କୋରାପୁଟ

ଥାନାଧିକାରୀଙ୍କ ବଦଳି ଦାବିରେ ଗ୍ରାମବାସୀ ଏସ୍‌ପିଙ୍କ ଦ୍ୱାରସ୍ଥ

କୋରାପୁଟ,୧୭।୮(ସ୍ବ.ପ୍ର.): କୋରାପୁଟ ଜିଲାର ପାଡୁଆ ଥାନାଧିକାରୀଙ୍କ ବଦଳି ଦାବି କରି ଦୁଇ ଗ୍ରାମର ଶତାଧିକ ଗ୍ରାମବାସୀ ଶନିବାର ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରସ୍ଥ ହୋଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବିପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି ଯେ, ଗତ ଜୁଲାଇ…

ମାଲବାହୀ ଟେନ୍‌ ଧକ୍କାରେ ମହିଳାଙ୍କ ଜୀବନ ଗଲା

କୋରାପୁଟ,୧୭।୮(ସ୍ବ.ପ୍ର.) : କୋରାପୁଟ ଟାଉନ ଥାନା ଅନ୍ତର୍ଗତ ଡୁମୁରିପୁଟ ରେଳ ଷ୍ଟେଶନରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଏକ ମାଲବାହୀ ଟ୍ରେନ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ସୁନାବେଡ଼ାସ୍ଥିତ ହାଲ୍‌ କର୍ମଚାରୀ କେଦାରନାଥ…

ଭିଜିଲାନ୍ସ ହାତରେ ମାଲକାନଗିରି ଜିଲା ଯୋଗାଣ ଅଧିକାରୀ

ଜୟପୁର, ୧୭।୮(ନି.ପ୍ର.): ମାଲକାନଗିରି ଜିଲା ଯୋଗାଣ ଅଧିକାରୀ ଅଭିମନ୍ୟୁ ମହାନ୍ତି ଶନିବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଖବର ଲେଖାଯିବା ସୁଦ୍ଧା କାଗଜ ପତ୍ର ଯାଞ୍ଚ କରାଯାଉଥିବା ଯୋଗୁ ଯାଞ୍ଚ ପରେ ସମସ୍ତ ତଥ୍ୟ ଜଣାପଡ଼ିବ। ସୂଚନାନୁଯାୟୀ, ଅଭିମନ୍ୟୁ ୧ ଲକ୍ଷ ୯୧…

ନନ୍ଦପୁରରେ ସ୍ବାଧୀନତା ଦିବସ

ନନ୍ଦପୁର, ୧୫।୮(ଡି.ଏନ୍‌.ଏ.)-କୋରାପୁଟ ଜିଲା ନନ୍ଦପୁର ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନ, ସରକାରୀ ବେସରକାରୀ କାର୍ଯ୍ୟାଳୟରେ ଗୁରୁବାର ୭୩ତମ ସ୍ବାଧୀନତା ଦିବସ ପାଳିତ ହୋଇଛି। ନନ୍ଦପୁର ସଦର ମହକୁମାସ୍ଥିତ ସମସ୍ତ ବିଦ୍ୟାଳୟ ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀଶିକ୍ଷକ, ଅଭିଭାବକ, ସମସ୍ତ କାର୍ଯ୍ୟାଳୟ କର୍ମଚାରୀ ସକାଳ ୯ଟାରେ ସରକାରୀ…

ସ୍ବାଧୀନତା ଦିବସ ଅବସରରେ ଚାରାରୋପଣ

ସେମିଳିଗୁଡା, ୧୫।୮(ସ୍ବ.ପ୍ର.)- ସେମିଳିଗୁଡ଼ାସ୍ଥିତ ସାଉଥ୍‌-କୋ କାର୍ଯ୍ୟାଳୟରେ ଗୁରୁବାର ୭୩ତମ ସ୍ବାଧୀନତା ଦିବସ ପାଳିତ ହୋଇଛି। ପ୍ରଥମେ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରାଯାଇଥିଲା। ପରେ ଏହି ଅବସରରେ ସ୍ଥାନୀୟ ପାହଡ଼ରେ ସାଉଥ୍‌-କୋ କର୍ମଚାରୀମାନେ ଚାରାରୋପଣ କରିଥିଲେ। ପରିବେଶକୁ ସବୁଜସୁନ୍ଦର କରିବା ଲକ୍ଷ୍ୟରେ ଆମ୍ବ,…

କୋରାପୁଟରେ ସ୍ବାଧୀନତା ଦିବସ : ବୈଷୟିକ ମନ୍ତ୍ରୀଙ୍କ ପତାକା ଉତ୍ତୋଳନ

କୋରାପୁଟ,୧୫।୮(ସ୍ବ.ପ୍ର.): କୋରାପୁଟ ଜିଲା ପୋଲିସ ପଡ଼ିଆରେ ଜିଲାସ୍ତରୀୟ ସଧୀନତା ଦିବସ ପାଳିତ ହୋଇଯାଇଛି। ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ ସହ ସମ୍ମିଳିତ ପରେଡ୍‌ରେ ଅଭିବାଦନ ଗ୍ରହଣ…

