କେନ୍ଦ୍ରାପଡ଼ା

ଜିଲା ପରିଷଦ ଅଧ୍ୟକ୍ଷା ହେଲେ ଗୀତାଞ୍ଜଳି

କେନ୍ଦ୍ରାପଡ଼ା ଅଫିସ,୧୩ା୩: କେନ୍ଦ୍ରାପଡ଼ା ଜିଲା ପରିଷଦ ଅଧ୍ୟକ୍ଷା ପଦ ରବିବାର ନିର୍ବାଚନ ହୋଇଛି। ଏହି ପଦ ପାଇଁ ବିଜେଡିର ଗୀତାଞ୍ଜଳି ସେଠୀ ଅପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ହୋଇଛନ୍ତି। ସେ ଚଳିତ ଥର ୧୩ ନଂ ଜୋନ୍‌ର ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ଜିଲାରେ…

ପୋଖରୀରେ ବୁଡ଼ି ଦୁଇ ଶିଶୁ ମୃତ

ରାଜକନିକା, ୧୨ା୩ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅନ୍ତର୍ଗତ ଡଙ୍କାରୀ ଗାଁର ଏକ ପୋଖରୀରେ ବୁଡି ଦୁଇ ଶିଶୁଙ୍କ ଶୁକ୍ରବାର ମୃତ୍ୟୁ ହୋଇଛି। ଏନେଇ ଥାନା ପକ୍ଷରୁ ଅପମୃତ୍ୟୁ ମାମଲା ରୁଜୁ ସହ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ପୂର୍ବାହ୍ନ…

ପ୍ରାଥମିକ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ଗ୍ରାମବାସୀ

ପଟ୍ଟାମୁଣ୍ଡାଇ,୧୨।୩(ସ୍ବ.ପ୍ର.): ସରକାର ଗ୍ରାମପଞ୍ଚାୟତ ଲୋକମାନଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ଏଏନ୍‌ଏମ୍‌ କେନ୍ଦ୍ର ସ୍ଥାପନ କରିଛନ୍ତି। ଲୋକଙ୍କୁ ନିଜ ଘର ପାଖରେ ଉପଯୁକ୍ତ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଏହି ବ୍ୟବସ୍ଥା କରାଯାଇଛି। ହେଲେ ଦାୟିତ୍ୱରେ ଥିବା…

କେନ୍ଦ୍ରାପଡ଼ା ପାଇଁ ଜଳ ହେବ ମହରଗ

କେନ୍ଦ୍ରାପଡ଼ା ଅଫିସ, ୧୨ା୩: ମହାନଦୀ ପରେ ଏବେ ବ୍ରାହ୍ମଣୀରେ ଜଳ ସଙ୍କଟ ଦେଖାଦେଇଛି। ବୈତରଣୀ ନଦୀର ଜୋକଡିଆଠାରେ ଦ୍ୱିତୀୟ ବ୍ୟାରେଜ କାର୍ଯ୍ୟକାରୀ ପରେ ଏହି ଜଳସଙ୍କଟ କେନ୍ଦ୍ରାପଡ଼ା ଜିଲା ପାଇଁ ମହରଗ ହେବ। ଖରା ଆରମ୍ଭରୁ ମହାନଦୀ ଓ ବ୍ରାହ୍ମଣୀ ସିଷ୍ଟମରେ…

ମେଗା ଷ୍ଟିଲ୍‌ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ସର୍ଭେ ଆରମ୍ଭ

ମହାକାଳପଡ଼ା, ୧୨ା୩ (ଡିଏନ୍‌ଏ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକରେ ଆରସେଲର ମିତ୍ତଲ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ସରକାରଙ୍କ ସହ ଚୁକ୍ତି କରିଥିଲା। ପରେ ସରକାରଙ୍କ ପକ୍ଷରୁ ବ୍ଲକର ଉପକୂଳ ଅଞ୍ଚଳରେ ପ୍ରକଳ୍ପ ପାଇଁ ସ୍ଥାନ ଚିହ୍ନଟ କରାଯାଇଥିଲା। ଶୁକ୍ରବାର…

ଜଜ୍‌ଙ୍କ ସମ୍ମୁଖରେ ପ୍ରେମିକଙ୍କ ହାତ ଧରିଲେ ଯୁବତୀ

ରାଜନଗର, ୧୦ା୩(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା ଅଞ୍ଚଳରେ ଘଟିଥିବା ଝିଆରୀଙ୍କ ପ୍ରେମ ସମ୍ପର୍କକୁ ନେଇ ଦାଦାଙ୍କୁ ହତ୍ୟା କରାଯିବା ଘଟଣା ବୁଧବାର ଭିନ୍ନ ମୋଡ଼ ନେଇଛି। ତାଙ୍କୁ କେହି ହତ୍ୟା କରିନାହାନ୍ତି। ଦ୍ରୁତଗତିରେ ସେ ନିଜ ବାଇକ୍‌ ଚଳାଇ ଝିଆରୀଙ୍କୁ…

