ (୪୮)। ପିକ୍ଅପ୍ ଭ୍ୟାନ୍ରେ ୬୭ ବସ୍ତାରେ…
ମହିଳା କାର୍ଡ ଖେଳିପାରେ ଭାଜପା
ଯାଜପୁର,୧୩ା୧(ହର୍ଷବର୍ଦ୍ଧନ ବେହେରା): ରାଜ୍ୟରେ ଗତ ସାଧାରଣ ନିର୍ବାଚନରେ ଭାଜପା ବିଜୟୀ ହେବା ପଛରେ ଦଳର ସାଙ୍ଗଠନିକ ବଳ ଅପେକ୍ଷା ବିଜେଡି ନେତାଙ୍କ ଅହଙ୍କାର ଓ ବିଭିନ୍ନ ଯୋଜନାରେ ବ୍ୟାପକ ଅନିୟମିତତା ବଡ଼ କାରଣ ବୋଲି ଚର୍ଚ୍ଚା ହେଉଛି। ତେଣୁ ଉଭୟ ଦଳ…
ଶିମିଳିପାଳ ସୁରକ୍ଷାରେ ଥିବା ପୋଷା ହାତୀ ମହିନ୍ଦ୍ରାର ମୃତ୍ୟୁ,ଏହାର ପରାକ୍ରମ ଜାଣିଲେ ହେବେ ଆଶ୍ଚର୍ଯ୍ୟ…
ବାରିପଦା,୧୩ା୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟ ସୁରକ୍ଷାରେ ନିୟୋଜିତ ଥିବା ପୋଷା ହାତୀ ମହିନ୍ଦ୍ରାର ମୃତ୍ୟୁ ଘଟିଛି। ରବିବାର ରାତି ସାଢ଼େ ୯ଟାରେ ମୃତ୍ୟୁ ହୋଇଥିବା ନେଇ ଜଣାପଡ଼ିବା ପରେ ବନକର୍ମଚାରୀ ଓ ପ୍ରାଣୀପ୍ରେମୀଙ୍କ ମଧ୍ୟରେ ଗଭୀର ଆଘାତ ଲାଗିଛି। ସାଢ଼େ…
ଆହାର ମେଣ୍ଟାଉଛି ମୂଷାଗାତ ଧାନ
ମହାକାଳପଡ଼ା, ୧୩ା୧ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଜନଜାତିମାନଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମାଳମାଳ ଯୋଜନା କରାଯାଇଛି। ହେଲେ ଏହି ଯୋଜନା ଜନଜାତିମାନଙ୍କ ବିକାଶ କ୍ଷେତ୍ରରେ ବାଧକ ସାଜିଛି। ଗରିବ ଖଟିଖିଆ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅନେକ…
କୃଷି ବିଭାଗକୁ ଫେରିଲା ସୁକିନ୍ଦା ବିହନ ଫାର୍ମ
ଯାଜପୁର,୧୩ା୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ସୁକିନ୍ଦା ବିହନ ଫାର୍ମ ହସ୍ତାନ୍ତର ଚୁକ୍ତିକୁ ରାଜ୍ୟ କୃଷି ବିଭାଗ ବାତିଲ କରିଛି। ଏହାପରେ ଏହି ଫାର୍ମ କୃଷି ବିଭାଗ ଅଧୀନକୁ ପୂର୍ବପରି ଫେରି ଆସିଥିବା ଜଣାପଡିଛି। ସୁକିନ୍ଦା ବିହନ ଫାର୍ମ ଶ୍ରମିକ ସଂଘ ପକ୍ଷରୁ…
ସମୂହ ପ୍ରାର୍ଥନା କଲେ୧୭ ଦେଶର ସନ୍ନ୍ୟାସୀ
ଚଣ୍ଡିଖୋଲ,୧୩ା୧(ପ୍ରଦୀପ୍ତ କୁମାର ପୃଷ୍ଟି): ହୀରକ ତ୍ରିଭୁଜ ଅନ୍ତର୍ଗତ ଯାଜପୁର ଜିଲାର ବିଶ୍ୱପ୍ରସିଦ୍ଧ ବୌଦ୍ଧ ପୀଠ ଉଦୟଗିରିରେ ରବିବାରଠାରୁ ଆରମ୍ଭ ହୋଇଛି ୫ ଦିନିଆ ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ। ଓଡ଼ିଶାରେ ଜନ୍ମିତ ତଥା ଦ୍ୱିତୀୟ ବୁଦ୍ଧ ଭାବେ ପରିଚିତ ଗୁରୁ ପଦ୍ମ ସମ୍ଭବଙ୍କ…
ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ: ଯୌତୁକ ପାଇଁ ହତ୍ୟା ଅଭିଯୋଗ ଆଣିଲେ ବାପା
ଦିଗପହଣ୍ଡି,୧୨ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା କଲରାପଦର ଗ୍ରାମର ଜଣେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ସେ ହେଲେ ରାଜେନ୍ଦ୍ର ସ୍ବାଇଁଙ୍କ ସ୍ତ୍ରୀ ପୁଷ୍ପାଞ୍ଜଳି ସାହୁ। ରବିବାର ସାନଖେମୁଣ୍ଡି ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ରାମଚନ୍ଦ୍ର ପଟ୍ଟନାୟକ,ସାଇଣ୍ଟିଫିକ ଟିମ…
ହାତୀ ପିଠିରେ ବସି କଂସ ଦରବାରକୁ ଆସିଲେ ମୁଖ୍ୟମନ୍ତ୍ରୀ
ମଥୁରାନଗରୀ,୧୨।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବରେ ରବିବାର ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ବରଗଡ଼ରେ ପହଞ୍ଚିବା ପରେ କଲ୍ୟାଣ ମଣ୍ଡପରୁ ହାତୀ ପିଠିରେ ବସି କଂସ ମହାରାଜଙ୍କ ଦରବାରକୁ ଆସିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ…

