କେନ୍ଦୁଝର

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ମା’ ମୃତ, ୪ ମାସର ଶିଶୁପୁତ୍ର ସହ ବାପା ଗୁରୁତର

ପାଟଣା,୩୧ା୮(ବୀରକିଶୋର ଦାଶ): କେନ୍ଦୁଝର-ମୟୂରଭଞ୍ଜ ଜିଲା ଦେଇ ଯାଇଥିବା ମୁମ୍ବାଇ କୋଲକାତା ୪୯ ନମ୍ବର ଜାତୀୟ ରାଜପଥ ନିକଟ ଚଢେଇଭୋଳଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ମା’ଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ମାସର ଶିଶୁପୁତ୍ର ଓ…

ସ୍ବାୟତ୍ତ ଶାସନ ଦିବସକୁ ବର୍ଜନ କଲେ କାଉନସିଲର

କେନ୍ଦୁଝର,୩୧ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌରପାଳିକାର ମନମୁଖୀ କାର୍ଯ୍ୟ ପ୍ରତିବାଦରେ ସ୍ବାୟତ୍ତ ଶାସନ ଦିବସକୁ ବର୍ଜନ କଲେ ୧୬ ନମ୍ବର ଓ୍ବାର୍ଡର କାଉନସିଲର ସବିତା ପଟ୍ଟନାୟକ। ଜୁଲାଇରୁ ଅବଧି ସରିଥିଲେ ହେଁ ବିନା ଆଲୋଚନାରେ ପୂର୍ବ ଠିକାସଂସ୍ଥାଙ୍କୁ ସଫେଇ କାମ ଦିଆଯାଇଥିବା…

ରାସ୍ତା, ଡ୍ରେନେଜ୍‌ ସମସ୍ୟାରୁ ନିସ୍ତାର ମିଳୁନି

କେନ୍ଦୁଝର,୩୧ା୮(ନରେଶ ଚନ୍ଦ୍ର ପଟ୍ଟନାୟକ)କେନ୍ଦୁଝରଗଡ଼ ପୌରପାଳିକା ଗୁରୁବାର ୭୩ତମ ସ୍ବାୟତ୍ତ ଶାସନ ଦିବସ ପାଳନ କରିବାକୁ ଯାଉଛି। ମାତ୍ର ପୌର ପ୍ରଶାସନ ସହରବାସୀ ଆଜି ବି ରାସ୍ତା ଭଳି ମୌଳିକ ସୁବିଧାରୁ ବଞ୍ଚତ୍ତ ରହିଛି। ଅନେକ ସାହିରେ ରାସ୍ତା ନ ଥିବା ବେଳେ…

ଉଦ୍ୟୋଗୀ ସାଜିବେ କେନ୍ଦୁଝର ଜିଲାର ଯୁବପିଢ଼ି

କେନ୍ଦୁଝର,୩୦।୮(ନରେଶ ଚନ୍ଦ୍ର ପଟ୍ଟନାୟକ/ ଦୀପକ ମିଶ୍ର): କେନ୍ଦୁଝର ଜିଲାରେ ବସବାସ କରୁଥିବା ବିଭିନ୍ନ ଗୋଷ୍ଠୀ ଏବଂ ସମ୍ପ୍ରଦାୟଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ପାଇଁ ଜିଲା ପ୍ରଶାସନ ପ୍ରୟାସ ଜାରି ରଖିଛି। ଏହି ପରିପ୍ରେକ୍ଷୀରେ ପ୍ରସ୍ତାବିତ ‘ଉଦ୍ୟମୀ’ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ଲାଗି…

ଶହୀଦ ସୁଶାନ୍ତଙ୍କ ସ୍ମୃତିରେ ଖୋଲିବ ପାଠାଗାର

ଘସିପୁରା,୩୦। ୮(ନିରଞ୍ଜନ ସାହୁ):ଆନନ୍ଦପୁର ଅଞ୍ଚଳର ସିଆର୍‌ପିଏଫ୍‌ ଯବାନ୍‌ ଶହୀଦ ସୁଶାନ୍ତ ଖୁଣ୍ଟିିଆଙ୍କ ଏକାଦଶାହ ଅବସରରେ ଏକ ବ୍ଲକସ୍ତରୀୟ ପାଠାଗାରର ଭିତ୍ତିପ୍ରସ୍ଥର ସ୍ଥାପନ କରାଯାଇଛି। ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ଓ ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ ଏହି ପାଠାଗାରର ଭିତ୍ତିପ୍ରସ୍ଥର ସ୍ଥାପନ…

ଶ୍ୱଶୁର ଘରୁ ଫେରୁଥିଲେ ଘଟିଲା ଦୁର୍ଘଟଣା: ଜଣେ ମୃତ, ଜଣେ ଗୁରୁତର

ପାଟଣା,୨୯।୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ଦେଇ ଯାଇଥିବା ୨୨୦ ନମ୍ବର ରାଞ୍ଚି ବିଜୟୱାଡା ଜାତୀୟ ରାଜପଥର ସାହାରପଡ଼ା ଦେଓନଦୀ ପୋଲ ନିକଟରେରେ ଏକ ଗ୍ଲାମର ବାଇକ୍‌ ସୋମବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟି ରାସ୍ତା କଡ଼କୁ ଛିଟିକି ପଡିଥିଲା…

ନେଲୁଙ୍ଗ ସଂରକ୍ଷିତ ଜଙ୍ଗଲରୁ ମୋରମ ବୋଝେଇ ଟ୍ରାକ୍ଟର ଜବତ

କେନ୍ଦୁଝର,୨୯।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ରେଞ୍ଜ ପକ୍ଷରୁ ନେଲୁଙ୍ଗ ସଂରକ୍ଷିତ ଜଙ୍ଗଲରୁ ବେଆଇନ ମୋରମ ଖୋଳି ଚାଲାଣ ହେଉଛି। ମଙ୍ଗଳବାର ଚଢାଉ କରାଯାଇ ଏକ ଟ୍ରାକ୍ଟରକୁ ଜବତ କରାଯାଇଛ। ଜବତ ଟ୍ରାକ୍ଟର ନଂ. (ଓଡ଼ି-୦ ୯ଡବ୍ଲ୍ୟୁ ୦୫୭୨) । ଡ୍ରାଇଭର…

ଦିନ ମଜୁରିଆରୁ ଅନ୍ତର୍ଜାତୀୟ କ୍ରିକେଟର

କଟକ,୨୯ା୮(ସୁପ୍ରିୟା ପ୍ରିୟଦର୍ଶିନୀ):କେନ୍ଦୁଝର ହାଟଡିହି ବ୍ଲକର ଜଞ୍ଜଣା ଗ୍ରାମର ଝିଲି ବିରୂଆ। ପିଲାଟିବେଳୁ ପରିବାରର ଦୁଃଖ, କଷଣ ସହି ଆସୁଥିବା ଝିଲ୍ଲୀ ଭାରତୀୟ ମହିଳା ଦୃଷ୍ଟିହୀନ କ୍ରିକେଟ ଦଳର ଅନ୍ୟତମ ପ୍ରମୁଖ ସଦସ୍ୟ ରହିଛନ୍ତି। ସେ ଇଂଲଣ୍ଡରୁ ଆଇବିଏସଏ ୱାଲର୍‌ଡ ଟୁର୍ଣ୍ଣମେଣ୍ଟର ଖେଳି…

କଫି ଚାଷ ପାଇଁ ବ୍ୟାପକ ଜଙ୍ଗଲ ନଷ୍ଟ

କେନ୍ଦୁଝର,୨୯ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଭୂୟାଁ ଓ ଜୁଆଙ୍ଗପୀଢ଼ ବନାଞ୍ଚଳ ତଥା ବାଂଶପାଳ ବ୍ଲକ୍‌ ଅନ୍ତର୍ଗତ ଆମ୍ବଡ଼ହରା ଗ୍ରାମ ନିକଟରେ କଫି ଚାଷ ପାଇଁ ବହୁ ପରିମାଣରେ ଜଙ୍ଗଲ ଓ ପରିବେଶ ନଷ୍ଟ କରାଯାଇଥିବା ଅଭିଯୋଗ ହୋଇଛି। ସରକାରୀ ସଂସ୍ଥା ପକ୍ଷରୁ ବିନା…

ତଦନ୍ତ ପୂର୍ବରୁ ଦୋଷ ଲୁଚାଇବାକୁ ଉଦ୍ୟମ

କେନ୍ଦୁଝର,୨୯ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଖିରେଇଟାଙ୍ଗିରୀ ସେକ୍ସନ ଯମୁନାପଶି ବିଟ୍‌ ଭାଲୁପାହାଡ଼ି ଲଣ୍ଡାପାହାଡ଼ରେ କାମ୍ପା ଅନୁଦାନରେ ହୋଇଥିବା ବନୀକରଣର ଯାଞ୍ଚ କରିବେ ବନ ବିଭାଗର ସମ୍ବଲପୁର ଭିଜିଲାନ୍ସ କମିଟି। ବନୀକରଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ପରେ…

ସ୍ବାମୀଙ୍କ ଆଗରେ ଚାଳିଗଲା ସ୍ତ୍ରୀଙ୍କ ଜୀବନ

କେନ୍ଦୁଝର,୨୮।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ଥାନା ଅଧୀନ ଡଙ୍ଗାପାଣି ନିକଟ ୪୯ ନମ୍ବର ରାଜପଥରେ ଏକ ଲୁହାପଥର ବୋଝେଇ ଟ୍ରକ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ମହିଳାଙ୍କ ସ୍ବାମୀ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି। ସ୍ବାମୀ,…

ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା ମହିଳାଙ୍କ ଜୀବନ

ପାଟଣା,୨୮ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ମେଦିନୀପୁର ଗାଁର ଜଣେ ୫୫ ବର୍ଷୀୟା ମହିଳା ରବିବାର ରାତିରେ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି। ମୃତ ମହିଳା ହେଉଛନ୍ତି ଟିକାୟତ ନାଏକଙ୍କ ସ୍ତ୍ରୀ କୁନ୍ତୀ। ସୂଚନାନୁଯାୟୀ ଘରକୁ ଆସିଥିବା ସର୍ଭିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?