ଆମ ଜିଲା ଖବର

ଶୋଇଥିବା ବେଳେ ଗାମୁଛା ଭିଡ଼ି ଦୁଇ ନାବାଳକ ଭାଇଙ୍କୁ ହତ୍ୟା: ଗିରଫ ହେଲେ ବାପା, ଜେଜେ ମା’

ନୟାଗଡ଼,୧୩ା୩(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଫତେଗଡ଼ ଥାନା ଧାନଚେଙ୍ଗେଡ଼ା ଗାଁରେ ୨ ନାବାଳକ ଭାଇଙ୍କୁ ହତ୍ୟା ଘଟଣାରେ ଅଟକ ଥିବା ବାପା ପ୍ରକାଶ ମହାନ୍ତି ଓ ଜେଜେମା ସଉରୀ ମହାନ୍ତିଙ୍କୁ ପୋଲିସ ଗିରଫ କରିଛି। ଏସ୍‌ପୀ ଏସ୍‌ ଶୁଶ୍ରୀଙ୍କ ସୂଚନାନୁସାରେ ବାପାଙ୍କ…

ଘରେ ଶୋଇଥିବା ବେଳେ ଉପରେ ଖସିପଡ଼ିଲା ଚାଳ, ଜଣଙ୍କ ଜୀବନ ଗଲା

ବଣାଇଁ,୧୩ା୩(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଥାନା ଅନ୍ତର୍ଗତ ଦେଉଳହୁଡ଼ି ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଦୀର୍ଘଦିନ ହେବ ଗ୍ରାମର ଜେନା ମୁଣ୍ଡାରୀ ଘର ଖଣ୍ଡେ ପାଇଁ ପ୍ରଶାସନ ନିକଟରେ ଗୁହାରି କରି ନୟାନ୍ତ ହେବା ପରେ କିଛି ଖୁଣ୍ଟ…

ବାଳକ ଆଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ: ବିଭିନ୍ନ ପ୍ରତିଯୋଗିତାରେ ଛାତ୍ର ପୁରସ୍କୃତ

ଲାଞ୍ଜିଗଡ଼,୧୨।୩(ରମେଶ ଚନ୍ଦ୍ର ନାୟକ):କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଳକ ଲାଞ୍ଜିଗଡ ପିଭିଟିଜି ବାଳକ ଆଶ୍ରମ ବିଦ୍ୟାଳୟରେ ପ୍ରଥମ ବାର୍ଷିକ ଉତ୍ସବ ବୁଧବାର ବିଦ୍ୟାଳୟ ପରିସର ଠାରେ ଅନୁଷ୍ଠିତ ହୋଇଯାଇଛି I ସ୍କୁଲର ପ୍ରଧାନ ଶିକ୍ଷକ ହରି ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ…

ଗୋ’ଚାଲାଣ ହବ ପାଲଟିଛି କାଲିମେଳା ଅଞ୍ଚଳ

କାଲିମେଳା, ୧୩।୩(ଜୀବନ କୃଷ୍ଣ ଦାସ): ଗୋ’ଚାଲାଣ ହବ ପାଲଟିଛି କାଲିମେଳା ଅଞ୍ଚଳ। କାଲିମେଳା ପୋଲିସ ଦ୍ୱରା ପୋଡ଼ଶୀ ରାଜ୍ୟ ଚାଲାଣ ହେଉଥିବା ଗାଈ ଜବତ ସହିତ ୬ ଜଣ ଅଟକ ମାଲକାନଗିରି ଜିଲାର କାଲିମେଳା ଥାନା ପୋଲିସ ଗତକାଲି ରାତିରେ ରାତ୍ର…

ଜଙ୍ଗଲ ସୁରକ୍ଷିତ ରଖିବା ପାଇଁ ସହଯୋଗ ଲୋଡ଼ିଲେ ଡିଏଫ୍‌ଓ

ଭଞ୍ଜନଗର,୧୩ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ପକ୍ଷରୁ ଗୁରୁବାର ଜଙ୍ଗଲ ସୁରକ୍ଷା ବାର୍ତ୍ତା ନେଇ କଣ୍ଟେଇପଲ୍ଲୀ ଛକରୁ ଏକ ସାଇକେଲ ରାଲି ବାହାରିଥିଲା। ଉକ୍ତ ରାଲିକୁ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ…

ଚମକିଲେ କଳାହାଣ୍ଡିର ପୁଅ ଆଶିଷ ସରାଫ

ଭବାନୀପାଟଣା,୧୩ା୩(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ରେଳବାଇ ଅଡିଟୋରିୟରେ ବିଶ୍ବ ଗ୍ରୁପ୍‌ ପକ୍ଷରୁ ଆୟୋଜିତ ଓଡ଼ିଶା ବିୟୁଟି ଏକ୍ସପୋ ସିଜିନ ୯ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମେକ୍‌ଅପ୍‌ (ସାଜସଜ୍ଜା) ପ୍ରତିଯୋଗିତାରେ କଳାହାଣ୍ଡିର ପୁଅ ଆଶିଷ ସରାଫ ପ୍ରଥମ ସ୍ଥାନ ଅଧିକାର କରି ଚମକିଛନ୍ତି।…

