କେନ୍ଦୁଝର

ବିଧାୟକଙ୍କ ଗାଁରେ ଉତ୍କଟ ଜଳ ସମସ୍ୟା: ୧୦୦ ପରିବାରକୁ ଗୋଟିଏ ନଳକୂପ

କେନ୍ଦୁଝର,୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍ବାଧୀନତାର ୭୬ ବର୍ଷ ପରେ ବି ଲୋକଙ୍କୁ ସ୍ବଚ୍ଛ ପିଇବା ପାଣି ମିଳୁନାହିଁ। ୧୦୦ ପରିବାର ଗୋଟିଏ ନଳକୂପକୁ ପିଇବା, ଗାଧୋଇବା ଓ ଘର କାମ ପାଇଁ ବ୍ୟବହାର କରିଥାନ୍ତି। ଏଭଳି ପରିସ୍ଥିତିରେ ଅଧା ଦିନ ନଳକୂପ…

ବିଜେଡି ଛାଡ଼ିଲେ ତେଲକୋଇ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରେମାନନ୍ଦ ନାୟକ

ତେଲକୋଇ,୯/୨: ବିଜେଡି ଛାଡିଛନ୍ତି ତେଲକୋଇ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରେମାନନ୍ଦ ନାୟକ। ଦଳରେ ଅଣଦେଖା ଅଭିଯୋଗ କରି ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ଏନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଚିଠି ଲେଖି ଇସ୍ତଫା ଦେଇଛନ୍ତି। ୨୦୧୯…

ରଙ୍ଗିନ କୋବିର ଆଦର ବଢୁଛି

ଚମ୍ପୁଆ,୮ା୨(ମହେଶ୍ୱର ଦାସ)କେନ୍ଦୁଝର ଜିଲା ଚମ୍ପୁଆ ଦୈନିକ ବଜାରରେ ଦିନକୁ ଦିନ ରଙ୍ଗିନ କୋବିର ଆଦର ବଢ଼ିବାରେ ଲାଗିଛି। ଏହି କୋବି ବିକ୍ରି କରି ଚାଷୀ ବେଶ ଲାଭବାନ ହୋଇପାରୁଛନ୍ତି। ସାଧାରଣ କୋବିଠାରୁ ଏହି କୋବି ଅଧିକ ସୁଆଦିଆ ଓ ରଙ୍ଗିନ ଦେଖାଯାଉଥିବାରୁ…

ସମସ୍ୟା ବଳୟରେ ବିଧାୟକଙ୍କ ଗ୍ରାମ, ୧୦୦ ପରିବାର ଗୋଟିଏ ନଳକୂପ ଉପରେ ନିର୍ଭରଶୀଳ

କେନ୍ଦୁଝର, ୭/୧ (ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ରାଇକଳା ଗ୍ରାମ ପଞ୍ଚାୟତ ରାଇକଳା ଗ୍ରାମର ଢିପାସାହି ପାଣି ପାଇଁ ଅବ୍ୟବସ୍ଥା। ଏ ସାହିରେ ପାଖାପାଖି ୧୦୦ ପରିବାର ଥିବାବେଳେ ପ୍ରାୟ ଏକ ହଜାର ଲୋକ ବସବାସ କରି ଆସୁଛନ୍ତି ।…

ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ

କେନ୍ଦୁଝର,୭ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟ୍‌ ଟ୍ରାକ୍‌ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ବୁଧବାର ଏକ ୧୪ ବର୍ଷ ବୟସ୍କା ନାବାଳିକା ବଳାତ୍କାର ମାମଲାର ବିଚାର କରି ଦୈତାରୀ ଥାନା ଅନ୍ତର୍ଗତ ନୂଆବେଡ଼ା ଗ୍ରାମର ବିଜୟ କୁମାର ବାରିକ (୨୧)ଙ୍କୁ…

ଅଙ୍ଗନଓ୍ବାଡ଼ି କେନ୍ଦ୍ରରୁ ଦିଦିଙ୍କୁ ଘୋଷାଡି ଆଣିଲେ ମହିଳା, ବାହାର କରି …

ପାଟଣା,୬।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଟାଙ୍ଗରପଡ଼ା ପଞ୍ଚାୟତ ବାଲିବନ୍ଧ ଗ୍ରାମ ଅଙ୍ଗନଓ୍ବାଡି (କ) କେନ୍ଦ୍ର ପାଇଁ ଅଙ୍ଗନଓ୍ବାଡି କର୍ମୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ହୋଇଛି। ଏ ନେଇ ଗ୍ରାମର ଶତାଧିକ ମହିଳା ମଙ୍ଗଳବାର ନବ ନିଯୁକ୍ତ କର୍ମୀଙ୍କୁ…

ମାଟି ତଳେ ପୋତା ଛୁଆକୁ ଜଗିଛି ମା’ ହାତୀ

ଯୋଡ଼ା(ମାନସ ମହାନ୍ତି)/କେନ୍ଦୁଝର(ନରେଶ ଚନ୍ଦ୍ର ପଟ୍ଟନାୟକ),୬ା୨:ଜଙ୍ଗଲରୁ ଜନପଦ, ସ୍ନେହରେ ବନ୍ଧା ଏ ଜଗତ। ମଣିଷ ହେଉ ବା ବନ୍ୟପ୍ରାଣୀ ନିଜ ସନ୍ତାନ ପ୍ରତି ସ୍ନେହ ସମସ୍ତଙ୍କର ରହିଛି। ମା’ର ମମତା ଆଗରେ ସବୁ ଯେପରି ତୁଚ୍ଛ। ସନ୍ତାନ ହରାଇବାର ବେଦନା ସମସ୍ତଙ୍କର ରହିଥାଏ।…

ଦୁନିଆକୁ ଆସିବା ମାତ୍ରେ ଆଖି ବୁଜିଲା ହାତୀ ଛୁଆ: ଘଣ୍ଟା ଘଣ୍ଟା ଜଗି ରହିଲା ମା’

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଅଞ୍ଚଳ ଜଙ୍ଗଲରେ ସୋମବାର ଏକ ଛୁଆ ହାତୀର ମୃତଦେହ ବନ ବିଭାଗ ଉଦ୍ଧାର କରିଛି। ହାତୀଛୁଆ ଗତକାଲି ଜନ୍ମ ହୋଇଥିଲା। ଯୋଡ଼ା ବିଟ ଡଡୁଆଁ ଗ୍ରାମ ନିକଟରେ ବୈତରଣୀ ବି ଜଙ୍ଗଲ ରାତି…

ସିରିଜ ଦୁର୍ଘଟଣା: ୪ ଟ୍ରକ୍‌, ବହୁ ବାଇକ୍‌ ଚୂରମାର୍‌

କେନ୍ଦୁଝର,୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ସକାଳେ କେନ୍ଦୁଝର ସହର ସ୍ଥାନୀୟ ଜୁଡ଼ିଆ ନିକଟରେ ଡବ୍ଲ୍ୟୁବି ୫୭ଡି/୬୩୩୪ ନମ୍ବର ବିଶିଷ୍ଟ ଆଇରନ ବୋଝେଇ ଟ୍ରକ୍‌ ସମ୍ବଲପୁର ଆଡ଼ୁ କେନ୍ଦୁଝର ଦେଇ ଯାଉଥିବା ବେଳେ ବ୍ରେକ୍‌ ଫେଲ୍‌ ହୋଇଯିବାରୁ ଅନ୍ୟ ୩ ଟ୍ରକ୍‌କୁ ଧକ୍କା…

କେନ୍ଦୁଝରକୁ ଅବହେଳା ନା ସଙ୍ଗଠନ ପ୍ରତି ବିମୁଖ

କେନ୍ଦୁଝର,୪।୨(ନରେଶ ଚନ୍ଦ୍ର ପଟ୍ଟନାୟକ): ସାଧାରଣ ନିର୍ବାଚନ ପୂର୍ବରୁ ସବୁ ବିଷୟ ଉପରେ ଲୋକେ ଟିକିନିକି ନଜର ରଖିଛନ୍ତି। ଏବେ କେନ୍ଦୁଝର ଜିଲାରେ ଆଲୋଚନା ଚାଲିଛି, ୫ ବର୍ଷ ମଧ୍ୟରେ ରାଜ୍ୟରୁ କେନ୍ଦ୍ରରେ ପାଓ୍ବାରଫୁଲ ମନ୍ତ୍ରୀ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ…

ସାଇକେଲ ପାଇ ବି ଦୁର୍ଦ୍ଦଶାରେ ଦିବ୍ୟାଙ୍ଗ

କେନ୍ଦୁଝର,୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ)ଜିଲା ପ୍ରଶାସନ ପକ୍ଷରୁ ଦିବ୍ୟାଙ୍ଗଙ୍କୁ ସ୍ବାବଲମ୍ବୀ କରିବା ପାଇଁ ବିଭିନ୍ନ ପ୍ରକାରର ସହାୟତା କରାଯାଉଛି। ସେମାନଙ୍କୁ ସୁବିଧାରେ ଯାତାୟାତ ନିମନ୍ତେ ଆବଶ୍ୟକତା ଅନୁଯାୟୀ ତିନି ଚକିଆ ସାଇକେଲ, ବ୍ୟାଟେରୀ ଚାଳିତ ସାଇକେଲ, ୩ ଚକିଆ ସ୍କୁଟି ଆଦି ଯୋଗାଇ…

ରାଜପଥରେ ବଢ଼ୁଛି ଭାରିଯାନ ପାର୍କିଂ

ଯୋଡ଼ା,୩ା୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଦେଇ ଯାଇଥିବା ୫୨୦ ଓ ୨୦ ନମ୍ବର ଜାତୀୟ ରାଜପଥରେ ଦୈନିକ ଦୁର୍ଘଟଣା ଘଟି ଅନେକ ଧନଜୀବନ ହରାଉଛନ୍ତି। ବେଆଇନ ପାର୍କିଂ, ଅଧାପନ୍ତରିଆ ରାସ୍ତା ନିର୍ମାଣ, ନିମ୍ନମାନର ମରାମତି କାର୍ଯ୍ୟ ଦୁର୍ଘଟଣାର କାରଣ ପାଲଟିଛି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?