କୋରାପୁଟ

ବ୍ରିଜ୍‌ ଦୁଇ ପାର୍ଶ୍ୱରେ ନିର୍ମାଣ ହୋଇନି ଆପ୍ରୋଚ ରାସ୍ତା

ବୈପାରିଗୁଡା,୨।୧୧ (ଡି.ଏନ୍‌.ଏ): ଗ୍ରାମାଞ୍ଚଳରେ ଯୋଗାଯୋଗ ପାଇଁ ସରକାରଙ୍କ ପକ୍ଷରୁ ବହୁ ଅର୍ଥ ଖର୍ଚ୍ଚ କରାଯାଇ ପ୍ରଧାନମନ୍ତ୍ରୀ ସଡକ ନିର୍ମାଣ କରାଯାଉଛି। ତେବେ ବିଭାଗୀୟ ଉଦାସୀନତା ତଥା ଠିକାଦାରଙ୍କ ଖାମଖିଆଲି ମନୋଭାବ ଯୋଗୁ ରାସ୍ତା କାମ ଠିକ୍‌ ମାନର ହେଉ ନ ଥିବା…

ପାଳିକରି ରୋଗୀ, ପ୍ରସୂତିଙ୍କୁ ଭାରରେ ବୋହୁଛନ୍ତି ଗ୍ରାମବାସୀ

ଦଶମନ୍ତପୁର, ୧।୧୧(ଡି.ଏନ୍‌.ଏ.):କେନ୍ଦ୍ର ଓ ରାଜ୍ୟ ସରକାର ନିରୀହ ଗରିବ ଶ୍ରେଣୀର ଆଦିବାସୀଙ୍କ ପାଇଁ ବିଭିନ୍ନ ଯୋଜନା କରିଛନ୍ତି। ସେମାନଙ୍କୁ ଏହାର ସୁବିଧା ଯେପରି ମିଳିବ ସେ ଦିଗରେ କାର୍ଯ୍ୟ ମଧ୍ୟ କରାଯାଉଛି। କିନ୍ତୁ ଏଭଳି ଏକ ଗ୍ରାମ ରହିଛି ଯେଉଁଠାରେ ଲୋକଙ୍କୁ…

ଜୟପୁରକୁ ଉଡ଼ିଲା ବିମାନ

ଭୁବନେଶ୍ୱର,୩୧ା୧୦(ବ୍ୟୁରୋ): ସୋମବାର ଭୁବନେଶ୍ୱରରୁ କୋରାପୁଟର ଜୟପୁରକୁ ବିମାନ ସେବା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ହଲାଇ ଏହାର ଶୁଭାରମ୍ଭ କରିଛନ୍ତି। ପ୍ରତିଦିନ ଭୁବନେଶ୍ୱରରୁ ଜୟପୁର ଓ ଜୟପୁରରୁ ବିଶାଖାପାଟଣାକୁ ଚଳାଚଳ କରିବ ଇଣ୍ଡିଆଓୱାନ ବିମାନ। ଏହି ବିମାନରେ ୯ଟି…

ଆଜି ଭୁବନେଶ୍ୱରରୁ ଜୟପୁରକୁ ଉଡ଼ିବ ବିମାନ

ଭୁବନେଶ୍ୱର/କୋରାପୁଟ,୩୧ା୧୦(ବ୍ୟୁରୋ/ନି.ପ୍ର.):କୋରାପୁଟ ଜିଲାବାସୀଙ୍କ ଦୀର୍ଘଦିନ ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି। ସୋମବାର ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ଜୟପୁର ବିମାନବନ୍ଦରକୁ ନିୟମିତ ବିମାନ ଉଡ଼ାଣ ଆରମ୍ଭ ହେବ। ଅହମ୍ମଦାବାଦସ୍ଥିତ ଇଣ୍ଡିଆନ ଏୟାର ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର (ବିପିଆଇଏ)ରୁ ଓଡ଼ିଶାର…

୩୧ରୁ ଜୟପୁରରୁ ନିୟମିତ ଉଡ଼ିବ ବିମାନ

ଜୟପୁର,୩୦।୧୦ (ନି.ପ୍ର.): କୋରାପୁଟ ଜିଲାବାସୀଙ୍କ ଦୀର୍ଘଦିନ ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି। ଆସନ୍ତା ୩୧ ତାରିଖଠାରୁ ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ଜୟପୁର ବିମାନବନ୍ଦରରୁ ଭୁବନେଶ୍ୱରକୁ ନିୟମିତ ବିମାନ ଉଡ଼ାଣ ଆରମ୍ଭ ହେବ। ଏନେଇ ଗତ ୨୦ରେ ବିମାନବନ୍ଦରକୁ ଲାଇସେନ୍ସ ମିଳିଥିବା…

ବନ୍ଦ କଠୋରିରେ ୮ଦିନ

ଜୟପୁର, ୨୯ା୧୦ (ନି.ପ୍ର.): ଜୟପୁର ଢେପଗୁଡାସ୍ଥିତ ଏକ ପରିବାରର ଲୋକେ ଜଣେ ୮୦ ବର୍ଷର ବୃଦ୍ଧାଙ୍କୁ ୮ଦିନ ଧରି ଏକ କଠୋରିରେ ବନ୍ଦ କରି ରଖିଥିଲେ। ବୃ୍‌ଦ୍ଧା ଜଣକ ହେଉଛନ୍ତି ପାର୍ବତୀ ନାୟକ ା ସେ କଠୋରିରେ ଖାଇବାକୁ ନ ପାଇ…

ଥାନା ଫାଟକ ସମ୍ମୁଖରେ ପରିବାର ଲୋକଙ୍କ ଧାରଣା

ପଟ୍ଟାଙ୍ଗି,୨୯ା୧୦(ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ଥାନା ଅନ୍ତର୍ଗତ ସୋରିଷପଦର ପଞ୍ଚାୟତ ସମିତିସଭ୍ୟାଙ୍କ ସ୍ବାମୀ ଭଗବାନ ଚେଟ୍ଟୀଙ୍କ ମୃତ୍ୟୁ ଘଟଣାରେ ପରିବାର ସଦସ୍ୟ, ସମ୍ପର୍କୀୟ ଏବଂ ଗ୍ରାମବାସୀ ଅଭିଯୁକ୍ତମାନଙ୍କ ଗିରଫ ଦାବି କରି ଥାନା ଫାଟକ ସମ୍ମୁଖରେ ମୃତଦେହ ରଖି ଶୁକ୍ରବାର ପ୍ରତିବାଦ…

ଆସନ୍ତା ୩୧ରୁ ଜୟପୁରକୁ ଉଡ଼ିବ ବିମାନ

ଜୟପୁର,୨୯।୧୦(ସ୍ବ.ପ୍ର): ଆସନ୍ତା ୩୧ ତାରିଖରୁ କୋରାପୁଟ ଜିଲା ଜୟପୁରକୁ ଉଡ଼ିବ ବିମାନ। ଏ ନେଇ ଇଣ୍ଡିଆ ୱାନ୍‌ ଏୟାର ବିମାନ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦେଇଛି । ଯାତ୍ରୀମାନେ indiaoneair.com ୱେବସାଇଟରେ ୯୯୯ ଟଙ୍କାରେ ଟିକେଟ ବୁକିଂ କରିବାର ସୁବିଧା…

ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ସ୍ବାମୀ ଗିରଫ

ଜୟପୁର, ୨୭।୧୦ (ନି.ପ୍ର.): ସ୍ତ୍ରୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଜୟପୁର ପୋଲିସ ତାଙ୍କ ସ୍ବାମୀଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ପଡୁଆ ଥାନା ଅଧୀନ ଭେଜାଗ୍ରାମର ରଞ୍ଜନ ମାଟମ। ପୋଲିସ ସୂଚନା ଅନୁଯାୟୀ, ୮ ବର୍ଷ ତଳେ ରଞ୍ଜନ ମାଟମଙ୍କୁ ମହିଳା…

କଫି ଚାଷୀ କ୍ଷତିରେ

କୋରାପୁଟ ଅଫିସ୍‌, ୨୭।୧୦: ଇଟାଲିର ଇଲି କାଫେ, ଆମେରିକାର ଷ୍ଟାରବକ୍ସ ଭଳି ନାମୀଦାମୀ ବ୍ରାଣ୍ଡ୍‌ ସହ ପ୍ରତିଦ୍ୱନ୍ଦ୍ୱିତାକୁ ଓହ୍ଲାଇଲାଣି କୋରାପୁଟ କଫି। ହେଲେ ଏହାର ମାନ ବୃଦ୍ଧି ପାଇଁ ଚାଷୀଙ୍କୁ ଆବଶ୍ୟକ ତାଲିମ୍‌, ପ୍ରୋତ୍ସାହନ ମିଳୁପାରୁନାହିଁ। ସର୍ବୋପରି ଉପଯୁକ୍ତ ମୂଲ୍ୟ ମିଳୁ…

ବାରହା ଫାଶରେ ଯୁବକ

କୋରାପୁଟ,୨୪।୧୦(ସ୍ବ.ପ୍ର.): କୋରାପୁଟ ଜିଲା ନନ୍ଦପୁର ଥାନା ଅନ୍ତର୍ଗତ ଉମ୍ବଲ ପଞ୍ଚାୟତ ମେଡିପୁଟ ଗ୍ରାମରେ ସୋମବାର ଏକ ଅଘଟଣ ଘଟିଛି। ବିଦ୍ୟୁତ୍‌ ତା’ର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପଦୁ ଗୁଣ୍ଠା। ତେବେ କିଛି ଯୁବକ ବାରହା…

ସାଇକେଲରେ ବୁଲି ଏକତା ବାର୍ତ୍ତା ବାଣ୍ଟୁଛନ୍ତି ଭାସ୍କର

ପଟ୍ଟାଙ୍ଗୀ,୨୪ା୧୦(ଡି.ଏନ.ଏ.):ସମାଜରେ ଏମିତି କିଛି ଖିଆଲି ମଣିଷ ଥାନ୍ତି ସେମାନେ ନିଜ ଅପେକ୍ଷା ଅନ୍ୟମାନଙ୍କ ଚିନ୍ତା କରିଥାନ୍ତି। ସମାଜର, ପାରିପାର୍ଶ୍ୱିକ ପରିବେଶ ସ୍ଥିତି ନେଇ ସେମାନେ ନିଜ ମନକଥାକୁ ବିଭିନ୍ନ ମାଧ୍ୟମରେ ଅନ୍ୟମାନଙ୍କୁ ଜଣାଇଥାନ୍ତି। ସେହିପରି ଜରେ ଯୁବକ ହେଲେ ଭାସ୍କର ଭଣ୍ଡାରୀ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?