ଦାଦନ ଖଟିବାକୁ ଯାଇ ବିଦେଶରେ ଶ୍ରମିକ ମୃତ
ମହାକାଳପଡା, ୧୭ା୯(ଡି.ଏନ.ଏ.): ଅଭାବୀ ପରିବାର ମୁହଁରେ ଦାନା ଗଣ୍ଡେ ଦେବା ପାଇଁ ଦାଦନ ଖଟିବାକୁ ପୁଅ ଶ୍ରୀଲଙ୍କା ଯାଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ କୁମାରପଡ଼ା ଗଁାର…
ଘେରିବନ୍ଧରୁ ୫୦ ଫୁଟର ପଥର ପ୍ୟାକିଂ ଖସିଲା
ରାଜନଗର, ୧୭ା୯(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗରର ଅନ୍ୟତମ ପ୍ରମୁଖ ଲୁଣା ଘେରିବନ୍ଧ ରଙ୍ଗଣୀ ସର୍କିଟ୍ ପ୍ରତି ବିପଦ ସୃଷ୍ଟି ହୋଇଛି। ରଙ୍ଗଣୀ ସର୍କିଟ୍ର ପ୍ରଭାତି ନିକଟରେ ରିଟର୍ନିଂ ୱାଲ ଭାଙ୍ଗି ପଥର ପ୍ୟାକିଂ ଧସି ପଡ଼ିଛି। ପ୍ରାୟ ୫୦ ଫୁଟ ଲମ୍ବର…
ଜୈବିକ କୃଷି ପ୍ରତି ବଢୁନି ଆଗ୍ରହ
କେନ୍ଦ୍ରାପଡ଼ା ଅଫିସ, ୧୭ା୯: କେନ୍ଦ୍ରାପଡ଼ା ଜିଲାର ଧାନ ଚାଷ ପରେ ସର୍ବାଧିକ କ୍ଷେତରେ ତୈଳବୀଜ ଚାଷ ହେଉଥିଲା। ବାଦାମ, ଶୋରିଷ, ସୂର୍ଯ୍ୟମୁଖୀ, ରାଶି, ଜଡା ଆଦି ଚାଷରେ ଏହି ଅଞ୍ଚଳର କୃଷକ ପରିବାର ରୋଜଗାରର ପନ୍ଥା ବାହାର କରୁଥିଲେ। ଉପଯୁକ୍ତ ଜଳବାୟୁ,…
୧୬ ବର୍ଷ ଧରି ସିଂହଗାଁ କଣ୍ଠିଆନାଳ ସେତୁ କାମ ଅଟକିଛି
ପଟ୍ଟାମୁଣ୍ଡାଇ,୧୬ା୯(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକର ୩୧ଟି ପଞ୍ଚାୟତ ମଧ୍ୟରୁ ସିଂହଗାଁ ଏକ ମାତ୍ର ପଞ୍ଚାୟତ ଯାହାକି ସ୍ବାଧୀନତାର ୭୫ବର୍ଷ ପରେ ମଧ୍ୟ ବ୍ଲକ ସଦର ମହକୁମା ସହ ସଂଯୋଗ ହୋଇପାରିନାହିଁ। ସିଂହଗଁା ପଞ୍ଚାୟତକୁ ସଦର ମହକୁମା ସହ ସଂଯୋଗ ପାଇଁ ଦୀର୍ଘ…
ପ୍ରାଚୀନ ନୌବାଣିଜ୍ୟ ମୂକସାକ୍ଷୀ ଜରାଜୀର୍ଣ୍ଣ
ମହାକାଳପଡ଼ା, ୧୬ା୯ (ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗୋବରୀ ନଦୀ କୂଳରେ ଜମ୍ବୁ ଦ୍ୱୀପ ଅଞ୍ଚଳର ପ୍ରାଚୀନ ଐତିହ୍ୟ ଲାଲ୍ କୋଠା ପ୍ରାଚୀନ ନୌବାଣିଜ୍ୟର ମୂକ ସାକ୍ଷୀ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଦିନ ଥିଲା ଏହି ଜମ୍ବୁ ଦ୍ୱୀପରେ ବିଶାଳ…
ଠିପି ଖୋଲା ମଦ ଦୋକାନକୁ ବିରୋଧ: ସରକାର ନ ଓହରିଲେ ଜନଆନ୍ଦୋଳନ ଚେତାବନୀ
ପଟ୍ଟାମୁଣ୍ଡାଇ,୧୫ା୯(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଅଧୀନ ଗୋଗୁଆ-ଚୌଦକୁଲାଟ ରାସ୍ତାରେ ଏକ ଠିପି ଖୋଲା ମଦ ଦୋକାନ ଓ ବାର ଖୋଲିବା ପାଇଁ ସରକାରୀସ୍ତରରେ ଯୋଜନା ଚାଲିଛି। ଏକଥା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି…
ନଦୀ ଆଁରେ ରେଖାଙ୍କ ଘର
