କଳାହାଣ୍ଡି

ଛେଳି ଚରାଇବାକୁ ଯାଇଥିଲେ ବୃଦ୍ଧ, ଗଛ ପଡ଼ି ଚାଲିଗଲା ଜୀବନ

କେସିଙ୍ଗା,୨୯ା୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କଶ୍ରୁପଡ଼ା ପଞ୍ଚାୟତ ଅଧିନସ୍ଥ ବିନେକେଲା ଗ୍ରାମର ଜଣେ ବୃଦ୍ଧଙ୍କର କାଳବୈଶାଖୀରେ ମୃତ୍ୟୁ ଘଟି ଥିବା ବେଳେ ବହୁ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିଲା। ମୃତକ ଜଣକ ହେଲେ ବିନେକେଲା ଗ୍ରାମର ଜୟ ରାମ…

ରାତି ପାହିଲେ ସାବିତ୍ରୀ ବ୍ରତ: ବଜାରରେ ନାହିଁ ନ ଥିବା ଭିଡ଼

କେସିଙ୍ଗା,୨୯।୫(ଡି.ଏନ୍‌.ଏ.): ରାତି ପାହିଲେ ସାବିତ୍ରୀ ଅମାବାସ୍ୟା। ଏ ନେଇ ହାଟ ବଜାର ସବୁଠି ଭିଡ଼ ଦେଖିବାକୁ ମିଳିଛି। କଳାହାଣ୍ଡି ଜିଲା କେସିଙ୍ଗା ସହରର ଡେଲି ମାର୍କେଟରେ ଫଳଦର ଆକାଶ ଛୁଆଁ ହୋଇଛି। ସବୁଠି ଫଳର ପସରା ମେଲିଥିବା ବେଳେ ଶାଢ଼ି, ଚୁଡି…

ମୂଷାପାଲି ପଞ୍ଚାୟତକୁ ମଦମୁକ୍ତ ପାଇଁ ଅଣ୍ଟା ଭିଡ଼ିଲେ ମହିଳା

କୋକସରା,୨୮ା୫(ଡି.ଏନ୍‌.ଏ.): ଦିନକୁ ଦିନ ଗ୍ରାମାଞ୍ଚଳରେ ଦେଶୀ ମଦଭାଟି ଛତୁ ଫୁଟିଲା ଭଳି ଖୋଲୁଥିବାରୁ ଗାଁ ଗାଁରେ ମଦ୍ୟପଙ୍କ ଦୌରାତ୍ମ୍ୟ ସହ ଗାଁ ପରିବେଶକୁ ଅଶାନ୍ତ କରୁଥିବା ଦେଖିବାକୁ ମିଳୁଛି। ଘରେ ଘରେ ଗଣ୍ଡଗୋଳ ହେଉଛି। ସ୍ତ୍ରୀ-ସ୍ବାମୀ ମଧ୍ୟରେ ମତାନ୍ତର ହୋଇ କଥା…

ଗଞ୍ଜେଇ ଚୋରାଚାଲାଣ: ୧୦ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ କାଉନସିଲର ପ୍ରାର୍ଥୀ

ଭବାନୀପାଟଣା,୨୮ା୫(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୟପାଟଣା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏସ୍‌ପି ଅଭିଳାଶଜୀଙ୍କ ନେତୃତ୍ୱରେ ଜୟପାଟଣା ଥାନାଧିକାରୀ ବାସୁଦେବ ଛତ୍ରିଆଙ୍କ ସହ ଏକ ଟିମ୍‌ ଗଠନ କରି ଗଞ୍ଜେଇ ଚୋରାଚାଲାଣ ବେଳେ ମାଡ଼ି ବସିଲା ପୋଲିସ। ଏଥିରେ ୧୦ ଜଣ…

କାଳବୈଶାଖୀ ଦେଇଗଲା ଦୁଃଖ

କୋକସରା,୨୬ା୫(ଡି.ଏନ୍‌.ଏ.) କଳାହାଣ୍ଡି ଜିଲା କୋକସରା ବ୍ଲକ ଅଞ୍ଚଳରେ ଗୁରୁବାର କାଳବୈଶାଖୀ ପ୍ରଭାବରେ ଝଡ ତୋଫାନ ସହ କୁଆପଥର ବର୍ଷା ହୋଇଥିଲା। ଝଡତୋଫାନରେ ବ୍ଲକର କାଶିବାହଲ ପଞ୍ଚାୟତ ଅଧୀନ ଧନସରା ଗ୍ରାମରେ ରହୁଥିବା ଜୟରାମ ସତନାମୀଙ୍କ ଘର ଆଜ୍‌ବେଷ୍ଟସ ଉଡିଯାଇ କ୍ଷତିଗ୍ରସ୍ତ ହୋଇଛି।…

ଦାଦନ ଖଟିବାକୁ ଯାଇଥିଲେ ଛାତ୍ର, ଘରକୁ ଆସିଲା ମୃତଦେହ

କୋକସରା,୨୬ା୫(ଡି.ଏନ.ଏ) କଳାହାଣ୍ଡି ଜିଲା କୋକସରା ବ୍ଳକରେ ଦାଦନ ଦୁଃଖ ଥମିବାର ନାଁ ଧରୁନାହିଁ। ଦିନକୁ ଦିନ ଦାଦନ ସମସ୍ୟା ଉଗ୍ର ରୂପ ନେଇଥିବା ବେଳେ ରାଜ୍ୟ ବାହାରକୁ କାମ କରିବାକୁ ଯାଇ ଗତ ୨ ମାସ ଭିତରେ ବ୍ଳକରେ ୩ଜଣ ଦାଦନ…

ପୁଣି ଉପସ୍ଥିତି ଜାହିର କଲେ ମାଓବାଦୀ, ପୋଡିଦେଲେ ୬ ଗାଡ଼ି

ଭବାନୀପାଟଣା,୨୬।୫(ସ୍ବ.ପ୍ର.): କିଛି ଦିନର ନୀରବତା ପରେ ପୁଣି କଳାହାଣ୍ଡିରେ ନିଜର ଉପସ୍ଥିତି ଜାହିର କରିଛନ୍ତି ମାଓବାଦୀ। ରାସ୍ତା କାମକୁ ବିରୋଧ କରି ୬ଟି ଗାଡି ପୋଡ଼ିଦେଇଥିବା ବେଳେ ମାଓବାଦୀ ପୋଷ୍ଟର ଲଗାଇ ଚେତାବନୀ ଦେଇଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ,…

କମୁଛି ଜଳସ୍ତର, ବର୍ଷାଜଳ ସଞ୍ଚୟ ନିର୍ଦ୍ଦେଶ

କେସିଙ୍ଗା,୨୫ା୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିରେ ରାଜ୍ୟ ସରକାରଙ୍କ ‘ମୁକ୍ତା’ ଯୋଜନାରେ ବର୍ଷାଜଳ ସଞ୍ଚୟ କରିବାକୁ ଜିଲାପାଳ ଡ. ଗାଭଳି ପରାଗ ହର୍ଷଦ କେସିଙ୍ଗା ଏନ୍‌ଏସିକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଏନ୍‌ଏସିର ୧୨ଟି ଓ୍ବାର୍ଡରେ ୧୦୦ଟି ସୋ ପିଟ ନିର୍ମାଣ କରିବା…

ଭାରତ ବନ୍ଦକୁ ସମର୍ଥନ ଜଣାଇ କେସିଙ୍ଗାରେ ୫ଘଣ୍ଟିଆ ରାସ୍ତାରୋକୋ

କେସିଙ୍ଗା,୨୫।୫(ଡି.ଏନ୍‌.ଏ): ଅଲ୍‌ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡରେସନ ନିର୍ଦ୍ଦେଶ କ୍ରମେ କଳାହାଣ୍ଡି ଜିଲା କେସିଙ୍ଗା ଶାଖା ପକ୍ଷରୁ ଭାରତ ବନ୍ଦକୁ ସମର୍ଥନ ଜଣାଇ ୫ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ବୁଧବାର ସକାଳେ ଆମ୍ବେଦକର ଛକ ନିକଟରେ ୬ଟାରୁ ୧୧ଟା ଯାଏ ରାସ୍ତା…

ଅତର୍କିତ ଚଢ଼ାଉ: ବଗିଚାରୁ ୧୫ ଲିଟର ଦେଶୀମଦ ସହ ବନ୍ଧୁକ ଜବତ

କୋକସରା,୨୪।୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ପୋଲିସ ପକ୍ଷରୁ ଧୋବେନଚଞ୍ଚରା ଗ୍ରାମରେ ଚଢାଉ କରି ୧୫ ଲିଟର ହାତରନ୍ଧା ମଦ ସହ ଦେଶୀ ବନ୍ଧୁକ ଜବତ କରାଯାଇଛି। ଘଟଣାରେ ଜଣଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିବା…

ବାଲି ଚୋରା ଚାଲାଣ ଘଟଣା: ୯୦ ହଜାର ଜରିମାନା ଗଣିଲେ ଗାଡ଼ି ମାଲିକ

କେସିଙ୍ଗା,୨୪।୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଲଇତରା ରାଜସ୍ବ ନିରୀକ୍ଷକ ଅଧୀନ ବୋରିଆ ଗ୍ରାମ ନିକଟରେ ଥିବା ଦେହେରେନ ଜୋରଠାରୁ ସୋମବାର ଚୋରା ବାଲି ଚାଲାଣ ହେଉଥିଲା। ଖବରପାଇ ରାଜସ୍ବ ନିରୀକ୍ଷକ ପ୍ରିୟବ୍ରତ ପୃଷ୍ଟି ଘଟଣାସ୍ଥଳରେ ପହଞ୍ଚି ଥିଲେ। ଜୋର ଭିତରେ…

ବାଲି ଚାଲାଣ ବେଳେ ୪ ହାଇଓ୍ବା, ଜେସିବି ଜବତ: ୪ ଅଟକ

କେସିଙ୍ଗା,୨୩।୫: କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବୋରିଆ ଗ୍ରାମ ନିକଟସ୍ଥ ଦେହେରେନ ନାଲାରୁ ସୋମବାର ବାଲି ଚାଲାଣ ହେଉଥିଲା। କୌଣସି ସୂତ୍ରରୁ ଖବର ପାଇ ଲଇତରା ରାଜସ୍ବ ନିରୀକ୍ଷକ ପ୍ରିୟବ୍ରତ ପୃଷ୍ଟି ବାଲିଘାଟରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ରାଜସ୍ବ ନିରୀକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?