ନବରଙ୍ଗପୁର

ମହିଳାଙ୍କୁ କମେଣ୍ଟ ମାରି ୨ ଯୁବକ ଗିରଫ

ନବରଙ୍ଗପୁର,୩୦।୫(ବି.ପ୍ର.): କମେଣ୍ଟ ମାରିବା ଓ ଅଶ୍ଲୀଳ ଇଙ୍ଗିତ କରିବା ଘଟଣାରେ ନବରଙ୍ଗପୁର ପୋଲିସ ୨ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଚାମୁରିଆଗୁଡା ଅଞ୍ଚଳର ଆଶିଷ କୁମାର ଷଡଙ୍ଗୀ ଓ ରୋହିତ କୁମାର ଭଞ୍ଜଦେଓ। ରବିବାର ସାଢ଼େ…

ଚାକିରି, ବ୍ୟାଙ୍କ ଲୋନ୍‌ କରାଇବା ନାଁରେ ଠକେଇ

ନବରଙ୍ଗପୁର,୩୦ା୫(ବି.ପ୍ର.): ଚାକିରି ଓ ବ୍ୟାଙ୍କ ଲୋନ କରାଇଦେବା ନାଁରେ ଜଣେ ଯୁବକ ଶତାଧିକ ଲୋକଙ୍କଠାରୁ ଟଙ୍କା ଠକି ନେଇଥିବା ନବରଙ୍ଗପୁର ଥାନାରେ ଅଭିଯୋଗ ହୋଇଛି। ରବିବାର ନବରଙ୍ଗପୁର ଜିଲାର ଆସଙ୍ଗା, ନନ୍ଦାହାଣ୍ଡି, କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକର ଛତ୍ରଲା ଗାଁର ୨୦ରୁ ଊର୍ଦ୍ଧ୍ୱ…

୨୪ଘଣ୍ଟାରେ ଅଭିଯୁକ୍ତ ଗିରଫ ନ ହେଲେ ୩୧ରେ ତେନ୍ତୁଳିଖୁଣ୍ଟି ବନ୍ଦ ଚେତାବନୀ

ତେନ୍ତୁଳିଖୁଣ୍ଟି, ୨୯।୫(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣର ୫ଦିନ ପରେ ମଧ୍ୟ ପୋଲିସ ହାତ ଖାଲି। ବ୍ଲକ କର୍ମଚାରୀ ନିଜ ସୁରକ୍ଷା ସହ ଅଭିଯୁକ୍ତଙ୍କ ଗିରଫ ଦାବିରେ କଳାବ୍ୟାଜ୍‌ ଧାରଣ କରିଛନ୍ତି। ତଥାପି ମଧ୍ୟ…

ଜିଲା ମୁଖ୍ୟ ଚିକିତ୍ସାଳୟରେ ମୃତଦେହକୁ ମିଳୁନି ସମ୍ମାନ

ନବରଙ୍ଗପୁର,୨୯।୫(ବି.ପ୍ର.): ମୃତଦେହକୁ ସମ୍ମାନ ଦେଇ ତାହାର ସୁରକ୍ଷା ଓ ସତ୍କାର ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି। ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚିତ୍ର କିନ୍ତୁ ସମ୍ପୂର୍ଣ ଅଲଗା। ଶୁକ୍ରବାରରୁ ରାଇଘରରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହକୁ ଜିଲା ମୁଖ୍ୟ ଚିକିତ୍ସାଳୟ ଶବଗୃହରେ ରଖା…

ଶାଶ୍ୱତୀଙ୍କ ରଙ୍ଗତୂଳୀରେ କଥା କହୁଛି ବର୍ଜ୍ୟବସ୍ତୁ

ନବରଙ୍ଗପୁର, ୨୯।୫;(ବି.ପ୍ର.): ମନ ମୋହୁଛି ରଙ୍ଗତୂଳୀରେ ଆକୃତି ଦିଆଯାଇଥିବା ବିଭିନ୍ନ ପଟଚିତ୍ର। ଭିନ୍ନ ଏକ ମଣିଷର ଆଶାର ଆଲୋକ ସାଜିଛି ନିଜ ହାତ ତିଆରି ଚିତ୍ରକଳା। ରଙ୍ଗତୂଳୀକୁ ହାତରେ ଧରି ଏକ କଳାକାରଭାବେ ନିଜକୁ ଗଢ଼ି ତୋଳୁଛନ୍ତି ନବରଙ୍ଗପୁର ସହର ଗାନ୍ଧୀନଗର…

ବିଧାୟକ ମନୋହର ରନ୍ଧାରୀ ନିର୍ଦ୍ଦୋଷ

ନବରଙ୍ଗପୁର/ଜୟପୁର,୨୮ା୫(ବି.ପ୍ର./ନି.ପ୍ର.): ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କ ନାମରେ ଥିବା ଅର୍ଥ ତୋସରପାତ ମାମଲାରେ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଜଜ୍‌ ରାଜେଶ ଏକ୍କା ତାଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ବିଧାୟକ ରନ୍ଧାରୀ ନନ୍ଦାହାଣ୍ଡି ବ୍ଲକ କିରାଣି ଥିବା ସମୟରେ ଲୁହାଛଡ଼, ସିମେଣ୍ଟ ଓ…

କଟକ ମେୟରଙ୍କ ପୋଷ୍ଟର ପୋଡ଼ି

ନବରଙ୍ଗପୁର, (ବି.ପ୍ର.)/ଭୁବନେଶ୍ୱର (ବ୍ୟୁରୋ), ୨୪ା୫: ‘କାମ କର ନଚେତ ମାଲକାନଗିରି ପଠେଇଦେବି’ କଟକ ମେୟର ସୁବାସ ସିଂ ଦେଇଥିବା ଏପରି ମନ୍ତବ୍ୟକୁ ବିରୋଧ କରିଛି ନବରଙ୍ଗପୁର ଜିଲା କଂଗ୍ରେସ। ସୋମବାର ନବରଙ୍ଗପୁର ସହରସ୍ଥିତ କଂଗ୍ରେସ ଭବନରେ ଦଳ ପକ୍ଷରୁ ଏକ ଖବରଦାତା…

ଭତ୍ତା, ୫ କିଲୋ ଚାଉଳ ଭରସାରେ କଟୁଛି ଜୀବନ

ନବରଙ୍ଗପୁର, ୨୩।୫(ବି.ପ୍ର.): କଚ୍ଚା ଘର ରହିବ ନାହିଁ। ସମସ୍ତ ଗରିବ ଶ୍ରେଣୀର ଲୋକଙ୍କୁ ମିଳିବ ପକ୍କା ଘର। ରାଜ୍ୟ ସରକାର ଜନସାଧାରଣଙ୍କୁ ଏଭଳି ଆଶ୍ୱାସନା ଦେଉଥିବାବେଳେ ନବରଙ୍ଗପୁର ଜିଲାରେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ପ୍ରତ୍ୟେକ ପଞ୍ଚାୟତରେ ମଧ୍ୟସ୍ଥଙ୍କ ଯୋଗୁ ଅନେକ ବୃଦ୍ଧାବୃଦ୍ଧ…

କୋର୍ଟଙ୍କ ନିର୍ଦ୍ଦେଶରେ ସଞ୍ଜୟ, ପ୍ରଣବଙ୍କ ନାଁରେ ମାମଲା

ନବରଙ୍ଗପୁର,୨୩ା୫(ବି.ପ୍ର.): ଭାଜପା କର୍ମକର୍ତ୍ତା ଓ କର୍ମୀଙ୍କୁ ଗୋଇଠା ମାରିବା ଏବଂ ମହିଳାମାନଙ୍କୁ ଠେଲାପେଲା କରି ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଅଭିଯୋଗରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଏବଂ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ନାଁରେ ନବରଙ୍ଗପୁର ଥାନାରେ…

ସବ୍‌ଷ୍ଟେଶନ ଲୋକାର୍ପିତ, ବିଦ୍ୟୁତ୍‌ ସମସ୍ୟା ସୁଧୁରିବା ଆଶା

ଗୁଣପୁର/ନବରଙ୍ଗପୁର, ୨୨।୫(ଡି.ଏନ୍‌.ଏ./ବି.ପ୍ର.): ଲୋକମାନଙ୍କୁ ବିଦ୍ୟୁତ୍‌ ସୁବିଧା ଯୋଗାଇ ଦେବାକୁ ଶନିବାର ରାୟଗଡ଼ା ଓ ନବରଙ୍ଗପୁରରେ ବିଦ୍ୟୁତ୍‌ ସବ୍‌ଷ୍ଟେଶନ ଉଦ୍‌ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଭର୍ଚୁଆଲ ମୋଡ୍‌ରେ ଉଦ୍‌ଘାଟନ କରିଛନ୍ତି। ରାୟଗଡ଼ା ଜିଲା ଗୁଣପୁର ଓକିଲଗୁଡ଼ାରେ ୮୨ କୋଟି ଟଙ୍କା ବ୍ୟୟରେ…

ଦାବିକୁ ଅଣଦେଖା କରି ସ୍ଥାନାନ୍ତର ହେଲା ବେସିନ୍‌ ମ୍ୟାନେଜର କାର୍ଯ୍ୟାଳୟ

ତେନ୍ତୁଳିଖୁଣ୍ଟି, ୨୨।୫(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲାର ହକ୍‌କୁ ମାରି କଳାହାଣ୍ଡିକୁ ଶସ୍ୟଶ୍ୟାମଳା କରାଗଲା। ନଦୀର ଧର୍ମକୁ ବଦଳାଇ ତଳମୁଣ୍ଡ ପରିବର୍ତ୍ତେ ଉପର ମୁଣ୍ଡକୁ ଦିଆଗଲା ପାଣି। ଏହାପରେ ଏଠାରେ ଥିବା ଗୋଟିଏ ପରେ ଗୋଟିଏ କାର୍ଯ୍ୟାଳୟକୁ ଉଠାଇ ନିଆଯାଉଛି। ପୂର୍ବରୁ ଅନେକ କାର୍ଯ୍ୟାଳୟକୁ…

ବେସରକାରୀ କେନ୍ଦୁପତ୍ର ଫଡ଼ିରେ ଖଟୁଛନ୍ତି ଶିଶୁ ଶ୍ରମିକ

ତେନ୍ତୁଳିଖୁଣ୍ଟି, ୨୨।୫(ଡି.ଏନ୍‌.ଏ.): ଆଇନକୁ ଆଖିଠାର। ଆଇନକୁ ନାହିଁ ଡରଭୟ। ଡହଡହ ଖରାରେ କେନ୍ଦୁପତ୍ର ଫଡିରେ କାମ କରୁଛନ୍ତି ଛୋଟ ଛୋଟ ପିଲା। ତାହା ପୁଣି ମାତ୍ର ୫୦ ଟଙ୍କା ପାଇଁ। ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକରେ ଏପରି ଘଟିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri