ଆମ ଜିଲା ଖବର

ଜୟ ଶ୍ରୀରାମ ଧ୍ୱନିରେ କମ୍ପିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୬ା୪(ଅରୁଣ ସାହୁ): ଦାରିଙ୍ଗବାଡ଼ିରେ ରବିବାର ଶ୍ରୀରାମ ନବମୀ ପାଳିତ ହୋଇଯାଇଛି। ଏହି ଅବସରରେ ଶିବମନ୍ଦିର ପ୍ରାଙ୍ଗଣରେ ଏକତ୍ରିତ ହୋଇ ପ୍ରଥମେ ପୂଜାର୍ଚ୍ଚନା ସହ ସାମୁହିକ ହନୁମାନ ଚାଳିଶା ପଠନ କରିଥିଲେ। ପରେ ବିରାଟ ବାଇକ୍‌ ଶୋଭାଯାତ୍ରାରେ ବାହାରି ପ୍ରଥମେ ଡବେରୀ ସେଠାରୁ…

କାର୍ଯ୍ୟାଦେଶ ମିଳିଲା, ଜାଗା ନାହିଁ, ଚିନ୍ତାରେ ହିତାଧିକାରୀ ପୂର୍ବରୁ ଅନେକ ଥର ପ୍ରଶାସନକୁ ଜଣାଇ ଜାଗା ଖଣ୍ଡେ ମିଳିନି ତାଙ୍କୁ

ଜି.ଉଦୟଗିରି,୬୪(ଚିନ୍ମୟ କୁମାର ସେଠୀ): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରିବା ନିମନ୍ତେ କାର୍ଯ୍ୟାଦେଶ ମିଳିଛି ଜଣେ ହିତାଧିକାରୀଙ୍କୁ। ମାତ୍ର ଘର ତିଆରି କରିବା ପାଇଁ ତାଙ୍କର ଜାଗା ନାହିଁ। ତାଙ୍କୁ ଜାଗା ଖଣ୍ଡେ ନ ମିଳିବାରୁ କାର୍ଯ୍ୟାଦେଶ ଅନୁସାରେ ଘର କେଉଁଠି…

୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଅଭିଯୋଗ

ଦେବଗଡ଼,୬।୪(ଶଶାଙ୍କ ଶେଖର ଝାଙ୍କର): ୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଅଭିଯୋଗ ହୋଇଛି। ୧୬ ବର୍ଷର ନାବାଳକ ବଳାତ୍କାର କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ରିଆମାଳ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ନାବାଳକକୁ ଅଟକ ରଖି ପଚରାଉଚରା…

ସରପଞ୍ଚଙ୍କୁ ବାଦ୍‌ ଦେଇ ପିଇଓ ପାଳିଲେ ସ୍ବଚ୍ଛତା ପକ୍ଷ, ତେଜୁଛି ବିବାଦ

ପାଟଣା,୬ା୪(ବୀରକିଶୋର ଦାଶ): ରାଜ୍ୟ ସରକାର ଏପ୍ରିଲ ୧ରୁ ୧୪ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରୁଛନ୍ତି। ଏହି ଅବସରରେ କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ରଘୁନାଥଜୀଉ ମଠ ନିକଟରେ ରବିବାର ସକାଳୁ ପାଟଣା ବ୍ଲକ ପ୍ରଶାସନ ପକ୍ଷରୁ ସ୍ବଚ୍ଛତା ଦିବସ ପାଳିତ…

ଏଣିକି ନିଜ ଲଢ଼େଇ ନିଜର

ଦେବଗଡ଼,୬।୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ବୁଢାପାଳସ୍ଥିତ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟରେ ଗତ ମାସ ୨୧ ତାରିଖଠାରୁ ଆରମ୍ଭ ହୋଇଥିବା ଛାତ୍ରୀ ଆତ୍ମ ସୁରକ୍ଷା ଶିବିର ଶନିବାର ଉଦ୍‌ଯାପିତ ହୋଇଯାଇଛି। ପୂର୍ବାହ୍ନରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡିଲେଶ୍ୱର ପ୍ରଧାନଙ୍କ…

ଘରେ ବସିଥିବାବେଳେ ଭାଙ୍ଗିଲା ମଝି ଓରା, କାନ୍ଥ ଭୁଶୁଡ଼ି ଆଉ ଜଣଙ୍କ ଗୁହାଳ ଭାଙ୍ଗିଲା

ଆନନ୍ଦପୁର,୬ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ କଣ୍ଟିପାଳ ମଠସାହି ଗ୍ରାମରେ ରବିବାର ସକାଳୁ ଘରର ମଝି ଓରା ଭାଙ୍ଗି ଯିବାରୁ କାନ୍ଥ ଭୁଶୁଡ଼ି ପଡ଼ିଥିଲାବେଳେ ଅଳ୍ପକେ ବର୍ତ୍ତି ଯାଇଥିଲେ ପରିବାରି ଲୋକେ। ଉକ୍ତ ଗ୍ରାମର ପାକଲା ବାରିକ…

ଗାଡ଼ି ଧକ୍କାରେ ଆଖିବୁଜିଲେ ବାଇକ୍‌ ଆରୋହୀ

ଦେବଗଡ଼,୬ା୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନା ଅନ୍ତର୍ଗତ ପଳସାକୁଦର ଛକଠାରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ଶନିବାର ଅପରାହ୍ନରେ ଦେବଗଡ ଥାନା ସୁନାମୁଣ୍ଡା ଗ୍ରାମର ପୂର୍ଣ୍ଣଚନ୍ଦ୍ର ସାହୁ (୬୦) ବାଇକ୍‌ ଯୋଗେ…

ଜଙ୍ଗଲୀ ହାତୀ ଘର ଭାଙ୍ଗିଲେ, ୪ ପରିବାର ବାସହରା

ଜି.ଉଦୟଗିରି,୬।୪(ଚିନ୍ମୟ କୁମାର ସେଠୀ): ଜି.ଉଦୟଗିରି ବ୍ଲକ କଳିଙ୍ଗା ପଞ୍ଚାୟତ ଅନ୍ତର୍ଗତ କୁର୍ମିଙ୍ଗିଆ କାଟାଗୁଡ଼ା ଗ୍ରାମରେ ୨୮ ଟିକିଆ ଜଙ୍ଗଲୀ ହାତୀ ପଲ ଆସି ଘର ଦ୍ୱାର ସହ ଫସଲ ନଷ୍ଟ କରିଥିବା ଦେଖିବାକୁ ମିଳିଛି। ଗତ ବର୍ଷ ମଧ୍ୟ ହାତୀ ପଲ…

ସୀମା ଟପିଲା ଯୌତୁକ ନିର୍ଯାତନା: ବୋହୂକୁ ନିର୍ଧୂମ ପିଟିଲେ ଶାଶୁ-ଶ୍ୱଶୁର

ବାଲେଶ୍ୱର,୬ା୪(ବାଞ୍ଛାନିଧି ଦେ): ଅଧିକ ଯୌତୁକ ଦାବି କରି ବୋହୂକୁ ଶାଶୁଘର ଲୋକଙ୍କ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଶାଶୁଘର ଲୋକଙ୍କ ମାଡ଼ରେ ବୋହୂ ଗୁରୁତର ହୋଇ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ବୋହୂଙ୍କ ବାପଘର ଲୋକେ ବାଲିଆପାଳ ଥାନାରେ କଲେ…

୧୬ରେ ଦିବ୍ୟାଙ୍ଗଙ୍କୁ ନେଇ ଖେଳ, ସାଂସ୍କୃତିକ ପ୍ରତିଯୋଗୀତା ପ୍ରତିଯୋଗିତା ସଫଳତା ନେଇ ସନ୍ଦେହ, ଆସିଲେନି…

ଭଞ୍ଜନଗର,୫।୪(ବାବୁଲା ପ୍ରଧାନ): ଦିବ୍ୟାଙ୍ଗ ମାନଙ୍କ ମଧ୍ୟରେ ଲୁକ୍କାୟିତ ଅବସ୍ଥାରେ ଥିବା କ୍ରୀଡା, ସାଂସ୍କୃତିକ ପ୍ରତିଭାକୁ ଖୋଜି ବାହାର କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଖେଳ ଓ ସାଂସ୍କୃତିକ ପ୍ରତିଯୋଗୀତା ହେଉଛି। ଏହି କାର୍ଯ୍ୟକ୍ରମ ଭଞ୍ଜନଗର ବ୍ଲକରେ ମଧ୍ୟ ହେବ।…

ସ୍ବଚ୍ଛତା ସୃଷ୍ଟିକରେ ସୁସ୍ଥ ପରିବେଶ, ବାତାବରଣ

ରାଇକିଆ,୬।୪(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ପଞ୍ଚାୟତ ତରଫରୁ ରବିବାର ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଓଡ଼ିଆ ପକ୍ଷ ପାଳନ ଅବସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଐତିହ୍ୟ ଓ ଦେବାଳୟ ମାନଙ୍କରେ ସଫେଇ କରାଯିବା ସହ ପରିମଳ…

ଗଞ୍ଜାମ ସହରରେ ଶ୍ରୀରାମ ନବମୀ: ଋଷୁକୂଲ୍ୟାରୁ ଅଣାଗଲା ଜଳ ଭାର

ଗଞ୍ଜାମ,୬।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହରରେ ଶ୍ରୀରାମ ନବମୀ ଧୂମଧାମରେ ପାଳିତ ହେଉଛ।ଏହି ଉପଲକ୍ଷେ ଶନିବାର ସନ୍ଧ୍ୟାରେ କଳସ ଯାତ୍ରା ଅନୁଷ୍ଠିତ ହେବା ପରେ ପୁଇଁତୋଳା ହନୁମାନ ମନ୍ଦିରରେ ରବିବାର ସକାଳେ ଅଷ୍ଟପ୍ରହରୀ ନାମଯଜ୍ଞ ଆରମ୍ଭ ହୋଇଛ। ଏହାକୁ ଗ୍ରାମବାସୀ ପରିଚାଳନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?