ଆମ ଜିଲା ଖବର

ସୀମା ଟପିଲା ଯୌତୁକ ନିର୍ଯାତନା: ବୋହୂକୁ ନିର୍ଧୂମ ପିଟିଲେ ଶାଶୁ-ଶ୍ୱଶୁର

ବାଲେଶ୍ୱର,୬ା୪(ବାଞ୍ଛାନିଧି ଦେ): ଅଧିକ ଯୌତୁକ ଦାବି କରି ବୋହୂକୁ ଶାଶୁଘର ଲୋକଙ୍କ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଶାଶୁଘର ଲୋକଙ୍କ ମାଡ଼ରେ ବୋହୂ ଗୁରୁତର ହୋଇ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ବୋହୂଙ୍କ ବାପଘର ଲୋକେ ବାଲିଆପାଳ ଥାନାରେ କଲେ…

୧୬ରେ ଦିବ୍ୟାଙ୍ଗଙ୍କୁ ନେଇ ଖେଳ, ସାଂସ୍କୃତିକ ପ୍ରତିଯୋଗୀତା ପ୍ରତିଯୋଗିତା ସଫଳତା ନେଇ ସନ୍ଦେହ, ଆସିଲେନି…

ଭଞ୍ଜନଗର,୫।୪(ବାବୁଲା ପ୍ରଧାନ): ଦିବ୍ୟାଙ୍ଗ ମାନଙ୍କ ମଧ୍ୟରେ ଲୁକ୍କାୟିତ ଅବସ୍ଥାରେ ଥିବା କ୍ରୀଡା, ସାଂସ୍କୃତିକ ପ୍ରତିଭାକୁ ଖୋଜି ବାହାର କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଖେଳ ଓ ସାଂସ୍କୃତିକ ପ୍ରତିଯୋଗୀତା ହେଉଛି। ଏହି କାର୍ଯ୍ୟକ୍ରମ ଭଞ୍ଜନଗର ବ୍ଲକରେ ମଧ୍ୟ ହେବ।…

ସ୍ବଚ୍ଛତା ସୃଷ୍ଟିକରେ ସୁସ୍ଥ ପରିବେଶ, ବାତାବରଣ

ରାଇକିଆ,୬।୪(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ପଞ୍ଚାୟତ ତରଫରୁ ରବିବାର ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଓଡ଼ିଆ ପକ୍ଷ ପାଳନ ଅବସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଐତିହ୍ୟ ଓ ଦେବାଳୟ ମାନଙ୍କରେ ସଫେଇ କରାଯିବା ସହ ପରିମଳ…

ଗଞ୍ଜାମ ସହରରେ ଶ୍ରୀରାମ ନବମୀ: ଋଷୁକୂଲ୍ୟାରୁ ଅଣାଗଲା ଜଳ ଭାର

ଗଞ୍ଜାମ,୬।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହରରେ ଶ୍ରୀରାମ ନବମୀ ଧୂମଧାମରେ ପାଳିତ ହେଉଛ।ଏହି ଉପଲକ୍ଷେ ଶନିବାର ସନ୍ଧ୍ୟାରେ କଳସ ଯାତ୍ରା ଅନୁଷ୍ଠିତ ହେବା ପରେ ପୁଇଁତୋଳା ହନୁମାନ ମନ୍ଦିରରେ ରବିବାର ସକାଳେ ଅଷ୍ଟପ୍ରହରୀ ନାମଯଜ୍ଞ ଆରମ୍ଭ ହୋଇଛ। ଏହାକୁ ଗ୍ରାମବାସୀ ପରିଚାଳନା…

ଭାଜପାର ୪୬ ତମ ପ୍ରତିଷ୍ଠା ଦିବସ ଘରେ ଘରେ ପତାକା କାର୍ଯ୍ୟକ୍ରମ ଶୁଭାରମ୍ଭ

ଭଞ୍ଜନଗର,୬।୪(ବାବୁଲା ପ୍ରଧାନ): ଭାଜପା ର ୪୬ ତମ ପ୍ରତିଷ୍ଠା ଦିବସ ରବିବାର ଓ ସୋମବାର ଦୁଇଦିନ ପାଳିତ ହେବ। ଏହି ଅବସରରେ ସମସ୍ତଙ୍କ ଘରେ ପତାକା ଲଗାଇବା କାର୍ଯ୍ୟକ୍ରମ ସହ ସମାଜସେବା କାର୍ଯ୍ୟକ୍ରମ ରହିଛି। ଏହିଭଳି ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର…

ମା’ ତାରାତାରିଣୀଙ୍କ ଦର୍ଶନ କଲେ ହାଇକୋର୍ଟ ମୁଖ୍ୟ ବିଚାରପତି

ଛତ୍ରପୁର/ପୁରୁଷୋତ୍ତମପୁର,୬।୪(ସନ୍ତୋଷ ପାଢ଼ୀ/ସିମାଞ୍ଚଳ ମିଶ୍ର): ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିରକୁ ଆସି ମାଙ୍କ ଦର୍ଶନ କରିଥିଲେ। ପରେ ମା’ଙ୍କ ଠାରେ ପୂଜାର୍ଚନା କରିଥିଲେ ହାଇକୋର୍ଟର ମୁଖ୍ୟ ବିଚାରପତି ହେବା…

ଉଠିଲା ବେଳକୁ ଅଗଣାରେ ଭାଲୁ, ପରେ ଯୁବକଙ୍କୁ ଯାହା କଲା…

ପାଟଣା,୬।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସ୍ବାମ ପୁରୁଣା ମୁଣ୍ଡା ସାହିକୁ ରବିବାର ସକାଳୁ ଏକ ବଣୁଆ ଭାଲୁ ପଶି ଆସିଥିଲା। ପରେ ଭାଲୁଟି ଅଗଣାରେ ଛିଡା ହୋଇଥିବା ଜଣେ ଯୁବକଙ୍କୁ ଆକ୍ରମଣ କରଥିଲା। ଯୁବକ ଜଣଙ୍କୁ ଗୁରୁତର…

ଅନୁଗୋଳରେ ଏନକାଉଣ୍ଟର, କୁଖ୍ୟାତ ଅପରାଧି କ୍ଷୀରୋଦ ନାୟକ ଗୁରୁତର 

ଅନୁଗୋଳ ଅଫିସ,୬।୪(ମାନସ ବିଶ୍ୱାଳ): ଅନୁଗୋଳ ଟାଉନ ଥାନା ଅନ୍ତର୍ଗତ କୁରୁଡ଼ୋଲ ହନୁମାନ ବାଟିକା ନିକଟ ଆମ୍ବ ବଗିଚା ଠାରେ ଶନିବାର ବିଳମ୍ବତ ରାତିରେ ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ କ୍ଷୀରୋଦ ନାୟକ ଗୁରୁତର ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ…

ଅବମାନନା କରୁ ନ ଥିବା ଲୋକଙ୍କୁ କାହିଁକି ଗାଳି କରିବି: ଜୟନାରାୟଣ

ସମ୍ବଲପୁର,୬।୪(ପ୍ରମୋଦ ବହିଦାର): ଅବମାନନା କରୁ ନ ଥିବା ବ୍ୟକ୍ତିଙ୍କୁ ଗାଳିଗୁଲଜର କୌଣସି ଆବଶ୍ୟକତା ନାହିଁ। ବର୍ତ୍ତମାନ ମଧ୍ୟ ଟାଉନ ଥାନା ଅଧିକାରୀ ସୁବ୍ରତ କୁମାର ମେହେରଙ୍କ ସହିତ ମୋର ଉତ୍ତମ ସମ୍ପର୍କ ରହିଛି। ସେ ସର୍ବଦା ସମ୍ମାନର ସହିତ କଥାବାର୍ତ୍ତା କରନ୍ତି।…

ଇଡି ପରେ ଭିଜିଲାନ୍ସର ତଦନ୍ତ ଆରମ୍ଭ

ଭବାନୀପାଟଣା,୬୪(ଉତ୍ତମ କୁମାର ଦାଶ):କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଜୟପାଟଣା ରେଞ୍ଜର ଚମ୍ପାଚୁଆଁ ବିଟ୍‌ରେ ବନୀକରଣରେ ବ୍ୟାପକ ହେରଫେର ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଇଡି ଚଢ଼ାଉ ପରେ ଏବେ ରାଜ୍ୟ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଭିଜିଲାନ୍ସ…

୧୬୪ କଳାକାରଙ୍କୁ ମିଳିନି ସହାୟତା ରାଶି

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚଳିତବର୍ଷ ଉତ୍ସାହର ଉଦ୍ଦୀପନାର ସହିତ ଉଦ୍‌ଯାପିତ ହୋଇଥିଲା।ଅନ୍ୟବର୍ଷ ତୁଳନାରେ ଏଥର ମହୋତ୍ସବର ଆକର୍ଷଣ ସହିତ ଦର୍ଶକଙ୍କ ସଂଖ୍ୟା ମଧ୍ୟ ବଢ଼ିଥିବା ପରିଲକ୍ଷିତ ହୋଇଥିଲା। ତେବେ ଗତ ଧନୁଯାତ୍ରା ମହୋତ୍ସବକୁ ଆଉ…

ଜଙ୍ଗଲ ଜମି ପଟ୍ଟା ବଣ୍ଟନ: ଜଙ୍ଗଲ ବଞ୍ଚିଲେ ଆମେ ବଞ୍ଚିବା, ସୁରକ୍ଷା ଦେବାକୁ ନିବେଦନ

ବ୍ରାହ୍ମଣୀଗାଁ,୬ା୪ (ମନୋରଞ୍ଜନରଣା) : କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ତହସିଲ କାର୍ଯ୍ୟାଳୟ ପକ୍ଷରୁ ବ୍ରାହ୍ମଣୀଗାଁ ବନାଞ୍ଚଳ କାର୍ଯ୍ୟାଳୟ ପରିସର ମଧ୍ୟରେ ଶନିବାର ଦିନ ତହସିଲଦାର ଶରତ ଶବରଙ୍କ ଅଧ୍ୟକ୍ଷତାରେ ରାଜସ୍ବ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କାଟିଙ୍ଗା ଗ୍ରାମ ପଞ୍ଚାୟତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?