କୋରାପୁଟ

ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ

କୋରାପୁଟ,୨୨ା୯(ସ୍ବ.ପ୍ର.): ମାଛକୁଣ୍ଡ ଅଞ୍ଚଳରୁ ବିପୁଳ ପରିମାଣର ମାଓବାଦୀ ବିସ୍ଫୋରକ ସାମଗ୍ରୀ ସମେତ ନଗଦ ଟଙ୍କା ଜବତ ହୋଇଛି। କୋରାପୁଟ ପୋଲିସକୁ ମାଓବାଦୀ ମୁକାବିଲା କ୍ଷେତ୍ରରେ ଏକ ବଡ଼ଧରଣର ସଫଳତା ମିଳିଛି। ସୂଚନାନୁଯାୟୀ ଏସ୍‌ଓଜି ଓ ଡିଭିଏଫ୍‌ ପକ୍ଷରୁ କୋରାପୁଟ ଜିଲା ମାଛକୁଣ୍ଡ…

ମଦ ପିଇ ଗାଡ଼ି ଚଳାଇବା ପଡ଼ିଲା ମହଙ୍ଗା: ନିର୍ଧୂମ୍‌ ଛେଚିଲେ ଲୋକେ

ଜୟପୁର, ୧୮ା୯ (ନି.ପ୍ର.): ନିଶାଶକ୍ତ ଅବସ୍ଥାରେ ଗାଡି ଚଳାଉଥିବା ଡ୍ରାଇଭର ଓ ହେଲ୍‌ପରଙ୍କୁ ଧରି ଲୋକେ ନିସ୍ତୁକ ମାଡ଼ ମାରିଛନ୍ତି। ଉଭୟଙ୍କୁ ଜୟପୁର ସଦର ପୋଲିସ ଗିରଫ କରିଛି। ସେମାନେ ହେଲେ ଲିପୁ ନାୟକ ଓ କେ ଶିବା। ସୂଚନା ମୁତାବକ,…

ଅଶ୍ଲୀଳ ଗୀତକୁ ବିରୋଧ: ଟାଉନ ଥାନାରେ ଏତଲା ଦେଲା ଜିଲା ବିକାଶ ମଞ୍ଚ

କୋରାପୁଟ,୧୯ା୯(ସ୍ବ.ପ୍ର.): କୋରାପୁଟ ଜିଲା ଝିଅଙ୍କୁ ନେଇ ଅଶ୍ଲୀଳ ଗୀତ ପରିବେଷଣ କରିଥିବା ଓମ ଶଙ୍କର ନାମକ ବ୍ୟକ୍ତିଙ୍କ ବିରୋଧରେ ଜିଲା ବିକାଶ ମଞ୍ଚ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ଜିଲା ବିକାଶ ମଞ୍ଚ ସମ୍ପାଦକ ଏସ୍‌. ପାଣିଗ୍ରାହୀ ଓ ଅନ୍ୟ ସଦସ୍ୟ…

ଜାଲ୍‌ ଡ୍ରାଇଭିଂ ଲାଇସେନ୍ସ ଜାଲରେ ଯୁବକ

ବୈପାରିଗୁଡା,୧୯ା୯ (ଡି.ଏନ୍‌.ଏ):ସଡକ ଦୁର୍ଘଟଣା ଏଡାଇବା ପାଇଁ ପରିବହନ ବିଭାଗ ପକ୍ଷରୁ କଠୋର ଆଇନ ବ୍ୟବସ୍ଥା କରାଯାଇଛି। ବିଭିନ୍ନ ସମୟରେ ଟ୍ରାଫିକ୍‌ ଓ ପୋଲିସ୍‌ ପକ୍ଷରୁ ମଧ୍ୟ ଯାଞ୍ଚ କରାଯାଇ ଆଇନ ଖିଲାପକାରୀଙ୍କଠାରୁ ଜରିମାନା ଆଦାୟ ହେଉଛି। ଯାଞ୍ଚରୁ ବର୍ତ୍ତିିବା ଲାଗି କୋରାପୁଟ…

କୋଟିଆ ସୀମାରେ ବାଘ ଆତଙ୍କ

କୋରାପୁଟ,୧୮/୯(ସ୍ବ.ପ୍ର): କୋରାପୁଟ ଜିଲାର କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ପାହାଡ ଅଞ୍ଚଳରେ ଗତ କିଛି ଦିନ ହେଲା ଏକ ମହାବଳ ବାଘ ବୁଲୁଥିବା ନେଇ ଜିଲାରକୋଟିଆ ପଞ୍ଚାୟତ ଅଞ୍ଚଳରେ ଆତଙ୍କ ଖେଳାଯାଇଛି। କୋଟିଆ ସୀମାନ୍ତ ହର ମାଣ୍ଡିଙ୍ଗି, ଫଗୁଣ ସିନେରୀ ଓ ଫାଟୁ…

ଗଞ୍ଜେଇ ଭର୍ତ୍ତି ଟ୍ରକକୁ ସୁରକ୍ଷା ଦେଇ ଫସିଲେ ଅବକାରୀ ବିଭାଗର କର୍ମଚାରୀ

କୋରାପୁଟ,୧୮।୯(ସ୍ବ.ପ୍ର): କୋରାପୁଟ ଜିଲା ସୁଙ୍କି ଫାଣ୍ଡି ପୋଲିସ ଗଞ୍ଜେଇ ଭର୍ତ୍ତି ଟ୍ରକକୁ ସୁରକ୍ଷା ଯୋଗାଉଥିବାବେଳେ ଅଭିଯୋଗରେ ଅବକାରୀ ବିଭାଗର ୩ ଜଣ କର୍ମଚାରୀଙ୍କୁ ଅଟକ ରଖିଛି। ରବିବାର ଆନ୍ଧ୍ରକୁ ଚାଲାଣ କରାଯାଉଥିବା ଗଞ୍ଜେଇ ଭର୍ତ୍ତି ଟ୍ରକକୁ ସେମାନେ ସୁରକ୍ଷା ଯୋଗାଉଥିବା ଜଣାପଡିଛି।…

ପାଠ ପଢ଼ିବେ ପାର୍ବତୀ

ବୈପାରିଗୁଡା,୧୭ା୯ (ଡି.ଏନ୍‌.ଏ.): ବାପା ମା’ ସ୍ନେହରୁ ବଞ୍ଚତ୍ତ ପାର୍ବତୀ ପୂଜାରୀଙ୍କ ମୁହଁରେ ହସ ଫୁଟିଛି। ଆର୍ଥିକ ଅନଟନ ଓ ପାରିବାରିକ ଅସୁବିଧା ଯୋଗୁ ତାଙ୍କ ପାଠପଢା ଅଧାରୁ ଅଟକିଯିବା ନେଇ ସୃଷ୍ଟି ହୋଇଥିବା ସଂସୟ ଦୂର ହୋଇଛି। ବ୍ଲକର ବାଲିଗଁାସ୍ଥିତ ମଙ୍ଗଳ…

ମହିଳାଙ୍କୁ ଇଙ୍ଗିତକରି ଅଶ୍ଳୀଳ ଗୀତ

ଜୟପୁର/ସୁନାବେଡ଼ା, ୧୬ା୯(ନି.ପ୍ର./ସ୍ବ.ପ୍ର.): ପ୍ରତ୍ୟେକ ଜିଲାର ମହିଳା ଓ ଯୁବତୀଙ୍କୁ ଅଶାଳୀନ ଭାଷା ପ୍ରୟୋଗକରି ଗୀତ ଗାଇଥିବା କଳାକାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗୁରୁବାର କଳାକାର, ଛାତ୍ରୀ ଓ ମହିଳାମାନେ ଏକତ୍ରିତ ହୋଇ ଟାଉନ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି…

ଓପିଟିସିଏଲର ଲୁହା ଆଙ୍ଗେଲ ଚୋରି ମାମଲାରେ ୬ ଗିରଫ

ଜୟପୁର, ୧୬।୯ (ନି.ପ୍ର.): ଓପିଟିସିଏଲର ଲୁହା ଆଙ୍ଗେଲ ଚୋରି ମାମଲାରେ ଜୟପୁର ସଦର ପୋଲିସ ଗୁରୁବାର ମୁଖ୍ୟ ଅଭିଯୁକ୍ତଙ୍କ ସହ ଚୋରି ସାମଗ୍ରୀର କ୍ରେତା ଓ ଚୋରି ସାମଗ୍ରୀ ଚାଲାଣ କରୁଥିବା ଗ୍ୟାଙ୍ଗର ୬ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ…

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ: ୩ ଗିରଫ

କୋରାପୁଟ,୧୫ା୯(ସ୍ବ.ପ୍ର.): ରାଜ୍ୟ ଅବକାରୀ କମିଶନର ଆଶିଷ କୁମାର ସିଂଙ୍କ ନିର୍ଦ୍ଦେଶ କ୍ରମେ କୋରାପୁଟ ଅବକାରୀ ବିଭାଗ ଆଇଆରବି ନିକଟରୁ ୩ କ୍ୱିଣ୍ଟାଲ ୨ କେଜି ଗଞ୍ଜେଇ ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରିଛି। ସୂଚନାନୁଯାୟୀ କୋରାପୁଟ ସେମିଳିଗୁଡ଼ାରୁ ଏକ…

ଟନେଲ କାର୍ଯ୍ୟ ଚାଲିଥିବା ବେଳେ ଧସିଲା ମାଟି ଅତଡ଼ା: ୨ ଶ୍ରମିକଙ୍କ ଜୀବନ ଗଲା

କୋରାପୁଟ,୧୪ା୯(ସ୍ବ.ପ୍ର.): କୋରାପୁଟ- ରାୟଗଡ଼ା ରେଳପଥର ଦୋହରୀକରଣ ନେଇ ଟନେଲ କାର୍ଯ୍ୟ ଚାଲିଥିବାବେଳେ ମାଟି ଅତଡ଼ା ଧସି ଦୁଇ ଶ୍ରମିକଙ୍କ ଜୀବନ ଯାଇଛି। ଏହି ଘଟଣା ବୁଧବାର ଅପରାହ୍ନରେ ଘଟିଥିବାବେଳେ ମୃତକ ହେଲେ ଲକ୍ଷ୍ମୀପୁର ବ୍ଲକର ବୁଜ୍ରା ଗ୍ରାମର ରବି ପ୍ରେପେକା ଓ…

ପାଠ ପଢ଼ାରେ ଅନ୍ଧାରୀ ନଦୀ ବାଧକ

ଦେଶମନ୍ତପୁର, ୧୩ା୯( ଡି.ଏନ୍‌. ଏ.):କୋରାପୁଟ ଜିଲାର ଦଶମନ୍ତପୁର ବ୍ଲକରେ ଏବେ ମଧ୍ୟ ଏପରି ଦୁର୍ଗମ ଗ୍ରାମାଞ୍ଚଳ ରହିଛି ଯେଉଁଠି ଅର୍ଥ ବିନିଯୋଗ ହେଉଥିଲେ ମଧ୍ୟ ଏହାର ସୁଫଳ ଲୋକେ ପାଉନାହାନ୍ତି। ଏପରି କି ଅନେକ ଗ୍ରାମକୁ ରାସ୍ତାଟିଏ ନାହିଁ। ଯାତାୟାତରେ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?