ଗୁଣି ସନ୍ଦେହରେ ବୃଦ୍ଧାଙ୍କୁ ଛୁରାମାଡ଼
ରାୟଗଡ଼ା,୧୯।୧(ଆଶିଷ ରଞ୍ଜନ ପଣ୍ଡା): ଗୁଣି କରୁଥିବା ସନ୍ଦେହରେ ରାୟଗଡ଼ା ସହର ମାଙ୍କଡ଼ଝୋଲା ବସ୍ତିରେ ରବିବାର ଜଣେ ବୃଦ୍ଧାଙ୍କୁ ଛୁରାମାଡ଼ ହୋଇଛି। ନଦୀପଠାରେ ପଡ଼ିଥିବା ବୃଦ୍ଧାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ…
ଉଦ୍ଘାଟିତ ହେଲା ଓରମୀ ମଣ୍ଡି, ପ୍ରଥମ ଦିନରେ ୧୫ ଚାଷୀଙ୍କ ଉଠିଲା ଧାନ
ନିରାକାରପୁର, ୨୦।୧(ମାନସ ଚନ୍ଦ୍ର ପଟ୍ଟନାୟକ): ଓରବରସିଂହ ପଞ୍ଚାୟତ ଅଧିନସ୍ଥ ଓରମୀ ସେବା ସମବାୟ ସମିତିରେ ସୋମବାର ଚାଷୀ କମିଟି ସଭାପତି ନରେନ୍ଦ୍ର କୁମାର ମଙ୍ଗରାଜଙ୍କ ଅଧ୍ୟକ୍ଷତାରେ ଧାନ ମଣ୍ଡି ଉଦ୍ଘାଟିତ ହୋଇଛି। ଉଦଘାଟନର ଆଜି ପ୍ରଥମ ଦିନରେ ୧୫ଜଣ ଚାଷୀଙ୍କ ଠାରୁ…
ଘରେ କେହି ନ ଥିବା ବେଳେ ୮ ମାସର ଗର୍ଭବତୀ ଖୁଡିଙ୍କୁ ବଳାତ୍କାର କଲେ ପୁତୁରା, ପ୍ରତିବାଦ କରିବାରୁ…
ବାଲିଗୁଡା,୨୦।୧: (ସଞ୍ଜୟ କୁମାର ପାଣିଗ୍ରାହୀ): ୮ ମାସର ଗର୍ଭବତୀ ଖୁଡିଙ୍କୁ ସମ୍ପର୍କୀୟର ଜଣେ ପୁତୁରା ବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଛି। ଏପରିକି ଗର୍ଭବତୀ ଖୁଡି ଜଣଙ୍କ ପୁତୁରାଙ୍କୁ ପ୍ରତିବାଦ କରିବାରୁ ଅତି ନିର୍ମମ ଭାବେ ଖୁଡିଙ୍କୁ କାଠ ଫାଳିଆରେ ପିଟିବା…
ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ଆରମ୍ଭ, ବେଆଇନ ଇଟା ଭାଟି ଭାଙ୍ଗିଲା, ଭୟରେ ଜମି ମାଫିଆ
ବାଲିଗୁଡା, ୨୦।୧ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡାରେ ଦିନକୁ ଦିନ ସରକାରୀ ଜମି ଜବରଦଖଲ ବେଆଇନ ଇଟାଭାଟି ଗଢି ଉଠୁଥିବାରୁ ବାଲିଗୁଡା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ବାଲିଗୁଡା ମୌଜାର ବାଲିଗୁଡା ବିଜ୍ଞାପିତ…
ଜିଲା ପାଇଁ ଗୌରବ ଆଣିଲେ ଆଦିବାସୀ ଯୁବ ଉଦ୍ୟୋଗୀ ରାଜେନ୍ଦ୍ର
ଥୁଆମୂଳ ରାମପୁର,୨୦।୧(ଦୁର୍ଗା କୀର୍ତ୍ତି): ଅଧିବାସୀ ଅଧ୍ୟ୍ୟୁଷିତ ବାନପହଡ ଘେରା ଦୁର୍ଗମ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅଧିନସ୍ଥ ବଡ଼ଛତ୍ରଙ୍ଗ ଗ୍ରାମର ସ୍ବର୍ଗତ ଭଗବାନ ମାଝୀଙ୍କ ସୁଯୋଗ୍ୟ ସନ୍ତାନ ରାଜେନ୍ଦ୍ର ମାଝୀ ଜଣେ ସଫଳ ଉଦ୍ୟୋଗୀ ଭାବେ ଜଣାଶୁଣା। ଭୁବନେଶ୍ୱରଠାରେ ଅନୁଷ୍ଠିତ…
ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଲା ଫୁଲବାଣୀ, ଏତିକି ତଳେ ତାପମାତ୍ରା
ଭୁବନେଶ୍ୱର,୨୦।୧: ରାଜ୍ୟରେ ୨୨ ତାରିଖ ପର୍ଯ୍ୟନ୍ତ ଘନ କୁହୁଡ଼ି ନେଇ ୪ ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯିବା ସହ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, କନ୍ଧମାଳ ଜିଲାକୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ଅନ୍ୟପକ୍ଷେ ରାଜ୍ୟରେ…
କାର୍, ବାଇକ୍ ଜବତ: ୨ ଗିରଫ
କେନ୍ଦୁଝର,୨୦ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ପୋଲିସ ପୂର୍ବରୁ ଡକାୟତି କେସ୍ରେ ସାମିଲ ହୋଇ ଫେରାର ଥିବା ଏକ ଡକାୟତ ଗ୍ୟାଙ୍ଗର ଦୁଇ ଜଣ ସଦସ୍ୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ନାମରେ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ରାଜ୍ୟରେ ଅନେକ…
ସଂଗଠନକୁ ମଜଭୁତ କରିବା ପାଇଁ ଅଙ୍ଗନଓ୍ବାଡି କର୍ମଚାରୀ ସଂଘର ଆହ୍ବାନ
ଦାରିଙ୍ଗବାଡ଼ି,୨୦ା୧(ଅରୁଣ ସାହୁ): ଭାରତୀୟ ମଜଦୂର ସଂଘ ସହ ଅନୁବନ୍ଧିତ ଅଲ୍ ଓଡିଆ ଅଙ୍ଗନଓ୍ବାଡି ସଂଘ ଦାରିଙ୍ଗବାଡ଼ି ବ୍ଲକର କାର୍ଯ୍ୟକାରିଣୀ ବୈଠକ ବ୍ଲକ ସଭାନେତ୍ରୀ ରଶ୍ମିରଞ୍ଜିତା ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭାରତୀୟ ମଜଦୂର ସଂଘ (ବିଏମ୍ଏସ୍)ର ଜିଲା ସଭାପତି…
ଲାଞ୍ଜିଗଡ଼ରେ ୮ ଦିନ ହେଲା ବିଏସ୍ଏନ୍ଏଲ୍ ନେଟଓ୍ବର୍କ ନାହିଁ, ତୁଟୁଛି ଆସ୍ଥା
ଲାଞ୍ଜିଗଡ଼,୨୦ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ଠାରେ ୮ ଦିନ ହେଲା ବିଏସ୍ଏନ୍ଏଲ୍ ନେଟଓ୍ବର୍କ ନାହିଁ। କଳାହାଣ୍ଡି ଜିଲାର ଲାଞ୍ଜିଗଡ଼ ଅଞ୍ଚଳ ଏକ ଶିଳ୍ପାଞ୍ଚଳ ହୋଇଥିବା ବେଳେ ଅନେକ ଲୋକ ବିଭିନ୍ନ ପ୍ରକାର ସିମ୍ ବ୍ୟବହାର କରିଥାନ୍ତି। ସେ ମଧ୍ୟରୁ ବିଏସ୍ଏନ୍ଏଲ୍…
ଧବଳେଶ୍ବର ସରକାରୀ ଜମି ବିକ୍ରି ମାମଲା: ଆକ୍ସନରେ ଜିଲାପାଳ
କଟକ,୨୦।୧: କଟକ ଜିଲା ଧବଳେଶ୍ବର ସରକାରୀ ଜମି ବିକ୍ରି ମାମଲା ସାମ୍ନାକୁ ଆସିବା ପରେ ସୋମବାର କଟକ ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସରକାରୀ ଜିମିରେ ବେଆଇନ ଭାବେ ସେଠାରେ କିଛି ଘର କରାଯାଇଥିବା ତଦନ୍ତରୁ ଜଣାପଡ଼ିଛି।…
ଏପଟେ ଡଲ୍ଫିନ୍ ଗଣନା, ସେପଟେ ଚିଲିକାରେ ବିପଦପୂର୍ଣ୍ଣ ଯାତ୍ରା
କୃଷ୍ଣପ୍ରସାଦ,୨୦ା୧(କୈଳାସ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ସାତପଡ଼ା ଚିଲିକାରେ ଆରମ୍ଭ ହୋଇଛି ଡଲ୍ଫିନ୍ ଗଣତି। ତାଲିମ ପରେ ସୋମବାର ଭୋର୍ରୁ ଗଣତି ଆରମ୍ଭ ହୋଇଛି। ଗଣତି ବେଳେ ଚିଲିକାରେ ଲଞ୍ଚ୍, ବୋଟ୍ ଆଦି ସମସ୍ତ ଯାତାୟାତ କରୁଥିବା ଯାନବାହନକୁ…
ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ଯୁବତୀ ଜଙ୍ଗଲରୁ ଉଦ୍ଧାର ଘଟଣା: ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ
ବରଗଡ଼,୨୦ା୧(ପ୍ରେମାନନ୍ଦ ଖମାରୀ): ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ଯୁବତୀଙ୍କୁ ଅପହରଣ, ବଳାତ୍କାର ଏବଂ ହତ୍ୟା ଉଦ୍ୟମ ମାମଲା ସାରାରାଜ୍ୟରେ ହଇଚଇ ସୃଷ୍ଟି କରିଛି। ପୀଡ଼ିତା ଏବେ ମଧ୍ୟ ଭୀମସାର୍, ବୁର୍ଲାରେ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାରେ ସୋମବାର ବରଗଡ଼ ଟାଉନ…

