ନୂଆପଡ଼ା

ବର୍ଷେ ନ ପୂରୁଣୁ ଦବିଲା ବ୍ରିଜ୍‌

ନୂଆପଡ଼ା ଅଫିସ,୨୧।୧୨: ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ପେଣ୍ଡରାବନ୍ଧଠାରେ ୩୫୩ ନମ୍ବର ଜାତୀୟ ରାଜପଥ ଉପରେ ନିର୍ମାଣାଧୀନ ବ୍ରିଜ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ବ୍ରିଜର ଉଭୟ ପାର୍ଶ୍ୱ ଦବିବାରେ ଲାଗିଛି। ଏହି ରାସ୍ତାରେ ଭାରିଯାନ ଚଳାଚଳ ବିପଦପୂର୍ଣ୍ଣ ହୋଇପଡିଛି।…

ସୁନାବେଡ଼ା ଅଭୟାରଣ୍ୟ: ସ୍ଥାନାନ୍ତର ପାଇଁ ଜଣାଇଲେ ୨ ଗାଁର ଲୋକେ

ନୂଆପଡ଼ା ଅଫିସ,୧୮।୧୨: ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟରେ ବାସ କରୁଥିବା ଅନେକ ଗ୍ରାମରୁ ପ୍ରଥମ କରି ୨ ଗ୍ରାମବାସୀ ସରକାରଙ୍କ ନିୟମାନୁସାରେ ସ୍ଥାନାନ୍ତର ହେବା ପାଇଁ ଇଚ୍ଛା କରିଛନ୍ତି। ଏ ନେଇ ଗ୍ରାମବାସୀ ଲିଖିତ ଭାବେ ଜିଲାପାଳ…

ଟଙ୍କିକିଆ ଚାଉଳ ପାଇଁ ଖର୍ଚ୍ଚ ୧୦ରୁ ଊର୍ଦ୍ଧ୍ୱ ଟଙ୍କା

ନୂଆପଡ଼ା ଅଫିସ,୧୭।୧୨: ନୂଆପଡ଼ା ଜିଲା କୋମନା ବ୍ଲକ ସୁନାବେଡା ଅଭୟାରଣ୍ୟ ଭିତରେ ବାସ କରୁଥିବା ଆଦିବାସୀଙ୍କ ସମସ୍ୟା ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଯାଥା ପୂର୍ବଂ ତଥା ପରଂ। ସୁନାବେଡା ପଞ୍ଚାୟତ ଅଧୀନ ଶିବ ନାରାୟଣପୁର, ଝରଲାଆମ, ଉପକାପାଣି ଓ…

କ୍ରଶର ପାଇଁ ବଢୁଛି ପ୍ରଦୂଷଣ

ଖଡ଼ିଆଳ,୧୧।୧୨(ଡି.ଏନ.ଏ.): ପଥର ଖାଦାନଗୁଡିକୁ ଗାଇଡ଼ ଲାଇନ ନ ମାନି ନିୟମ ଉଲ୍ଲଘଂନ କରି ମାଫିଆ ହାତକୁ ଟେକି ଦେଇଥିବା ଅଭିଯୋଗ ହୋଇଛି। ଐତିହାସିକ କୀର୍ତିରାଜି ଲୀନ ହେବା ସାଙ୍ଗକୁ ପରିବେଶ ପ୍ରଦୂଷଣ ବଢୁଛି। ଏହାକୁ ନେଇ ବାରମ୍ବାର ଅଭିଯୋଗ କଲେ ହେଁ…

ମଣ୍ଡିରୁ ଉଠୁନାହିଁ ଧାନ

ନୂଆପଡ଼ା ଅଫିସ୍‌,୧୧।୧୨: ନୂଆପଡ଼ା ଜିଲାରେ ମଣ୍ଡି ଖୋଲିବାର ୧୦ଦିନ ବିତି ଯାଇଥିଲେ ମଧ୍ୟ ଧାନ ଉଠାଯାଇ ନାହିଁ। ନୂଆପଡ଼ା ସଦର ବ୍ଲକ ସାରାବଙ୍ଗ ପ୍ରାଥମିକ କୃଷି ସମବାୟ ସମିତି ଅଧିନସ୍ଥ ମୋହରାଡିହି ମଣ୍ଡିରେ ୮୫ଜଣ ଚାଷୀଙ୍କ ୧୦ହଜାରରୁ ଊର୍ଦ୍ଧ୍ୱ ବସ୍ତା ଧାନ…

ମହିମା ଧର୍ମାବଲମ୍ବୀଙ୍କ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର

ନୂଆପଡ଼ା ଅଫିସ,୧୦।୧୨: ଢେଙ୍କାନାଳ ଜିଲା ଜୋରନ୍ଦା ମହିମା ଗାଦୀ ପୀଠରେ ନିର୍ମାଣ ବତୀ ମନ୍ଦିର, ଧୁନି ମନ୍ଦିର ଓ ଭେକ ମନ୍ଦିରକୁ ସ୍ଥାନୀୟ ଜିଲା ପ୍ରଶାସନ ଜବରଦଖଲ ଉଚ୍ଛେଦ କରିବା ସହ ଏହି ମନ୍ଦିରକୁ ଜେସିବି ଲଗାଇ ଭାଙ୍ଗିଥିଲା। ଏହାକୁ ବିରୋଧ…

