ନୂଆପଡ଼ା

ଜଳ ପ୍ରପାତକୁ ଡେଇଁଲେ ପ୍ରେମୀ ଯୁଗଳ

ନୂଆପଡ଼ା ଅଫିସ,୨୬।୯: ନୂଆପଡ଼ା ସଦର ବ୍ଲକ ଧରମବନ୍ଧା ଥାନା ଅଧୀନ ସୁନାବେଡା ଅଭୟାରଣ୍ୟ ଭିତରେ ଅବସ୍ଥିତ ଗୋଧ୍ୱସ ଜଳ ପ୍ରପାତକୁ ଡେଇଁ ପ୍ରେମୀଯୁଗଳ ନିଖୋଜ ଥିବା ଜଣାପଡ଼ିଛି। ସେମାନଙ୍କ ପରିଚୟ ଜଣାପଡ଼ି ନ ଥିବା ବେଳେ ଉଭୟଙ୍କ ପୋଷାକ, ଟର୍ଚ ଲାଇଟ…

ପୋଖରୀକୁ ଗାଧୋଇବାକୁ ଯାଇ ଫେରିଲେନି ବାପା-ଝିଅ

ନୂଆପଡ଼ା ଅଫିସ, ୭।୯: ପୋଖରୀକୁ ଗାଧୋଇବାକୁ ଯାଇ ଆଉ ଫେରିଲେନି ବାପା ଝିଅ। ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଡା ସଦର ଥାନା ନୂଆପଡା ଏନଏସିର ୮ ନଂ. ୱାର୍ଡ ସାଲେଭଟା ଗାଁରେ। ସୋମବାର ପୂର୍ବାହ୍ନରେ ଗାଁର ରୋହିତ ମାଝି ୫…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଶିକ୍ଷକ

ନୂଆପଡ଼ା ଅଫିସ,୨୫।୮: ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ବାଦୀ ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲ ସୁଜନ କୁମାର ସାହୁ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ନିଜ ସହକର୍ମୀ ଟିଜିଟି ଶିକ୍ଷକଙ୍କ ଏରିୟର ଇଂକ୍ରିମେଣ୍ଟ ବାହାର କରିବା ପାଇଁ ୪୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଢ଼ାବା ମାଲିକାଣୀଙ୍କୁ ହତ୍ୟା ପାଇଁ ଶୁଟରଙ୍କୁ ଡକାଇଥିଲେ ଜ୍ୱାଇଁ

ଖଡିଆଳ,୧୧।୮(ଡି.ଏନ.ଏ.): ନୂଆପଡ଼ା ଜିଲା ଖଡିଆଳ ବ୍ଲକ ଅଧୀନ ଡୁଆଝରସ୍ଥିତ ଆପନା ଢ଼ାବା ମାଲିକାଣୀ ବାସନ୍ତୀ ମେହେର ହତ୍ୟା ଘଟଣାର ପୋଲିସ ବୁଧବାର ପର୍ଦ୍ଦାଫାସ କରିଛି। ପୋଲିସ ହତ୍ୟାକାଣ୍ଡରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରିଛି। ପୋଲିସ ଅଭିଯୁକ୍ତଠାରୁ ନଗଦ ୯୦ ହଜାର ଟଙ୍କା,…

ଭିଜିଲାନ୍ସ ଜାଲରେ ନୂଆପଡ଼ା ସିଡିଭିଓ: ଗାଡ଼ିରୁ ମିଳିଲା…

ନୂଆପଡ଼ା,୮ା୮(ଡି.ଏନ୍‌.ଏ.): ନୂଆପଡ଼ା ଜିଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ ତ୍ରିଲୋଚନ ଧଳ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ତାଙ୍କ ସରକାରୀ ଗାଡ଼ିରୁ ୨ ଲକ୍ଷ ୭୭ ହଜାର ଟଙ୍କା ମିଳିବା ପରେ ଘରେ ରେଡ୍‌ ଚଳାଇଛି ଭିଜିଲାନ୍ସ ଟିମ୍‌। କାରଣ ଜବତ ଟଙ୍କାର…

ଟିକା ନେବା ପରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ନୂଆପଡ଼ା ଅଫିସ,୭।୮: କରୋନା ଟିକା ନେବା ପରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ତାଙ୍କ ସ୍ବାମୀ ଅଭିଯୋଗ କରିଛନ୍ତି। ମହିଳା ଜଣକ ହେଲେ ନୂଆପଡ଼ା ଜିଲା ସିନାପାଲି ବ୍ଲକ ଅନ୍ତର୍ଗତ ଟିମନପୁର ପଞ୍ଚାୟତ ହୀରାପୁର ଗାଁର ମହିଳା କୁମାରୀ ବନ୍ଦିଛୋର (୨୫)।…

ଢାବା ମାଲିକାଣୀଙ୍କୁ ଗୁଳି କରି ହତ୍ୟା

ନୂଆପଡ଼ା ଅଫିସ, ୩୧।୭: ନୂଆପଡ଼ା ଜିଲା ଖଡିଆଳ ବ୍ଲକ ଡୁଆଝର ଗାଁରେ ଗୁଳିକାଣ୍ଡ ଘଟିଛି। ଶନିବାର ରାତିରେ ବିଭୀଷଣ ମେହେରଙ୍କ ଢାବାରେ ତାଙ୍କର ସ୍ତ୍ରୀ ବାସନ୍ତୀ ମେହେର(୪୭)ଙ୍କ ଉପରକୁ କେହି ଦୁର୍ବୃତ୍ତ ଗୁଳି ଚଳାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଖଡିଆଳ ଉପଖଣ୍ଡ…

ଛତା ମରାମତି କରିବାକୁ ଯାଇ ଫେରିଲେନି ଲୋଚନ

ନୂଆପଡ଼ା ଅଫିସ,୨୬।୭: ନୂଆପଡ଼ା ଜିଲା ସିନାପାଲି ଥାନା ଅନ୍ତର୍ଗତ ଚଲନା ଗାଁ ଶିବ ମନ୍ଦିର ନିକଟ ପୋଖରୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗୋଡାଲ ପଞ୍ଚାୟତ ପଳସାପଡ଼ା ଗାଁର ଲୋଚନ ଜଗତ(୪୫)। ମିଳିଥିବା ସୂଚନା ମୁତାବକ, ଲୋଚନ…

ଲାଞ୍ଚ ଭାଗବଣ୍ଟା ଭିଡିଓ ଭାଇରାଲ: ୨ ଯନ୍ତ୍ରୀ ସସ୍‌ପେଣ୍ଡ

ନୂଆପଡ଼ା ଅଫିସ,୧୯।୭: ନୂଆପଡ଼ା ଜିଲା ସିନାପାଲି ବ୍ଲକରେ ଲାଞ୍ଚ ଟଙ୍କା ଭାଗବଣ୍ଟାର ଏକ ଭିଡିଓ ଭାଇରାଲ ହୋଇଥିଲା। ଏନେଇ ଜିଲାପାଳ ସ୍ବାଧାଦେବ ସିଂ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଉପଜିଲାପାଳ ତରଣିସେନ ନାଏକ ଏବଂ ଜିଲା ପଞ୍ଚାୟତ ଅଧିକାରୀ ବିବେକାନନ୍ଦ ମହାନନ୍ଦ…

ରାତିହେଲେ ସହର ଭିତରକୁ ଆସୁଥିଲା ଭାଲୁ , ଜିଲାପାଳଙ୍କ ବାସଭବନ ପରିସରରୁ ପଡ଼ିଲା ଧରା

ନୂଆପଡ଼ା ଅଫିସ,୧୮।୭: ନୂଆପଡ଼ା ବନ ବିଭାଗର କିଛିଦିନ ହେବ ନିଦ ହଜାଇ ଦେଇଥିବା ଏକ ଭାଲୁ ଶେଷରେ ଧରାପଡ଼ିଛି। ରବିବାର ଭାଲୁଟିକୁ ଜିଲାପାଳଙ୍କ ବାସଭବନ ପରିସରରୁ ଧରା ଯାଇଛି। ରାତି ହେଲେ ନୂଆପଡ଼ା ସହର ଭିତରକୁ କିଛିଦିନ ହେବ ଏହି ଭାଲୁ…

ଜିଲାପାଳଙ୍କ ବାସଭବନରେ ପୁଣି ପଶିଲା ଭାଲୁ

ନୂଆପଡ଼ା ଅଫିସ,୧୬।୭: ନୂଆପଡ଼ା ଜିଲାରେ ଭାଲୁ ଆତଙ୍କ ଥମିବାର ନାଁ ନେଉନାହିଁ। ଦିନକୁ ଦିନ ଭାଲୁ ସହର ମୁହାଁ ହେଉଥିବାରୁ ସହରବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ସନ୍ଧ୍ୟା ହେଲେ ସହର ଭିତରେ ପ୍ରବେଶ କରୁଛି ଭାଲୁ। ଗତ ବୁଧବାର ଭାଲୁ ଜିଲାପାଳଙ୍କ ସରକାରୀ…

ଜିଲାପାଳଙ୍କ ବାସଭବନରେ ଭାଲୁ

ନୂଆପଡ଼ା ଅଫିସ,୧୪।୭: ନୂଆପଡ଼ା ଜିଲାପାଳଙ୍କ ସରକାରୀ ବାସଭବନରେ ବୁଧବାର ଭୋରରେ ଏକ ଭାଲୁ ପଶିଆସିଥିଲା। ବାସଭବନ ଭିତରେ ଭାଲୁଟି ବୁଲୁଥିବା ଦେଖି କର୍ମଚାରୀମାନେ ବନ ବିଭାଗ କର୍ମଚାରୀଙ୍କୁ ସୂଚନା ଦେଇଥିଲେ। ଖବର ପାଇ ବନ୍ୟଜନ୍ତୁ ବିଭାଗ, ବନ ବିଭାଗ, ପୋଲିସ କର୍ମଚାରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri