କେନ୍ଦୁଝର

ଚୋରାବାଲି ବୋଝେଇ ଟ୍ରାକ୍ଟଟର ଜବତ

ଯୋଡ଼ା,୨ା୨(ମାନସ ମହାନ୍ତି): କେନ୍ଦୁଝର ଜିଲା ବାମେବାରି ଥାନା ଅନ୍ତର୍ଗତ ନମ୍ବିରା ଗ୍ରାମ ନିକଟରୁ ବାଲି ଚୋରାଚାଲାଣ ବେଳେ ଗୋଟିଏ ଟ୍ରାକ୍ଟରକୁ ପୋଲିସ ଜବତ କରିଛି। ବାମେବାରି ଥାନା ଆଇଆଇସି ଦିପ୍ତିରଞ୍ଜନ ସାହୁଙ୍କ ସୂଚନା ଅନୁଯାୟୀ, ଶୁକ୍ରବାର ସକାଳ ସମୟରେ ଟ୍ରାକ୍ଟର (ନଂ.…

ଭାତ ମାଗି ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ: ଦୋଷୀଙ୍କୁ ୩ ବର୍ଷ ଜେଲ୍‌

କେନ୍ଦୁଝର,୨ା୨(ଦୀପକ ମିଶ୍ର): କେନ୍ଦୁଝର ଜିଲା ଫାଷ୍ଟ୍‌ଟ୍ରାକ କୋର୍ଟରେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ ମାମଲାର ଶୁକବ୍ରାର ରାୟ ପ୍ରକାଶ ପାଇଛି। ବିଚାରପତି ବିଜୟ କୁମାର ମିଶ୍ର ଦୋଷୀଙ୍କୁ ୩ ବର୍ଷ ଜେଲ ଓ ୫ ହଜାର ଜରିମାନା ଆଦେଶ ଦେଇଛନ୍ତି। ମାମଲା ବିବରଣୀ…

ହନୁ ଶୁଣିଲା ହନୁମାନ ଚାଳିଶା

ଯୋଡ଼ା,୩।୧।୧(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ାସ୍ଥିତ ମଙ୍ଗଳା ମନ୍ଦିରରେ ମଙ୍ଗଳବାର ଏକ ରୋଚକ ଘଟଣା ଦେଖିବାକୁ ମିଳିଥିଲା। ସକାଳ ୮ଟାରେ ପୂଜକ ରଜନୀକାନ୍ତ ଦାସ ଆଳତି ପରେ ପୁଷ୍ପାଞ୍ଜଳି ଦେବା ସମୟରେ ଏକ ହନୁ ମାଙ୍କଡ଼ ମନ୍ଦିର ଭିତରକୁ ପଶି ଯାଇଥିଲା।…

ମିଳିଲା ୨ ଯୁବତୀଙ୍କ ମୃତଦେହ: କାରଣ ଖୋଜୁଛି ପୋଲିସ

ପାଟଣା,୩୦।୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରୁ ପୋଲିସ ମଙ୍ଗଳବାର ୨ଯୁବତୀଙ୍କ ମୃତଦେହ ଜବତ କରିଛି। ଜଣେ କଲେଜ ପଢୁଆ ୧୭ ବର୍ଷ ନାବାଳିକା ଛାତ୍ରୀ ଘରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତ ଛାତ୍ରୀ…

ଗାଁକୁ ରାସ୍ତା ନାହିଁ, ଲୋକଙ୍କୁ ଆବାସ ମିଳିନି

କେନ୍ଦୁଝର,୨୯।୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ୍‌ ମାଲଦା ପଞ୍ଚାୟତ ଅନ୍ତର୍ଗତ ବଣଜଙ୍ଗଲ ପାହାଡ଼ ପର୍ବତଘେରା ଜମିରିଡ଼ିହି ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି। ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ସ୍କୁଲ, ପର୍ଯ୍ୟଟନସ୍ଥଳ, ସହରଠାରୁ ଗାଁର ଉନ୍ନତୀକରଣ କରୁଛନ୍ତି। ମାତ୍ର…

ନୂଆ ଓ ଯୁବ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗଦେବାରୁ ବଞ୍ଚିତ ହେଲେ ଛାତ୍ରୀଛାତ୍ର: ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ପାଟଣା,୨୮।୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟର ୨ ଶହରୁ ଊଦ୍ଧର୍‌ବ ଛାତ୍ରୀଛାତ୍ର ରବିବାର ପାଟଣା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ୫ଟି ଅଧକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ କେନ୍ଦୁଝର କାର୍ଯ୍ୟକ୍ରମରେ ଯୋଗ ଦେବାରୁ ବଞ୍ଚିତ ହୋଇଥିବାରୁ…

ବ୍ଲକସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ

ପାଟଣା,୨୬।୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକସ୍ତରୀୟ ୭୫ ତମ ସାଧାରଣତନ୍ତ୍ର ଦିବସ ଶୁକ୍ରବାର ମୁଖ୍ୟାଳୟ ଷ୍ଟାଡିୟମରେ ପାଳିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ତଥା ଜିଲା ଯୋଜନା କମିଟି ଅଧକ୍ଷ ଜଗନ୍ନାଥ ନାଏକ ଯୋଗ…

ସାମାନ୍ୟ ବର୍ଷାରେ ଗୋଡ଼ି, ମାଟି ଧୋଇଗଲା

ଢେଙ୍କିକୋଟ,୨୬ା୧(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲାର ଲାଇଫ୍‌ ଲାଇନ କୁହାଯାଉଥିବା ପାଣିକୋଇଲି ଠାରୁ ରଜାମୁଣ୍ଡା ୨୦ ନମ୍ବର ରାଜପଥ କଡ଼ ସାଧାରଣ ବର୍ଷାରେ ଧୋଇଯାଇଛି। ବୁଧବାର ହୋଇଥିବା ଝିପିଝିପି ବର୍ଷାରେ ଢେଙ୍କିକୋଟ ବଜାର ମଧ୍ୟ ଦେଇ ଯାଇଥିବା ରାସ୍ତା କଡ଼ରୁ ମାଟି ଗୋଡି…

ମା’ତାରିଣୀଙ୍କ ହୁଣ୍ଡିରୁ ମିଳିଲା ଲକ୍ଷଲକ୍ଷ ଟଙ୍କା ସହ ସୁନା

ଘଟଙ୍ଗା,୨୫ା୧(ରାଜେନ୍ଦ୍ର କୁମାର ପଟ୍ଟନାୟକ): କେନ୍ଦୁଝର ଜିଲା ଘଟଗାଁ ମା’ ତାରିଣୀଙ୍କ ହୁଣ୍ଡି ଗୁରୁବାର ଖୋଲାଯାଇ ଗଣତି ହୋଇଛି। ମନ୍ଦିର ବେଢ଼ା ଭିତର ଓ ବାହାର ମୋଟ ୧୩ଟି ହୁଣ୍ଡିରୁ ମୋଟ ୨୮ ଲକ୍ଷ ୨୧ ହଜାର ୭୬୭ ଟଙ୍କା, ୫୦ ଗ୍ରାମ…

ବେଆଇନ ସିମ୍‌ କାରବାରରେ ୪ ଗିରଫ

କେନ୍ଦୁଝର,୨୫ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସାଇବର ପୋଲିସ ମୋବାଇଲ ସିମ୍‌ କାରବାର ଘଟଣାରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ସମସ୍ତେ ଘସିପୁରା ଓ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ବୋଲି ଜଣାପଡ଼ିଛି। ସେମାନେ ବିଭିନ୍ନ ଲୋକଙ୍କୁ…

ବିଜେଡି ଗଡ଼ରେ ପ୍ରାର୍ଥୀ ଖୋଜୁଛି ଭାଜପା

କେନ୍ଦୁଝର,୨୫ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ସଂରକ୍ଷିତ (ଏସ୍‌ଟି) ବିଧାନସଭା ନିର୍ବାଚନ ମଣ୍ଡଳୀ କ୍ରମାଗତ ଚତୁର୍ଥଥର ବିଜେଡି ଦଖଲ କରିବାକୁ ଉଦ୍ୟମ ଚଳାଉଛି। ଭାଜପା ଉକ୍ତ ସିଟ୍‌ ଫେରି ପାଇବା ପାଇଁ ଯୋଗ୍ୟ ପ୍ରାର୍ଥୀ ଖୋଜୁଥିବା ବେଳେ କଂଗ୍ରେସ ପୂର୍ବତନ…

ଭାରସାମ୍ୟ ହରାଇ ରାଜପଥ କଡ଼ରେ ଥିବା ମୁଢ଼ି ମିଲ୍‌ରେ ପଶିଗଲା ଟ୍ରେଲର, ୩ ଗୁରୁତର

ପାଟଣା, ୨୫।୧(ବୀର କିଶୋର ଦାଶ ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥରେ ଗୁରୁବାର ଭୋର ସମୟରେ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ଆଇରନ ବୋଝେଇ ଟ୍ରେଲର ରାଜପଥ କଡ଼ରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?