ନିଯୁକ୍ତି ପାଇ ତାମିଲନାଡୁ ଗଲେ କଳାହାଣ୍ଡିର ୨୦୦ ଯୁବତୀ
ଭବାନୀପାଟଣା,୧୯ା୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନଠାରେ ଟାଟା ଇଲେକ୍ଟ୍ରୋନିକ୍ସ ପ୍ରାଇଭେଟ ଲିମିଟେଡ ଦ୍ୱାରା ଗତ ୨୪.୯.୨୦୨୨ରେ ନିଯୁକ୍ତି ପାଇଥିବା ଜିଲାର ୨୨୦ ଜଣ ଯୁବତୀ ବୁଧବାର ତାମିଲନାଡୁ ଜିଲାର ହୋସୁର ସହରକୁ ଗସ୍ତ କରିଛନ୍ତି। କଳାହାଣ୍ଡି ଜିଲାପାଳ…
କୋକସରା ବ୍ଲକରେ ବ୍ୟାପୁଛି ଚକଡ଼ା ରୋଗ: ମୁଣ୍ଡରେ ହାତ ଦେଇ ବସିଛନ୍ତି ଧାନଚାଷୀ
କୋକସରା,୧୮।୧୦(ଡି.ଏନ.ଏ.): ହେକ୍ଟର ହେକ୍ଟର ଚାଷ ଜମିରେ ବ୍ୟାପୁଛି ଚକଡ଼ା ରୋଗ । ନିମିଶକ ମଧ୍ୟରେ ସୁନାର ଫସଲକୁ ଚରି ଯାଉଛି ଚକଡ଼ା ପୋକ। ସବୁଜିମା ଦିଶୁଥିବା ଚାଷ ରାତିକ ମଧ୍ୟରେ ପୋଡି ଯାଉଛି ଓ ଧାନ କେଣ୍ଡା ସବୁ ପାଳ ଭଳି…
ଏକୁଟିଆ ଥିବା ବେଳେ ଘରେ ପଶି ବିବାହିତା ମହିଳାଙ୍କୁ ବଳାତ୍କାର,ଜେଲ୍ ଗଲେ ଯୁବକ
କୋକସରା,୧୮।୧୦(ଡି.ଏନ୍.ଏ.): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ଛଞ୍ଚାଣବାହିଲି ପଞ୍ଚାୟତ ପଲସପାଣି ଗ୍ରାମର ଜଣେ ବିବାହିତା ମହିଳାଙ୍କୁ ସେହି ଗ୍ରାମର ଜଣେ ବିବାହିତ ଯୁବକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଜଣକ ହେଲେ ଦୁର୍ଯୋଧନ ଜୁଏଡ଼(୩୫) । ଗତ…
ଗଛରେ ପିଟିହେଲା ଆମ୍ବୁଲାନ୍ସ: ରୋଗୀଙ୍କ ସମେତ ଆମ୍ବୁଲାନ୍ସ କର୍ମଚାରୀ ମୃତ
ଭବାନୀପାଟଣା,୧୭।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲାରେ ସୋମବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜୟପାଟଣା ଡାକ୍ତରଖାନାରୁ ଜଣେ ଝାଡ଼ାବାନ୍ତି ଆକ୍ରାନ୍ତ ରୋଗୀଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଉଥିଲା। ହେଲେ ଆମ୍ବୁଲାନ୍ସଟି ଜୁନାଗଡ଼ ବ୍ଲକ ମହିଚଲା ମଣ୍ଡି ନିକଟରେ ଭାରସାମ୍ୟ…
ଲାଠିଯାତ୍ରା, ଲାଖବିନ୍ଧା ସହ ଶେଷ ହେଲା ବୁଢାରଜାଙ୍କ ଦଶରା ମହୋତ୍ସବ
କୋକସରା,୧୬।୧୦(ଡି.ଏନ୍.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ସୀମାନ୍ତ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ପାଦ ଦେଶରେ ଆମପାଣି ବୁଢାରଜାଙ୍କ ବାର୍ଷିକ ଦଶରା ମହୋତ୍ସବ ସମାପନ ହୋଇଯାଇଛି। ଏହି ଅବସରରେ ବୁଢାରଜାଙ୍କ ପୀଠରେ ଶୁକ୍ଳ ଭୋଗ ସହ ପାଶର୍ବ ଦେବଦେବୀଙ୍କୁ ବଳି ଭୋଗରେ ସନ୍ତୁଷ୍ଟ…
ଜିଲାରେ ବେଧଡ଼କ ଚାଲିଛି ଗଞ୍ଜେଇ ଚାଲାଣ
ଭବାନୀପାଟଣା,୧୪।୧୦(ସ୍ବ.ପ୍ର.):କଳାହାଣ୍ଡି ଜିଲାରେ ମାତିଛନ୍ତି ଗଞ୍ଜେଇ ମାଫିଆ। କେତେବେଳେ ଜଙ୍ଗଲ ରାସ୍ତା ତ ପୁଣି ଆଉ କେତେବେଳେ ଜାତୀୟ ରାଜପଥ ୨୬ରେ ବିଭିନ୍ନ ଆଳରେ କରୁଛନ୍ତି ଗଞ୍ଜେଇ ଚୋରା ଚାଲାଣ। ଅନେକ ସମୟରେ ଚଢାଉ କରାଯାଇ କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ଜବତ କରିବା…
