କେନ୍ଦ୍ରାପଡ଼ା

ପ୍ରଶାସନ ଶୁଣିଲାନି ଗାଁ ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

କେନ୍ଦ୍ରାପଡ଼ା,୨୪ା୬(ଜଗନ୍ନାଥ ଧଳ): ପୂର୍ବରୁ ଥିବା ଗାଁ ରାସ୍ତା ସବୁ ଖରାପ ହେବା ପରେ ମରାମତି ପାଇଁ ବାରମ୍ବାର ଅଭିଯୋଗ ସତ୍ତ୍ୱେ କେହି ଶୁଣିଲେ ନାହିଁ। ଫଳରେ ଗାଁ ଲୋକ ଶ୍ରମ, ସମୟ ଓ ଅର୍ଥ ଦେଇ ରାସ୍ତା ନିର୍ମାଣ କରିଛନ୍ତି। ଗଁାର…

କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ଯୋଜନା ବାଟବଣା

କେନ୍ଦ୍ରାପଡ଼ା, ୨୪ା୬ (ଜଗନ୍ନାଥ ଧଳ): କେନ୍ଦ୍ରଠାରୁ ଆରମ୍ଭକରି ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି। ଏମ୍‌ଏସ୍‌ଏମ୍‌ଇ ଓ ପିଏମ୍‌ଇଜିପି ମାଧ୍ୟମରେ ବେକାର ଯୁବତୀଯୁବକଙ୍କ ପାଇଁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ଯୋଜନା ମାଧ୍ୟମରେ ବ୍ୟବସାୟ ପାଇଁ ଋଣ ପ୍ରଦାନ କରାଯାଉଛି। ମାତ୍ର ବ୍ୟାଙ୍କରୁ…

ପାଣି ପାଇପ ମିସ୍ତ୍ରିଙ୍କ ଚିହ୍ନଟ ଜରୁରୀ

କେନ୍ଦ୍ରାପଡ଼ା,୨୨ା୬ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାର ଲକ୍ଷେରୁ ଊର୍ଦ୍ଧ୍ୱ କୁଶଳୀ ପାଣି ପାଇପ ମିସ୍ତ୍ରି ଦେଶ ବିଦେଶରେ ରହି କାମ କରୁଛନ୍ତି। ଦି ଇଣ୍ଡିଆନ ପ୍ଲମ୍ବିଂ ସ୍କିଲ୍‌ କାଉନସିଲର ସର୍ଭେ ଅନୁଯାୟୀ ଦେଶରେ କାର୍ଯ୍ୟରତ ପାଣି ପାଇପ ମିସ୍ତ୍ରିଙ୍କ ମଧ୍ୟରୁ ଓଡ଼ିଆ ଭାଷାଭାଷୀ…

ମହିଳାଙ୍କୁ ଟାଣିନେଲା କୁମ୍ଭୀର

ରାଜନଗର,୨୧ା୬(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଚାନ୍ଦିବାଉଁଶମୂଳ ପଞ୍ଚାୟତ ହାତିଆଗଡ଼ି ଗାଁ ପୋଖରୀରେ ବୁଧବାର ବାସନ ମାଜୁଥିବା ବେଳେ ଜଣେ ମହିଳାଙ୍କୁ ଟାଣି ନେଇଛି କୁମ୍ଭୀର। ମହିଳା ଜଣଙ୍କ ହାତିଆଗଡ଼ି ଗାଁର ସୀତା ରାଣୀ ଦାସ । ଦଳ ଭର୍ତ୍ତି କେନାଲରୁ…

ମା’ ବିରୋଧ କରିବାରୁ ମାଡ଼, ଝିଅ ଗିରଫ

ରାଜନଗର, ୨୦ା୬ (ଭାସ୍କର ରାଉତରାୟ): ଭିଣୋଇକୁ ବାହା ହେବାକୁ ଶାଳୀ ଜିଦ୍‌ ଧରିଛନ୍ତି। ରାଜନଗର ଥାନା ପୋଲିସ ସୂତ୍ରରୁ ପ୍ରକାଶ, ସ୍ଥାନୀୟ ଡିଆପାରି ଗାଁର ସରସ୍ବତୀ ସେଠୀଙ୍କ ଝିଅ ଲକି ତାଙ୍କର ଜଣେ ଭିଣୋଇଙ୍କୁ ବିବାହ କରିବାକୁ ଜିଦ୍‌ ଧରି ବସିଛନ୍ତି।…

ରାଜନଗରରୁ ସୁବ୍ରତଙ୍କୁ ଦିଲ୍ଲୀ ନେଲା ସାଇବର ପୋଲିସ

ରାଜନଗର, ୨୦ା୬ (ଭାସ୍କର ରାଉତରାୟ): ୟୁଏସ ନାଗରିକଙ୍କଠାରୁ ୬ ଲକ୍ଷ ୨୫ ହଜାର ଡଲାର ଲୁଟି ନେଇଛନ୍ତି ସାଇବର ଠକ। ଯାହାର ଭାରତୀୟ ମୁଦ୍ରାରେ ୫ କୋଟିରୁ ଊର୍ଦ୍ଧ୍ୱ ହେବ। ରାଜନଗର ଥାନା ଅଞ୍ଚଳର ଜଣେ ଯୁବକଙ୍କ ସହ ୩ ଜଣ…

ଧର୍ମାନ୍ତରୀକରଣ: ମା’ ନାଁରେ ଅଭିଯୋଗ ଆଣିଲେ ସନ୍ତାନ

ରାଜନଗର, ୧୯ା୬ (ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲାର ରାଜନଗର ଅଞ୍ଚଳରେ ଦୀର୍ଘଦିନର ନୀରବତା ପରେ ପୁଣି ଧର୍ମାନ୍ତରୀକରଣ ଘଟଣାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଏ ନେଇ ରବିବାର ସନ୍ଧ୍ୟାରେ ରାଜନଗର ଥାନାରେ ପୃଥକ୍‌ ପୃଥକ୍‌ ଭାବେ ୨ଟି ଅଭିଯୋଗ…

ବାପଘରେ ଭାଉଜଙ୍କୁ ଦିଅରଙ୍କ ଆକ୍ରମଣ

ଡେରାବିଶ,୧୯ା୬ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଲକ ବସପୁର ପଞ୍ଚାୟତ ଅନ୍ତର୍ଗତ ହାଟବାଣପୁର (ଜହ୍ନିମୂଳ) ଗାଁରେ ପାରିବାରିକ ଗଣ୍ଡଗୋଳକୁ ନେଇ ରବିବାର ନୃସିଂହ ଚରଣ ସାହୁଙ୍କ ଝିଅ ଜିନମୟୀଙ୍କୁ ତାଙ୍କ ଦିଅର ରମାକାନ୍ତ ସାହୁ କଟୁରିରେ…

ଭିତରକନିକାରେ କୁମ୍ଭୀର ବଂଶ ବୃଦ୍ଧି ରୋକିବାକୁ ଗୁରୁତ୍ୱ

କେନ୍ଦ୍ରାପଡ଼ା, ୧୮ା୬(ଜଗନ୍ନାଥ ଧଳ) କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ନିମପୁର ଗ୍ରାମର ଅଶୋକ କୁମାର ଆଚାର୍ଯ୍ୟଙ୍କ ଏକମାତ୍ର ପୁଅ ଆଶୁତୋଷ(୧୦)ଙ୍କୁ ବ୍ରାହ୍ମଣୀ ନଦୀ ଘାଟରେ ଗତ ୧୪ ତାରିଖରେ କୁମ୍ଭୀର ଠାଣି ନେଲା। ଏହି ସ୍ଥାନ ଜାତୀୟ ଉଦ୍ୟାନ ଭିତରକନିକା ସଂରକ୍ଷିତ…

ଅନିଶ୍ଚିତତା ଘେରରେ ଛପାଲି ପ୍ରାଇମେରୀ ବିଦ୍ୟୁତ୍‌ ସବ୍‌ଷ୍ଟେଶନ

ମହାକାଳପଡ଼ା,୧୭ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ) କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନିକଟ ଜମ୍ବୁ-ମାର୍ଶାଘାଇ ମୁଖ୍ୟ କେନାଲ ବନ୍ଧ ନିକଟ ଛପାଲି-ପ୍ରଭାକରପୁର ପାଖରେ ୧୦ବର୍ଷରୁ ଅଧିକ ହେବ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଛପାଲି ପ୍ରାଇମେରୀ ବିଦ୍ୟୁତ୍‌ ସବ୍‌ ଷ୍ଟେଶନ।…

ବସୁନ୍ଧରା ଯୋଜନାରେ ଦୁର୍ନୀତିର ଛିଟା

କେନ୍ଦ୍ରାପଡ଼ା,୧୭ା୬(ଜଗନ୍ନାଥ ଧଳ) କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ମାର୍ଚ୍ଚ ଶେଷ ସୁଦ୍ଧା ବସୁନ୍ଧରା ଯୋଜନାରେ ମୋଟ ୪୪୮.୯୬୨ ଏକର ପତିତ ଜମିର ପଟ୍ଟା ୫,୪୨୧ ଜଣଙ୍କୁ ପ୍ରଦାନ କରାଯାଇଛି। ଏହି ଯୋଜନାରେ ରାଜକନିକା ଓ ମହାକାଳପଡ଼ା ତହସିଲ ଅଞ୍ଚଳର ସର୍ବାଧିକ ଜମି…

ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଅବାଧ ଗଛକଟା

କେନ୍ଦ୍ରାପଡ଼ା, ୧୬ା୬ (ଜଗନ୍ନାଥ ଧଳ): ପରିବେଶକୁ ନେଇ ସାରା ବିଶ୍ୱରେ ଚିନ୍ତା ପ୍ରକଟ କରାଯାଉଛି। ବର୍ଜ୍ୟବସ୍ତୁ, ଯାନବାହନ ଚଳାଚଳ, ଶିଳ୍ପ ଆଦି ମାଧ୍ୟମରେ ପରିବେଶ ପ୍ରଦୂଷିତ ହେଉଛି। ସମ୍ଭାବ୍ୟ ପରିସ୍ଥିତିକୁ ନେଇ ବିଶ୍ୱବ୍ୟାପୀ ସମ୍ମିଳନୀ ହେବା ସହ ପ୍ରତି ଦେଶ ଦାୟିତ୍ୱବାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?