ମଣ୍ଡିରୁ ଉଠୁନି ଧାନ, ରାସ୍ତାକୁ ଓହ୍ଲାଇଲେ ଚାଷୀ
କୋଷାଗୁମୁଡ଼ା, ୨୧।୧୨(ଡି.ଏନ୍.ଏ.): ଚଳିତ ବର୍ଷ ଆରମ୍ଭରୁ ଦେଖାଦେଇଛି ଖରିଫ ଧାନମଣ୍ଡିରେ ଅବ୍ୟବସ୍ଥା। ପ୍ରଥମ ଦିନରୁ ଧାନମଣ୍ଡିରେ ଅଚଳାବସ୍ଥା। ଉଠିପାରିନାହିଁ ମଣ୍ଡିରୁ ଚାଷୀଙ୍କ ଧାନ। ବିଭାଗ ମିଲର୍ସଙ୍କୁ ସୁହାଇଲା ଭଳି ଧାନ ବିକ୍ରି ପାଇଁ ଚାଷୀଙ୍କୁ ବାଧ୍ୟ କରୁଥିବା ଅଭିଯୋଗ ଆଣିଛନ୍ତି ଚାଷୀ।…
ବିଜ୍ଞାପନ ପ୍ରକାଶ ନ ପାଇ ଟିଜିଟି ବିଜ୍ଞାନ ଶିକ୍ଷକ ନିଯୁକ୍ତି
ନବରଙ୍ଗପୁର,୧୮ା୧୨(ବି.ପ୍ର.): ନିଯୁକ୍ତି ପାଇଁ ଶିକ୍ଷିତ ଯୁବତୀ ଯୁବକ ଚାହିଁ ବସିଛନ୍ତି। ଜିଲାଭିତ୍ତିକ ନିଯୁକ୍ତି ନ ଥିବାରୁ ରାଜ୍ୟ ବାହାରକୁ ଶ୍ରମିକ ଭାବେ କାମ କରିବାକୁ ଯାଉଛନ୍ତି। ଏଭଳି ପରିସ୍ଥିତିରେ ନବରଙ୍ଗପୁର ଜିଲାରେ ଦୁର୍ନୀତି କରାଯାଇ ଓଡ଼ିଶା ଆଦର୍ଶ ବିଦ୍ୟାଳୟ(ଓଏଭି)ରେ ଜଣେ ମହିଳାଙ୍କୁ…
ମହଣ୍ଡ ମଣ୍ଡିରେ ପଡ଼ିଛି ୧୮୭୦ ବସ୍ତା ଧାନ, ଚାଷୀଙ୍କ ଅସନ୍ତୋଷ
ରାଇଘର, ୧୫।୧୨(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ରାଇଘର ବ୍ଲକରେ ୧୦ ତାରିଖରେ ମଣ୍ଡି ଉଦ୍ଘାଟନ ହୋଇଥିବା ବେଳେ ବ୍ଲକର ମୋଟ ୫ଟି ସ୍ଥାନରେ ଧାନ କିଣା ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଛି । ଉଦ୍ଘାଟନ ଦିନ ଅଖା ବସ୍ତା ବଦଳରେ ଟଙ୍କା ଫେରସ୍ତ…
୩ ସରପଞ୍ଚ, ୭ ୱାର୍ଡମେମ୍ବର ଅଯୋଗ୍ୟ ଘୋଷିତ
ନବରଙ୍ଗପୁର,୧୪।୧୨(ବି.ପ୍ର.): ନବରଙ୍ଗପୁର ଜିଲାର ୩ଜଣ ସରପଞ୍ଚ ଓ ୭ ଜଣ ୱାର୍ଡମେମ୍ବରଙ୍କୁ ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ ୧୨ ତାରିଖରେ ଅଯୋଗ୍ୟ ଘୋଷିତ କରିଛନ୍ତି। ଜିଲା ପଞ୍ଚାୟତ ଅଧିକାରୀ ନିର୍ଦ୍ଦେଶନାମା ପାଇବା ପରେ ସମ୍ପୃକ୍ତ ବ୍ଲକର ବିଡିଓମାନଙ୍କୁ ଚିଠିକରି ଜଣାଇଛନ୍ତି। ଅଯୋଗ୍ୟ…
ଅପହରଣ ନୁହେଁ ଦୁର୍ଘଟଣା: କୂଅରେ ଖସିପଡ଼ିଥିଲା କାର୍, ୪ ମୃତ
ଉମରକୋଟ,୧୨ା୧୨(ସ୍ବ.ପ୍ର.): ଛତିଶଗଡ଼ର କାଙ୍କେରରୁ ଭୋଜିଖାଇ ଫେରୁଥିବା ୪ ଜଣଙ୍କୁ ଶନିବାର ରାତିରେ ଅପହରଣ କରାଯାଇଥିବା ସନ୍ଦେହ ଭୁଲ୍ ପ୍ରମାଣିତ ହୋଇଛି। ଅପହରଣ ନୁହେଁ ଏହା ଏକ ଦୁର୍ଘଟଣା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ୩୦ ନମ୍ବର ଜାତୀୟ ରାଜପଥରେ କାର୍ ଦୁର୍ଘଟଣାଗ୍ରସ୍ତ…
ଭୋଜିରୁ ଫେରିବା ବାଟରେ ୪ ଜଣଙ୍କୁ ଅପହରଣ ଅଭିଯୋଗ
ଉମରକୋଟ,୧୨ା୧୨(ସ୍ବ.ପ୍ର.): ଛତିଶଗଡ଼ର କାଙ୍କେରରୁ ଭୋଜିଖାଇ ଫେରୁଥିବା ବେଳେ ଶନିବାର ରାତିରୁ ୪ ଜଣ ନିଖୋଜ ଅଛନ୍ତି। ସେମାନଙ୍କୁ ଅପହରଣ କରାଯାଇଥିବା ପରିବାର ଲୋକେ ସନ୍ଦେହ କରି କାଙ୍କେର ଥାନାରେ ଏତଲା ଦେଇଛନ୍ତି। ଅପହୃତମାନେ ହେଲେ ନବରଙ୍ଗପୁର ଜିଲା ଉମରକୋଟର ସପନ ସରକାର,…
ପୌର କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ଅଧ୍ୟକ୍ଷ, ଉପାଧ୍ୟକ୍ଷା
ନବରଙ୍ଗପୁର,୧୦ା୧୨(ବି.ପ୍ର.): ନବରଙ୍ଗପୁର ଜିଲାର ଲୋକ ମହୋତ୍ସବ ମଣ୍ଡେଇ ଡିସେମ୍ବର ଶନିବାର ଠାରୁ ଆରମ୍ଭ ହେଉଛି। ଏହା ୧୪ ପର୍ଯ୍ୟନ୍ତ ମହା ଆଡମ୍ବରରେ ଆୟୋଜନ କରାଯିବ। ତେବେ ଏହି ମହୋତ୍ସବରେ ପୌରାଧ୍ୟକ୍ଷ, ଉପାଧ୍ୟକ୍ଷା ଓ କାଉନସିଲର ମାନଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି।…
୧୦ରୁ ୧୨ ମଣ୍ଡେଇ ମୁଖ୍ୟ ଉତ୍ସବ, ୧୪ ପର୍ଯ୍ୟନ୍ତ ପଲ୍ଲୀଶ୍ରୀ ମେଳା
ନବରଙ୍ଗପୁର, ୭।୧୨(ବି.ପ୍ର.): ନବରଙ୍ଗପୁର ଜିଲାସ୍ତରୀୟ ଲୋକ ମହୋତ୍ସବ ମଣ୍ଡେଇ ଓ ପଲିଶ୍ରୀ ମେଳା ଚଳିତ ଡିସେମ୍ବର ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ନୂତନ ମଣ୍ଡେଇ ପଡିଆରେ ଅନୁଷ୍ଠିତ ହେବ। ପ୍ରତିଦିନ ଆହୋରାତ୍ରୀ ଆଦିବାସୀ ନାଟ ହେବ। ଜିଲାର କଳା, ସଂସ୍କୃତି, ପରମ୍ପରାକୁ ବଞ୍ଚାଇ…
୨ଶହ ମିଟର ଦୂର ଗଲେ ମିଳୁଛି ପିଇବା ପାଣି
ନନ୍ଦାହାଣ୍ଡି,୬।୧୨(ଡି.ଏନ୍.ଏ.):ଛୋଟ ଛୋଟ ଶିଶୁଙ୍କୁ ଉତ୍ତମ ପୁଷ୍ଟିକର ଖାଦ୍ୟ ଏବଂ ଉତ୍ତମ ପ୍ରାକ୍ ଶିକ୍ଷା ପ୍ରଦାନ ପାଇଁ ସରକାରଙ୍କ ଅଙ୍ଗନଓ୍ବାଡି ଯୋଜନାର ପରିକଳ୍ପନା। କିନ୍ତୁ ଏହି ଯୋଜନାରେ ବ୍ୟତିକ୍ରମ ଦେଖାଦେଇଛି ଜିଲା ମୁଖ୍ୟାଳୟର ସୀମାବର୍ତ୍ତୀ ଅଞ୍ଚଳରେ। ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ପୋଡାଲଗୁଡା…
୪ଲକ୍ଷରେ କୃଷି ଡ୍ରୋନ୍ ତିଆରି କରି ଚର୍ଚ୍ଚାରେ ଶୁଭାଶିଷ
ଉମରକୋଟ, ୫।୧୨(ସ୍ବ.ପ୍ର.):ରାଜ୍ୟ ସରକାରଙ୍କ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭରେ ଉମରକୋଟର ଜଣେ ଛାତ୍ର କମ ଖର୍ଚ୍ଚରେ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି କୃଷି ଉପଯୋଗୀ ଡ୍ରୋନ ନିର୍ମାଣ କରି ନବରଙ୍ଗପୁର ଜିଲା ତଥା ଉମରକୋଟ ସହର ପାଇଁ ଗୌରବ ଆଣିଛନ୍ତି। ମେକ୍…
ଶିକ୍ଷକଙ୍କ ଲମ୍ବା ଛୁଟି ତଥ୍ୟ ପୁନଃ ମାଗିଲେ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ
ନବରଙ୍ଗପୁର,୩।୧୨(ବି.ପ୍ର.): ନବରଙ୍ଗପୁର ଜିଲାରେ କେତେଜଣ ଶିକ୍ଷକ ଲମ୍ବା ଛୁଟିରେ ତ ଆଉ କେଉଁଠି ନକଲି ସାର୍ଟିଫିକେଟ ଦେଇ ଚାକିରି କରିଛନ୍ତି। ଯାଞ୍ଚ ପରେ ଧରା ପଡିଲେ ଚାକିରିରୁ ବହିଷ୍କୃତ କରାଯାଉଛି। ବହିଷ୍କାର ପୂର୍ବରୁ ନକଲିି ଶିକ୍ଷକଙ୍କୁ ଆଗୁଆ ଜଣାଇଦେବା ଓ ପରେ…
ଧୂଳିରେ ଅଞ୍ଚଳବାସୀ ବଞ୍ଚିବା ଅସହ୍ୟ ହୋଇପଡ଼ିଛି
ଉମରକୋଟ,୧ା୧୨(ସ୍ବ.ପ୍ର.): ରାୟପୁର ଠାରୁ ବିଶାଖାପାଟଣା ମଧ୍ୟରେ କେନ୍ଦ୍ର ସରକାରଙ୍କ ଭାରତମାଳା ପ୍ରକଳ୍ପରେ ରାସ୍ତାକାମ ଦ୍ରୁତଗତିରେ ଚାଲିଛି। ତେବେ ରାସ୍ତାକାମ ଯୋଗୁ ହଜାର ହଜାର ଟ୍ରକ୍ ଚାଲିବା କାରଣରୁ ରାସ୍ତା ନଷ୍ଟ ହେବା ସହ ପ୍ରବଳ ଧୂଳି ଉଡ଼ୁଛି। ଏହାର ପରିମାଣ ଗ୍ରାମାଞ୍ଚଳର…
Archives


