କୋରାପୁଟ

ଛାତ୍ରୀ ମୃତ୍ୟୁ ନେଇ ଉତ୍ତେଜନା, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

କୋରାପୁଟ,୧୬ା୭(ସ୍ବ.ପ୍ର.): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ଅନୁସୂଚିତ ଜନଜାତି ଓ ଅନୁସୁଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ୮ ଶ୍ରେଣୀ ଛାତ୍ରୀଙ୍କର ଶୁକ୍ରବାର ରାତିରେ ହଷ୍ଟେଲରେ ମୃତ୍ୟୁ ହୋଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ…

କୋରାପୁଟରେ ସର୍ବାଧିକ ୬୦୭.୨ ମିଲିଲିଟର ବର୍ଷା ରେକର୍ଡ

କୋରାପୁଟ,୧୨ା୭(ସ୍ବ.ପ୍ର.): କୋରାପୁଟ ଜିଲାରେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୬୦୭.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏହି ସମୟ ମଧ୍ୟରେ ଜିଲାର କୋଟପାଡ଼ ବ୍ଲକରେ ସର୍ବାଧିକ ୧୨୯ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ପଟ୍ଟାଙ୍ଗି ବ୍ଲକରେ ସର୍ବନିମ୍ନ ୭ ମିମି…

ସ୍ତ୍ରୀଙ୍କ ଗଳା କାଟି ପାଖରେ ବସି ରହିଥିଲେ

କୁନ୍ଦୁରା,୧୦ା୭ (ଡି.ଏନ.ଏ.): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ବାଗଦେରି ପଞ୍ଚାୟତ ଅନ୍ତର୍ଗତ ବୁଦାଗୁଡା ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ବାମୀ ସ୍ତ୍ରୀଙ୍କ ଗଳା କାଟି ହତ୍ୟା କରିଛନ୍ତି। ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି।…

୧୫ ହିତାଧିକାରୀଙ୍କୁ ମିଳିଲା ୭ ମାସର ଭତ୍ତା

ଦଶମନ୍ତପୁର, ୧୦।୭ ( ଡି.ଏନ୍‌.ଏ. ): ୭ ମାସ ହେଲାଣି ୧୫ ଜଣ ହିତାଧିକାରୀଙ୍କୁ ମିଳୁ ନ ଥିଲା ଭତ୍ତା। ଏନେଇ ସେମାନେ ପଞ୍ଚାୟତ ଓ ବ୍ୟାଙ୍କ ବୁଲି ବୁଲି ନୟାନ୍ତ ହୋଇଥିଲେ। ଯାହାକୁ କହିଲେ କେହି ଶୁଣୁ ନ ଥିଲେ।…

ଜିଲାରେ ୫୨୩ ହେକ୍ଟର ଜମିରେ କଫି ଚାଷ ପାଇଁ କ୍ଷେତ୍ର ପ୍ରସ୍ତୁତ

କୋରାପୁଟ,୧୦।୭(ସ୍ବ.ପ୍ର.): କୋରାପୁଟ ଜିଲାରେ ବ୍ୟାପକ ହେବ କଫି ଚାଷ ା ଏନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ କୋରାପୁଟ ଜିଲା ପ୍ରଶାସନ ଏନେଇ ଉଦ୍ୟମ ଆରମ୍ଭ କରିଛି ା ଓଡିଶା ଜୀବିକା ମିଶନ, କଫି ଡେଭଲପମେଣ୍ଟଟ୍ରଷ୍ଟ, ଜିଲା ଜଳ ବିଭାଜିକା ପ୍ରକଳ୍ପ, ମିଶନ…

ରେଲିକୁମ୍ଭାରେ ପାନୀୟଜଳ ସଙ୍କଟ

କୋରାପୁଟ,୧୦।୭(ସ୍ବ.ପ୍ର.): ପ୍ରତି ଘରକୁ ପାନୀୟ ଜଳ ଯୋଗାଇଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନକରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ସରକାରଙ୍କ ସମସ୍ତ ଯୋଜନାରୁ ସୁଫଳ ଲୋକେ ପାଉନାହାନ୍ତି।…

ରାସ୍ତା ନିର୍ମାଣ କରି ରକ୍ଷଣାବେକ୍ଷଣ ଭୁଲିଯାଉଛି ବିଭାଗ

କୁନ୍ଦୁରା,୭।୭ (ଡି.ଏନ.ଏ.): କୋରାପୁଟ ଜିଲା କୁନ୍ଦୁରା ବ୍ଲକର ଡଙ୍ଗରପାଉଁଶିଠାରୁ ବେଢାପାଉଁଶି ଏବଂ ଡଙ୍ଗରପାଉଁଶି ଗ୍ରାମ୍ୟ ବ୍ୟାଙ୍କ ଛକଠାରୁ ଜିରାଗୁଡା ପର୍ଯ୍ୟନ୍ତ ନିର୍ମିତ ରାସ୍ତା ଶୋଚନୀୟ ହୋଇପଡିଛି। ଏନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଏହାର ରକ୍ଷଣାବେକ୍ଷଣ କିମ୍ବା ମରାମତି ହେଉନାହିଁ। ଫଳରେ…

ଗାଦବା ଆଦିବାସୀଙ୍କ କେରଙ୍ଗ ବୁଣା ଶାଢ଼ି କଳାକୁ ପୁନର୍ଜୀବିତ ପ୍ରୟାସ

କୋରାପୁଟ,୪ା୭(ସ୍ବ.ପ୍ର.): ଗାଦବା ଆଦିବାସୀଙ୍କ କେରଙ୍ଗ ବୁଣା ଶାଢୀ କଳାକୁ ପୁର୍ନଜୀବିତ କରିବା ଲାଗି ରବିବାର ଇନ୍‌ଟାକ ଓ କୋଟ୍‌ସ ପକ୍ଷରୁ ମିଳିତ କର୍ମଶାଳା ସ୍ଥାନୀୟ କୋଟସ ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି ା କେରଙ୍ଗ ଗଛର ବକଳରୁ ବୁଣାଯାଉଥିବା ଶାଢୀ ପ୍ରୟତଃ…

କୋରାପୁଟ ଜିଲାରେ ୪୭୫.୨ ମିମି ବର୍ଷା

କୋରାପୁଟ,୪ା୭(ସ୍ବ.ପ୍ର.): କୋରାପୁଟ ଜିଲାରେ ଲଘୁଚାପଜନିତ ଝିପି ଝିପି ବର୍ଷା ଜାରି ରହିଛି। ରବିବାର ଜିଲାରେ ୪୭୫.୨ ମିମି ବର୍ଷା ହୋଇଛି। ଜିଲାରେ ବୈପାରିଗୁଡା ବ୍ଲକରେ ସର୍ବାଧିକ ୯୩ ମିଲିମିଟର ବର୍ଷା ହୋଇଥିବା ବେଳେ ସେମିଳିଗୁଡାରେ ସର୍ବନିମ୍ନ ୨ମିମି ବର୍ଷା ହୋଇଥିବା ଜିଲା…

ମୀନାବଜାରରେ ଅଘଟଣ: ଡିସ୍କୋ ଚେୟାରରେ ବୁଲୁଥିବା ବେଳେ ଚାଲିଗଲା ନାବାଳିକାଙ୍କ ଜୀବନ

କୋଟପାଡ଼,୩ା୭(ଡି.ଏନ୍‌.ଏ.): କୋରାପୁଟ ଜ଼ିଲା କୋଟପାଡ଼ ଅଞ୍ଚଳରେ ରଥଯାତ୍ରା ପାଇଁ ପଡିଥିବା ମୀନାବଜାରରେ ଏକ ଅଘଟଣ ଘଟିଛି। ମ୍ୟାଜିକ ଡିସ୍କୋ ଚେୟାରରେ ବୁଲୁଥିବା ବେଳେ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି। ସେ କୋଟପାଡ଼ ମିର୍ଗାନ ସାହିର ଏମ୍‌ଡି ୟାକୁବଙ୍କ ଝିଅ ଆଲଫିଆ (୧୩)…

ଆନ୍ଧ୍ର ଦଖଲରେ କୋରାପୁଟର ତୁରୁକୁ

କୋରାପୁଟ,୧ା୭(ସ୍ବ.ପ୍ର. ): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଳକର କୋଟିଆକୁ ଆନ୍ଧ୍ର ନିଜର ବୋଲି ଦର୍ଶାଇବାକୁ ଉଦ୍ୟମ ଜାରି ରଖିଛି। ଏହାକୁ ନେଇ ଓଡ଼ିଶା ସୁପ୍ରିମକୋର୍ଟ ଦ୍ୱାରସ୍ଥ ହୋଇଛି। ମାମଲା ବିଚାରାଧୀନ ଥିବା ବେଳେ ଆନ୍ଧ୍ର କୋଟିଆରେ ବିଭିନ୍ନ ସମୟରେ ପଶି ସୀମାନ୍ତବାସୀଙ୍କୁ…

ସର୍ବଭାରତୀୟ ଆଇଏଫ୍‌ଏସ୍‌ ପରୀକ୍ଷାରେ କୋରାପୁଟର କେ. ନାଗାରାଜୁ

କୋରାପୁଟ,୩୦।୬(ସ୍ବ.ପ୍ର.): ସର୍ବଭାରତୀୟ ଆଇଏଫ୍‌ଏସ୍‌ (ଇଣ୍ଡିଆନ ଫରେଷ୍ଟ ସର୍ଭିସ) ପରୀକ୍ଷାରେ କୋରାପୁଟର ପୁଅ କେ. ନାଗାରାଜୁ(୨୯)ଙ୍କୁ ସଫଳତା ମିଳିଛି। ସେ ୪୦ତମ ର଼୍ୟାଙ୍କରେ ରହି କୋରାପୁଟ ଜିଲା ପାଇଁ ଗୌରବ ଆଣିଛନ୍ତି। ୨୦୨୧ ଆଇଏଫ୍‌ଏସ୍‌ ପରୀକ୍ଷାର ଚୂଡାନ୍ତ ଫଳ ମଙ୍ଗଳବାର ପ୍ରକାଶ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?