ଆମ ଜିଲା ଖବର

ଆର୍ମି ଇଞ୍ଜିନିୟରଙ୍କୁ ଗୁଳିମାଡ଼

ନୟାଗଡ଼ ଅଫିସ,୧୯ା୧୨: ନୟାଗଡ଼ ଜିଲା ଇଟାମାଟି ଥାନା କୃଷ୍ଣପ୍ରସାଦ ଗାଁରେ ସୋମବାର ଗୁଳିମାଡ଼ ହୋଇଛି। ଏଥିରେ ଅନିରୁଦ୍ଧ ନାୟକ ନାମକ ଜଣେ ଆର୍ମି ଟେକ୍ନିକାଲ ଇଞ୍ଜିନିୟର ଗୁରୁତର ହୋଇଛନ୍ତି। ଅନିରୁଦ୍ଧଙ୍କ ଛାତିରେ ୧୫ରୁ ଅଧିକ ଗୁଳିମାଡ଼ ହୋଇଛି। ପୂର୍ବ ଶତ୍ରୁତାରୁ...

୨ ବର୍ଷ ହେଲା ସୋଲାର ପମ୍ପ ଅଚଳ

କର୍ଲାମୁଣ୍ଡା,୧୯।୧୨(ଡି.ଏନ.ଏ.):ସାଧାରଣ ଲୋକଙ୍କ ବିଭିନ୍ନ ସମସ୍ୟା ତଥା ଅଭିଯୋଗଗୁଡ଼ିକ ତୁରନ୍ତ ସମାଧାନ ଦିଗରେ ପଦକ୍ଷେପ ନେବାକୁ ସରକାର ପ୍ରତି ପଞ୍ଚାୟତସ୍ତରରେ ଯୁଗ୍ମଜନଶିବିର କରିବାକୁ କଡାନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ପଞ୍ଚାୟତଠୁଁ ବ୍ଲକସ୍ତରରେ ମଧ୍ୟ ଜନଶୁଣାଣି ଶିବିର ଆୟୋଜନ କରାଯାଇଛି। ତେବେ ନାମକୁ ମାତ୍ର...

୨୫ରୁ ଶୁଲିଆ ମହୋତ୍ସବ, ୨୭ରେ ଯାତ୍ରା

ଦେଓଗଁା(ଡି.ଏନ.ଏ.)/ବଲାଙ୍ଗୀର ଅଫିସ,୧୯ା୧୨:ଡିସେମ୍ବର ୨୫ରୁ ଶୁଲିଆ ମହୋତ୍ସବ ଆରମ୍ଭ ହେବ। ୨୭ ତାରିଖ ପାରମ୍ପରିକ ଶୁଲିଆ ଯାତ୍ରା ଅନୁଷ୍ଠିତ ହେବ। ରବିବାର ଶୁଲିଆ ମହେତ୍ସବ କମିଟି ପକ୍ଷରୁ ଚୁଡାନ୍ତ ପ୍ରସ୍ତୁତି ବୈଠକ ଖଇରଗୁଡାଠାରେ ଅନୁଷ୍ଠିତ ହୋଇଛି। ଡିସେମ୍ବର ୨୫ରୁ ୨୭ ପର୍ଯ୍ୟନ୍ତ...

ବଦଳୁଛି ପାନପୋଷ ହକି ଛକ ରୂପରେଖ

ରାଉରକେଲା ଅଫିସ,୧୯।୧୨:ଷ୍ଟିଲସିଟି ରାଉରକେଲାରେ ପ୍ରଥମ ଥର ପାଇଁ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱକପ୍‌। ଏହି ବିଶ୍ୱକପ୍‌ ରାଉରକେଲା ଛେଣ୍ଡ କଲୋନି ବିପିୟୁଟି ପରିସରରେ ନିର୍ମାଣାଧୀନ ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ। ହକି ବିଶ୍ୱକପ୍‌କୁ ଆଉ ମାତ୍ର ୨୬ ଦିନ...

ଶ୍ରମିକ ବଦଳରେ ମେଶିନରେ ହେଉଛି କାମ

ଗୋଲାମୁଣ୍ଡା,୧୯।୧୨(ଡି.ଏନ.ଏ.):ଶ୍ରମିକମାନେ କାମଧନ୍ଦା ନ ପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଅଧୀନ ନିର୍ମାଣ କାର୍ଯ୍ୟରେ ଶ୍ରମିକମାନଙ୍କୁ ନିୟୋଜିତ କରା ନ ଯାଇ ମେଶିନ ସାହାଯ୍ୟରେ କାର୍ଯ୍ୟ କରାଯାଉଥିବା ଦେଖିବାକୁ ମିଳୁଛି। ଫଳରେ ଶ୍ରମିକମାନେ କାମଧନ୍ଦା ପାଇବାରୁ...

ଗାଡ଼ି ଧକ୍କାରେ ୨ ମୃତ: କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କଲେ ଗ୍ରାମବାସୀ

କୋଟଗଡ଼,୧୯ା୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ସିରୁବାଲିଠାରେ ଆରକେଡି ଗାଡ଼ି ଦୁର୍ଘଟଣାରେ ରବିବାର ଦୁଇଜଣଙ୍କର ମୃତ୍ୟୁ ଘଟିଥିଲା। ମୃତକ ଦ୍ୱୟ ହେଲେ ବଡ଼ଗାଁର ରାକେଶ ମଲିକ ଓ ରାଇକିଆ ଅଞ୍ଚଳର ଅଚ୍ୟୁତାନନ୍ଦ ନାୟକ। ପୋଲିସ ଆରକେଡି ଗାଡ଼ିକୁ ଛାଡ଼ିଦେବା ପ୍ରତିବାଦରେ ସୋମବାର...

୨୦୨୪ ପୂର୍ବରୁ ବିଜେଡିରେ ଶାନ୍ତି ଫେରାଇବାକୁ ଭାସ୍କରଙ୍କ ଉଦ୍ୟମ

ରାୟଗଡ଼ା,୧୯ା୧୨(ସ୍ବ.ପ୍ର.):ରାୟଗଡ଼ା ଜିଲା ରାଜନୀତି ପୁଣି ସରଗରମ ହୋଇଛି। ଶନିବାର ପୂର୍ବତନ ରାଜ୍ୟ ସଭା ସଦସ୍ୟ ତଥା ବରିଷ୍ଠ ବିଜେଡି ନେତା ଭାସ୍କର ରାଓଙ୍କ ତତ୍ତ୍ୱାବଧାନରେ ଦଳ ପକ୍ଷରୁ ବିରାଟ ସମାବେଶ ଓ ପଦଯାତ୍ରା ଆୟୋଜନକୁ ନେଇ ଏବେ ଚର୍ଚ୍ଚା ଜେର...

ସପ୍ତାହକ ପରେ ପୁଣି ଫେରିଲା ଶୀତ

ଦାରିଙ୍ଗବାଡି,୧୯।୧୨(ଡି.ଏନ.ଏ)- ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ପୁଣି ଶୀତ ଫେରିଛି। ସୋମବାର ସକାଳ ୮ଟା ସୁଦ୍ଧା ସର୍ବନିମ୍ମ ତାପମାତ୍ରା ୯ ଡିଗ୍ରୀ ରହିଥିବା ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ର କହିଛନ୍ତି। ଗତ ମଙ୍ଗଳବାର ଅଞ୍ଚଳରେ ସର୍ବନିମ୍ମ...

ଛାତ୍ରଙ୍କୁ ଛାଡିଦେଲେ ଅପହରଣକାରୀ

ନୟାଗଡ ଅଫିସ୍‌/ଓଡଗାଁ, ୧୯।୧୨(ସ୍ବ.ପ୍ର.): କୁରାଳ ସୁବୁଦ୍ଧିସାହିର ୭ମ ଶ୍ରେଣୀର ଛାତ୍ର ଅମ୍ରିତ ପାତ୍ର ନିଖୋଜ ଘଟଣାର ନୂଆମୋଡ। ଅମ୍ରିତଙ୍କୁ ପଡୋଶୀ ପଣ୍ଡିତ ସାହିର ଏକ ତାଲା ପକା ଘରୁ ସୋମବାର ଭୋର ସମୟରେ ଉଦ୍ଧାର କରାଯାଇଛି। ଭୋର ସମୟରେ ବାରି...

ବୁଲେଟ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ

ପୁରୁଷୋତ୍ତମପୁର,୧୯।୧୨(ଡି.ଏନ.ଏ.) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ମଧ୍ୟସ୍ଥ ବ୍ରହ୍ମପୁର-ପୁରୁଷୋତ୍ତମପୁର ରାସ୍ତାର ଚାଙ୍ଗୁଡିଆ ପଦର ସାହି ଛକଠାରେ ଏକ ବୁଲେଟ ମୋଟର ସାଇକେଲ ଧକ୍କାରେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଝୁନୁ ନାୟକ (୪୯)। ସେ ରାସ୍ତାରେ ଚାଲି...

ଛିଣ୍ଡା ପଲିଥିନ ତଳେ ବିତୁଛି ଜୀବନ

ମହାକାଳପଡ଼ା,୧୯ା୧୨ (ଡି.ଏନ୍‌.ଏ.):ଅନୁସୂଚିତ ଜନଜାତିର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଜନକଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ସେମାନଙ୍କ ଜୀବନୀ ଶୈଳୀର ପରିବର୍ତ୍ତନ ଆଣିବା ପାଇଁ ସରକାର ଅର୍ଥ ବ୍ୟୟ କରୁଛନ୍ତି। ହେଲେ...

ରାସ୍ତାରେ ବାଲି ଗଦା, ବଢୁଛି ଜନ ଅସନ୍ତୋଷ

ଜଗତ୍‌ସିଂହପୁର ଅଫିସ, ୧୯ା୧୨:ଜଗତ୍‌ସିଂହପୁର ଜିଲାରେ ବାଲିଘାଟ ନିଲାମ କରି ରାଜ୍ୟ ସରକାର ମୋଟା ଅଙ୍କର ରାଜସ୍ବ ପାଉଛନ୍ତି। କିନ୍ତୁ ରାସ୍ତା ଓ ଲୋକଙ୍କ ସ୍ବାର୍ଥକୁ ଗୌଣ କରାଯାଉଥିବାରୁ ଜନ ଅସନ୍ତୋଷ ବଢ଼ୁଛି। ବିଶେଷକରି ବାଲି ବୋଝେଇ ହାଇୱାଗୁଡିକ ତୀବ୍ର ଗତିରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri