ଆମ ଜିଲା ଖବର

ପ୍ରେସରକୁକର ଖୋଲୁଥିବାବେଳେ ନାବାଳିକାଙ୍କ ଉପରେ ପଡ଼ିଲା ଗରମ ଡାଲି, ଆଉ ତା’ ପରେ…

ବଲାଙ୍ଗୀର,୧୪ା୯(ସୁନୀଲ କୁମାର ମହାନ୍ତି): ପ୍ରେସରକୁକରରୁ ଗରମ ଡାଲି ପାଣି ପଡ଼ି କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ଟେକେନପଦର ଗ୍ରାମର ଜଣେ ନାବାଳିକା ଗୁରୁତର ହୋଇ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୂଚନା ମୁତାବକ ୧୩ ବର୍ଷୀୟା ନାବାଳିକା…

ଚାଷ କରି ନ ଥିବା ଲୋକଙ୍କୁ ଇନ୍‌ପୁଟ୍‌ ସବ୍‌ସିଡି, ବାଦ୍‌ ପଡିଛନ୍ତି ଅନେକ କ୍ଷତିଗ୍ରସ୍ତ ଚାଷୀ

ବରଗଡ଼,୧୪ା୯(ପ୍ରେମାନନ୍ଦ ଖମାରୀ): ଅଦିନିଆଁ ବର୍ଷାରେ ହୋଇଥିବା ଫସଲକ୍ଷତି ବାବଦକୁ ଇନପୁଟ ସହାୟତା ପ୍ରଦାନକୁ ନେଇ ବରଗଡ଼ ଜିଲାରେ ବ୍ୟାପକ ଚଞ୍ଚକତା ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ନେଇ ଶନିବାର ଜିଲାର ବରପାଲି ବ୍ଲକ କାଇଁଶିର ପଞ୍ଚାୟତ ଅନ୍ତର୍ଗତ ବାରଙ୍ଗପାଲି ଏବଂ…

ବାକ୍ସ ଭିତରୁ ତୃତୀୟ ଶ୍ରେଣୀ ଛାତ୍ର ଉଦ୍ଧାର ଘଟଣା: ଦାୟିତ୍ୱରୁ ହଟିଲେ ଶିକ୍ଷୟିତ୍ରୀ

ବଣାଇ,୧୪ା୯(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ଜର୍ଡ଼ାର ଏକ ବିଦ୍ୟାଳୟ ଛାତ୍ରାବାସରେ ପହଞ୍ଚି ପ୍ରଶାସନ ଖୋଳତାଡ଼ ଆରମ୍ଭ କରିଛି। ତୃତୀୟ ଶ୍ରେଣୀ ଛାତ୍ର ବାକ୍ସରୁ ଉଦ୍ଧାର ଘଟଣାରେ ଆକ୍ସନ ନେଇଛି ପ୍ରଶାସନ। ହଷ୍ଟେଲ ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀଙ୍କୁ ଦାୟିତ୍ୱରୁ…

ରାତିରେ ଶୋଇଥବା ବେଳେ କାମୁଡ଼ିଲା ସାପ, ପରେ…

ବରୀ,୧୪।୯(ମହେନ୍ଦ୍ର ସ୍ବାଇଁ): ବରୀ ବ୍ଲକ ମହାକାଳପଡ଼ା ଗ୍ରାମର ପ୍ରତାପ ଜେନା(୭୨)ଙ୍କର ସାପ କାମୁଡ଼ାରେ ମତ୍ୟୁ ଘଟିଛି। ସୂଚନାଯୋଗ୍ୟ ଶନିବାରି ବିଳମ୍ବିତ ରାତିରେ ଶୋଇଥବା ଅବସ୍ଥାରେ ତାଙ୍କୁ ସାପ କାମୁଡ଼ି ଦେବାରୁ ଚିକିତ୍ସା ନିମନ୍ତେ ନିକଟସ୍ଥ ଇନ୍ଦୁପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା।…

ଗଞ୍ଜାମରେ ଏବେ ବି ରହିଛି ଶଗଡ଼ର ଚାହିଦା

ଗଞ୍ଜାମ,୧୪ା୯(ବିଦ୍ୟାଧର ସାହୁ): ପୂର୍ବକାଳରେ ଚାଷକାର୍ଯ୍ୟ ନିମନ୍ତେ ଶଗଡ଼ ବଳଦର ନିହାତି ଆବଶ୍ୟକତା ଥିଲା। ଜମିରେ ହଳଠାରୁ ଅମଳ ପର୍ଯ୍ୟନ୍ତ ଶଗଡ଼ ବଳଦ ଦ୍ୱାରା ଚାଷକାର୍ଯ୍ୟ ସମ୍ପନ୍ନ ହୋଇଥାଏ। ବର୍ତ୍ତମାନ ବିଜ୍ଞାନ ଯୁଗରେ ଚାଷକାର୍ଯ୍ୟ ନିମନ୍ତେ ଅତ୍ୟାଧୁନିକ ଯନ୍ତ୍ରପାତି ମିଳିବା ଓ ଯେକୌଣସି…

ବାଇକ୍‌ରେ କାର୍ଯ୍ୟସ୍ଥଳକୁ ଯାଉଥିଲେ ପୋଲିସ କର୍ମଚାରୀ: ହଠାତ୍‌ ଛାତିରେ ହେଲା ଯନ୍ତ୍ରଣା, ପରେ…

ବରୀ,୧୪।୦୯(ମହେନ୍ଦ୍ର ସ୍ବାଇଁ): ଯାଜପୁର ଜିଲା ବରୀ ବ୍ଲକ ଅଧୀନ ବାଇଁଶିରିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଶ୍ୱନାଥ ନାୟକଙ୍କ ବଡ଼ ପୁଅ ସୂର୍ଯ୍ୟକାନ୍ତ ନାୟକ(୩୨)ଙ୍କ ର ହୃଦଘାତରେ ପରଲୋକ ଘଟିଛି। ପ୍ରକାଶ ଥାଉକି, ସୂର୍ଯ୍ୟକାନ୍ତ କୋରାପୁଟ ଜିଲାରେ ଓଡିଶା ପୋଲିସର ଇଣ୍ଡିଆନ ରିଜର୍ଭ…

ଛାତ୍ରୀଛାତ୍ରଙ୍କଠାରେ ବୈଜ୍ଞାନିକ ମନୋଭାବ ଉଦ୍ରେକ କରିବା ନେଇ ଗୁରୁତ୍ୱାପରୋପ

ପୁରୁଷୋତ୍ତମପୁର,୧୪ା୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ପଦାର୍ଥ ବିଜ୍ଞାନ ବିଭାଗ ପକ୍ଷରୁ ପାଠଚକ୍ର କାର୍ଯ୍ୟକ୍ରମ ବିଭାଗୀୟ ମୁଖ୍ୟ ଡ. ସୁବ୍ରତ କୁମାର ଷଡ଼ଙ୍ଗୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଅଧ୍ୟକ୍ଷ ଡ. ସୁରେନ୍ଦ୍ର ପଣ୍ଡା ଉଦ୍‌ଘାଟନ କରି ଛାତ୍ରୀଛାତ୍ରଙ୍କଠାରେ…

ଷ୍ଟେଜ୍‌ ଉପରେ ଡ୍ରେସ୍‌ ଖୋଲିଦେଲେ ନିଶା ନିଜକୁ ସମ୍ଭାଳି ପାରିଲେନି ଏଏସ୍‌ଆଇ : ପରେ ଯାହା ହେଲା…

