ସୁରକ୍ଷିତ ନୁହେଁ ସ୍ଥାନୀୟ ପାଉଁରୁଟି
କେନ୍ଦ୍ରାପଡ଼ା ଅଫିସ, ୧୯ା୧୧: ହାଲ୍କା ଖାଦ୍ୟ ଭାବେ ପାଉଁରୁଟି ଜଣାଶୁଣା ା ସ୍ବାସ୍ଥ୍ୟ ପାଇଁ ଆବଶ୍ୟକୀୟ କାର୍ବୋହାଇଡ୍ରେଟ ଓ ଅନ୍ୟାନ୍ୟ ଉପାଦାନ ଏଥିରୁ ମିଳିଥାଏ। ତେବେ ଏହି ପାଉଁରୁଟି ଏବେ ସୁରକ୍ଷିତ ନୁହେଁ। ବାସି ପାଉଁରୁଟି ଖାଇ କଂସାର ପଞ୍ଚାୟତର ୨…
ଖରିଫ ଧାନ ଫସଲ ଉଜୁଡ଼ିବା ଆଶଙ୍କା
ରାଜନଗର, ୧୯ା୧୧(ଡି.ଏନ.ଏ.): ରାଜନଗର ବ୍ଲକ ଏକ ନଦୀ ଘେରା ଅଞ୍ଚଳ। ଅଞ୍ଚଳବାସୀଙ୍କର ଏକମାତ୍ର ଖରିଫ ଧାନ ଫସଲ ଆଶା ଓ ଭରସା ହୋଇଥିଲା। ହେଲେ କ୍ଷେତରେ ପାଣି ନ ଥିବାରୁ ଏହା ଉଜୁଡିବ ଆଶଙ୍କା ପ୍ରକାଶ ପଶଛି। ୨ ବର୍ଷ ହେଲା…
ଡିସେମ୍ବର ୨୮ରୁ ଧାନମଣ୍ଡି, ପରେ ମୁଗ ସଂଗ୍ରହ
କେନ୍ଦ୍ରାପଡ଼ା ଅଫିସ, ୧୯ା୧୧: ଚଳିତ ଖରିଫ ଋତୁରେ ୪୪ ହଜାରରୁ ଅଧିକ ଚାଷୀ ଧାନ ବିକ୍ରୟ କରିବାକୁ ନାମ ପଞ୍ଜିକୃତ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ମୋଟ ୮୪,୮୦୮.୮୨ ମେଟ୍ରିକ ଟନ ବଳକା ଧାନ ଚାଷୀଙ୍କଠାରୁ କ୍ରୟ ହେବ। ଏଥିପାଇଁ ଆସନ୍ତା ଡିସେମ୍ବର…
ବେଆଇନ ଚିଙ୍ଗୁଡ଼ି ଘେରି ହେବ ଉଚ୍ଛେଦ
ମହାକାଳପଡ଼ା,୧୮ା୧୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଶାସନ ପେଟା ବନ ବିଭାଗ କାର୍ଯ୍ୟାଳୟ ସନ୍ନିକଟ ବଣପଡ଼ାଠାରେ ୬୪ ଏକର ପରିମିତ ଜମିରେ ଏକ ବୃହତ ଚିଙ୍ଗୁଡି ପ୍ରକଳ୍ପ ନିର୍ମିତ ହୋଇଛି। ପୂର୍ବରୁ ଏହି ପ୍ରକଳ୍ପ ବନ୍ଦ କରିବା…
ଗ୍ରହୀତାଙ୍କ ଦୁଆରେ ବସି ଋଣ ଆଦାୟ
କେନ୍ଦ୍ରାପଡ଼ା ଅଫିସ, ୧୮ା୧୧: ଋଣ ଦେୟ ଅସୁଲି ସାମ୍ପ୍ରତିକ ସମୟରେ ବ୍ୟାଙ୍କଗୁଡିକର ମୁଣ୍ଡ ବିନ୍ଧା ହୋଇଛି। ଗ୍ରହୀତା ବ୍ୟାଙ୍କରୁ ଋଣ ନେବା ପରେ ଶୁଝିବାକୁ ଭୁଲି ଯାଉଛନ୍ତି। ଫଳରେ ବ୍ୟାଙ୍କର ଆର୍ଥିକ ସ୍ଥିତି ଦୁର୍ବଳ ହେଉଛି। ତେବେ ଏହି ଧାରା ଆଗକୁ…
ଫେଲ୍ ମାରିଛି କଂକ୍ରିଟ ଖଳା ଯୋଜନା
କେନ୍ଦ୍ରାପଡ଼ା ଅଫିସ,୧୮ା୧୧: କୃଷି ଅର୍ଥନୀତିରେ ପରିଚାଳିତ କେନ୍ଦ୍ରାପଡ଼ା ଜିଲାରେ କୃଷି ଯୋଜନା କାର୍ଯ୍ୟକାରୀ ହୋଇପାରୁନି। ଯୋଜନା ସହ ଅର୍ଥ ବ୍ୟୟ ହେଉଥିଲେ ମଧ୍ୟ ତୃଣମୂଳସ୍ତରରେ ଚାଷୀ ଉପକୃତ ହୋଇ ପାରୁନାହାନ୍ତି। ଆଳୁ, ସୂର୍ଯ୍ୟମୁଖୀ, ଚିନାବାଦାମ ବିହନ ଯୋଗାଣ ଅନିୟମିତତା ପରେ ଏବେ…
ପୋଖରୀ ଖୋଳା ବନ୍ଦକଲା ପ୍ରଶାସନ
ରାଜକନିକା,୧୮ା୧୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ତରାସ ପଞ୍ଚାୟତରେ ପୋଖରୀ ଖୋଳା ଯାଇ ଟ୍ରାକ୍ଟରରେ ମାଟି ବୁହା ହେଉଥିବା ଘଟଣାରେ ଗ୍ରାମବାସୀ ତହସିଲଦାର ଓ ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଗୁରୁବାର ରାଜକନିକା ତହସିଲଦାର ଅଶୋକ କୁମାର ଦେହୁରୀ…
କେନାଲ ନାହିଁ, ଜଳକର ଦାବିକୁ ବିରୋଧ
କେନ୍ଦ୍ରାପଡ଼ା ଅଫିସ,୧୭ା୧୧: କେନ୍ଦ୍ରାପଡ଼ା ତହସିଲ ଅନ୍ତର୍ଗତ ଦୋବନ୍ଧା, ସୋବଳା, ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ଚନ୍ଦନପୁର, ନୀଳକଣ୍ଠପୁର, ତମାଳଶାସନ, ଅରୁଆ, କେଶପୁର ଆଦି ଜମିକୁ ଏ ପର୍ଯ୍ୟନ୍ତ ଜଳସେଚନ ପାଇଁ କେନାଲ ନାହିଁ। ତେବେ ରାଜସ୍ବ ବିଭାଗ ଏହି ଅଞ୍ଚଳର ଅଧିବାସୀଙ୍କଠାରୁ ଜଳକର…
ଶିକ୍ଷଣ ଆକଳନରୁ ବାଦ୍ପଡ଼ିଲା ୭୭ ବିଦ୍ୟାଳୟ
ଡେରାବିଶ, ୧୭ା୧୧(ସ୍ବ.ପ୍ର.): ମହାମାରୀ କରୋନା ସମୟରେ ଛାତ୍ରୀଛାତ୍ରଙ୍କୁ କରୋନା ବିପଦରୁ ରକ୍ଷା ପାଇଁ ରାଜ୍ୟର ସମସ୍ତ ବିଦ୍ୟାଳୟକୁ ବନ୍ଦ କରି ଦିଆଯାଇଥିଲା। ପରବର୍ତ୍ତୀ ଅବସ୍ଥାରେ କରୋନା କଟକଣା ହଟିବା ପରେ ଶିକ୍ଷାନୁଷ୍ଠାନଗୁଡ଼ିକ ପୁନର୍ବାର ଖୋଲିଥିଲା। ତେବେ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଶିକ୍ଷାଦାନ…
ସଙ୍କୁଚିତ ହେଉଛି ଗୋବରୀ ସମ୍ପ୍ରସାରିତ କେନାଲ
ପଟ୍ଟାମୁଣ୍ଡାଇ, ୧୬ା୧୧(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ଉତିକଣ ଅଞ୍ଚଳର ଜୀବନରେଖା ପଟ୍ଟାମୁଣ୍ଡାଇ ଗୋବରୀ ସମ୍ପ୍ରସାରିତ କେନାଲ ଓ ଶାଖା କେନାଲ ଏବେ ସଙ୍କୁଚିତ ହେବା ସହ ପୋତି ହେବାରେ ଲାଗିଛି। ଫଳରେ ଏହାର ଜଳଧାରଣ କ୍ଷମତା ହ୍ରାସ ପାଇବାର ଲାଗିଛି। ପଟ୍ଟାମୁଣ୍ଡାଇ ଗୋବରୀ ସମ୍ପ୍ରସାରିତ…
କେନ୍ଦ୍ରାପଡ଼ା ଅର୍ବାନ ବ୍ୟାଙ୍କକୁ ୫୦ହଜାର ଜରିମାନା
କେନ୍ଦ୍ରାପଡ଼ା ଅଫିସ, ୧୬ା୧୧: ନନ୍ ପରଫର୍ମିଂ ଆସେଟସ(ଏନ୍ପିଏ) ଓ ଅଧିକ କର୍ମଚାରୀ ନିଯୁକ୍ତିକୁ ନେଇ କେନ୍ଦ୍ରାପଡ଼ା ଅର୍ବାନ କୋ ଅପରେଟିଭ ବ୍ୟାଙ୍କ ସମସ୍ୟାରେ ପଡିଛି। ଗତ ଅଗଷ୍ଟ ୨୯ରେ ଗାଇଡ୍ ଲାଇନ ଉଲ୍ଲଂଘନ କରିଥିବାରୁ ୧ଲକ୍ଷ ଟଙ୍କା ରିଜର୍ଭ ବ୍ୟାଙ୍କ ଅଫ୍…
ନାବାଳିକାଙ୍କ ବିବାହ ନା ଚାଲାଣ
କେନ୍ଦ୍ରାପଡ଼ା ଅଫିସ, ୧୫ା୧୧:ଝିଅ ନବମ ଶ୍ରେଣୀରେ ପଢୁଥିଲା। ଅଗଷ୍ଟ ୧୫ରେ ସ୍କୁଲରେ ସ୍ବାଧୀନତା ଦିବସ ପାଳନ ପରେ ଫେରିବା ବାଟରେ ଜଣେ କୋଲ୍କାତା ମେଦିନାପୁର ଅଞ୍ଚଳର ବୁଲା ବେପାରୀ ସହ ପଳାଇବା ଖବର ମିଳିଲା। ଏ ନେଇ ଥାନାରେ ଅଭିଯୋଗ ସହ…