ଜୟପୁରରେ ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ

ଜୟପୁର,୧୫।୮(ନି.ପ୍ର.) : ଜୟପୁର ମୁଖ୍ୟରାସ୍ତାରେ ଉପଖଣ୍ଡସ୍ତରୀୟ ୭୩ ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଉପଜିଲାପାଳ ଲୋକନାଥ ଦଳ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରି ଉଦ୍‌ବୋଧନ ଦେଇଥିଲେ। ଜୟପୁର ଉପଖଣ୍ଡର ଏନ୍‌ସିସି, ଗାଇଡ଼,ସ୍କାଉଟ, ସିଭିଲିୟନ,ଘୋଷ…

ନାଳରେ ବୁଡି ନାବାଳକ ମୃତ

କୋରାପୁଟ, ୧୪।୮(ସ୍ବ.ପ୍ର): କୋରାପୁଟ ଜିଲାର ଜଲାପୁଟ ପାଣ୍ଡି ଅନ୍ତର୍ଗତ ଝୁଲା ବ୍ରିଜ ନିକଟରେ ଥିବା ନାଳରେ ବୁଡି ଜଣେ ଶିଶୁଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ନନ୍ଦପୁର ବ୍ଲକ ଖିନମୁଙ୍ଗ ଗ୍ରାମର ରବି ଖିଲଙ୍କ ପୁଅ ସନ୍ଦୀପ ଖିଲ(୯)। ମିଳିଥିବା ସୂଚନା…

ବିଏସ୍‌ଏଫ୍‌ ଏଏସ୍‌ଆଇଙ୍କ ଦାୟିତ୍ୱହୀନତା : ଟ୍ରେନ୍‌ରେ ଛାଡ଼ିଦେଲେ ୬୦ ରାଉଣ୍ଡ ଗୁଳି

ଜୟପୁର,୧୪ା୮(ନି.ପ୍ର./ଡି.ଏନ୍‌.ଏ.): ବିଶାଖପାଟଣା-କିରଣ୍ଡୁଲ ଏକ୍ସପ୍ରେସ୍‌ରୁ ମଙ୍ଗଳବାର ଇନସାସ୍‌ ରାଇଫଲର ୬୦ ରାଉଣ୍ଡ ଗୁଳି (୩ଟି ମାଗାଜିନ) ଏବଂ ଗୋଟିଏ ୟୁନିଫର୍ମ ବେଲ୍ଟ ଉଦ୍ଧାର କରିଛି କୋରାପୁଟ ଜିଲା ଜୟପୁର ଆରପିଏଫ୍‌। ବିଏସ୍‌ଏଫ୍‌ର ଜଣେ ଏଏସ୍‌ଆଇ ଏହି ଟ୍ରେନ୍‌ରେ ଯିବାବେଳେ ନିଜ ସିଟ୍‌ରେ ଉପରୋକ୍ତ…

କୋରାପୁଟ ଏସ୍‌ପିଙ୍କୁ ପୁରସ୍କୃତ କରିବ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ

କୋରାପୁଟ,୧୩ା୮(ସ୍ବ.ପ୍ର.): କୋରାପୁଟ ଏସ୍‌ପି କନୱର ବିଶାଳ ସିଂ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀଙ୍କଠାରୁ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଅଗଷ୍ଟ ୧୫ରେ ଦିଲ୍ଲୀରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କଠାରୁ ସେ ଏହି ପୁରସ୍କାର ଗ୍ରହଣ କରିବେ। ଏକ୍ସିଲେନ୍ସ ଇନ ଇନଭେଷ୍ଟିଗେସନ ପାଇଁ…

କୋରାପୁଟ ଜିଲାରେ ୬୩୫ ମିଲିମିଟର ବର୍ଷା ରେକର୍ଡ: କୋଟପାଡ଼ ବ୍ଲକରେ ସର୍ବାଧିକ

କୋରାପୁଟ,୧୩।୮(ସ୍ବ.ପ୍ର): ୨ ଦିନ ହେବ ବର୍ଷା ଲାଗି ରହିଥିବା ବେଳେ କୋରାପୁଟ ଜିଲାରେ ମଙ୍ଗଳବାର ୬୩୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। କୋଟପାଡ଼ ବ୍ଲକରେ ସର୍ବାଧିକ ୧୨୫ ମିମି ବର୍ଷା ହୋଇଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ ଜଣାଯାଇଛି ା ସେହିପରି…

ରେଳଧାରଣାରୁ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

କୋରାପୁଟ/କାକିରିଗୁମ୍ମା/ଲକ୍ଷ୍ମୀପୁର ,୧୨ା୮(ସ୍ବ.ପ୍ର)-କୋରାପୁଟ ଜିଲା କାକିରିଗୁମ୍ମା ଥାନା ଅନ୍ତଗର୍ତ କୁଡିପଦର ଗ୍ରାମ ନିକଟ ରେଳ ଧାରଣାରୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହକୁ ପୋଲିସ ସୋମବାର ଉଦ୍ଧାର କରିଛି । ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ । ସେ ଆଖପାଖ ଅଞ୍ଚଳରେ ପ୍ଲାଷ୍ଟିକ ଜରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?