ସହପାଠୀଙ୍କ ସହ ବନ୍ଧୁତା ପରେ ଅଶ୍ଳିଳ ଫଟୋ ଉଠାଇ ଭାଇରାଲ କରିବା ଧମକ ଦେଉଥିଲେ, ଯୁବକଙ୍କୁ ବାନ୍ଧିଲା…
ବୈଶିଙ୍ଗା,୨୪।୭(ରତନ ଦାଶ): ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିବା ପଡ଼ିଲା ମହଙ୍ଗା। ଏହି ଘଟଣାରେ ମୟୂରଭଞ୍ଜ ଜିଲାର ବୈଶିଙ୍ଗା ପୋଲିସ ଜଣେ ଯୁବକକୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡିଛି । ସୂଚନାରୁ ପ୍ରକାଶ, ଖୁଣ୍ଟା ଥାନା ଅଞ୍ଚଳର କେଶ ମୁର୍ମୁଙ୍କ…
କଳାବଜାରୀ ଅଭିଯୋଗ ପରେ ସାର ଦୋକାନରେ ପଶିଲା କୃଷି ବିଭାଗର ସ୍ବତନ୍ତ୍ର ଟିମ, ଚଢା ଦରରେ ବିକ୍ରି କଲେ…
ପଦ୍ମପୁର,୨୪।୭ (ପ୍ରଦୀପ୍ତ ଦାଶ ): ପଦ୍ମପୁର ବ୍ଳକ ଅଞ୍ଚଳରେ ସାରକୁ ବେଆଇନ ଗଚ୍ଛିତ ରଖିବା, ନିର୍ଦ୍ଧାରିତ ମୂଲ୍ୟ ଠାରୁ ଅଧିକ ଦରରେ ବିକ୍ରି ଅଭିଯୋଗ ହେବା ପରେ ଗୁରବାର କୃଷି ବିଭାଗର ସ୍ବତନ୍ତ୍ର ଟିମ ବିଭିନ୍ନ ଦୋକାନରେ ଚଢ଼ାଉ କରିଛନ୍ତି। ଜିଲା…
ମନ୍ଦିରରୁ ଚୋରି କରିନେଇଥିଲେ, ୬ ଜଣଙ୍କୁ ବାନ୍ଧିଲା ପୋଲିସ
ଛତ୍ରପୁର, ୨୪।୭ (ଦିଲ୍ଲୀପ ସାମଲ) : ଗତ ୧୬ ତାରିଖ ଦିନ ବିଳମ୍ବିତ ରାତ୍ରରେ ଛତ୍ରପୁର ଥାନା ଅଧିନ ଉଜ୍ଜଳେଶ୍ୱରୀ ମନ୍ଦିର ଓ ଚମାଖଣ୍ଡି ଥାନା ଅଧିନ କଣମଣା ଗ୍ରାମରେ ଥିବା ମା’ କନକ ଦୁର୍ଗାଙ୍କ ମନ୍ଦିରରୁ ଚୋରି ହୋଇଥିଲା। ଏନେଇ…
ଖୋଳି ଦେଲେ ରାସ୍ତା: ଥାନାରେ ମାମଲା
କେନ୍ଦୁଝର,୨୪।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ସହର ଟାଙ୍ଗିରି ଗାଁ ରାସ୍ତାକୁ ଖୋଳି ଦେବା ଅଭିଯୋଗରେ ପଣ୍ଡାପଡ଼ା ଥାନାରେ ଏକ ଅଭିଯୋଗ ହୋଇଛି। ସ୍ଥାନୀୟ ସରପଞ୍ଚ ଏବଂ ସମିତି ସଭ୍ୟଙ୍କୁ ଅଭିଯୋଗ କଲେ ମଧ୍ୟ କେହି ନ ଶୁଣୁ…
ଜବରଦଖଲକାରୀଙ୍କ କବଳରୁ ଜଗନ୍ନାଥଙ୍କ ଜମି ମୁକ୍ତ ପାଇଁ ଜୋର୍ ଧରିଲା ଦାବି, ତହସିଲଦାରଙ୍କୁ ଭେଟି…
ପୁରୁଷୋତ୍ତମପୁର,୨୪ା୭(ସୀମାଞ୍ଚଳ ମିଶ୍ର): ହିନ୍ଦୁସମାଜର ଆରାଧ୍ୟଠାକୁର ଜଗନ୍ନାଥ ମହାପ୍ରଭୁଙ୍କ ସମ୍ପତ୍ତି ଜବରଦଖଲକାରୀଙ୍କ କବଳରୁ ଉଦ୍ଧାର କରି ମନ୍ଦିରକୁ ହସ୍ତାନ୍ତର କରିବାକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଦାବି ଜୋର ଧରିଛି। ଏଥିନେଇ ଜଗନ୍ନାଥପ୍ରେମୀ ଭକ୍ତମାନେ ତହସିଲ କାର୍ଯ୍ୟାଳୟ ଆସି ଜବରଦଖଲକାରୀଙ୍କଠାରୁ ଜଗନ୍ନାଥଙ୍କ ଘରବାଡ଼ି,…
ବାଘଛାଲ ବିକ୍ରି ବେଳେ ମାଡ଼ି ବସିଲା କ୍ରାଇମବ୍ରାଞ୍ଚ
ନୟାଗଡ଼,୨୪।୭: ବାଘଛାଲ ବିକ୍ରି ବେଳେ କ୍ରାଇମବ୍ରାଞ୍ଚ STF ଚଢାଉ କରି ନୟାଗଡ଼ ବାଣୀଗୋଚ୍ଛା ଅଞ୍ଚଳରୁ ଗୁରୁବାର ୨ଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି। କ୍ରାଇମବ୍ରାଞ୍ଚ STF ଅଭିଯୁକ୍ତଙ୍କ ନିକଟରୁ ଏକ ବାଘ ଛାଲ ଜବତ କରିଛି। ମିଳିଥିବା ସୂଚନା ମୁତାବକ, ନୟାଗଡ଼…
‘ସୌମ୍ୟାଶ୍ରୀଙ୍କ କରୁଣ ମୃତ୍ୟୁ ଜୀବନ ସାରା ମନେ ରହିବ’
