ନିଜ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ଜୟନାରାୟଣ, କହିଲେ…
ଭୁବନେଶ୍ୱର,୧୧।୩: କୋଶଲ ପ୍ରସଙ୍ଗ ଉପରେ ଦେଇଥିବା ବୟାନକୁ ନେଇ ମଙ୍ଗଳବାର ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ମୁହଁ ଖୋଲିଛନ୍ତି। ମୁଁ ସ୍ପଷ୍ଟ କରୁଛି ଯେ, ସୁପ୍ରିମକୋର୍ଟ କହିଛନ୍ତି ରାଜ୍ୟ ସଙ୍ଗୀତ ନାହିଁ। ଏପରିକି ରାଜ୍ୟ ସଙ୍ଗୀତ, ରାଜ୍ୟ ପତାକା ରହିପାରିବ ନାହିଁ।…
ମୁହାଣ ଖୋଳାକୁ କେନ୍ଦ୍ରକରି ୨ ଗ୍ରାମବାସୀଙ୍କ ମଧ୍ୟରେ ଆକ୍ରମଣ: ଉଭୟ ପକ୍ଷର ୪୦ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ
ଦିଗପହଣ୍ଡି /ଚିକିଟି,୧୧।୩(ଅଶେଷ ନାଥ ମିଶ୍ର /ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଅନ୍ତର୍ଗତ କତୁରୁ ଗ୍ରାମ ନିକଟରେ ସମୁଦ୍ରକୁ ସଂଯୋଗ କରୁଥିବା ବଡନାଳଠାରେ ନୂଆ ମୁହାଣ ଖୋଳାକୁ କେନ୍ଦ୍ରକରି ସୋମବାର ରାମାୟପାଟଣା ଓ କତୁରୁ ୨ ଗ୍ରାମବାସୀଙ୍କ ମଧ୍ୟରେ…
ଜାତୀୟ ପାରା ଜୁଡ଼ୋ ଚାମ୍ପିୟନଶିପ: ବେଦାନ୍ତ ସହଯୋଗରେ ଚମକିଲେ ପାରା ଜୁଡ଼ୋ ଆଥ୍ଲେଟ
ଲାଞ୍ଜିଗଡ଼,୧୧ା୩(ରମେଶ ଚନ୍ଦ୍ର ନାୟକ) : ବେଦାନ୍ତ ଆଲୁମିନିୟମ ଦ୍ୱାରା ସମସ୍ତ ପ୍ରକାର ସହଯୋଗ ପାଇଥିବା କଳାହାଣ୍ଡି ଜିଲାର ପାରା ଜୁଡ଼ୋ ଆଥ୍ଲେଟ ମୋହନ ସାହୁ ରାଜ୍ୟର ପ୍ରତିନିଧିତ୍ୱ କରି ତ୍ରୟୋଦଶ ଜାତୀୟ ପାରା ଜୁଡ଼ୋ ଚାମ୍ପିୟନଶିପ ୨୦୨୫ରେ ଦୁଇଟି ବ୍ରୋଞ୍ଜ ପଦକ…
୨୦ ଦଫା ଦାବି ନେଇ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ: ନିୟମିତ ବେତନ ସହ …
ଛତ୍ରପୁର,୧୧।୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଜଳସାଥି ମହାସଂଘ ପକ୍ଷରୁ ୨୦ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଗଞ୍ଜାମ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି । କହିବାନୁଯାୟୀ, ୨୦୧୯ରେ ରାଜ୍ୟରେ ଜଳ ଯୋଗାଣ ପରିଚାଳନାରେ ପ୍ରୋତ୍ସାହିତ କରିବା ପାଇଁ ୫ଟି ଅଧୀନରେ…
୪ ଥାନା ଅଞ୍ଚଳରୁ ୮୨୮୫ କେଜି ଗଞ୍ଜେଇ ଜବତ, ଆନୁମାନିକ ମୂଲ୍ୟ ଜାଣିଲେ…
ଫୁଲବାଣୀ,୧୧ା୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ପୋଲିସ ୪ଟି ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରୁ ୮୨୮୫ କେଜି ଗଞ୍ଜେଇ ଜବତ କରିଛି । ଗୋଚ୍ଛାପଡା ଥାନା ଅଞ୍ଚଳରୁ ୩୬୭୫ କେଜି, ଫୁଲବାଣୀ ସଦର ଥାନା ଅଞ୍ଚଳରୁ ୧୪୪୦ କେଜି, ତୁମୁଡିବନ୍ଧ ଥାନା…
ଆତ୍ମସୁରକ୍ଷା ତାଲିମ ମନୋବଳ ବୃଦ୍ଧିରେ ହୁଏ ସହାୟକ
ରାଇକିଆ,୧୧/୩(ପ୍ରଦୀପ ବେହେରା)- କନ୍ଧମାଳ ଜିଲ୍ଲା ରାଇକିଆ ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରୀମାନଙ୍କ ଲାଗି ଚାଲିଥିବା ଆତ୍ମସୁରକ୍ଷା ତାଲିମ ଶିବିର ମଙ୍ଗଳବାର ଉଦଯାପିତ ହୋଇଅଛି। ମାଷ୍ଟର ସୁନେଲି ପଲେଇ ଆତ୍ମସୁରକ୍ଷା ଉପରେ ତାଲିମ ପ୍ରଦାନ କରିଥିଲେ। ଏଥିରେ…
ମୌଳିକ ସୁବିଧାରୁ ବଞ୍ଚିତ ଦୁର୍ଗମ କନ୍ଦାଗୁଡ଼ା-କେନ୍ଦୁଗୁଡ଼ା ଗାଁ: ରାସ୍ତା ସାଜିଛି ବାଧକ
ଥୁଆମୁଳ ରାମପୁର,୧୧।୩(ଦୁର୍ଗା କୀର୍ତ୍ତି): ଦେଶ ସ୍ବାଧୀନତାର ୭୭ ବର୍ଷକୁ ପଦାର୍ପଣ କଲାଣି। ଏଠି ଲୋକେ ସ୍ବାଧୀନତା ଚାଖି ଦେଶ ଦୁନିଆରେ ସ୍ବାଧୀନ ଭାବରେ ଘୁରି ବୁଲୁଛନ୍ତି। ନୂଆଁ ନୂଆଁ କୌଶଳ ଆପଣେଇ ନୂତନ ଜୀବନଶୈଳୀରେ ଝିଅପୁଅଙ୍କୁ ଉଚ୍ଚଶିକ୍ଷିତ କରିବାର ସୌଭାଗ୍ୟ ପ୍ରାପ୍ତ…
ଯାଜପୁର ଆରୁହା ଖଣି ଖାଦାନରେ ବଡ଼ ଧରଣର ରେଡ୍
ଯାଜପୁର,୧୧।୩: ଯାଜପୁର ଆରୁହା ପାହାଡ଼ସ୍ଥିତ ଖଣି ଖାଦାନରେ ମଙ୍ଗଳବାର ଏକ ବଡ଼ ଧରଣର ରେଡ୍ ହୋଇଛି। ବେଆଇନ ଖଣି ଖନନ ଅଭିଯୋଗରେ ଖଣି ବିଭାଗର ଅଧିକାରୀମାନେ ଏହି ରେଡ୍ କରିଛନ୍ତି। ଚଢାଉ ବେଳେ ଅଧିକାରୀମାନେ ଖଣି ଖାଦାନରୁ ୭ଟି ଜେସିବି ମେଶିନ୍,…
ବିଦ୍ୟାଳୟର ବାର୍ଷିକୋତ୍ସବ: ଭଲ ପାଠପଢି ବିଦ୍ୟାଳୟର ସୁନାମ ଅର୍ଜନ କରିବାକୁ ପରାମର୍ଶ ଦେଲେ ଏନଏସି କାର୍ଯ୍ୟନିର୍ବାହୀ
ଦିଗପହଣ୍ଡି,୧୧।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ କବିସୂର୍ଯ୍ୟ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷୟିତ୍ରୀ ଅରୁନ୍ଧତୀ ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ତାରାପ୍ରସାଦ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ଦିଗପହଣ୍ଡି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼.…
ନିଖୋଜ ଯୁବକଙ୍କ ମୃତଦେହ ପୋଖରୀରୁ ଉଦ୍ଧାର
ଧୂଷୁରୀ,୧୦।୩( ଦୀପ୍ତି ରଞ୍ଜନ ନାୟକ ): ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ କୋଠାର ପଞ୍ଚାୟତର ବାଙ୍କ ସାହି ଗ୍ରାମ ରେ ଘଟିଛି ଅଭାବନୀୟ ଘଟଣା। ଏହି ଗାଆଁର ସମୀର ରାଉତ (୧୮) ରବିବାର ଦିନ ନିକଟସ୍ଥ ପୋଖରୀକୁ ଶୌଚ ହେବା…
ଗୃହରେ ଅପ୍ରୀତିକର ପରିସ୍ଥିତି ପାଇଁ କଂଗ୍ରେସ,ବିଜେଡି କ୍ଷମା ପ୍ରାର୍ଥନା କରୁ: ଟଙ୍କଧର
ଭୁବନେଶ୍ୱର,୧୧।୩: ଗୃହରେ ଅପ୍ରୀତିକର ପରିସ୍ଥିତି ପାଇଁ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରୀପାଠୀ ମଙ୍ଗଳବାର ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି। ଗୃହରେ ହଟ୍ଟଗୋଳ ପାଇଁ କଂଗ୍ରେସ, ବିଜେଡି କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବିଧାୟକ ଟଙ୍କଧର କହିଛନ୍ତି। । ଗୃହରେ ବିରୋଧୀ ଭାବେ କିପରି…
ବିଧାନସଭାରେ ଉଠିଲା ମୋ ବସ୍ ପ୍ରସଙ୍ଗ: ଘଣ୍ଟାପ୍ରତି ଏତିକି ବେଗରେ ଚାଲିବ ବସ୍
ଭୁବନେଶ୍ୱର,୧୧।୩: ମୋ ବସ୍ ଗୋଟିଏ ପରେ ଗୋଟିଏ ଜୀବନ ନେବା ପରେ ମଙ୍ଗଳବାର ବିଧାନସଭାରେ ଉଠିଛି ମୋ ବସ୍ କଥା । ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା ମୋ ବସ୍ ସଂକ୍ରାନ୍ତରେ ବିଧାନସଭାରେ ପ୍ରଶ୍ନ କରିଥିଲେ। ଏହାର ଉତ୍ତର ରଖିଥିଲେ…