ପ୍ରଦୂଷଣ ବଢ଼ାଉଛି ଇଟାଭାଟି ଧୂଆଁ

କେନ୍ଦ୍ରାପଡ଼ା ଅଫିସ, ୧୦ା୩: ମାର୍ଚ୍ଚ ମାସ ଆରମ୍ଭରୁ ତାତି ଅସହ୍ୟ ହେଲାଣି। ଏବେ ଦିନ ବେଳା ସର୍ବୋଚ୍ଚ ୩୮ ଡିଗ୍ରୀ ସେଲ୍‌ସିୟସକୁ ତାତି ଛୁଇଁଥିବା ବେଳେ ଆଗାମୀ ଦିନରେ ଭୟଙ୍କର ହେବ ବୋଲି ଆଲୋଚନା ହେଉଛି। ତାତିର ଏହି ଭୟଙ୍କର ରୂପ…

ଶସ୍ତାରୁ ହୀନସ୍ତା ହେଲେଣି ଟମାଟୋ ଚାଷୀ

କେନ୍ଦ୍ରାପଡ଼ା ଅଫିସ, ୯ା୩: କେନ୍ଦ୍ରାପଡ଼ା ଜିଲାରେ ଦୁଇ ମାସ ପୂର୍ବେ ଟମାଟୋ ଦର ଆକାଶଛୁଆଁ ଥିଲା। ବଜାରରେ କେଜି ପ୍ରତି ୫୦ରୁ ୬୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିଲା। ଏବେ କେଜି ପ୍ରତି ମାତ୍ର ୩ ଟଙ୍କାରେ ଚାଷୀ କ୍ଷେତରେ ବେପାରୀଙ୍କୁ…

ଅପହରଣକୁ ପ୍ରତିରୋଧ କରିବାରୁ ହତ୍ୟା

ରାଜନଗର, ୯ା୩(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା କୁରୁଣ୍ଟି ପଞ୍ଚାୟତ ଚନ୍ଦ୍ରଶିଖର ଗଁାରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଝିଆରୀଙ୍କ ଅପହରଣକୁ ପ୍ରତିରୋଧ କରିବାକୁ ଯାଇ ବଳି ପଡିଛନ୍ତି ଦାଦା। ଝିଆରୀଙ୍କୁ ପ୍ରେମ କରୁଥିବା ଜଣେ ଯୁବକ ଓ…

ଈଶ୍ୱରପୁରରେ ରାଶନ, ରିଲିଫ ଚାଉଳ ହଡପ

ରାଜନଗର,୮ା୩(ଡି.ଏନ.ଏ.):ରାଜନଗର ବ୍ଲକ ଈଶ୍ୱରପୁର ପଞ୍ଚାୟତରେ ୬୪୦ ହିତାଧିକାରୀଙ୍କ ରିଲିଫ ଚାଉଳ, ରାଶନ ଚାଉଳ, ଗହମ ଓ କିରୋସିନ ହଡପ କରାଯାଇଛି। ଏ ନେଇ ସୋମବାର ବ୍ଲକ କାର୍ଯ୍ୟାଳୟରେ ଶହେରୁ ଊର୍ଦ୍ଧ୍ୱ ହିତାଧିକାରୀ ପହଞ୍ଚତ୍ ଏବିଡିଓ ଶ୍ରୀକାନ୍ତ କୁମାର ମହାନ୍ତିଙ୍କୁ ଅଭିଯୋଗ କରିଛନ୍ତି।…

ଯାଞ୍ଚରେ କଟିବେ ବିଜେଡିର ଅସନ୍ତୁଷ୍ଟ ପ୍ରାର୍ଥୀ

କେନ୍ଦ୍ରାପଡ଼ା ଅଫିସ, ୮ା୩:କେନ୍ଦ୍ରାପଡ଼ା ପୌର ନିର୍ବାଚନ ବିଜେଡି ପାଇଁ ଏକ ଆହ୍ବାନ ସାଜିଛି। ପୌରାଞ୍ଚଳର ୨୧ ୱାର୍ଡ ମଧ୍ୟରୁ ୨ ନଂ., ୬ ନଂ., ୮ ନଂ., ୧୨ ନଂ., ୧୮ ନଂ., ୧୯ ନଂ. ଓ ୨୧ ନଂ. ୱାର୍ଡରେ…

ଘରେ ପଶି ଆଖିବୁଜା ଗୁଳି ଚଳାଇଲେ, ସ୍ବାମୀ ମୃତ; ସ୍ତ୍ରୀ-ପୁଅ ଆହତ

ମହାକାଳପଡ଼ା,୫ା୩(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅନ୍ତର୍ଗତ ଅଳାଇଲୋ ପଞ୍ଚାୟତ ବବକରପୁର ଗ୍ରାମର ଅରବିନ୍ଦ ମିଶ୍ରଙ୍କ ଘରେ ଶନିବାର ଅପରାହ୍ନର ଦୁଇ ଦୁର୍ବୃତ୍ତ ଅତର୍କିତ ଗୁଳି ଚାଳନା କରିଥିଲେ। ଏଥିରେ ଅରବିନ୍ଦଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ମୀନତି ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?