କଳାହାଣ୍ଡି

ଲୁଟି ନେଲେ ସୁନାଗହଣା, ନଗଦ ଟଙ୍କା

କୋକସରା,୨୬।୬(ଡି.ଏନ.ଏ.): କଳାହାଣ୍ଡି ଜିଲା ଆମପାଣି ଥାନା ଅଧୀନ କାଉଡୋଳା ଗ୍ରାମରେ ଏକ ବଡ଼ଧରଣର ଡକାୟତି ହୋଇଛି। ଏ ନେଇ ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ମୁତାବକ, ଶନିବାର ରାତି ପ୍ରାୟ ୧ଟାରେ…

ଯବାନଙ୍କୁ ଦେଖି ଛତ୍ରଭଙ୍ଗ ଦେଲେ ମାଓବାଦୀ କମାଣ୍ଡର ନିଖିଲ

ଭବାନୀପାଟଣା,୨୬।୬(ସ୍ବ.ପ୍ର.): କଳାହାଣ୍ଡି-କନ୍ଧମାଳ ଜିଲା ସୀମାନ୍ତରେ ଗତ ଗୁରୁବାର ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏହି ଘଟଣାର ୩ ପରେ କଳାହାଣ୍ଡି ଜିଲା ମଦନପୁର ରାମପୁର ବ୍ଲକ ମୁଣ୍ଡାମସ୍କା ସଂରକ୍ଷିତ ଜଙ୍ଗଲରେ ଏକ ମାଓବାଦୀ କ୍ୟାମ୍ପ ଠାବ ହୋଇଛି। କୋମ୍ବିଂ…

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ବେସାହାରା ହେଲେ ଦୁଇ ପରିବାର

କୋକସରା,୨୫ା୬(ଡି.ଏନ୍‌.ଏ.): ଲଗାଣ ବର୍ଷାରେ ଦୁଇ ପରିବାରର ମାଟିଘର ଭାଙ୍ଗିଯାଇଛି। ଫଳରେ ଏବେ ଅସହାୟ ଅବସ୍ଥାରେ ସରକାରୀ ସହାୟତା ଲୋଡୁଛନ୍ତି ବିପନ୍ନ ପରିବାର। କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ଗାଁର ଶଙ୍କର ନାଏକ ଓ ଶଙ୍କରା ରାଉତ। ଶଙ୍କର ନାଏକଙ୍କ ଘରେ…

ଟଙ୍କା ନେବାକୁ ଆସି ଧରାପଡ଼ିଲେ ୨ ନକଲି ମାଓବାଦୀ

ଭବାନୀପାଟଣା,୨୫।୬(ସ୍ବ.ପ୍ର.): ମାଓବାଦୀଙ୍କ ନାଁରେ ଲୋକଙ୍କୁ ଭୟ ଦେଖାଇବା ସହ ଧମକାଇ ଟଙ୍କା ଆଦାୟ କରିବା ଅଭିଯୋଗରେ କଳାହାଣ୍ଡି ପୋଲିସ ୨ଜଣଙ୍କୁ ଗିରଫ କରିଛି। ଗିରଫ ୨ଜଣ ହେଲେ ବିଜେପୁର ଥାନା ଅଞ୍ଚଳର ଉଦ୍ଧବ ନାଏକ ଏବଂ କେଗାଁ ଥାନା ଅଞ୍ଚଳର ଜରାଷଣ୍ଢ…

ଭିଜିଲାନ୍ସ ଜାଲରେ ବିଇଓ ଅଫିସର ମୁଖ୍ୟ କିରାଣୀ, ଲାଞ୍ଚ ନେଲା ବେଳେ…

ଭବାନୀପାଟଣା,୨୪।୬(ସ୍ବ.ପ୍ର.): କଳାହାଣ୍ଡି ଜିଲା କଲମପୁର ବ୍ଲକ ବିଇଓ ଅଫିସର କାର୍ଯ୍ୟରତ ମୁଖ୍ୟ କିରାଣୀ ଯୁଧିଷ୍ଠିର ହରିଜନ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ଜିପିଏପ୍‌ କରେଇଦେବା ନେଇ ୧୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଯବାନ-ମାଓବାଦୀ ଗୁଳିବିନିମୟ

ଭବାନୀପାଟଣା,୨୩।୬(ସ୍ବ.ପ୍ର): କଳାହାଣ୍ଡି-କନ୍ଧମାଳ ଜିଲା ସୀମାନ୍ତ ମଦନପୁର ରାମପୁର ଥାନା ଅଧୀନ ଲୁବେନଗଡ଼ ନିକଟରେ ଥିବା ମୁଣ୍ଡାମସ୍କା ସଂରକ୍ଷିତ ଜଙ୍ଗଲରେ ଯବାନ ଏବଂ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି। ଗୁଳି ବିନିମୟରେ କେହି ମୃତାହତ ହୋଇନାହାନ୍ତି। କଳାହାଣ୍ଡି ଏସ୍‌ପି ଅଭିଳାଶ ଜି ଗୁରୁବାର…

ଏସିଡ୍‌ ମାଡ଼ରେ ୨ ଗୁରୁତର

ଜୁନାଗଡ଼,୨୩।୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ସହର ଗୋତିପଡ଼ା ରାମମନ୍ଦିର ଛକନିକଟରେ ଏସ୍‌ିଡ ମାଡ଼ରେ ୨ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ଗୋତିପଡ଼ାର ମୋହନଲାଲ ବିଶି ଓ ନିଳାମ୍ବର ମାଝୀ। ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ସାନ୍ତନୁ ବିଶିଙ୍କୁ ପୋଲିସ…

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଭୁଲ୍‌ ତଥ୍ୟ ଦେବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା

କର୍ଲାମୁଣ୍ଡା,୨୩ା୬(ଡି.ଏନ୍‌.ଏ.): ବାସହୀନଙ୍କ ପାଇଁ ଘର ଯୋଗାଇବା ଉଦ୍ଦେଶ୍ୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କରୁଥିଲେ ହେଁ ସରକାରୀ ଅଧିକାରୀମାନଙ୍କ ଆନ୍ତରିକତା ଅଭାବରୁ ଯୋଗ୍ୟ ହିତାଧିକାରୀମାନଙ୍କ ପାଇଁ ଯୋଜନା ସାତସପନ ପାଲଟିଛି। ଏଭଳି ଏକ ଘଟଣା କଳାହାଣ୍ଡି ଜିଲା…

ନିଲାମ ହେବ ସର୍ବସାଧାରଣ ସମ୍ପତ୍ତି

କୋକସରା,୨୨ା୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ପଞ୍ଚାୟତ ନିୟନ୍ତ୍ରଣ ଓ ପରିଚାଳନା ଅଧୀନରେ ଥିବା ସର୍ବସାଧାରଣ ସମ୍ପତ୍ତି ଯଥା ହାଟ, ବଜାର,ପୋଖରୀ, କଟା,ଫଳ ବଗିଚା ଇତ୍ୟାଦିକୁ ଆସନ୍ତା ୨୦୨୨/୨୩ ଓ ପରବର୍ତ୍ତୀ ବର୍ଷ ପାଇଁ ଧର୍ମଗଡ଼ ଉପଜିଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ…

ଲଗାଣ ବର୍ଷାରେ ଭାଙ୍ଗିଲା ଘର; ଆବାସ ଯୋଜନାରେ ଗୃହ ଯୋଗାଇଦେବାକୁ ବିଡିଓଙ୍କୁ ଗୁହାରି

କୋକସରା,୨୧।୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ ପାଣିଗାଁର ମକରଧଜ ମହାନ୍ତିଙ୍କ ଘରର କାନ୍ଥ ଲଗାଣ ବର୍ଷା କାରଣରୁ ଭାଙ୍ଗି ପଡିଛି। ଫଳରେ ପରିବାର ଅତି ଦୟନୀୟ ଅବସ୍ଥାରେ ଭଙ୍ଗା ଘରେ ଆଶ୍ରୟ ନେଇଛି। ମକରଧଜ ଜଣେ ଗରିବ ଶ୍ରେଣୀର…

କୋକସରାରେ ‘ଯୋଗ ଦିବସ’

କୋକସରା,୨୧।୬(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଅଧୀନ ଲଡୁଗାଁ ଉଚ୍ଚ ବିଦ୍ୟାଳୟ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର କୋକସରା ଓ ଭାଜପା ପକ୍ଷରୁ ମଙ୍ଗଳବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଲଡୁଗାଁ ଉଚ୍ଚ ବିଦ୍ୟାଳୟଠାରେ ମୁଖ୍ୟ ଅତିଥି…

ନାବାଳିକାଙ୍କୁ ଅପହରଣ କରି ବନ୍ଧା ହେଲେ

କୋକସରା,୨୧।୬(ଡି.ଏନ୍‌.ଏ.): ନାବାଳିକାକୁ ବିବାହର ପ୍ରଲୋଭନ ଦେଖାଇ ଅପହରଣ କରିଥିବା ଅଭିଯୋଗରେ କଳାହାଣ୍ଡି ଜିଲା କୋକସରା ଥାନା ପୋଲିସ ଜଣେ ଯୁବକଙ୍କୁ ଆନ୍ଧ୍ରପ୍ରଦେଶ ୱେଷ୍ଟ ଗୋଦାବରୀ ଏଲୁରରୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ନାବାଳିକାଙ୍କୁ ଉଦ୍ଧାର କରିଛି। ଗିରଫ ଯୁବକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?