ନୟାଗଡ଼

୪୦ ଦିନ ପରେ ବି ପୋଲିସ ବିଫଳ

ନୟାଗଡ଼ ଅଫିସ,୨।୯: ନୟାଗଡ଼ ପୋଲିସ ଜିଲାରେ ଚୋରି, ଡକାୟତି ଘଟଣା ଚିନ୍ତାର କାରଣ ହୋଇଛି। ପୋଲିସ କେତେଜଣ ଅଭିଯୁକ୍ତଙ୍କୁ ଗିରଫ କରି ବାହାବା ନେଉଛି। ହେଲେ ବହୁ ଅପରାଧୀଙ୍କ ପାଖରେ ପହଞ୍ଚତ୍ ପାରୁନାହିଁ। ସେଥିପାଇଁ ଲୋକଙ୍କ ଧନଜୀବନ ନିରାପଦ ନୁହେଁ ବୋଲି…

ପାହାଡ଼ରୁ ହେଉଛି ଅବାଧ ମୋରମ ଚାଲାଣ

ଖଣ୍ଡପଡ଼ା,୨ା୯ (ସ୍ବ.ପ୍ର.): ଖଣ୍ଡପଡ଼ା ତହସିଲ ଅଧୀନ ଖଳିସାହି ପଞ୍ଚାୟତର ଇଚ୍ଛାପୁର ଗ୍ରାମ ନିକଟ ପାହାଡ଼ରୁ ଅବାଧରେ ମୋରମ ଚାଲାଣ ହେଉଥିବା ଅଭିଯୋଗ ହେଉଛି। ଏଥିପାଇଁ ପାହାଡ଼ ଓ ତତ୍‌ସଂଲଗ୍ନ ସଂରକ୍ଷିତ ଜଙ୍ଗଲ କ୍ଷୟ ହେବାରେ ଲାଗିଛି। ସ୍ଥାନୀୟ ଅଞ୍ଚଳର ପରିବେଶବିତ୍‌ମାନେ ଏନେଇ…

ନିରାପଦ ନୁହେଁ ସହର ରାସ୍ତା

ନୟାଗଡ଼ ଅଫିସ,୧।୯: ନୟାଗଡ଼ ଜିଲା ସଦର ମହକୁମାର ରାସ୍ତା ନିରାପଦ ନୁହେଁ । ରାସ୍ତାରେ ଗୋରୁ ଓ କୁକୁର ମାଳ ମାଳ ହୋଇ ବୁଲିବା କାରଣରୁୁ ବଢ଼ୁଛି ଦୁର୍ଘଟଣା । ଗତ ୧୦ ଦିନ ଭିତରେ ଦୁର୍ଘଟଣାରେ ଗଲାଣି ଗୋଟିଏ ଜୀବନ…

ବଜାର ବଢୁଛି, ପାର୍କିଂ ବ୍ୟବସ୍ଥା ନାହିଁ

ନୟାଗଡ଼ ଅଫିସ,୨୬।୮: ନୟାଗଡ଼ ଏନଏସି ମ୍ୟୁନିସିପାଲିଟି ହେଲା । ଏବେ ବଜାର ପରିସୀମା ବଢ଼ୁଥିବାବେଳେ ସହରର ଲୋକସଂଖ୍ୟା ବଢ଼ିବାରେ ଲାଗିଛି। ଜିଲା ସଦର ମହକୁମା ହୋଇବି ନୟାଗଡ଼ ସହରରେ ପାର୍କିଂ ବ୍ୟବସ୍ଥା ନାହିଁ । ଫଳରେ ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥାର ନିରାକରଣ…

ଯୁବତୀଙ୍କୁ ଅସଦାଚରଣ ମାମଲାରେ ଅଭିଯୁକ୍ତଙ୍କୁ ୮ମାସ ଜେଲ୍‌

ନୟାଗଡ଼ ଅଫିସ/ଦଶପଲ୍ଲା,୨୫।୮(ଡି.ଏନ୍‌.ଏ.):ନୟାଗଡ଼ ଜିଲା ଦଶପଲ୍ଲାର ଜେଏମ୍‌ଏଫ୍‌ସି କୋର୍ଟରେ ଯୁବତୀଙ୍କୁ ଅସଦାଚରଣ ମାମଲାର ରାୟ ପ୍ରକାଶ ପାଇଛି । ଜେଏମ୍‌ଏଫ୍‌ସି କୋର୍ଟର ବିଚାରପତି ସୌମ୍ୟ ରଞ୍ଜନ ପୃଷ୍ଟି ଏହାର ବିଚାର କରି ବେଣ୍ଟପଡ଼ା ଗଁାର ଟୁଟୁ ନାୟକଙ୍କୁ ୮ମାସ ଜେଲଦଣ୍ଡ ଓ ୩…

୪ ଆଧାର କାର୍ଡରେ ବସ୍ତାଏ ୟୁରିଆ

ନୟାଗଡ଼ ଅଫିସ,୨୪।୮: ନୟାଗଡ଼ ଜିଲାରେ ସରକାରୀ ଦରରେ ୟୁରିଆ ସାର ମିଳୁନି । ଜାଣି ଶୁଣି ୟୁରିଆ ସାରର କୁତ୍ରିମ ଅଭାବ ସୃଷ୍ଟି କରାଯାଉଛି। ୨ରୁ ୪ଜଣ ଚାଷୀଙ୍କୁ ଗୋଟିଏ ବସ୍ତା ୟୁରିଆ ସାର ଦେଇ ସେମାନଙ୍କଠାରୁ ୨ରୁ ୪ଟି ଆଧାର…

