ନବରଙ୍ଗପୁର

ଗାଁରେ ପଶିଲା ବାର୍‌ହା,ଉଦ୍ଧାର ପାଇଁ ବନବିଭାଗ ଟିମର ଉଦ୍ୟମ ଜାରି

ଚନ୍ଦାହାଣ୍ଡି,୯ା୩(ଡି.ଏନ.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ୍‌ ବେହେରାମୁଣ୍ଡା ଗ୍ରାମ ପାଣ୍ଡେ ସାହିରେ ସୋମବାର ଏକ ବାର୍‌ହା ପଶିଥିବା ଜଣାପଡ଼ିଛି। ହଠାତ୍‌ ଗାଁର ଭୁବନ ପାଣ୍ଡେଙ୍କ ଘରେ ବାର୍‌ହାଟି ପଶିଯାଇଥିବାବେଳେ ଲୋକେ ବନବିଭାଗକୁ ଖବର ଦେଇଥିଲେ। ବାର୍‌ହା ଆକ୍ରମଣ କରିବା ଆଶଙ୍କା ରହିଥିବାରୁ…

ଭାଗବତ ଟୁଙ୍ଗି ପରମ୍ପରାର ସଂରକ୍ଷକ ରମେଶ

ଚନ୍ଦାହାଣ୍ଡି,୯ା୩(ଡି.ଏନ୍‌.ଏ.) ପୂର୍ବରୁ ଗାଁ ଗାଁରେ ଭାଗବତ ଟୁଙ୍ଗି ରହିଥିଲା ା ପ୍ରତି ସନ୍ଧ୍ୟାରେ ଗ୍ରାମବାସୀ ଜଗନ୍ନାଥ ଦାସଙ୍କ ରଚିତ ଭାଗବତ ଶ୍ରବଣ କରୁଥିଲେ। କ୍ରମଶଃ ଆଧୁନିକତାର ସ୍ପର୍ଶରେ ଏହି ଭାଗବତ ଟୁଙ୍ଗିଗୁଡିକ ବନ୍ଦ ହୋଇଗଲା ା ଟିଭି ଏବଂ ମୋବାଇଲ ଆସିଲା…

ଆତଙ୍କ ଖେଳାଉଥିବା ଭାଲୁ ପଡ଼ିଲା ଯନ୍ତାରେ: ସ୍ବାସ୍ଥ୍ୟ ପରୀକ୍ଷା ପରେ ନିଆଯିବ ପରବର୍ତ୍ତୀ ପଦକ୍ଷେପ

ନବରଙ୍ଗପୁର, ୭।୩(ବି.ପ୍ର.): ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ଦହଣା ଗ୍ରାମରେ ଗତ କିଛିଦିନ ହେବ ଆତଙ୍କ ଖେଳାଉଥିବା ଭାଲୁକୁ କାବୁ କରାଯାଇଛି। ବନବିଭାଗ ପକ୍ଷରୁ ବସାଯାଇଥିବା ଯନ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ଭାଲୁଟି ପଡିଛି। ଗତ କିଛିଦିନ ପୂର୍ବେ ୨ଟି ଭାଲୁ…

ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଆର୍‌ଟିଓ: ଏକକାଳୀନ ୫ ସ୍ଥାନରେ ଚଢ଼ାଉ

ନବରଙ୍ଗପୁର,୬।୩(ବି.ପ୍ର.): ନବରଙ୍ଗପୁର ଆର୍‌ଟିଓ ଗଣେଶ୍ୱର କଅଁର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଶୁକ୍ରବାର ସକାଳୁ ଏକକାଳୀନ ଘର, କାର୍ଯ୍ୟାଳୟ, ଫୁଲବାଣୀସ୍ଥିତ ଘର, ଗଜପତି ଜିଲା ପାରଳାଖେମୁଣ୍ଡିରେ ଚଢ଼ାଉ ଜାରି ରହିଛି। ସୂଚନାଯୋଗ୍ୟ,ଫେବୃୟାରୀ ୨୨ ତାରିଖରେ ଉକ୍ତ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଡାଟା ଏଣ୍ଟ୍ରି…

୫୬୩ କୁଇଣ୍ଟାଲ ମଧ୍ୟାହ୍ନ ଭୋଜନ ଚାଉଳ ଗାଏବ

ନବରଙ୍ଗପୁର,୫ା୩(ବି.ପ୍ର.) ନବରଙ୍ଗପୁର ଜିଲାର କେତେକ ବିଦ୍ୟାଳୟର ଶିକ୍ଷକଙ୍କ ଜାଲ ଦସ୍ତଖତ କରି ଚାଉଳ ଯୋଗାଣ ଏଜେନ୍ସି ମଧ୍ୟାହ୍ନ ଭୋଜନ ଚାଉଳ ଉଭାନ କରି ଦେଇଛନ୍ତି। ବିଦ୍ୟାଳୟକୁ କମ ଚାଉଳ ଯୋଗାଇ ଠିକ ଓଜନର ଚାଉଳ ଯୋଗାଣ ହେଉଥିବା ଘଟଣା ଏବେ ପଦାକୁ…

ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: କାରଣ ଅସ୍ପଷ୍ଟ, ପୋଲିସର ତଦନ୍ତ ଆରମ୍ଭ

ନବରଙ୍ଗପୁର, ୩।୩(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ରାଇଘର ବ୍ଲକ ଅନ୍ତର୍ଗତ ଚଡିଆପାରା ଗ୍ରାମର ଏକ ଶାଳଗଛରୁ ମଙ୍ଗଳବାର ପ୍ରେମୀ ଯୁଗଳଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ସେମାନେ ହେଲେ ଉକ୍ତ ଗ୍ରାମର କିରି ଗଣ୍ଡଙ୍କ ପୁଅ ଅମଲସିଂ ଏବଂ ପର୍ଶୁ ଗଣ୍ଡଙ୍କ…

ପଥର ଫଟା ଦେଉଛି ରୋଜଗାର

ପାପଡାହାଣ୍ଡି,୩।୩(ଡି.ଏନ.ଏ) ଯୁବାବସ୍ଥାରେ ଅଜଣା ରୋଗରେ ଆକ୍ରାନ୍ତ । ଚିକିତ୍ସା ଲାଗି ଅର୍ଥ ସାଜିଛି ବାଧକ । ଅସୁସ୍ଥତା କାରଣରୁ କୌଣସି କାମ କରି ପାରୁ ନାହାନ୍ତି। ଏପରି ସ୍ଥଳେ ପଥର ଫଟାଇ ଯାହା ରୋଜଗାର କରୁଛନ୍ତି ସେଥିରେ ଚୁଲି ଜଳୁଛି ।…

ଅଜଣା ରୋଗରେ ଛାତ୍ର ଆକ୍ରାନ୍ତ

ପାପଡାହାଣ୍ଡି,୨୮।୨(ଡି.ଏନ.ଏ.) – ଅଜଣା ରୋଗରେ ଆକ୍ରାନ୍ତ ହୋଇ ଜଣେ ଛାତ୍ରଙ୍କ ହାତ ଗୋଡ କାମ କରୁନି। ଛାତ୍ର ଜଣକ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। କିନ୍ତୁ ପରିବାର ଲୋକ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଛାତ୍ର ଜଣକୁ ଡାକ୍ତରଖାନା ନେବାକୁ ରାଜି ହେଉ…

ହିନ୍ଦୀ ଥିଓରି ଫୁଲ୍‌ ମାର୍କ ୪୦, ଛାତ୍ର ରଖିଲେ ୮୭

ଉମରକୋଟ,୨୭ା୨ (ଡି.ଏନ.ଏ): ଛାତ୍ରଙ୍କ ଭବିଷ୍ୟତ ସହ ଖେଳ। ବୋର୍ଡ କାର୍ଯ୍ୟାଳୟର ଖାମଖିଆଲ ମୂଲ୍ୟାଙ୍କନ ଯୋଗୁ ପରୀକ୍ଷାରେ ଫୁଲ ମାର୍କଠାରୁ ଅଧିକ ମାର୍କ ରଖିଛନ୍ତି ଜଣେ ଛାତ୍ର। ହିନ୍ଦୀ ଥିଓରୀର ଫୁଲ ମାର୍କ ୪୦ ହୋଇଥିବା ସ୍ଥଳେ ୮୭ ମାର୍କ ଦିଆଯାଇଛି। ନବରଙ୍ଗପୁର…

ତାଲିକାରେ ନାଁ ଅଛି, ମିଳୁନି ଆବାସ

ତେନ୍ତୁଳିଖୁଣ୍ଟି,୨୫।୨(ଡି.ଏନ.ଏ) ପ୍ରଧାନମନ୍ତ୍ରୀ ଆବାସ ପାଇଁ ଚୟନ ତାଲିକାରେ ନାମ ଅଛି,ତଥାପି ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ମିଳୁନି। ବାଧ୍ୟ ହୋଇ ଭଙ୍ଗା ଦଦରା ଘରେ ରହୁଛନ୍ତି ହିତାଧିକାରୀ। ଏହିପରି ଘଟଣା ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁ ପଞ୍ଚାୟତ ଦାଣ୍ଡୁଗୁଡା ଗ୍ରାମର ଡମୁ ଜାନୀଙ୍କ…

୨ ଧାନଗଦା, ଟାଟା ମ୍ୟାଜିକ୍‌ରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ପାପଡାହାଣ୍ଡି,୨୩।୨(ଡି.ଏନ୍‌.ଏ): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଡେଙ୍ଗାଗୁଡ଼ା ପଞ୍ଚାୟତ ଖରକି ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ହରିଶ୍ଚନ୍ଦ୍ର ମୀରଗାନ ଓ ପ୍ରଭୁଦାନ ମୀରଗାନଙ୍କ ୨ଟି ଧାନ ଗଦା ସହ ଉରଦି ଗ୍ରାମର ପର୍ଶୁରାମ ହରିଜନଙ୍କ ଟାଟା…

ଭାଇରାଲ ଭିଡିଓରେ ଆର୍‌ଟିଓ

ନବରଙ୍ଗପୁର,୨୨।୨(ବି.ପ୍ର.): ୫-ଟି ଅଧୀନରେ ରାଜ୍ୟର ସବୁ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ଦଲାଲ ଓ ଦୁର୍ନୀତିମୁକ୍ତ କରିବା ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ସେହି ସମାନ ସମୟରେ ନବରଙ୍ଗପୁର ଜିଲାର ଆଞ୍ଚଳିକ ପରିବହନ ଅଧିକାରୀ ଦୁର୍ନୀତି କରୁଥିବା ଅଭିଯୋଗ ଉଠିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?