ନୂଆପଡ଼ା ଜିଲାରେ ୧୭,୫୩୬ ଲକ୍ଷପତି ଦିଦି ସୃଷ୍ଟି ଲକ୍ଷ୍ୟ

ନୂଆପଡ଼ା,୧୩ା୩ (ମକାରୁ ବେମାଲ):ସ୍ଥାନୀୟ ପୋଲିସ ପଡ଼ିଆଠାରେ ଜିଲା ପ୍ରଶାସନ ଓ ଓଡ଼ିଶା ଜୀବିକା ମିଶନ ନୂଆପଡ଼ାଙ୍କ ମିଳିତ ଆନୁକୂଲ୍ୟରେ ଜିଲାସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ା ଜିଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ କର୍ମଶାଳାରେ ଜିଲା ମୁଖ୍ୟ ଉନ୍ନୟନ…

ଅଧା ପ୍ରକଳ୍ପ ଅସମ୍ପୂର୍ଣ୍ଣ: କଳାହାଣ୍ଡିରେ ବସୁଧା ଯୋଜନା ସ୍ଥିତି ଉଦ୍‌ବେଗଜନକ

ଭବାନୀପାଟଣା,୧୩ା୩(ଉତ୍ତମ କୁମାର ଦାଶ):ଜନସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଗାଁ ଗାଁରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାମ ଆରମ୍ଭ ହେଲା। ମାତ୍ର କଳାହାଣ୍ଡିରେ ନିର୍ମାଣ ଆରମ୍ଭରୁ ରାଜ୍ୟ ସରକାରଙ୍କ ବସୁଧା ପ୍ରକଳ୍ପ ବାଟ ହୁଡିଥିବାବେଳେ…

ନାଗରିକଙ୍କ ଅଧିକାରକୁ ସୁରକ୍ଷିତ ରଖେ ଆପରାଧିକ ନ୍ୟାୟ ବ୍ୟବସ୍ଥା

ଥୁଆମୂଳ ରାମପୁର,୧୩ା୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଥୁଆମୂଳ ରାମପୁର ଥାନା ପକ୍ଷରୁ ବୁଧବାର ମହୁଲପାଟଣା ପଞ୍ଚାୟତ କାର୍ଯ୍ୟାଳୟଠାରେ ନୂଆ ଆପରାଧିକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସରପଞ୍ଚ, ସମିତି ସଭ୍ୟାସଭ୍ୟ ଓ ଓ୍ବାର୍ଡମେମ୍ବର ସମେତ ଗ୍ରାମର ମହିଳାପୁରୁଷ…

ଖେମୁଣ୍ଡିି ଓକିଲ ସଂଘ ନିର୍ବାଚନ: କୋଷାଧ୍ୟକ୍ଷ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର

ଦିଗପହଣ୍ଡି,୧୩/୩(ଅଶେଷ ନାଥ ମିଶ୍ର):ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ କୋଷାଧ୍ୟକ୍ଷ ପଦବୀ ସକାଶେ ପ୍ରାର୍ଥୀପତ୍ର ଦାଖଲ କରିଥିବା ରସାନନ୍ଦ ରାଉତଙ୍କ ପ୍ରାର୍ଥୀପତ୍ର ନିର୍ବାଚନ ଅଧିକାରୀ ଚନ୍ଦ୍ରଧ୍ୱଜ ସିଂହ ପ୍ରତ୍ୟାହାର କରିଛନ୍ତି। ରସାନନ୍ଦ କୋଷାଧ୍ୟକ୍ଷ ପଦବୀ ପାଇଁ ଏକମାତ୍ର ପ୍ରାର୍ଥୀ…

ଆଉଟ୍‌ସୋର୍ସିଂ କର୍ମଚାରୀଙ୍କୁ ଅଣଦେଖା ଅଭିଯୋଗ

ବରଗଡ଼,୧୩।୩(ପ୍ରେମାନନ୍ଦ ଖମାରୀ)ରାଜ୍ୟର ବିଭିନ୍ନ ସରକାରୀ ଅନୁଷ୍ଠାନରେ କାର୍ଯ୍ୟରତ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ପ୍ରତି ସରକାର ଅଣଦେଖା ମନୋଭାବ ପୋଷଣ କରୁଛନ୍ତି। ଆଉଟ୍‌ସୋର୍ସିଂ କର୍ମଚାରୀମାନେ ବାରମ୍ବାର ସେମାନଙ୍କ ଦାବି ସମୂହ ସରକାରଙ୍କ ଦୃଷ୍ଟିଆକର୍ଷଣ କରିବା ସତ୍ତ୍ୱେ ସେ ଦିଗରେ କିଛି ପଦକ୍ଷେପ ନିଆଯାଉ ନ…

ପାଣି ପାଇଁ ଲୋକେ ହଟହଟା

ଭଞ୍ଜନଗର,୧୩ା୩(ବାବୁଲା ପ୍ରଧାନ):ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧିକ୍ଷଣ ଯନ୍ତ୍ରୀ କାର୍ଯ୍ୟାଳୟ ଅଧିନରେ ୧୧ଟି ବ୍ଲକ ଆସୁଛି। ଏବେଠୁ ଅନେକ ଗ୍ରାମରେ ପାନୀୟ ଜଳସଙ୍କଟ ଦେଲାଣି। ଆଗକୁ ଏହି ସମସ୍ୟା ଜଟିଳ ହେବା ସମ୍ଭାବନା ରହିଛି। ଏଭଳି ସ୍ଥିତିରେ ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?