ଟେବୁଲ ହଲାଇଦେବାରୁ ଛାତ୍ରଙ୍କୁ ମାଡ଼

ନୟାଗଡ଼ ଅଫିସ/ଓଡ଼ଗାଁ,୨୨।୮(ସ୍ବ.ପ୍ର.): ଦଣ୍ଡମୁକ୍ତ ଅଞ୍ଚଳରେ ଦଣ୍ଡ ଦିଆଯାଇଛି। ଏଥିରେ ଜଣେ ଛାତ୍ର ଆହତ ହୋଇଛନ୍ତି। ଟେବୁଲ୍‌ ହଲାଇ ଦେବାରୁ ନୟାଗଡ଼ ଜିଲା ଓଡ଼ଗାଁ ବ୍ଳକ୍‌ ଓଡ଼ଗାଁ ୟୁଜିଏମ୍‌ଇ ସ୍କୁଲର ପ୍ରଧାନଶିକ୍ଷକ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରଙ୍କୁ ବେତରେ ମାଡ ମାରିଥିବା ଅଭିଯୋଗ…

୫ ଅଧ୍ୟାପିକାଙ୍କୁ ଦୁର୍ବ୍ୟବହାର

ନୟାଗଡ଼ ଅଫିସ,୨୨।୮: ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ୫ ଅଧ୍ୟାପିକାଙ୍କୁ ୭ ଛାତ୍ର ଅଶ୍ଲୀଳ ଭାଷାରେ ଗାଳିଗୁଲଜ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏନେଇ ସମ୍ପୃକ୍ତ ଅଧ୍ୟାପିକାମାନେ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିବା ପରେ ଘଟଣା ଲୋକଲୋଚନକୁ ଆସିଛି।…

ଛାତିଏ ପାଣିରେ ପଶି ମୃତଦେହକୁ ନେଲେ ଶ୍ମଶାନ

ଚନ୍ଦାହାଣ୍ଡି, ୨୧।୮(ଡି.ଏନ୍‌.ଏ.): ମଶାଣୀକୁ ଯିବାକୁ ନାହିଁ ରାସ୍ତା। ନାଳରେ କମ୍‌ ଉଚ୍ଚତା ପୋଲ। ତେଣୁ ଛାତିଏ ପାଣିରେ ପଶି ମୃତଦେହକୁ ସତ୍କାର ପାଇଁ ନେଇଛନ୍ତି ପରିବାର ଲୋକେ। ଏପରି ଦୃଶ୍ୟ ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଅନକାବେଡା ପଞ୍ଚାୟତ ଅଧୀନ ଚକାମାଲ…

ଖୋଲା ଆକାଶ ତଳେ ପିଲାଙ୍କ ପାଠପଢ଼ା

ଦଶପଲ୍ଲା,୧୯ା୮( ଡି.ଏନ.ଏ.): ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ କୁଜାମେଣ୍ଡି ପଞ୍ଚାୟତ କୁମ୍ବିକିଲା ଗ୍ରାମରେ ରହିଛି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ । ରାଜ୍ୟ ସରକାରଙ୍କ ୫-ଟି ଯୋଜନାରେ ଏହି ସ୍କୁଲ ସାମିଲ ହୋଇପାରିନାହିଁ । ଫଳରେ ଛାତ୍ରୀଛାତ୍ରମାନେ ଗଛ ତଳେ କିମ୍ବା…

ଦଳେ ଖାଉଛନ୍ତି ଆଉ ଦଳେ ଚାହିଁଛନ୍ତି

ନୟାଗଡ଼ ଅଫିସ/ଗଣିଆ, ୧୮।୮(ଡି.ଏନ୍‌.ଏ.): ମହାନଦୀରେ ବନ୍ୟା ଯୋଗୁ ଭାପୁର ବ୍ଳକ କରବର ପଞ୍ଚାୟତର କରବର, ମାଣିତ୍ରୀ, ବରବର, ଗୁଡୁପଡା, ଫତେଗଡ ପଞ୍ଚାୟତର ମଣିପୁର ଓ କେନ୍ଦୁପଲ୍ଲୀ ପଞ୍ଚାୟତର ହନୁମନ୍ତପ୍ରସାଦ ଆଦି ୭ଟି ଗାଁ ବନ୍ୟା େଘେରରେ ରହିଛି । ଏଥିରୁ ହନୁମନ୍ତପ୍ରସାଦ…

୨୭ ଗାଁ ପାଣି ଘେରରେ, ବନ୍ଦହେଲା ୩୨ ସ୍କୁଲ

ନୟାଗଡ଼ ଅଫିସ,୧୬।୮: ଲଗାଣ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଦେଖାଦେଇଛି। ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସିବା ଫଳରେ ନୟାଗଡ଼ ଜିଲା ଗଣିଆ ବ୍ଲକର ୨୭ ଗାଁ ପାଣି ଘେରରେ ରହିଛି। ମହାନଦୀର ବଡ଼ମୂଳ ମାଳିସାହି ଗେଜ ସେଣ୍ଟରରେ ୪୧ ଫୁଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?