ପାଟଣା,୧୪ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଏଏସ୍‌ଆଇ ସରୋଜ କୁମାର ସେଠୀଙ୍କୁ ବିବାଦୀୟ ଆଇଟମ ଗର୍ଲ ନିଶା ମହାରଣାଙ୍କ ସହ ଫଟୋ ଉଠାଇବା ମହଙ୍ଗା ପଡ଼ିଛି। ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଥାଇ ଫଟୋ ଉଠାଇବାକୁ ନେଇ ଏସ୍‌ପି ନୀତିନ…

ରାତିଅଧରେ ଓଲଟିଲା ଯାତ୍ରୀବାହୀ ବସ୍‌: କଣ୍ଡକ୍ଟର ଗୁରୁତର,

ନୟାଗଡ଼,୧୪।୯(ଲୋକନାଥ ମିଶ୍ର): ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ନୟାଗଡ଼ ଜିଲା ବାଣୀଗୋଛା ଥାନା ଜାମୁସାହି ଛକ ନିକଟରେ ଏକ ଘରୋଇ ଯାତ୍ରୀବାହୀ ବସ ଶନିବାର ରାତିରେ ଓଲଟି ପଡିଛି। ଦୁର୍ଘଟଣାରେ ବସ କଣ୍ଡକ୍ଟର ଗୁରୁତର ଥିବାବେଳେ ୫ରୁ ଅଧିକ…

କାମଧେନୁ ଯୋଜନା: କାର୍ଯ୍ୟାଦେଶ ବଣ୍ଟନ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୧୪।୯(ଅଶେଷ ନାଥ ମିଶ୍ର): ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଣିତ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଆନୁକୁଲ୍ୟରେ ଦିଗପହଣ୍ଡି ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକଳ୍ପ ନିମନ୍ତେ ୩୦ ଚାଷୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ପ୍ରାଣୀ ଚିକିତ୍ସାଧିକାରୀ ଡ଼.ମଧୁସ୍ମିତା ପଣ୍ଡାଙ୍କ ସଂଯୋଜନାରେ ସ୍ଥାନୀୟ ବ୍ଲକ…

ରେଗଡା ଗାଁର ଗୋଚର ଚିହ୍ନଟ ପ୍ରସଙ୍ଗ: ଜାତୀୟ ରାଜପଥ ଅବରୋଧ ପାଇଁ ଲୋକେ ସଜବାଜକ

କର୍ଲାମୁଣ୍ଡା,୧୪।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଗାଁରେ ଗୋଚର ଜମି ଚିହ୍ନଟ ସହିତ ଜବରଦଖଲ କାରୀଙ୍କଠୁ ଗୋଚର ଜମିକୁ ହଟେଇବା ନେଇ ଗ୍ରାମବାସୀ ପକ୍ଷରୁ ଦାବି ଆରମ୍ଭ ହୋଇସାରିଛି। ଏହି କ୍ରମରେ ବ୍ଲକର ରେଗଡା ଗ୍ରାମବାସୀ ମଧ୍ୟ…

ଶୌଚ ହେବାକୁ ଆସିଥିଲେ ୮ବର୍ଷର ଝିଅ, ଉଠାଇନେଲେ ଦୁର୍ବୃତ୍ତ

ବାସୁଦେବପୁର,(କାଳିପଦ ରାୟ) ୧୪।୯: ବାସୁଦେବପୁର ପୌରାଞ୍ଚଳ ଅଧୀନ ରାଧାନାଥପୁର ଆଡିଆ ଗ୍ରାମରେ ସଦାନନ୍ଦ ମଳିକଙ୍କ ଆଠ ବର୍ଷର ନାବାଳିକା ଝିଅକୁ ଶନିବାର ରାତିରେ ଅଜଣା ଦୁର୍ବୃତ୍ତ ବାଇକ ସାହାଯ୍ୟରେ ଅପହରଣ କରିନେଇଛନ୍ତି। ସୂଚନା ଅନୁଯାୟୀ ନାବାଳିକା ଜଣକ ଶୌଚ ହେବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?