ନୟାଗଡ଼

ପାହାଡ଼ରେ ଗୁମ୍ଫା ଠାବ

ନୟାଗଡ଼ ଅଫିସ/ରଣପୁର, ୬ା୮(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତ ବଧିପାଟଣା ନିକଟ ମେଳାତଇଲା ପାହାଡରେ ଏକ ପୁରାତନ ଗୁମ୍ଫା ଠାବ ହୋଇଛି। ଗୁମ୍ଫାଟିରେ ବୈଷ୍ଣବଦେବୀ ପୂଜା ପାଉଛନ୍ତି। ଜଣେ ଛେଳି ଚରାଳି ଗୁମ୍ଫାଟିକୁ ଦେଖିବା ପରେ ଏହା ଲୋକଲୋଚନକୁ…

ଜବରଦଖଲକାରୀଙ୍କୁ ପୋଲିସର ଅନୁକମ୍ପା

ନୟାଗଡ଼ ଅଫିସ/ରଣପୁର, ୩୧।୭(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଏନ୍‌ଏସିର ସାନଗଡ଼ରେ ଜଣେ ବ୍ୟବସାୟୀ ଶିଶୁ ଉଦ୍ୟାନ ପାଇଁ ଖୋଳାଯାଇଥିବା ନିଅଁ ପୋତିବା ପରେ ଉତ୍ତେଜନା ଦେଖାଦେଇଛି। ରଣପୁର ଥାନା ପୋଲିସ ସମ୍ପୃକ୍ତ ବ୍ୟବସାୟୀଙ୍କୁ ସହଯୋଗ କରିବା ସହ ଗାଁ ଲୋକଙ୍କୁ ମାଡ଼…

ନୟାଗଡ ଜିଲା ଟପ୍ପର କେତେ ମାର୍କ ରଖିଛନ୍ତି ଜାଣନ୍ତୁ

ନୟାଗଡ ଅଫିସ,୨୯।୭-ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ନୟାଗଡ ଜିଲା ଓଡଗାଁ ରାଧାକାନ୍ତ ଗାଲର୍ସ ହାଇସ୍କୁଲର ଛାତ୍ରୀ ପ୍ରଜ୍ଞାରାଣୀ ମହାପାତ୍ର ସର୍ବାଧିକ ୯୫ ପ୍ରତିଶତ ନମ୍ବର ରଖି ଜିଲାରେ ଟପ୍ପର ହୋଇଛନ୍ତି। ଏଥିସହ ସେ ଜିଲା ପାଇଁ ଗୌରବ ଆଣିଛନ୍ତି। । ପ୍ରଜ୍ଞାରାଣୀ…

ଖଟିଆରେ ବୁହାହେଲେ ରୋଗୀ

ନୟାଗଡ଼ ଅଫିସ,୨୬ା୭: ସବୁ ଦିନିଆ ରାସ୍ତାଟିଏ ନ ଥବାରୁ ୪ କିମି ପର୍ଯ୍ୟନ୍ତ ଖଟିଆରେ ଜଣେ ରୋଗୀଙ୍କୁ ବୋହି ନେବାକୁ ପଡ଼ିଛି। ଆମ୍ବୁଲାନ୍ସ କର୍ମଚାରୀ ଓ ଗାଁ ଲୋକେ ଖଟିଆରେ ନେବା ପରେ ଆମ୍ବୁଲାନ୍ସରେ ଦଶପଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଏହି ଘଟଣା…

୫୯୦ ହୋମିଓପାଥି ଚିକିତ୍ସାକେନ୍ଦ୍ରରେ ତାଲା

ନୟାଗଡ଼ ଅଫିସ,୯।୭: ଆୟୁଷ ନିର୍ଦ୍ଦେଶାଳୟ ଅଧୀନରେ କାର୍ଯ୍ୟରତ ହୋମିଓପାଥି ଡାକ୍ତରଙ୍କୁ କୋଭିଡ୍‌ ଡ୍ୟୁଟିରେ ପଠାଯିବା ପରେ ରାଜ୍ୟରେ ୫୯୦ ହୋମିଓପାଥି ଚିକିତ୍ସାଳୟରେ ପ୍ରାୟ ୩ମାସ ହେଲା ତାଲା ଝୁଲୁଛି। ଫଳରେ ଗ୍ରାମାଞ୍ଚଳରେ ରୋଗୀ ହନ୍ତସନ୍ତ ହେଉଛନ୍ତି। ରାଜ୍ୟର ବିଭିନ୍ନ ପିଏଚ୍‌ସି ଓ…

ଶିଳରେ ଛେଚି ଚାଷୀଙ୍କୁ ହତ୍ୟାକଲେ ଦୁର୍ବୃତ୍ତ

ନୟାଗଡ଼ ଅଫିସ,୨ା୭: ନୟାଗଡ଼ ଟାଉନ ଥାନା ଡିଆଁପଡ଼ା ଗାଁର ଜଣେ ଚାଷୀଙ୍କୁ କେହି ଦୁର୍ବୃତ୍ତ ଶିଳରେ ଛେଚି ବୁଧବାର ରାତିରେ ହତ୍ୟା କରିଛନ୍ତି। ମୃତକ ଜଣକ ହେଲେ ପ୍ରହଲାଦ ଜେନା(୬୫)। ପ୍ରହଲ୍ଲାଦ ତାଙ୍କ ଜମିରେ ଥିବା କୁଡ଼ିଆରେ ଫସଲ ଜଗି ବୁଧବାର…

ବାହାଘର ଭୋଜି ଚାଲିଥିବା ବେଳେ ନୟାଗଡ଼ ଜିଲାପାଳଙ୍କ ଚଢ଼ାଉ: ଆଦାୟ କଲେ ୨୦ ହଜାର ଜରିମାନା

ନୟାଗଡ଼ ଅଫିସ,୨ା୭: ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକର ଗୋଡ଼ିପଲ୍ଲୀ ଗାଁରେ ବୁଧବାର ଏକ ବାହାଘର ଭୋଜି ଚାଲିଥିବା ବେଳେ ଜିଲାପାଳ ପୋମା ଟୁଡୁ ଚଢ଼ାଉ କରିଛନ୍ତି। ବିବାହ ଭୋଜିରେ ୫୦ରୁ ଊର୍ଦ୍ଧ୍ୱ ଲୋକ ଉପସ୍ଥିତ ଥିବା ବେଳେ ସାମାଜିକ ଦୂରତ୍ୱ ନ…

ଓଡ଼ଗାଁ ଏନ୍‌ଏସିକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା କଲେ ଜିଲାପାଳ

ଓଡ଼ଗାଁ,୧ା୭(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ କୁରାଳ ଓ ସୁନାମୁହିଁ ପଞ୍ଚାୟତରୁ ବାହ୍ୟ ଓ ସଙ୍ଗରୋଧ କେନ୍ଦ୍ରରୁ ୧୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନର ନିଦ ହଜିଯାଇଥିଲା। ଜିଲା ପ୍ରଶାସନ କେବଳ ନୟାଗଡ଼ ସହରକୁ ଜଗିଥିବା ବେଳେ ଗ୍ରାମାଞ୍ଚଳକୁ…

ଅକ୍ଷୟଙ୍କ କଣ୍ଠଶ୍ୱରକୁ ଜୀବିତ କରିଛନ୍ତି ପ୍ରଦୀପ  

ନୟାଗଡ ଅଫିସ,୨୮ା୬: ଆଧୁନିକ ସଙ୍ଗୀତର ବାଦ୍‌ଶାହା ଅକ୍ଷୟ ମହାନ୍ତି ସିନା ଏ ଦୁନିଆରେ ନାହାନ୍ତି, ହେଲେ ତାଙ୍କର ପ୍ରତ୍ୟେକଟି ଗୀତ ଆଜିବି ଶ୍ରୋତାଙ୍କ ମନରେ ଗୁଞ୍ଜରଣ ସୃଷ୍ଟି କରୁଛି। ଅନେକ କଣ୍ଠଶିଳ୍ପୀ, ଗୀତିକାର ଅକ୍ଷୟଙ୍କ ପଦାଙ୍କ ଅନୁସରଣ କରିଛନ୍ତି ସତ ହେଲେ…

ନୟାଗଡ଼ରେ ସୁନା ବ୍ୟବସାୟୀଙ୍କୁ କରୋନା: ଖବରଦାତା ସମ୍ମିଳନୀରେ ସୂଚନା ଦେଲେ ଜିଲାପାଳ

ନୟାଗଡ଼ ଅଫିସ,୨୫ା୬: ନୟାଗଡ଼ର ଜଣେ ସୁନା ବ୍ୟବସାୟୀ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି। ସୁନା ବ୍ୟବସାୟୀଙ୍କ ଦୋକାନରେ ଥିବା ୧୦ ଜଣ ଏବେ ଆକ୍ରାନ୍ତ ହୋଇ ସାରିଲେଣି। ସହରର ଯଦୁମଣିନଗର, ଦେବୋତ୍ତରକଲୋନୀ ଓ ନୟାଗଡ଼…

ଯେଉଁଠି ଶ୍ରୀଜୀଉଙ୍କର ହୁଏ ରୁପାବେଶ

୧୭୫୭ଖ୍ରୀଷ୍ଟାବ୍ଦରେ ପ୍ରଥମ କରି ରଣପୁର ଜଗନ୍ନାଥ ମନ୍ଦିରରେ ଠାକୁରମାନଙ୍କ ଘୋଷ ଯାତ୍ରା ଆରମ୍ଭ ହୋଇଥିଲା । ପୁରୀ ମନ୍ଦିର ସହିତ ରଣପୁର ମନ୍ଦିରର ରହିଛି ବହୁ ସାମଞ୍ଜସ୍ୟ । ପୁରୀରେ ଷୋହଳ କଳା ଥିବା ବେଳେ ରଣପୁର ମନ୍ଦିରରେ ଏକ କଳା…

ନୟାଗଡ଼ରେ ଗୋଟିଏ ପରିବାରରୁ ୬ କରୋନା ଆକ୍ରାନ୍ତ

ନୟାଗଡ଼ ଅଫିସ,୨୨ା୬: ନୟାଗଡ଼ରେ ସୋମବାର ୧୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ଜିଲା ସଦର ମହକୁମାରୁ ୯ ଓ ନୂଆଗାଁରୁ ୪ ଅଛନ୍ତି। ନୟାଗଡ଼ ଦେବୋତ୍ତର କଲୋନୀର ଜଣେ ସୁନା ବ୍ୟବସାୟୀଙ୍କ ପରିବାରରୁ ୬ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?