ନୂଆପଡ଼ା

ସ୍ବାମୀଙ୍କୁ ବଞ୍ଚାଇବାକୁ ଗୁଳିରେ ମଲେ ସ୍ତ୍ରୀ

ନୂଆପଡ଼ା ଅଫିସ,୧୬।୯:ରାତି ଅଧରେ ଦାଦାବଟି ମାଗିବାକୁ ଆସିଲେ। ବନ୍ଧୁକ ଦେଖାଇ ଘର ମୁରବିଙ୍କୁ ଭୟଭୀତ କରାଇଲେ। ବନ୍ଧୁକଧାରୀଙ୍କ ଦାବି ମୁତାବକ ୧୦ ହଜାର ଟଙ୍କା ଦେବାରେ ଅସହାୟତା ପ୍ରକାଶ କରିବାରୁ ରକ୍ତମୁଖା ହୋଇଉଠିଲେ ଅଭିଯୁକ୍ତ। ଦବାଇ ଦେଲେ ଟ୍ରିଗର। ହେଲେ ସେହି…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଜଣେ ମୃତ,୨ଗୁରୁତର

ନୂଆପଡା ଅଫିସ,୮।୯: ୩୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା ଘଟିିଛି। ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।…

ଟ୍ରକ୍‌ ଧକ୍କାରେ ସବ୍‌ଇନ୍ସପେକ୍ଟର ମୃତ

ନୂଆପଡ଼ା ଅଫିସ,୨/୯: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଳନ ପାଇଁ ଗାଁକୁ ଆସୁଥିବା ବେଳେ ଟ୍ରକ୍‌ ଧକ୍କାରେ ଜଣେ ପୋଲିସ ସବଇନ୍ସପେକ୍ଟରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ନୂଆପଡ଼ା ଜିଲା ବୋଡେନ ଥାନା ବୋଇର ଗାଁର ସୁଧାଂଶୁ ପାଣ୍ଡେ (୫୦)। ସେ…

ଦୁର୍ଘଟଣାରେ ଚାଲିଗଲା ଏସ୍‌ଆଇଙ୍କ ଜୀବନ

ନୂଆପଡ଼ା ଅଫିସ,୧ା୯: ନୂଆପଡ଼ା ଜିଲା ଜୋଙ୍କ ଥାନା ଅନ୍ତର୍ଗତ ଗୋଟମା ଛକରେ ଗୁରୁବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପୋଲିସ ଏସ୍‌ଆଇଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସୁଧାଂଶୁ ଶେଖର ପାଣ୍ଡେ। ତାଙ୍କ ଘର ବୋଡେନ ଥାନା ଅନ୍ତର୍ଗତ ବଇର…

ନୂଆଁଖାଇ ପାଇଁ ଗାଁଠାରୁ ସହର ଚଳଚଞ୍ଚଳ

ନୂଆପଡ଼ା ଅଫିସ,୨୭।୮: ପଶ୍ଚିମ ଓଡିଶାର ନୂଆଁଖାଇ ଆଉ ୫ ଦିନ ବାକି ରହିଥିବା ବେଳେ ସହରଠାରୁ ଗାଁ ପର୍ଯ୍ୟନ୍ତ ସବୁଠି ଚଳଚଞ୍ଚଳ ହୋଇଉଠୁଛି। ଗତ ୨ ବର୍ଷ କରୋନା ଯୋଗୁ କେବଳ ନୂଆଁଖାଇ ନୁହେଁ ଅନ୍ୟ ପର୍ବ ମଧ୍ୟ ଫିକା ପଡିଥିଲା।…

ଯୁବକଙ୍କୁ ହତ୍ୟାକଲେ ମାଓବାଦୀ

ନୂଆପଡ଼ା ଅଫିସ,୨୦ା୮: କିଛି ଦିନର ନୀରବତା ପରେ ପୁଣି ମାଓବାଦୀମାନେ ସକ୍ରିୟ ହୋଇଛନ୍ତି। ପୋଲିସ ଇନ୍‌ଫର୍ମର ସନ୍ଦେହରେ ଗୁରୁବାର ରାତିରେ ନୂଆପଡା ଜିଲା ସୁନାବେଡା ଅଭୟାରଣ୍ୟରେ ଜଣେ ଯୁବକଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ସୂଚନା ମିଳିଛି। ମୃତକ ହେଲେ କୋମନା…

ପୁଣି ମାତିଲେ ମାଓବାଦୀ, ଜଣଙ୍କୁ କଲେ ହତ୍ୟା, ମୃତଦେହ ନିକଟରେ ଛାଡ଼ିଗଲେ ପୋଷ୍ଟର

ନୂଆପଡ଼ା ଅଫିସ,୧୯ା୮: ନୂଆପଡ଼ା ଜିଲା କୋମନା ଥାନା ସୁନାବେଡ଼ା ଅଭୟାରଣ୍ୟ ଭିତରେ ଥିବା ଢେକୁନପାନି ଗାଁ ନିକଟରେ ପୋଲିସ ଇନ୍‌ଫର୍ମର ସନ୍ଦେହରେ ଜଣକୁ ହତ୍ୟା କରିଛନ୍ତି ମାଓବାଦୀ। କେବଳ ସେତିକି ନୁହେଁ, ମୃତଦେହ ନିକଟରେ ପୋଷ୍ଟର ଛାଡ଼ି ଚାଲି ଯାଇଥିବା ନେଇ…