ବେଦାନ୍ତ ହସ୍ପିଟାଲକୁ ଇଏସ୍ଆଇ ହସ୍ପିଟାଲ ମାନ୍ୟତା
ଲାଞ୍ଜିଗଡ,୧୪।୧୦(ଡି.ଏନ.ଏ.):କଳାହାଣ୍ଡି ଓ ରାୟଗଡା ଜିଲାର ଦୁର୍ଗମରୁ ଅତିଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ଲାଞ୍ଜିଗଡସ୍ଥିତ ବେଦାନ୍ତ ହସ୍ପିଟାଲକୁ ଇଏସଆଇ ହସ୍ପିଟାଲର ମାନ୍ୟତା ମିଳିଛି। ଏଥିପାଇଁ ଗୁରୁବାର ବେଦାନ୍ତ ହସ୍ପିଟାଲ ପରିସରରେ ଆୟୋଜିତ ସମାରୋହରେ ଭୁବନେଶ୍ୱରସ୍ଥିତ ଇଏସଆଇ…
ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଅବସରପ୍ରାପ୍ତ ଶିକ୍ଷକଙ୍କ ଜୀବନ
କୋକସରା,୧୨ା୧୦(ଡି.ଏନ୍.ଏ.): କଳାହାଣ୍ଡି ଜିଲା ୨୬ ନମ୍ବର ଜାତୀୟ ରାଜପଥ କୋକସରା ଗ୍ରାମ ଏୟାରଟେଲ ଟାଓ୍ବାର ନିକଟରେ ବୁଧବାର ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଅବସରପ୍ରାପ୍ତ ଶିକ୍ଷକ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ହେଉଛନ୍ତି କୋକସରା ପଞ୍ଚାୟତ ଚିଲିଗୁଡ଼ା ଗ୍ରାମର ସତ୍ୟାନନ୍ଦ…
ଗରମ ଚା’ରେ ବସିପଡ଼ିବାରୁ ଶିଶୁ ଗୁରୁତର
କୋକସରା,୧୨ା୧୦(ଡି.ଏନ୍.ଏ.): ଗରମ ଚା’ରେ ବସି ପଡ଼ିବାରୁ ଜଣେ ଶିଶୁ ଗୁରୁତର ହୋଇଛି। କଳାହାଣ୍ଡି ଜିଲା କୋକସରା ଗ୍ରାମର କସ୍ତୁରୀ ନଗରପଡ଼ାରେ ରହୁଥିବା ଚତୁର୍ଭୁଜ ପୋଢ଼ଙ୍କ ୪ ବର୍ଷର ପୁଅ ଗୋବିନ୍ଦ ବୁଧବାର ଚୁଲିରେ ଥିବା ଗରମ ଚା’ରେ ବସି ପଡ଼ିବାରୁ ଗୁରୁତର…
କୁମାରପୂର୍ଣ୍ଣିମାରେ ୩୨ ଗିରଫ, ୭୧ହଜାର ଟଙ୍କା ଜବତ
ଭବାନୀପାଟଣା,୧୦।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅଞ୍ଚଳରେ କୁମାରପୂର୍ଣ୍ଣିମା ରାତିରେ ବିଭିନ୍ନ ସ୍ଥାନରେ ଜୁଆ ଖେଳ ହେଉଥିବା ଅଭିଯୋଗ ପାଇ ପୋଲିସ ଚଢ଼ାଉ କରିଥିଲା। ଚଢାଉ ବେଳେ ପୋଲିସ ଜୁଆଖେଳରେ ସମ୍ପୃକ୍ତ ଥିବା ୩୨ଜଣଙ୍କୁ ଗିରଫ କରିଛି। ଏପରି କି ପୋଲିସ…
ଧକ୍କା ଦେଲା ସରକାରୀ ଗାଡ଼ି: ୫ ଗୁରୁତର
ଭବାନୀପାଟଣା,୧୦।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ହାଇସ୍କୁଲ ପଡ଼ିଆଠାରେ ସୋମବାର ଏକ ଦୁର୍ଘଟଣା ଘଟିଛି। ଜଳ ସମ୍ପଦ ବିଭାଗର ଏକ ସରକାରୀ ଗାଡ଼ି ବାଇକ୍ରେ ଯାଉଥିବା ଲୋକଙ୍କୁ ପଛକୁ ପଛ ଧକ୍କା ଦେଇଛି। ଏଥିରେ ୫ ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ…
ଦେଢ଼ ମାସ ବିତିଲା, କାର୍ଯ୍ୟାନୁଷ୍ଠାନ ନାହିଁ
ଲାଞ୍ଜିଗଡ,୧୦।୧୦(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବେନଗାଁ ପଞ୍ଚାୟତରେ ଗତ ଅଗଷ୍ଟ ୧୮ ତାରିଖ ରାତି ୧୧ଟାରେ ପିଡିଏସ ଚାଉଳ ଚୋରାଚାଲାଣ ଘଟଣାର ଢେଡ଼ ମାସ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ତଦନ୍ତ ବାଟମାରଣା ହେଉଥିବା ନେଇ…

