ଲେଭଲ କ୍ରସିଂରେ ଫସି ରହିଲା ହାଇୱା

ଧର୍ମଶାଳା,୧୭ା୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ହରିଦାସପୁର-ଗଡ଼ମଧୁପୁର ରେଳଷ୍ଟେଶନ ମଧ୍ୟସ୍ଥ ଏକ ଲେଭଲ କ୍ରସିଂରେ ଶନିବାର ଏକ ଚିପ୍ସ ବୋଝେଇ ହାଇୱା ଏକ ଘଣ୍ଟା ଧରି ଫସି ରହିଛି।

ଗାଡ଼ି ଖରାପ ହୋଇଯିବାରୁ ଲେଭଲ କ୍ରସିଂ ପାରି ହୋଇ ପାରି ନ ଥିଲା। ଖବର ପାଇ ରେଲଓ୍ବେ କର୍ମଚାରୀ ଓ ହାଇଓ୍ବା ମାଲିକ ପହଞ୍ଚି ଗାଡ଼ିକୁ ହଟାଇଥିଲେ। ଏଥିସହିତ ସେଠାରେ ପଡ଼ିଥିବା ଚିପ୍ସକୁ କାଢ଼ି ସଫା କରିଥିଲେ। ଏହାପରେ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଥିଲା। ହାଇଓ୍ବା ଅଟକିବାରୁ ଭେଲଲ କ୍ରସିଂର ଉଭୟ ପଟରେ ବହୁ ଗାଡ଼ି ଦୀର୍ଘ ସମୟ ଧରି ଅଟକି ରହିଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୦ ଟଙ୍କାର ନୋଟ ଖୋଲିବ ହନିମୁନ୍‌ ମର୍ଡର ମିଷ୍ଟ୍ରି: ଏବେ ସନ୍ଦେହ ଘେରରେ ସୋନମଙ୍କ ଭାଇ

ଇନ୍ଦୋର,୧୯।୬: ମେଘାଳୟର ଇନ୍ଦୋର ବ୍ୟବସାୟୀ ରାଜା ରଘୁବଂଶୀଙ୍କ ହତ୍ୟାକାଣ୍ଡରେ ଏପର୍ଯ୍ୟନ୍ତ ତ୍ରିକୋଣୀୟ ପ୍ରେମ ହତ୍ୟାର ପ୍ରକୃତ କାରଣ ବୋଲି ବିବେଚନା କରାଯାଉଥିଲା। କିନ୍ତୁ ଏବେ ମାମଲାର...

ମୋହନ ସରକାରଙ୍କ ବଡ଼ ଘୋଷଣା: ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୫୦୦ ଟଙ୍କା

ଭୋପାଳ,୧୯।୬: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଦୀପାବଳିରୁ ପ୍ରତି ମାସରେ ଲାଡଲି ଭଉଣୀଙ୍କୁ ୧୫୦୦ ଟଙ୍କା...

ପୁସ୍ତକ ନ ଥାଇ ୨୧ରେ ଖୋଲିବ କେନ୍ଦ୍ରୀୟ ବିଦ୍ୟାଳୟ, ସଜଡ଼ା ଚାଲିଛି ଭିତ୍ତିଭୂମି

ଭଞ୍ଜନଗର,୧୯ା୬(ବାବୁଲା ପ୍ରଧା): ଗ୍ରୀଷ୍ମ ଛୁଟି ସରିବା ପରେ ଆସନ୍ତା ୨୧ ତାରିଖରୁ କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକ ଶିକ୍ଷାଦାନ ପାଇଁ ଖୋଲିବ। ଏହାପୂର୍ବରୁ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ସଜଡ଼ା ଚାଲିଛି।...

ଇରାନରେ ରାଜ୍‌ କରିବେ ଏହି ୩ ରାଜକୁମାରୀ: ଜାଣନ୍ତୁ କେମିତି

ତେହେରାନ,୧୯।୬: ଇସ୍ରାଏଲ ସହିତ ଯୁଦ୍ଧ ମଧ୍ୟରେ, ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ଶାସନ ବିପଦରେ ପଡ଼ିଛି। ଆମେରିକା ଏବଂ ଇସ୍ରାଏଲ ଖାମେନେଇଙ୍କୁ ହଟାଇବାକୁ...

ଆଉ ୪ ଦିନ ବଢ଼ିଲା ସ୍କୁଲ ଛୁଟି, ଜାଣନ୍ତୁ କେଉଁଦିନ ଖୋଲିବ

ଧର୍ମଶାଳା,୧୯ା୬(ଶିବ ପ୍ରସାଦ ମହାନ୍ତି): ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଯାଜପୁର ଜିଲାରେ ସମସ୍ତ ସ୍କୁଲ ଓ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଛୁଟି ଘୋଷଣା କରିଛନ୍ତି ଯାଜପୁର ଜିଲାପାଳ...

ସାଇପ୍ରସ ରାଷ୍ଟ୍ରପତିଙ୍କ ସ୍ତ୍ରୀଙ୍କୁ ଏମିତି ଉପହାର ଦେଲେ ମୋଦି: ସବୁଠୁ ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାଇପ୍ରସରେ ଜୋରଦାର ସ୍ବାଗତ କରାଯାଇଥିଲା। ସାଇପ୍ରସ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ସର୍ବୋଚ୍ଚ ନାଗରିକ ପୁରସ୍କାର ‘ଗ୍ରାଣ୍ଡ କ୍ରସ ଅଫ ଦି...

ବିପର୍ଯ୍ୟୟ ପରିଚାଳନା ପାଇଁ ମକ୍‌ଡ୍ରିଲ୍‌

ଗଞ୍ଜାମ,୧୯ା୬(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ କଣ୍ଟିଆ ଗଡ଼ ବାତ୍ୟା ଆଶ୍ରୟସ୍ଥଳୀଠାରେ ସେଲଟରସ୍ତରୀୟ ମକ୍‌ଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ଡେପୁଟି କଲେକ୍ଟର ଅଭିଷେକ...

ବିରାଟଙ୍କ କୋଚଙ୍କଠାରୁ ଟ୍ରେନିଂ ନେଉଛନ୍ତି ତାଙ୍କ ଭଣଜା, ରାଜକୁମାର ଶର୍ମା ଭେଟିଦେବେ ଆଉ ଜଣେ ମହାନ କ୍ରିକେଟର!

ନୂଆଦିଲ୍ଲୀ,୧୯।୬: ବିରାଟ କୋହଲି ପ୍ରାୟତଃ ସୋସିଆଲ ମିଡିଆରେ ଶିରୋନାମାରେ ରହିଥାଆନ୍ତି। ପୁଣିଥରେ ଏହି ଭାରତୀୟ ବ୍ୟାଟସମ୍ୟାନ ଚର୍ଚ୍ଚାର କେନ୍ଦ୍ର ପାଲଟିଛନ୍ତି। କିନ୍ତୁ, ଏଥର ତାଙ୍କ ଖେଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri