ବେଆଇନ ହୋମିଓପ୍ୟାଥିକ୍ ଔଷଧ ଜବତ
ଜୟପୁର,୫।୨(ଡି.ଏନ.ଏ): କୋରାପୁଟ ଜିଲା ଜୟପୁର ସହର ଲିଙ୍ଗରାଜ ନଗରଠାରେ ବେଆଇନ ଭାବେ ରଖାଯାଇଥିବା ୮୦୦ଟି ହୋମିଓପ୍ୟାଥିକ ଔଷଧ ବୋତଲ ଜବତ କରାଯାଇଛି। ଟାଉନ ଥାନା ଏବଂ ଡ୍ରଗ୍ସ ବିଭାଗ ମିଳିତ ଭାବେ ଏହି ଚଢାଉ କରିଥିଲେ। ଗୃହ ମାଲିକଙ୍କ ହୋମିଓପ୍ୟାଥି ଦୋକାନ…
ବାସି ଖାଦ୍ୟ ଖାଇ ଝାଡ଼ାବାନ୍ତିରେ ୪୦ ଆକ୍ରାନ୍ତ: ଡାକ୍ତରଖାନାରେ ଭର୍ତ୍ତି, ଗାଁରେ ପହଞ୍ଚିଲେ ଡାକ୍ତରୀ ଦଳ
ବୈପାରୀଗୁଡ଼ା,୨।୨(ଡି.ଏନ୍.ଏ.): କୋରାପୁଟ ଜିଲା ବୈପାରୀଗୁଡ଼ା ବ୍ଲକ ବୋଡାପୁଟ ପଞ୍ଚାୟତ କୁରୁକୁଟି ଗ୍ରାମରେ ଶୁକ୍ରବାର ଏକ ବିବାହ ଭୋଜି ହୋଇଥିଲା। ଶନିବାର ଭୋଜିର ବଳକା ତଥା ବାସି ଖାଦ୍ୟ ଖାଇ ସନ୍ଧ୍ୟାରେ କିଛି ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ବୈପାରୀଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ…
ଜୟପୁର ସହରରେ ସମ୍ପୂର୍ଣ୍ଣ ସିସି କ୍ୟାମେରା ସଂଯୋଗ
ଜୟପୁର,୧।୨(ଡି.ଏନ୍.ଏ): କୋରାପୁଟ ଜିଲାର ଜୟପୁର ସହରରେ ସମ୍ପୂର୍ଣ୍ଣ ସିସି କ୍ୟାମେରା ସଂଯୋଗ କରାଯାଇଛି। କୋରାପୁଟ ଏସ୍ପି ମୁକେଶ କୁମାର ଭମୋଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ତାରା ପ୍ରସାଦ ବାହିନୀପତି ଯୋଗ ଦେଇ ଏହାର ଶୁଭାରମ୍ଭ କରିଛନ୍ତି…
ରାଷ୍ଟ୍ରାୟତ୍ତ ବ୍ୟାଙ୍କ କର୍ମଚାରୀଙ୍କ ବନ୍ଦ ଡାକରା: କୋରାପୁଟରେ ସମସ୍ତ ବ୍ୟାଙ୍କ ବନ୍ଦ
ଜୟପୁର,୩୧।୧(ଡି.ଏନ୍.ଏ.): କୋରାପୁଟ ଜିଲା ଜୟପୁରଠାରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଳିତ କର୍ମଚାରୀ ଏବଂ ଅଧିକାରୀ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଶୁକ୍ରବାର କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯାଇଛି । ଏହି ଅବସରରେ ଅନ୍ୟାନ୍ୟ ଘରୋଇ ବ୍ୟାଙ୍କକୁ ଆନ୍ଦୋଳନକାରୀ ବନ୍ଦ କରିଛନ୍ତି ।…
ଅଧାରେ ଶ୍ରେଣୀଗୃହ, ବାରଣ୍ଡାରେ ପଢୁଛନ୍ତି ପିଲା
ବୋରିଗୁମ୍ମା,୩୧ା୧(ଡି.ଏନ୍.ଏ.) – ବୋରିଗୁମ୍ମା ବ୍ଲକର ୩୦ଟି ପଞ୍ଚାୟତରେ ଉଚ୍ଚ ବିଦ୍ୟାଳୟ ଖୋଲିବା ପାଇଁ ଲକ୍ଷ୍ୟ ରହିଥିଲା। ସେହି ଅନୁସାରେ ନୂଆ ଉଚ୍ଚ ବିଦ୍ୟାଳୟ ନିର୍ମାଣ ନ କରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଉଚ୍ଚ ବିଦ୍ୟାଳୟରେ ରୂପାନ୍ତରିତ କରିବା ଯୋଜନା କରାଗଲା। ଯେଉଁ…
ପ୍ରମାଣପତ୍ର ଥାଇ ମିଳୁନି ଆବାସ, ଭତ୍ତା
କୁନ୍ଦୁରା,୩୦।୧(ଡି.ଏନ୍.ଏ.) ଶହେ ପ୍ରତିଶତ ଭିନ୍ନକ୍ଷମ ବୋଲି ପ୍ରଶାସନ ପ୍ରମାଣପତ୍ର ଦେଇଛନ୍ତି। କିନ୍ତୁ ଏହା ସତ୍ତ୍ୱେ ଗୋରୀମଣିଙ୍କୁ ମିଳୁନି ଭତ୍ତା। ତାଙ୍କ ପରିବାରକୁ ଆବାସ ଯୋଜନାରେ ସାମିଲ କରାଯାଉ ନାହିଁ। ଅଭାବରେ ବୁଡ଼ି ଜରାଜୀର୍ଣ୍ଣ ଘରେ ପଡ଼ିରରହିଛନ୍ତି ଗୋରୀମଣି ଓ ତାଙ୍କ ପରିବାର। କୋରାପୁଟ…
ଏଟିଏମ୍ରୁ ବାହାରୁଛି ଜାଲ୍ ନୋଟ୍
ଜୟପୁର,୩୦।୧(ନି.ପ୍ର./ଡି.ଏନ୍.ଏ.) ଏଟିଏମ୍ରୁ ନକଲି ନୋଟ୍ ବାହାରୁଛି। ଜୟପୁର ଟାଉନ ଥାନାରେ ଏଭଳି ଅଭିଯୋଗ କରିଛନ୍ତି ଜଣେ ହିତାଧିକାରୀ। କୋରାପୁଟ ଜିଲା ଜୟପୁର ଏମ୍ଜି ରୋଡଠାରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆର ଏଟିଏମ୍ରେ ଭୁପତି ସାହି ବାସିନ୍ଦା ହିତେଶ୍ୱର ଦାସ ବୁଧବାର ୩ ଶହ…
ପାଠ, ପରିବାର ପାଇଁ ପେଟ୍ରୋଲ ପମ୍ପରେ ଚାକିରି ସହ ଟ୍ରାଫିକ ଷ୍ଟୁଡେଣ୍ଟ ଭଲ୍ୟୁଣ୍ଟିୟର
ଜୟପୁର,୩୦।୧(ଡି.ଏନ୍.ଏ.) ଅର୍ଥର ଅଭାବ ଥିଲା, ତା’ ସାଙ୍ଗକୁ ପରିବାରର ଗୁଜୁରାଣ ଚିନ୍ତା। ଘରର କେଉଁ ପୁରୁଷ ମୁଣ୍ଡକୁ ନୁହେଁ, ବରଂ ୨ ଜଣ କିଶୋରୀଙ୍କୁ ଘାରିଥିଲା ଏହି ଚିନ୍ତା। ପାଠପଢ଼ା ସେଠି ଅପହଞ୍ଚ ସ୍ବପ୍ନ ଥିଲା। କିନ୍ତୁ ଅନୁସୂଚିତ ଜାତି ଓ ଜନଜାତି…
ମୁଖ୍ୟରାସ୍ତା ହେଲା ନୋ ପାର୍କିଂ ଜୋନ୍
ଜୟପୁର,୨୯।୧(ନି.ପ୍ର./ଡି.ଏନ୍.ଏ.) – ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ଜୟପୁର ମୁଖ୍ୟରାସ୍ତାରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହାକୁ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଇଛି ଟାଉନଥାନା ପୋଲିସ। ରଜାନହର ଛକରୁ ତହସିଲ ଅଫିସ ଯାଏ ନୋ ପାର୍କିଂ ଜୋନ୍ କରାଯାଇଛି।…
୭୧ତମ ସାଧାରଣତନ୍ତ୍ର ଦିବସ ଧୁମ୍ଧାମରେ ପାଳିତ
ଜୟପୁର,୨୬।୧(ଡି.ଏନ.ଏ): କୋରାପୁଟ ଜିଲାର ଜୟପୁରରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଜୟପୁର ଉପଜିଲାପାଳ ଲୋକନାଥ ଦଳ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଯେଉଁ ଦେଶ ସମ୍ବିଧାନ ଏବଂ ଗଣତନ୍ତ୍ରକୁ ସମ୍ମାନ ଦେଇଛି ସେହି ଦେଶ…
ବାଲିଯାତ୍ରା ପାଇଁ ବାଲି ସଂଗ୍ରହ
ବୋରିଗୁମ୍ମା, ୨୩ା୧ (ଡି.ଏନ୍.ଏ.) ବୋରିଗୁମ୍ମା ଐତିହାସିକ କୃଷି ପର୍ବ ବାଲିଯାତ୍ରା ନିମନ୍ତେ ବୁଧବାର ବାଲି ସଂଗ୍ରହ କରାଯାଇଛି। ଅବିଭକ୍ତ କୋରାପୁଟ ଜିଲାରେ ଏହି ପର୍ବର ଏକ ସ୍ବତନ୍ତ୍ର ପରିଚୟ ରହିଛି। ଏଠାରେ ପ୍ରତିବର୍ଷ ମାଘ ମଣ୍ଢେଇ ଆୟୋଜିତ ହେଉଥିବା ବେଳେ ପ୍ରତି…
ଜୟପୁରରେ ଭାଜପାର ସିଏଏକୁ ସମର୍ଥନ ରାଲି: ଯୋଗ ଦେଲେ ରୂପା ଗାଙ୍ଗୁଲୀ
ଜୟପୁର,୨୨।୧(ଡି.ଏନ୍.ଏ.): ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଜ୍ୟ ସଭା ଏମ୍ପି ରୂପା ଗାଙ୍ଗୁଲୀ ବୁଧବାର କୋରାପୁଟ ଜିଲା ଜୟପୁର ଯାତ୍ରା କରିଛନ୍ତି। ସେଠାରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ସମର୍ଥନ ଲାଗି ଭାଜପା ପକ୍ଷରୁ ଆୟୋଜନ ହୋଇଥିବା ଶୋଭାଯାତ୍ରାରେ ସେ ଯୋଗ…
Archives