ଖଡ଼ିଆଳରେ ଚାଞ୍ଚଲ୍ୟ: ମା’ ଓ ପୁଅଙ୍କ ଆତ୍ମହତ୍ୟା

ଖଡ଼ିଆଳ,୧୫।୮(ଡି.ଏନ୍‌.ଏ.): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଅଧୀନ ବାଦୀ ଗାଁରେ ଏକ ଅଘଟଣ ଘଟିଛି। ଗାଁ କେନାଲ ପାଖ ଏକ ଆମ୍ବ ଗଛରେ ମା’ ଓ ପୁଅ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୋମବାର ଜଣାପଡ଼ିଛି। ଏହି ପରିବାର ଖଡ଼ିଆଳ ନିବାସୀ…

ପୋଲ ଭାଙ୍ଗି ୫୦ରୁ ଊର୍ଦ୍ଧ୍ୱ ଗାଁ ବାହ୍ୟ ଜଗତରୁ ଛିନ୍ନ

ନୂଆପଡା ଅଫିସ:୧୦।୦୮: ନୂଆପଡା ଜିଲା ସଦର ମହକୁମାଠାରୁ ଛତିଶଗଡ ରାଜ୍ୟକୁ ସଂଯୋଗ କରୁଥିବା ଜୋଙ୍କ ନଦୀ ପୋଲ ସାରାବଙ୍ଗଠାରେ ଭାଙ୍ଗିଯାଇଛି। ପୋଲଟି ଭାଙ୍ଗିଯିବାରୁ ୫୦ରୁ ଊର୍ଦ୍ଧ୍ୱ ଗାଁ ସମେତ ଛତିଶଗଡ ରାଜ୍ୟକୁ ଯାତାୟାତ ବିଛିନ୍ନ ହୋଇଯାଇଛି। ଫଳରେ ଲୋକଙ୍କୁ ନାହଁି ନ…

ଲଗାଣ ବର୍ଷାରେ ଭାଙ୍ଗିଲା ଘର

ସିନାପାଲି,୧୦ା୮(ଡି.ଏନ.ଏ.): ନୂଆପଡା ଜିଲା ସିନାପାଲି ବ୍ଲକ ଭରୁଆମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଚଚରାଭଟା ନିବାସୀ ବିଧବା ମହିଳା ସାବିତ୍ରୀ ବାଗଙ୍କ ଘର ଲଗାଣ ବର୍ଷାରେ ଭାଙ୍ଗି ପଡିିଛି। ଏଥିରେ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ନିରାଶ୍ରୟ ହୋଇପଡିଛନ୍ତି। ଏ ନେଇ…

ଦର୍ଶନ ଶାସ୍ତ୍ରରେ ନୂଆପଡ଼ାର ଗଜିନ୍ଦ୍ର ଟପ୍ପର

ନୂଆପଡ଼ା ଅଫିସ,୧୦ା୮: ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ଦ୍ୱାରା ପରିଚାଳିତ ଯୁକ୍ତ ୩ ଶେଷ ବର୍ଷ ସ୍ନାତକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଦର୍ଶନ ଶାସ୍ତ୍ର ବିଭାଗରେ ନୂଆପଡା ନ୍ୟାଶନାଲ ମହାବିଦ୍ୟାଳୟ ଛାତ୍ର ଗଜିନ୍ଦ୍ର ରଣା ବିଶ୍ୱ ବିଦ୍ୟାଳୟର ଟପ୍ପର ହୋଇଛନ୍ତି। ପ୍ରାପ୍ତ…

ରାତିରେ ବୁଲୁଛି ଡ୍ରୋନ କ୍ୟାମେରା, ଲୋକେ ଭୟଭୀତ

ଖଡ଼ିଆଳ,୮।୮(ଡି.ଏନ.ଏ.): ନୂଆପଡ଼ା ଜିଲାରେ ଚୋର ଆତଙ୍କ ବଢ଼ିବାରେ ଲାଗିଥିବାବେଳେ ବର୍ତ୍ତମାନ ଖଡ଼ିଆଳ ଅଞ୍ଚଳରେ ତାର ପ୍ରଭାବ ପଡିଛି। ଖଡ଼ିଆଳର ବିଭିନ୍ନ ଗ୍ରାମାଞ୍ଚଳରେ ଡ୍ରୋନ କ୍ୟାମେରା ଉଡୁଥିବା ନେଇ ଲୋକଙ୍କ ଭୟ ଦ୍ବିଗୁଣିତ ହୋଇଥିବା ଜଣାପଡିଛି। କିଛି ଦିନ ହେଲା ତୁକୁଲା, କିରିକିଟା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?