ଅନ୍ଧାରରେ ୩ ନାବାଳକଙ୍କ ଭବିଷ୍ୟତ

ଖଡ଼ିଆଳ,୬।୧୨(ଡି.ଏନ.ଏ.): ମା’ ମାନସିକ ରୋଗୀ। ୩ ନାବାଳକ ପୁଅଙ୍କ ଭବିଷ୍ୟତ କିପରି ଗଠନ କରିବେ ସେ ନେଇ ଚିନ୍ତାରେ ବାପା। ଏପରି ଏକ ଦୁଃଖଦ ଘଟଣାରେ ଦେଖିବାକୁ ମିଳିଛି ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଭୂଳିଆଁସିକୁଆଁ ଗ୍ରାମରେ। ଗ୍ରାମର ହିରାଧର…

କଟନୀ ଛଟନୀରେ ଚାଲିଛି ଧାନ କିଣା

ନୂଆପଡ଼ା ଅଫିସ,୬।୧୨: ନୂଆପଡା ଜିଲାରେ ଚାଷୀ ସୁବିଧାରେ ଧାନ ବିକ୍ରୟ କରି ଉଚିତ ପାଉଣା ପାଇବା ପାଇଁ ନଭେମ୍ବର ୩୦ରୁ ଖରିଫ ଧାନ ସଂଗ୍ରହ ପାଇଁ ମଣ୍ଡି ଖୋଲାଯାଇଛି। ଜିଲାରେ ୨୬ଟି ପ୍ରାଥମିକ କୃଷି ସମବାୟ ସମିତିରୁ ୫୭ଟି ଓ ସ୍ବୟଂ…

ସଫଳ ଧାନ ଚାଷୀ ଟିକଚନ ଭୋଇ

ଖଡ଼ିଆଳ,୫।୧୨(ଡି.ଏନ.ଏ.):ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଭୋଜପୁର ଗ୍ରାମର ଚାଷୀ ଟିକଚନ ଭୋଇ ଆଜି ଜଣେ ସଫଳ ଧାନଚାଷୀ ହୋଇପାରିଛନ୍ତି। ସେ ସମ୍ପୂର୍ଣ ଭାବରେ ଜୈବିକ ପଦ୍ଧତିରେ ୨ଏକର ଜମିରେ ଧାନ ଚାଷ ଏବଂ ଅଣଧାନ ଚାଷ କରିଥିଲେ। ସେ ଭୋଜପୁର ଗ୍ରାମର…

ଅସୁରକ୍ଷିତ ଗୋଧଁସ ଜଳପ୍ରପାତ

ନୂଆପଡ଼ା ଅଫିସ,୨।୧୨: ବର୍ତ୍ତମାନ ପିକ୍‌ନିକ୍‌ ଋତୁ ଆରମ୍ଭ ହୋଇଯାଇଛି। ପର୍ଯ୍ୟଟକମାନେ ଏହାର ମଜା ନେଉଛନ୍ତି। ନୂଆପଡ଼ା ଜିଲାରେ ଥିବା ୩ଟି ଜଳପ୍ରପାତରେ ପର୍ଯ୍ୟଟକଙ୍କ ଭିଡ ହେଉଥିଲେ ମଧ୍ୟ ଅବହେଳତ ଅବସ୍ଥାରେ ଥିବାରୁ ପର୍ଯ୍ୟଟକଙ୍କ ଜୀବନ ସୁରକ୍ଷିତ ନୁହେଁ। ନୂଆପଡା ଜିଲା ଛତିଶଗଡ…

ବିଦ୍ୟୁତ୍‌ ବିଲ ପୈଠ କଲା ପଞ୍ଚାୟତିରାଜ ବିଭାଗ

ନୂଆପଡ଼ା ଅଫିସ,୩୦।୧୧: ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ବସୁଧା ଯୋଜନାରେ ପାତଳ ବୋରୱାଲ କରି ଲୋହୋଣ୍ଡୋପାଲି, ଠୁଟିବର ଓ ଗୋନିଆପଡାକୁ ପାଇପ ଯୋଗେ ଜଳ ଯୋଗାଣ ହେଉଥିଲା। ପଞ୍ଚାୟତ…

ଖଡ଼ିଆଳରେ ସ୍ଥାୟୀ ବସ୍‌ଷ୍ଟାଣ୍ଡ ନିର୍ମାଣ ବିଳମ୍ବିତ

ଖଡ଼ିଆଳ,୨୮।୧୧(ଡି.ଏନ୍‌.ଏ.): ନୂଆପଡ଼ା ଜିଲା ଖଡ଼ିଆଳ ସହର ହେଉଛି ଜିଲାର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ତଥା ବ୍ୟବସାୟର ପେଣ୍ଠସ୍ଥଳ। ମାତ୍ର ଏଠାରେ ସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ ବିଳମ୍ବିତ ହେଉଛି। ଖଡ଼ିଆଳ ହେଉଛି କଳା ସାହିତ୍ୟ ସଂସ୍କୃତିର ଗନ୍ତାଘର। ଏହି ସହରକୁ ଲାଗିରହିଛି ୩୫୩ ନଂ.…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?