କେନ୍ଦୁଝର,୨୪ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ଗୁରୁବାର କୀରମୋହନ କଲେଜର ମୃତା ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଏକାଦଶାହ। ୧୧ ଦିନ ବିତି ଯାଇଥିଲେ ମଧ୍ୟ ଲୋକଙ୍କ ମନରୁ ଝିଅଟିର କରୁଣ ମୃତ୍ୟୁ କାହାଣୀ ଲିଭି ନାହିଁ ଅନେକ ଏହାକୁ ଜୀବନ ସାରା ମନେ ରଖିବେ।…
IAS ଧୀମାନ ଚକ୍ମାଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ
କଟକ,୨୪।୭: କଳାହାଣ୍ଡି ଜିଲା ଧର୍ମଗଡ଼ ଉପ-ଜିଲାପାଳ ଧୀମାନ ଚକ୍ମାଙ୍କୁ ଗୁରୁବାର ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଫଳରେ IAS ଚକ୍ମାଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ୫ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ IAS ଚକ୍ମାଙ୍କୁ ହାଇକୋର୍ଟ ଜାମିନ…
ସମ୍ବଲପୁରରେ ଶାଲିମାର ଏକ୍ସପ୍ରେସ ଲାଇନ୍ଚ୍ୟୁତ
ସମ୍ବଲପୁର,୨୪ା୭(ପ୍ରମୋଦ ବହିଦାର): ସମ୍ବଲପୁରରେ ଲାଇନଚ୍ୟୁତ ହୋଇ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି। ମହିମା ଗୋସାଇଁ ଶାଲିମାର ଏକ୍ସପ୍ରେସ୍। ଶାଲିମାରରୁ ଅନୁଗୋଳ ଦେଇ ସମ୍ବଲପୁର ଆସୁଥିବା ଟ୍ରେନ୍ ନମ୍ବର ୨୦୮୩୧ ମହିମା ଗୋସାଇଁ-ଶାଲିମାର ଏକ୍ସପ୍ରେସ ଟ୍ରେନ୍ର ଶେଷ ଟ୍ରଲି ବଗିର ପୂର୍ବ ଅଣସଂରକ୍ଷିତ…
ନକଲି ଔଷଧ ନେଉଛି ଅକାଳରେ ଜୀବନ
ମହାକାଳପଡ଼ା,୨୪ା୭ (ପ୍ରତାପ ଚନ୍ଦ୍ର ସ୍ବାଇଁ): ସରକାର ଗ୍ରାମାଞ୍ଚଳଗୁଡିକରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଠାରୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ କରି ନିରାମୟ ଯୋଜନାରେ ମାଗଣାରେ ଔଷଧ ଓ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଖୋଲି ୧୨୦ ପ୍ରକାର ଔଷଧ ଯୋଗାଇ ଦେଉଛନ୍ତି।…
ମୁଖ୍ୟମନ୍ତ୍ରୀଙ୍କୁ ଭେଟଲେ ଓଡ଼ିଶା ଆଦିବାସୀ ମହାସଂଘ କର୍ମକର୍ତ୍ତା, ପ୍ରତିଶ୍ରୁତି ଦେଇ କହିଲେ ଆଦିବାସୀ ପାଇଁ…
ଭୁବନେଶ୍ୱର,୨୪।୭: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଗୁରୁବାର ଆଦିବାସୀ ମହାସଂଘର କର୍ମକର୍ତ୍ତା ଭେଟି ଆଦିବାସୀଙ୍କ ବିଭିନ୍ନ ସମସ୍ୟା ଏବଂ ସାମୂହିକ ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ, ଆଦିବାସୀଙ୍କ ସର୍ବାଙ୍ଗୀନ ବିକାଶ ସରକାରଙ୍କ ପ୍ରାଥମିକତା ରହିଛି।…
ପ୍ରେମିକଙ୍କ ଗଳାକାଟି ସ୍କୁଟିରେ ଫେରାର ହୋଇଗଲେ ପ୍ରେମିକା
କେନ୍ଦ୍ରାପଡ଼ା,୨୪।୭(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ସଦର ଥାନା ଅଧୀନ ହଜାରୀ ଛକରେ ମଙ୍ଗଳବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକଙ୍କ ଗଳାକୁ ତାଙ୍କ ପ୍ରେମିକା କାଟି ଦେଇ ଫେରାର ହୋଇଯାଇଛନ୍ତି। ରାସ୍ତା ପାର୍ଶ୍ୱରେ ପଡିଥିବା ସେହି ଯୁବକଙ୍କୁ ପୋଲିସ…

