କେନ୍ଦ୍ରାପଡ଼ା

ମହାନଦୀରେ ପ୍ରସ୍ତାବିତ ନଦୀ ଭିତ୍ତିକ ବନ୍ଦର

ମହାକାଳପଡ଼ା,୧୨।୨(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲାର ଉପକୂଳ ମହାକାଳପଡ଼ା ବ୍ଲକ ସ୍ଥାନୀୟ ରାମନଗର ଓ ବରକନ୍ଧା ପଞ୍ଚାୟତର ଆଖଡ଼ାଶାଳୀ ନିକଟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ପ୍ରସ୍ତାବିତ ନଦୀଭିତ୍ତିକ ବନ୍ଦର ନିର୍ମାଣ ହେବ। ହେଲେ ଏହି ଅଞ୍ଚଳର ବହୁ ପାରମ୍ପରିକ...

ଅସୁରକ୍ଷିତ ଭାବେ କାମ କରୁଛନ୍ତି ଶ୍ରମିକ

ମହାକାଳପଡ଼ା,୧୨।୨(ଡି.ଏନ.ଏ.): ଘରକୁ ପାଇପ୍‌ ଯୋଗେ ପାନୀୟଜଳ ପହଞ୍ଚାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାରେ ବିପୁଳ ଅର୍ଥ ଖର୍ଚ୍ଚ ହେଉଛି। ଅପରପକ୍ଷେ ଅନେକ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଦେଖାଦେଉଥିବା ବେଳେ ଲୋକ ପାଣି ମୁନ୍ଦେ...

ପୋତି ହୋଇଛି ୨୦ରୁ ଊର୍ଦ୍ଧ୍ୱ ପୁରାଣ ପ୍ରସିଦ୍ଧ ପୋଖରୀ

କେନ୍ଦ୍ରାପଡ଼ା ଅଫିସ,୮।୨: ୧୮୮୫ ମେ ୧୮ରେ ଲର୍ଡ ରିପନ ସ୍ବାୟତ୍ତ ଶାସନ ପ୍ରସ୍ତାବ ଗ୍ରହଣ ପୂର୍ବରୁ ଓଡ଼ିଶାର ପ୍ରଥମ ମ୍ୟୁନିସିପାଲିଟି ଭାବେ ୧୮୬୯ ମାର୍ଚ୍ଚ ୧୦ରେ କେନ୍ଦ୍ରାପଡ଼ାର ନାମ ଘୋଷଣା ହୋଇଥିଲା। ଇତିମଧ୍ୟରେ ଏହି ମ୍ୟୁନିସିପାଲିଟି ଘୋଷଣାକୁ ୧୫୨ବର୍ଷ ପୂରିଛି।...

ରାଜସ୍ୱ ମ୍ୟାପ୍‌ରୁ ଲିଭିଯାଉଛି ସାତଭାୟା ଗାଁ

କେନ୍ଦ୍ରାପଡ଼ା ଅଫିସ, ୬।୨: କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସାତଭାୟାର ପୂର୍ବର ଥିବା ପ୍ରସିଦ୍ଧ ପଞ୍ଚୁବରାହୀ ମନ୍ଦିର ବାଲିରେ ପୋତି ହୋଇଗଲାଣି। ମାତ୍ର କେଇ ହାତ ଦୂରରେ ଥିବା ନଡ଼ିଆ ଗଛ ବର୍ଷକ ମଧ୍ୟରେ ଅସ୍ତିତ୍ୱ ହରାଇ ସାରିଛି। ମା’ଙ୍କର ବିଭିନ୍ନ...

ପୁଣି ଅଲୋଡା ହେଲା ଶିଶୁ କନ୍ୟା: ରାସ୍ତା କଡ଼ରୁ ଉଦ୍ଧାର

ମହାକାଳପଡ଼ା,୫।୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଅଧୀନ ଅଲାଇଲୋ ପଞ୍ଚାୟତ ଓରତ୍‌ ସେତୁ ନିକଟରୁ ଶୁକ୍ରବାର ମଧ୍ୟାହ୍ନରେ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି। ଶିଶୁ କାନ୍ଦ ଶୁଣି ସ୍ଥାନୀୟ ଲୋକେ ପିଲାଟିକୁ ଉଦ୍ଧାର କରିଥିଲେ। ପ୍ରାଥମିକ ଚିକିତ୍ସାପରେ ତାଙ୍କୁ ଜିଲା...

ସାମୁଦ୍ରିକ ଜୀବ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯାଉ

କେନ୍ଦ୍ରାପଡ଼ା ଅଫିସ,୫।୨: କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ବାରହାପୁରଠାରେ ଗହୀରମଥା ମେରାଇନ ଟର୍ଟଲ ପ୍ରୋଟେକଶନ ଆଣ୍ଡ ମାନଗ୍ରୁଭ କଞ୍ଜରଭେଶନ ସୋସାଇଟିର ଏକ ଆଲୋଚନାଚକ୍ର ଗୁରୁବାର ଅନୁଷ୍ଠିତ ହୋଇଥିଲା। ସୋସାଇଟି ସଭାପତି ସତ୍ୟପ୍ରକାଶ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ସାମୁଦ୍ରିକ ଜୀବ...

ବିଦେଶକୁ ଲମ୍ବିଛି ନୀଳରକ୍ତ କଙ୍କଡ଼ା ର଼୍ୟାକେଟ୍‌

ମହାକାଳପଡ଼ା,୫।୨(ଡି.ଏନ୍‌.ଏ.): ପ୍ରଶାନ୍ତ ମହାସାଗର ଓ ଭାରତ ମହାସାଗରରେ ବିରଳ ପ୍ରଜାତିର ସାମୁଦ୍ରିକ ନୀଳରକ୍ତ କଙ୍କଡ଼ା ବହୁଳ ମାତ୍ରାରେ ଦେଖାଯାଇଥାନ୍ତି। ବଙ୍ଗୋପସାଗରର ଓଡ଼ିଶା ଉପକୂଳ ସନ୍ତସନ୍ତିଆ ହେନ୍ତାଳ ଜଙ୍ଗଲ ଓ ବାଲିଚରରେ ମଧ୍ୟ ଏମାନେ ଦେଖିବାକୁ ମିଳିଥାନ୍ତି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା...

ବିପଦରେ ମହାନଦୀ ମୁହାଣ ଉପକଣ୍ଠ

ମହାକାଳପଡ଼ା,୧ା୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ବଙ୍ଗୋସାଗର ସଂଲଗ୍ନ ଉପକଣ୍ଠ ମହାନଦୀ ମୁହାଣ ଉପକଣ୍ଠରେ ବାଲି ଓ ପଟୁମାଟି ଜମୁଛି। ଏହାଦ୍ୱାରା ବନ୍ୟାଜଳ ସମୁଦ୍ରକୁ ନିଷ୍କାସନ ହେଉନାହିଁ। ଉପର ମୁଣ୍ଡରୁ ବନ୍ୟାଜଳରେ ଗଡ଼ି ଆସୁଥିବା ବାଲି, ପଟୁମାଟି...

ଆଜିଠାରୁ ଖୋଲିବ ଅଙ୍ଗନୱାଡି କେନ୍ଦ୍ର: ୪୨୧ କେନ୍ଦ୍ରର ଗୃହ ନିର୍ମାଣରେ ବିଳମ୍ବ

କେନ୍ଦ୍ରାପଡ଼ା ଅଫିସ,୧ା୨: କରୋନା ସଂକ୍ରମିତ ଅଞ୍ଚଳ ବାହାରେ ଥିବା ରାଜ୍ୟର ଅଙ୍ଗନୱାଡି କେନ୍ଦ୍ର ଫେବୃୟାରୀ ୧ ରୁ ଖୋଲିବ। ଏ ନେଇ ରାଜ୍ୟ ସରକାର ଶନିବାର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ହେଲେ କେନ୍ଦ୍ରାପଡ଼ା ଜିଲାରେ ୭୦୦ରୁ ଊର୍ଦ୍ଧ୍ୱ କେନ୍ଦ୍ର ନିର୍ମାଣ...

ଅଗରନାଶି ଦ୍ୱୀପର ପରିସୀମା କମୁଛି

କେନ୍ଦ୍ରାପଡ଼ା ଅଫିସ, ୩୧।୧: ବିରଳ ଅଲିଭରିଡ୍‌ଲେ କଇଁଛଙ୍କ ଅନ୍ତୁଡିଶାଳ ଭାବେ ପରିଚିତ ବିଶ୍ୱପ୍ରସିଦ୍ଧ ଗହୀରମଥା (ସାମୁଦ୍ରିକ) ବନ୍ୟଜନ୍ତୁ ଅଭୟାରଣ୍ୟ ଅଗରନାଶିର ପରିସୀମା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଗତ ୫ ଦଶନ୍ଧିି ପୂର୍ବେ ଏହି ଦ୍ୱୀପର ଲମ୍ବ ୭...

ସମନ୍ବୟ ଅଭାବ, ପଛରେ ପଡ଼ିଛି ବିକାଶ

କେନ୍ଦ୍ରାପଡ଼ା ଅଫିସ,୨୯।୧: ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଇତିମଧ୍ୟରେ ୪ ବର୍ଷ ପୂରଣ ହୋଇଛି। ୨୦୨୨ରେ ଏହି ନିର୍ବାଚନ ଅନୁଷ୍ଠିତ ହେବା ପାଇଁ ସଜବାଜ ଚାଲିଛି। ହେଲେ କେନ୍ଦ୍ରାପଡ଼ା ଜିଲାର କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ ପୌର ନିର୍ବାଚନ ଦୀର୍ଘଦିନ ହେବ...

ଡକାୟତି ଯୋଜନା ବେଳେ ୭ ଗିରଫ

ପଟ୍ଟାମୁଣ୍ଡାଇ,୨୯। ୧(ଡି.ଏନ.ଏ.): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ସହର ନିକଟ ତଥା କଟକ-ଚାନ୍ଦବାଲି ରାସ୍ତାର ତନୁପୁର ବ୍ରିଜ୍‌ ନିକଟରୁ ବୁଧବାର ରାତିରେ ପୋଲିସ ୭ ଡକାୟତଙ୍କୁ ଗିରଫ କରିଛି ା ସେମାନଙ୍କଠାରୁ କଟୁରି, ଛୁରି, ଭୁଜାଲି, ୯ ଏମ୍‌ଏମ୍‌ ପିସ୍ତଲ ଜବତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri