କଳାହାଣ୍ଡି

ମହୁଲ ଫୁଲ ବିକ୍‌ରି ଲାଗି ଗୁଟାଲିକର ଚିନ୍‌ତା

ଭବାନୀପାଟଣା, ୧୮।୩ (ଡି.ଏନ୍‌.ଏ.)- ଏହେଦ୍‌କା ମହୁଲ ଫୁଲ ଗୁଟାବାର ସମିଆ। ଫିଦିନ ପହଁଟିଆରୁ ଜଂଗଲ ଅଂଚଲରେ ଥିବାର ଗଁ।ଗଁଡ଼ାର ଲୋକ୍‌ମାନେ ମହୁଲ ଫୁଲ ଗୁଟେଇ ଯାଉଛନ୍‌। ସେନ୍‌ତା ଇ ମହୁଲ ଫୁଲ ଗୁଟେଇ ଆଦିବାସୀ ସମାଜର ଲୋକ୍‌ ବନେ ଦୁଇ ପଏସା…

କେସିଙ୍ଗା ଅନ୍ନପୂର୍ଣ୍ଣା ରାଇସ୍‌ମିଲରେ ୪୦ ଫୁଟ୍‌ ଉପରୁ ଖସିପଡ଼ି ଶ୍ରମିକ ମୃତ

କେସିଙ୍ଗା,୧୭।୩: କଳାହାଣ୍ଡି ଜିଲା କେସିଙ୍ଗା ଥାନା ଉତକେଲା ଫାଣ୍ଡି ଅନ୍ତର୍ଗତ ଅନ୍ନପୂର୍ଣ୍ଣା ରାଇସ୍‌ ମିଲ୍‌ରେ ଦୁର୍ଘଟଣା ଘଟି ସୋମବାର ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତ ଶ୍ରମିକ ହେଲେ ଉତକେଲା ପଞ୍ଚାୟତ କାଦୋପଡା ଗାଁର ସ୍ବର୍ଗତ କାଳିଆ ମେହେର…

କରୋନା ଗୁଜବ ସୋସିଆଲ ମିଡିଆରେ ଭାଇରାଲ: ଗିରଫ ଶିକ୍ଷକ ନିଲମ୍ବିତ

ଧର୍ମଗଡ,୧୭।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଖଳିଆକାନି ଗାଁରେ କରୋନା ଆକ୍ରାନ୍ତ ଜଣେ ଯୁବକ କବାଟ ବନ୍ଦକରି ଘରେ ରହିବା ଓ ଘଟଣା ସ୍ଥଳକୁ ଗୋଲାମୁଣ୍ଡା ଥାନା ଅଧିକାରୀ ବିଡିଓ ଯିବା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଏହି ଘଟଣାରେ ଗିରଫ…

ସୋସିଆଲ ମିଡିଆରେ କରୋନା ଗୁଜବ ମହଙ୍ଗା ପଡିଲା: ଶିକ୍ଷକ କୋର୍ଟଚାଲାଣ

ଭବାନୀପାଟଣା,୧୫।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଖଲିଆକାନି ଗାଁରେ କରୋନା ଆକ୍ରାନ୍ତ ଜଣେ ଯୁବକ କବାଟ ବନ୍ଦକରି ଘରେ ରହିବା ସମ୍ପର୍କିତ ମିଛ ଖବରକୁ ସୋସିଆଲ ମିଡିଆରେ ଭାଇରାଲ କରିବା ଜଣେ ଶିକ୍ଷକଙ୍କୁ ମହଙ୍ଗା ପଡିଛି। ଶନିବାର ସନ୍ଧ୍ୟାରେ ସମ୍ପୃକ୍ତ ଶିକ୍ଷକ…

କରୋନା ଭୟ: ଭବାନୀପାଟଣାରେ ବଢୁଛି ମାସ୍କର ଚାହିଦା

ଭବାନୀପାଟଣା,୧୪।୩(ଡି.ଏନ୍‌.ଏ.): ସମଗ୍ର ବିଶ୍ୱବାସୀଙ୍କୁ ଘାରିଛି କରୋନା ଚିନ୍ତା। ଏପରିସ୍ଥିତିରେ ଓଡ଼ିଶାରେ କିଛି କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯିବା ପରେ ସବୁଠି ପ୍ରାୟ ଭୟର ବାତାବରଣ ଲାଗିରହିଛି। ସରକାର ମଧ୍ୟ ରୋଗ ନିୟନ୍ତ୍ରଣ ପାଇଁ ବିଭିନ୍ନ ପ୍ରକାର ପ୍ରତିକାର ବ୍ୟବସ୍ଥାକୁ ନେଇ ସଚେତନତା…

ଫେଲ ମାରିଛେ ଜଲ ଯୋଗାଣ ପ୍ରକଳ୍ପ

ରିଷିଡା, ୧୩।୩ (ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ାକେ ପାଇପ ପାଏନ୍‌ ଯୁଗେଇ ଦେବାର ଲାଗି ତେଲନଦୀରୁ ବେବସ୍‌ତା କରାଯାଇଛେ। ସେନ୍‌ତା ପାଏନ୍‌ ରଖବାର ଲାଗି ଗୁଟେ ଓଭର ହେଡ ଟ୍ୟାଙ୍କ ତିଆର କରାଯାଇଛେ। ହେଲେ ପାଇପ ଯୁଡ଼ା କାମ୍‌…

ସୁଆସ୍‌ତିଅ ସେବାରୁ ବଁଚିତ୍‌ ବେହେରା, ଛଞ୍ଚାଣବାହାଲି ପଁଚେତ୍‌ବାସୀ: ଦରଖଁଡ଼ିଆ ହେଇ ପଡ଼ିଛେ ଡାକ୍‌ତରଖାନା କୁଠା

ପର୍ଲା,୧୩।୩ (ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଦଣ୍ଡପାଟ ଅଂଚଲ ଅଧୀନ ବେହେରା ଆର ଛଞ୍ଚାଣବାହାଲି ଗଁ। ରେ ଥିବାର ହୋମିଓପ୍ୟାଥି ଡାକ୍‌ତରଖାନା ଲୁକ୍‌କର ସେବାରେ ନାଇଁ ଲାଗିପାରବାର। ୫ରୁ ୬ ବଛର ତଲେ ଡାକ୍‌ତରଖାନାର କୁଠା ତିଆରି କାମ୍‌ ମୂଲ…

୨ ବଛର ହେଲା ଆବେଦନ କରିଆସୁଛନ୍‌: ଭତାରୁ ବଁଚିତ୍‌ ଧଅଁରାଖମନ ଗାଁର ୮ ବୁଢ଼ାବୁଢ଼ୀ

କର୍ଲାମୁଣ୍ଡା, ୧୨।୩ (ଡି.ଏନ୍‌.ଏ.)- ସରକାର ବୁଢ଼ାବୁଢ଼ୀ, ବିଧବା, ଛାର୍‌ରି ମହିଲା, ଦିବ୍ୟାଙ୍ଗମାନକୁ ସାମାଜିକ ସୁରକ୍ଷା ଯୋଜନାରେ ଭତା ଯୁଗେଇ ଦେଉଛନ୍‌। ହେଲେ ଅନେକ ଜାଗାରେ ସରକାରୀ ଅଧ୍‌କାରୀ, କରମ୍‌ଚାରୀକଁର ଖାମଖିଆଲି ମନଭାବ ଲାଗି ହକ୍‌ଦାର ହିତାଧିକାରୀ ଯୋଜନାର ଲାଭ ପାଏବାରୁ ବଁଚିତ୍‌…

ଗାଁବାସୀକୁ ଘାରୁଛେ ଫ୍ଲୋରାଇଡ ପାଏନ୍‌ ଚିନ୍‌ତା

ଗୋଲାମୁଣ୍ଡା, ୧୨।୩ (ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଅଧୀନ ଗଣ୍ଡାମେର ଗାଁବାସୀକୁ ଫ୍ଲୋରାଇଡ ପାଏନ୍‌ର ଚିନ୍‌ତା ଘାରୁଛେ। ଗାଁବାସୀକର ପିଇଲା ପାଏନ୍‌ ସୁବିଧା ଲାଗି ଲକ୍ଷାଧିକ ଟଁକା ଖରଚ୍‌ରେ ଗୁଟେ ପାଏନ୍‌ ପ୍ରକଳ୍ପ ତିଆର କରାଯାଇଛେ। ହେଲେ ଟଁାକିରୁ ପାଏନ୍‌…

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି: କଳାହାଣ୍ଡି ଜିଲା ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦିଲ୍ଲୀ ଯାତ୍ରା

ଭବାନୀପାଟଣା,୧୧।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଓ ଅନ୍ୟାନ୍ୟ ଦାବି ନେଇ କଳାହାଣ୍ଡି ଜିଲା ମିଳିତ ଓକିଲ ସଂଘ ଏବଂ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପର୍ଯ୍ୟାୟକ୍ରମେ ଆନ୍ଦୋଳନ ଚାଲୁ ରହିଛି। ମାତ୍ର କେନ୍ଦ୍ର ଓ ରାଜ୍ୟ ସରକାର ବର୍ତ୍ତମାନ…

ହୋଲିରେ ଯୁବକଙ୍କୁ ହତ୍ୟା, ଜଳତାମୁଣ୍ଡା ଗ୍ରାମରେ ଶୋକର ଛାୟା

କୋକସରା,୧୦।୩(ଡି.ଏନ୍‌.ଏ.): ରଙ୍ଗର ପର୍ବ ହୋଲିରେ ସମସ୍ତେ ମସ୍‌ଗୁଲ ଥିବାବେଳେ କଳାହାଣ୍ଡି ଜିଲା କୋକସରା ଥାନା ଜଳତାମୁଣ୍ଡା ଗାଁରେ ଶୋକର ଛାୟା ଖେଳିଯାଇଛି। ଜଣେ ଯୁବକଙ୍କୁ ପଡ଼ୋଶୀ ହତ୍ୟା କରି ଘର ଆଗରେ ଫୋପାଡ଼ି ଦେଇଥିବା ମଙ୍ଗଳବାର ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।…

ବୁଢ଼ୀ ମା’ର ଉପରେ ଦିବ୍ୟାଙ୍ଗ ଝି’ର ବୋଝ୍‌: ବଁଚ୍‌ବାର ରାହା ସାଜିଛେ ମୁଢ଼ି ପସରା

ପର୍ଲା, ୯।୩ (ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଛଞ୍ଚାଣବାହାଲି ପଁଚେତ୍‌ ବେହେରାଗୁଡ଼ା ଗଁାର ବୁରୁଧ୍‌ ବିଧବା ଲୋଚନୀ ନାଏକ(୮୦)। ବଏସର ଶେଷ ମୁଡ଼ସାକେ ପୁହୁଁଚିଲେନ। ଗୋଡ଼ହାତ ଥରି ଯାଉଛେ। ଆଏଁଖ୍‌କେ ଭଲଭାବେ ଦିଶ୍‌ବାର ନାଇଁ। ହେଲେ ସଖାଲ ପାଏଲେ ଲୋଚନୀକୁଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?