ଅଖିମୂଠି ଅନୁକୂଳ କଲେ ଆଇନମନ୍ତ୍ରୀ: ହଳଲଙ୍ଗଳ ଯୋଚି ବୁଣିଲେ ବିହନ
ଖୋର୍ଦ୍ଧା,୩୦।୪(ପ୍ରଭାତ ପାଣିଗ୍ରାହୀ) : ଆଜି ପବିତ୍ର ‘ଅକ୍ଷୟ ତୃତୀୟା’। ଏହି ଅବସରରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୁରୁଜଙ୍ଗଠାରେ ଚାଷୀ ଭାଇ ମାନଙ୍କ ଉପସ୍ଥିତିରେ ଭୂମିପୂଜନ ପରେ ଅଖିମୁଠି ଅନୁକୂଳ କରିଛନ୍ତି ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ପରମ୍ପରା ଅନୁସାରେ ଭୂମି ପୂଜନ…
ରାଜବୋଡାସମ୍ବର କୃଷକ ସଙ୍ଗଠନ ତରଫରୁ ଅକ୍ଷୟ ତୃତୀୟା ପାଳିତ
ପଦ୍ମପୁର ୩୦।୪ (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ବ୍ଲକ ଖଲିଆପାଲି ଗ୍ରାମରେ ରାଜବୋଡାସମ୍ବର କୃଷକ ସଙ୍ଗଠନ ତରଫରୁ ପବିତ୍ର ଅକ୍ଷୟ ତୃତୀୟା ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜବୋଡାସମ୍ବର କୃଷକ ସଙ୍ଗଠନର ସଭାପତି…
ଯୁବକଙ୍କ ଗଳାକାଟି ହତ୍ୟା
ଚିକିଟି,୩୦।୪(ପ୍ରକାଶ ଚନ୍ଦ୍ର ସାହୁ): ବ୍ରହ୍ମପୁର ପୋଲିସ ଜିଲା କେ. ନୂଆଗାଁ ଥାନା ଚିକିଟି ଫାଣ୍ଡି ଅନ୍ତର୍ଗତ ଧାନଘର ଛକ ଠାରୁ ମା’ ବାଳକୁମାରୀ ମନ୍ଦିର ଯିବା ରାସ୍ତାର ଏକ ପୋଖରୀ ନିକଟରେ ଜଣେ ଯୁବକଙ୍କ ଗଳାକାଟି ହତ୍ୟା କରାଯାଇଛି। ମୃତକ ହେଲେ…
ପଣ୍ଡିତ ରୋହିତ ଦାଶଙ୍କୁ ‘ବିବ୍ୟାବାଚସ୍ପତି’ ସାରସ୍ବତ ସମ୍ମାନ
ଦେବଗଡ, ୩୦।୪(ଶଶାଙ୍କ ଶେଖର ଝାଙ୍କର):ହୋଟେଲ ରେଡିସନ ପାର୍କ ଇନ, ଅଯୋଧ୍ୟା ଧାମ ଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ହିନ୍ଦୀ ବିଦ୍ୟାପୀଠର କୁଳପତି ମାନ୍ୟନୀୟ ଇନ୍ଦୁ ଭୂଷଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ‘ରାଷ୍ଟ୍ରୀୟ ସଂଗୋଷ୍ଠୀ ଏବଂ ସମ୍ମାନ ସମାରୋହ’ ଆୟୋଜନ କରାଯାଇଥିଲା ।…
ପ୍ରତିଶୋଧ ପାଇଁ ପ୍ରେମିକାଙ୍କ ନ୍ୟୁଡ୍ ଫଟୋ ଭାଇରାଲ
ଭୁବନେଶ୍ୱର,୩୦।୪(ସତ୍ୟଜିତ୍ ରାଉତ): ସମ୍ପର୍କରେ ତିକ୍ତତା ପରେ ପ୍ରତିଶୋଧ ପରାୟଣ ହୋଇପଡିଥିଲେ ପ୍ରେମିକ। ପ୍ରେମିକାଙ୍କ ନାଁରେ ସୋସିଆଲ ମିଡିଆରେ ଫେକ୍ ଆଇଡି ଖୋଲି ନଗ୍ନ(ନ୍ୟୁଡ) ଫଟୋ ଛା଼ଡ଼ିଥିଲେ। ଏହି ଘଟଣାରେ ଭୁବନେଶ୍ୱର ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧ ଥାନା ପୋଲିସ ସମ୍ପୃକ୍ତ…
ଆଜି ଅକ୍ଷୟ ତୃତୀୟା: ଅଖି ମୁଠି ଅନୁକୂଳ କଲେ ବିଧାୟକ
ପାଟଣା,୩୦।୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ ପାଟଣା ପଂଚାୟତ ଗୁଳୁଦିପୋଷି ଗ୍ରାମର ବନବିହାରୀ ଦାସଙ୍କ କ୍ଷେତରେ ପବିତ୍ର ଅକ୍ଷୟ ତୃତୀୟା ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର…
ରାଜଗାଙ୍ଗପୁରରେ ଗୁଳିକାଣ୍ଡ, ଯୁବକ ଆହତ ବନ୍ଧୁକ ଧରି ମଜାମସ୍ତି ବେଳେ ଫୁଟିଲା
ରାଜଗାଙ୍ଗପୁର,୨୯ା୪(ଅଶୋକ ପାଣି): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ବାଣ୍ଠୁପଡ଼ାଠାରେ ମଙ୍ଗଳବାର ଅପରାହ୍ନ ୩ଟାରେ ଗୁଳିକାଣ୍ଡ ଘଟି ଜଣେ ଯୁବକ ଆହତ ହୋଇଛନ୍ତି। ୫ଜଣ ସାଙ୍ଗ ବନ୍ଧୁକ ଧରି ମଜାମସ୍ତି କରୁଥିବା ବେଳେ ଗୁଳିଫୁଟି ଏଭଳି ଅଭାବନୀୟ ଘଟଣା ଘଟିଥିଲା। ଏଥିରେ ରାଜଗାଙ୍ଗପୁର ଇଦଗାହ…
କାଳବୈଶାଖୀରେ ବିଦ୍ୟୁତ୍ ତାର ପଡି ଗାଈ ମୃତ
ନୂଆପଡ଼ା,୩୦ା୪ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ଖୁଟବନ ଭେରା ପଞ୍ଚାୟତ କରଚୁଳ ଗାଁରେ ସୋମବାର କାଳବୈଶାଖୀରେ ବିଦ୍ୟୁତ୍ ତାର ପଡି ଏକ ଗାଈର ମୃତ୍ୟୁ ଘଟିଛି ଗାଁର ବିଷ୍ଣୁ ଶବରଙ୍କ ଗାଈ ଖୋଲା ଛାତତଳେ ବନ୍ଧାଯାଇଥିବାବେଳେ ହଠାତ୍ କାଳବୈଶାଖି ପ୍ରଭାବରେ…
ସମୟସୀମା ମଧ୍ୟରେ ଉନ୍ନୟନ କାର୍ଯ୍ୟ ସାରିବା ଉପରେ ଗୁରୁତ୍ୱ
ନୂଆପଡ଼ା,୩୦।୪ (ମକାରୁ ବେମାଲ): ନୂଆପଡ଼ା ଜିଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହରେ ସୋମବାର ସନ୍ଧ୍ୟାରେ ଜିଲା ଉନ୍ନୟନ ସମନ୍ବୟ ଓ ପର୍ଯ୍ୟାଲୋଚନା କମିଟି (ଦିଶା) ବୈଠକ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଏମ୍ପି ମାଳବିକା ଦେବୀ ଏଥିରେ ଅଧ୍ୟକ୍ଷତା କରି ସମୟସୀମା ମଧ୍ୟରେ ଜିଲାର…
‘ଏକ ଦେଶ, ଏକ ନିର୍ବାଚନ’ ଶୀର୍ଷକ ଆଲୋଚନାଚକ୍ର
ଦେବଗଡ,୩୦ା୪(ଶଶାଙ୍କ ଶେଖର ଝାଙ୍କର)- ସ୍ଥାନୀୟ ସେଣ୍ଟର ଫର୍ କଲ୍ଚର କଲ୍ୟାଣ ମଣ୍ଡପଠାରେ ‘ଏକ ଦେଶ… ଏକ ନିର୍ବାଚନ’ ଶୀର୍ଷକ ଆଲୋଚନାଚକ୍ର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭାଜପା ଜିଲା ସଭାପତି ଅରୁଣ କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଆଲୋଚନାଚକ୍ରରେ ଭାଜପା ରାଜ୍ୟ ପ୍ରବକ୍ତା…
ଫେଡେରେଶନ୍ କପ୍ ସିନିୟର କବାଡ଼ି ପ୍ରତିଯୋଗିତା ପାଇଁ ଟେକ୍ନିସିଆନ୍ ଅଫିସିଆଲଙ୍କ ନାମ ଘୋଷଣା: ଓଡ଼ିଶାରୁ ରଞ୍ଜିତା ମିଶ୍ର ମନୋନୀତ
ଦେବଗଡ,୩୦ା୪(ଶଶାଙ୍କ ଶେଖର ଝାଙ୍କର)- ଆମେଚର କବାଡ଼ି ଫେଡେରେଶନ ଅଫ୍ ଇଣ୍ଡିଆ ଆନୁକୂଲ୍ୟରେ ମହାରାଷ୍ଟ୍ର ଅମରାବତୀର ଗଡଗେବାବା ସମାଧି ମନ୍ଦିର ଖେଳପଡିଆଠାରେ ଆସନ୍ତା ୨ରୁ ୪ ତାରିଖ ପର୍ଯ୍ୟନ୍ତ ଚତୁର୍ଥ ଫେଡେରେଶନ କପ୍ ସିନିୟର କବାଡି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାର…
ସୌରଶକ୍ତି ଚାଳିତ ଲୌହଜଳ ଅପସାରଣ ପ୍ରକଳ୍ପ ଉଦ୍ଘାଟିତ
ଦେବଗଡ,୩୦ା୪(ଶଶାଙ୍କ ଶେଖର ଝାଙ୍କର)- ବାରକୋଟ ବ୍ଲକର ବିଭିନ୍ନ ଗ୍ରାମରେ ଜାତୀୟ ସ୍ବେଚ୍ଛାସେବୀ ଅନୁଷ୍ଠାନ ୱାଟରଏଡ୍ ଇଣ୍ଡିଆ ପକ୍ଷରୁ ଜିଲା ପ୍ରଶାସନ ଆନୁକୂଲ୍ୟରେ ୯ଟି ସୌରଶକ୍ତି ଚାଳିତ ଲୌହଜଳ ଅପସାରଣ ପ୍ରକଳ୍ପ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ମଙ୍ଗଳବାର ବମ୍ପରଡା ଗ୍ରାମପଞ୍ଚାୟତ ସଭାଗୃହରେ…

