କଳାହାଣ୍ଡି

ହୋମ କ୍ୱାରାଣ୍ଟାଇନ୍‌ରେ ଜିଲାର ୪,୭୭୩ ଜଣ

ଫୁଲବାଣୀ ଅଫିସ, ୨୮ା୩: କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ କନ୍ଧମାଳ ଜିଲା ପ୍ରଶାସନ ପ୍ରୟାସ ଜାରି ରଖିଛି। ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ପୋଲିସ ପ୍ରଶାସନ ମଧ୍ୟ ଜାଗ୍ରତ ଅଛି। ରାଜ୍ୟ ଏବଂ ଜିଲା ବାହାରୁ ଆସିଥିବା ଲୋକଙ୍କ…

କେରଳରୁ ଫେରି ଗାଁ ମୁଣ୍ଡ ତମ୍ବୁରେ ରହିଲେ ୧୨ ଯୁବକ

ଭବାନୀପାଟଣା, ୨୮।୩ (ଡି.ଏନ.ଏ.): କଳାହାଣ୍ଡି ଜିଲା ଜୟପାଟଣା ବ୍ଳକ ଅନ୍ତର୍ଗତ ପାଇକେନ୍ଦୁମୁଣ୍ଡି ପଞ୍ଚାୟତର କୁମ୍ଭାରପିପଲଗୁଡାର ୧୨ ଜଣ ଯୁବକ ଗାଁକୁ ଫେରିଛନ୍ତି। ହେଲେ ଏମାନେ ଘରକୁ ନ ଯାଇ ଗାଁ ମୁଣ୍ଡ ତମ୍ବୁରେ ଆଶ୍ରୟ ନେଇଛନ୍ତି। କେରଳ ରାଜ୍ୟର ତ୍ରିଶୁଳ ଜିଲାର…

ବରିଷ୍ଠ ଆଦିବାସୀ ନେତା କୁମୁଟି ମାଝିଙ୍କ ପରଲୋକ

ଭବାନୀପାଟଣା, ୨୮।୩ (ଡି.ଏନ.ଏ.): ବରିଷ୍ଠ ଆଦିବାସୀ ନେତା ତଥା ନିୟମଗିରି ସୁରକ୍ଷା ସମିତିର ପୂର୍ବତନ ସଭାପତି କୁମୁଟି ମାଝିଙ୍କ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ୭୨ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଦୀର୍ଘ ଦିନରୁ ନିୟମଗିରି ଆନ୍ଦୋଳନରେ ସାମିଲ ହୋଇ ଆଦିବାସୀ…

ତରଭୁଜ ଲାଗି ବଜାର ବେବସ୍‌ତାର ଅଭାବ: କ୍ଷତି ସହୁଛନ୍‌ ଚାଷୀ, ଲାଭ ଉଠଉଛନ୍‌ ବେପାରୀ

  ଭବାନୀପାଟଣା,୨୪।୩ (ଡି.ଏନ୍‌.ଏ.)- ବଜାର ବେବସ୍‌ତା ଅଭାବୁ ଭାବାନୀପାଟଣା ଆର ଧର୍ମଗଡ଼ ଉପଖଣ୍ଡର ଚରଭୁଜ ଚାଷୀ ଯେନ୍‌ ହିସାବେ ଲାଭ ପାଏବାର କଥା ନାଇଁ ପାଉଥିବାର ଜନାପଡ଼ିଛେ। ଇତାର ସୁଯୋଗ ନେଇ ବେପାରୀମାନେ ଚାଷୀକରନୁ ଅଲପ୍‌ ଦାମରେ ତରଭୁଜ ଘିନି ଭିନେ…

ଜନତା କର୍ଫ୍ୟୁ : ଚାରିଆଡ଼େ ଖାଁ ଖାଁ ପରିବେଶ

କେସିଙ୍ଗା,୨୨।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ୨୬ଟି ପଞ୍ଚାୟତର ୧୧୦ଟି ଗ୍ରାମର ଲୋକେ ରବିବାର ସକାଳ ୭ଟାରୁ କେନ୍ଦ୍ର ସରକାରଙ୍କ ଜନତା କର୍ଫ୍ୟୁ ନିୟମ ସମ୍ପୂର୍ଣ୍ଣ ଭାବେ ମାନି ଚଳିଛନ୍ତି। ଫଳରେ ଚାରିଆଡ଼େ ଖାଁ ଖାଁ ପରିବେଶ ଦେଖିବାକୁ ମିଳିଛି। ଏପରିକି…

କରୋନା ନେଇ ଜରୁରୀ ବୈଠକ: କାର୍ଯ୍ୟରେ ଅବହେଳା ନେଇ ଏଏନ୍‌ଏମ୍‌ଙ୍କୁ ନିଲମ୍ବନ କଲେ ଜିଲାପାଳ

ଭବାନୀପାଟଣା,୨୧।୩(ଡି.ଏନ୍‌.ଏ.): ସାରା ବିଶ୍ୱରେ କରୋନା ଆତଙ୍କ ଖେଳାଇଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏଭଳି ପରିସ୍ଥିତିରେ ଜରୁରୀ ବୈଠକ ହୋଇ କରୋନା ମୁକାବିଲା ଲାଗି ଆଲୋଚନା ହେଉଥିଛି। ଏଥିରେ ଅବହେଳା ପ୍ରଦର୍ଶନ…

ମା’ ମାଣିକେଶ୍ୱରୀ ମନ୍ଦିର ସମେତ ଅନ୍ୟାନ୍ୟ ମନ୍ଦିରରେ ଭକ୍ତଙ୍କ ଦର୍ଶନରେ କଟକଣା: ଦାଦନଙ୍କୁ ଷ୍ଟେଶନରେ ଯାଞ୍ଚ

ଭବାନୀପାଟଣା,୨୧।୩(ଡି.ଏନ୍‌.ଏ.): କରୋନା ପ୍ରତିଷେଧକ ନେଇ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବାବେଳେ କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଇଷ୍ଟଦେବୀ ମା’ ମାଣିକେଶ୍ୱରୀଙ୍କ ଦର୍ଶନ ନିମନ୍ତେ ସମୟ ପରିବର୍ତ୍ତନ କରାଯାଇଛି। ଏହା ସହ ଅନ୍ୟାନ୍ୟ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପାଇଁ କଟକଣା କଡ଼ାକଡ଼ି କରାଯାଇଛି।…

ଭବାନୀପାଟଣା ମ୍ୟାରେଜ ପ୍ୟାଲେସରେ ଚଢ଼ାଉ ପରେ ସିଲ୍‌ : ମାଲିକ ଅଟକ

ଭବାନୀପାଟଣା,୨୧।୩(ଡି.ଏନ୍‌.ଏ.): କରୋନା ମୁକାବିଲା ଗାଇଡଲାଇନ ଅନୁସାରେ କଳାହାଣ୍ଡି ଜିଲା ଭବାନୀପାଟଣା ସହର ମ୍ୟାରେଜ ପ୍ୟାଲେସରେ ପୋଲିସ ଚଢ଼ାଉ କରିଛି। ମ୍ୟାରେଜ ପ୍ୟାଲେସ ମାଲିକ ପ୍ରକାଶ ଅଗ୍ରଓ୍ବାଲଙ୍କୁ ପୋଲିସ ଅଟକ ରଖିଥିବା ସହ ତାଙ୍କୁ ନୋଟିସ ଜାରି ରହିଛି। ଶନିବାର ମ୍ୟାରେଜ ପ୍ୟାଲେସକୁ…

କରୋନା ଭୟାବହତା: କଳାହାଣ୍ଡି ଜିଲାର ୧୬୮ ଗ୍ରାମରେ ୩୧୦ଙ୍କୁ ସ୍କାନିଂ

ଭବାନୀପାଟଣା,୨୦।୩(ଡି.ଏନ୍‌.ଏ.): ବିଶ୍ୱରେ କରୋନା ଆତଙ୍କ ସୃଷ୍ଟି କରିଛି। ଓଡ଼ିଶାରେ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହେବାପରେ ଏହି ସଂକ୍ରମଣକୁ ରୋକିବା ପାଇଁ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। କଳାହାଣ୍ଡି ଜିଲାପାଳ ଡା. ଗାଭାଲି ପରାଗ ହର୍ଷଦଙ୍କ…

ସଁକଟ୍‌ରେ ହସ୍ତତନ୍ତ ଶିଳ୍ପ, କାରିଗର: ପୋରଛାହନ୍‌, ସୂତା ଅଭାବ ମୁଖିଆ ସମସିଆ

ଭବାନୀପାଟଣା,୨୦।୩ (ଡି.ଏନ୍‌.ଏ.)- ସରକାରୀ ପୋରଛାହନ୍‌ ଆର ସୂତା ଅଭାବ ଲାଗି ହସ୍ତତନ୍ତ ଶିଳ୍ପ ସଁକଟରେ ରହିଛେ। ଇଥ୍‌ରେ ଖାଲି ଶିଳ୍ପ ନୁହେ କାରିଗରମାନକର ଜିବ୍‌କା ବି ବୁଡୁଛେ। କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଜୟନ୍ତପୁର ଗଁ। ରେ ଇତାର ପରଭାବ୍‌ ଦେଖ୍‌ବାକେ…

ଭତା, ଆବାସ ଯୋଜନାରୁ ବଁଚିତ୍‌ ଦମ୍ପତି: ବୁରୁଧ୍‌ କାଲେ କୁଲବୁରତି ସାହାଭରସା

ପର୍ଲା, ୧୯।୩ (ଡି.ଏନ୍‌.ଏ.)- କେନ୍‌ କାଲୁ ଆମର ଦେଶ୍‌ରେ ଲୁକ୍‌କର କାମ୍‌ଧାମ, ବୁରତିକେ ନେଇ ସମାଜ, ଜାତିପାତି ସୁରୁଷ୍‌ଟି ହେଇଛେ। ପୁରଖାପାତିନୁ ନିଜର କୁଲବୁରତିକେ ଆପ୍‌ନେଇ ଅନେକ ସମାଜର ଲୋକ୍‌ ନିଜର ଜୀବନ୍‌ ଜିବ୍‌କା ଚଲଉଛନ୍‌। ଏନ୍‌ତା ନିଜର କୁଲବୁରତିକେ ଆପ୍‌ନେଇ…

ଦରଖଁଡ଼ିଆ ହେଇ ପଡ଼ିଛେ ବାଲସି ଗୋଷ୍ଠୀକେନ୍ଦ୍ର

କେସିଙ୍ଗା,୧୯।୩ (ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନ ବାଲସି ଗାଁ ଜଗନ୍ନାଥ ଗୁଡ଼ି ପାସେ ତିଆର ହେଉଥିବାର ଗୋଷ୍ଠୀକେନ୍ଦ୍ର କାମ୍‌ ଡେରି ହେଉଥିବାର ଗାଁବାସୀ ଅଭିଯୋଗ କରିଛନ୍‌। ସୂଚନା ଅନ୍‌ସାରେ ୨୦୧୮-୧୯ ବଛରରେ କେସିଙ୍ଗା ବ୍ଲକ ତରଫୁ ଆମଗାଁ ଆମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?