କେନ୍ଦ୍ରାପଡ଼ା ଅଫିସ,୧୫ା୯: ଗତ ଅଗଷ୍ଟରେ ମହାନଦୀରେ ବନ୍ୟା ଆସିଥିଲା । ଏହି ନଦୀ ସିଷ୍ଟମରେ ଥିବା ଲୁଣା ଓ କରାଣ୍ଡିଆ ନଦୀ ଫୁଲିଥିବା ବେଳେ କେନ୍ଦ୍ରାପଡ଼ା ଜିଲାର ଦ୍ୱୀପାଞ୍ଚଳରେ ଥିବା ୧୩ ଗ୍ରାମରେ ପାଣି ପଶିଥିଲା । ବନ୍ୟା ଜଳ ଛାଡି…
ଆଖି ବୁଜିଲେ ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀ
କେନ୍ଦ୍ରାପଡ଼ା ଅଫିସି,୧୪।୯: କେନ୍ଦ୍ରାପଡ଼ା ଉପକାରାଗାରରେ ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀ ପୀତାମ୍ବର ନାୟକଙ୍କ ବୁଧବାର ମୃତ୍ୟୁ ଘଟିଛି ।ଜେଲ କର୍ତ୍ତୃପକ୍ଷ ଏହା ହୃଦ୍ଘାତଜନିତ ବୋଲି ପ୍ରାଥମିକ ପର୍ଯ୍ୟାୟରେ ସୂଚନା ଦେଇଛନ୍ତି। ତେବେ ମୃତ ନାୟକଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ସବିଶେଷ ତଥ୍ୟ…
ଆବାସ ସାତସପନକୁ କ୍ୟାନ୍ସର କରୁଛି କଲବଲ
ଆଳି,୧୪ା୯(ଡି.ଏନ.ଏ.): ଆବାସ ଗୃହ ସାତସପନ ପାଲଟିଥିବା ବେଳେ କ୍ୟାନସର ରୋଗ କରୁଛି କଲବଲ। ଘରଟିଏ ନ ଥିବାରୁ ଗ୍ରାମ କ୍ଲବ ଘରେ ପରିବାର ସହ ମୁଣ୍ଡ ଗୁଞ୍ଜିଛନ୍ତି। କର୍କଟ ରୋଗରେ ଆକ୍ରାନ୍ତ ପତ୍ନୀଙ୍କ ଚିକିତ୍ସା ନିମନ୍ତେ ଅର୍ଥ ଏବେ ବାଧକ ସାଜିଛି।…
କେନ୍ଦ୍ର ଖୋଲିବା ପୂର୍ବରୁ ଗୃହକୁ ଦିଆଯାଇଥିଲା ଭଡ଼ା
ପଟ୍ଟାମୁଣ୍ଡାଇ,୧୪ା୯(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳବାସୀଙ୍କୁ ସୁବିଧା ମୂଲ୍ୟରେ ହସ୍ତତନ୍ତ ବସ୍ତ୍ରାଳୟରେ ଧୋତି, ଶାଢ଼ି, ଶାର୍ଟ କପଡ଼ା ଯୋଗାଇଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବସ୍ଷ୍ଟାଣ୍ଡ ନିକଟରେ ବୟନିକା ବିକ୍ରୟ କେନ୍ଦ୍ର ୨୦୧୯ ମାର୍ଚ୍ଚ ୬ରେ ଉଦ୍ଘାଟିତ ହୋଇଥିଲା। ତତ୍କାଳୀନ କେନ୍ଦ୍ରାପଡ଼ା ଜିଲାପାଳ…
ଜଳୁନି ଚୁଲି, ମିଳୁନି ମଧ୍ୟାହ୍ନଭୋଜନ
ମହାକାଳପଡ଼ା,୧୪ା୯(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ କଂସାର ବଡ଼ଦାଣ୍ଡୁଆ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ପ୍ରସ୍ତୁତିକୁ ନେଇ ବିବାଦ ଦେଖାଦେଇଛି। ଫଳରେ ବିଦ୍ୟାଳୟରେ ରୋଷେଇ ହେଉ ନ ଥିବାରୁ ପିଲାମାନଙ୍କୁ ମଧ୍ୟାହ୍ନଭୋଜନ ମିଳୁନାହିଁ। ସ୍ଥାନୀୟ ବଡ଼ଦାଣ୍ଡୁଆସ୍ଥିତ ମା’ ତାରିଣୀ…
ପାଣି ଭିତରେ ଅଲିଭ୍ରିଡ୍ଲେଙ୍କ ଅନ୍ତୁଡ଼ିଶାଳ ଅଗରନାଶୀ
କେନ୍ଦ୍ରାପଡ଼ା ଅଫିସ, ୧୪ା୯: ପ୍ରକୃତିର ବିସ୍ମୟ ବିରଳ ଅଲିଭରିଡ୍ଲେ କଇଁଛଙ୍କ ଅନ୍ତୁଡ଼ିଶାଳ ଭାବେ ପରିଚିତ କେନ୍ଦ୍ରାପଡ଼ା ଜିଲା ବିଶ୍ୱପ୍ରସିଦ୍ଧ ଗହୀରମଥା ସାମୁଦ୍ରିକ ସଂରକ୍ଷିତ ଅଞ୍ଚଳ ପ୍ରତି ବିପଦ ବଢ଼ୁଛି। ଗତ ୫ ଦଶନ୍ଧି ପୂର୍ବେ ଅଗରନାଶୀ ଦ୍ୱୀପର ଲମ୍ବ ୭ କିମି…

