କଳାହାଣ୍ଡି

ବ୍ରିଜ୍‌ ଉପରୁ ନଦୀକୁ ଖସିଲା ହାଇଓ୍ବା

ଭବାନୀପାଟଣା,୨୫ା୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ବନ୍ଧାଗାଁ ତେଲ ନଦୀ ବ୍ରିଜ ଉପରୁ ଶନିବାର ଏକ ହାଇଓ୍ବା ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଛି। ସୌଭାଗ୍ୟବଶତଃ ଚାଳକ ଏବଂ ହେଲପର ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି। ତେବେ ହେଲପରଙ୍କ ଗୋଟିଏ ହାତ ଭାଙ୍ଗି…

ଜଳୁଛି ଗୋଜିଆ ଜଙ୍ଗଲ

ଗୋଲାମୁଣ୍ଡା,୨୫।୨(ଡି.ଏନ.ଏ.): ଗ୍ରୀଷ୍ମ ଋତୁ ଆସିନି ହେଲେ ଜଙ୍ଗଲରେ ଲାଗିଲାଣି ନିଆଁ। ନିଆଁ ବଢି ଚାଲିଥିବା ବେଳେ ଲିଭିବାର ନାଁ ନେଉନି। ଏବେଠାରୁ ନିଆଁକୁ ଆୟତ୍ତ କରା ନ ଗଲେ ଜଙ୍ଗଲରୁ ବହୁ ଗଛ ପୋଡି ନଷ୍ଟ ହୋଇଯିବ। କଳାହାଣ୍ଡି ଜିଲା ଗୋଲାମୁଣ୍ଡା…

ଗରିବ ପିଲାଙ୍କୁ ମାଗଣାରେ ପଢ଼ାନ୍ତି ଦମ୍ପତି

ଭବାନୀପାଟଣା,୨୫।୨(ସ୍ବ.ପ୍ର.): ଗରିବ ପରିବାର ଛାତ୍ରୀଛାତ୍ର, ଶିଶୁ ଶ୍ରମିକ, ଟଙ୍କା ଅଭାବରୁ ପାଠ ପଢ଼େଇ ନ ପାରୁଥିବା ଆର୍ଥିକ ଅନାଗ୍ରସର ପରିବାରର ପିଲାମାନଙ୍କୁ ମାଗଣାରେ ପାଠ ପଢ଼ାଇ ଏବେ ଜୁନାଗଡ଼ ସହରର ସୀତା ଗୁରୁମା’ ତାଙ୍କ ସ୍ବାମୀ ଦୀପକ ରଞ୍ଜନ ସାହୁ ଅନ୍ୟଙ୍କ…

ରିମାଣ୍ଡରେ ସତ ମାନିଲେ ଶୁଚିସ୍ମିତା

ଭବାନୀପାଟଣା,୨୫।୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ବିଇଓ ଅଫିସ୍‌ର ପୂର୍ବତନ ଆକାଉଣ୍ଟାଣ୍ଟ ଶୁଚିସ୍ମିତା ସୁଆରଙ୍କୁ ଟାଉନ ଥାନା ପୋଲିସ ଗୋଟିଏ ଦିନ ପାଇଁ ରିମାଣ୍ଡରେ ଆଣିଥିଲା। ଭବାନୀପାଟଣା ଟାଉନ ଥାନା ଇନ୍ସପେକ୍ଟର ରନିତାରାଣୀ ପ୍ରଧାନ ଶୁଚିସ୍ମିତାଙ୍କୁ ଗୋଟିଏ ଦିନ ପାଇଁ ରିମାଣ୍ଡରେ ଆଣିଥିଲେ।…

କଳାହାଣ୍ଡିର ପୂର୍ବତନ ସିଡିଭିଓ ନିଲମ୍ବିତ

ଭବାନୀପାଟଣା,୨୫।୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ପ୍ରାଣି ଚିକିତ୍ସା ବିଭାଗର ପୁର୍ବତନ ସିଡିଭିଓ (ଜିଲା ମୁଖ୍ୟ ପ୍ରାଣି ଚିକିତ୍ସାଧିକାରୀ) ଚୈତନ୍ୟ ଚରଣ ସେଠୀଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି। ପ୍ରକାଶ ଯେ, କଳାହାଣ୍ଡି ସିଡିଭିଓ ଭାବରେ ଚୈତନ୍ୟ କାର୍ଯ୍ୟରତ ଥିଲେ। ତାଙ୍କୁ ଓଡ଼ିଶା ବାୟୋଲୋଜିକାଲ…

ପୋଡ଼ିଗଲା ଅର୍ବାନ ପ୍ଲାଣ୍ଟ

ଲାଞ୍ଜିଗଡ଼,୨୪।୨(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳ ଅଧୀନରେ ଥିବା ମୂଷାନାଳ ସେକ୍ସନ ମୂଷାନାଳ ନିକଟସ୍ଥ ପାତର ଡଙ୍ଗର ରେତ ନଦୀ କୂଳରେ ମୂଷା ନାଳ ବନ ବିଭାଗ ଦାରା ୨୦୧୯-୨୦ରେ ପ୍ରାୟ ୭ ଏକର ଜମିରେ…

ଫାର୍ମାସିଷ୍ଟ ଭରସାରେ ରୋଗୀ ସେବା

ଭବାନୀପାଟଣା,୨୩।୨(ସ୍ବ.ପ୍ର.): କେନ୍ଦ୍ର ଓ ରାଜ୍ୟ ସରକାର ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବାସ୍ତବରେ ଫେଲ ମାରୁଥିବା ଦେଖିବାକୁ ମିଳୁଛି। ଏବେ ବି ଅନେକ ଡାକ୍ତରଖାନାରେ ଡାକ୍ତର ପଦବୀ ଖାଲି…

୪ ମାସ ପରେ ଥାନାରେ ଆତ୍ମସମର୍ପଣ କଲେ ଶୁଚିସ୍ମିତା

ଭବାନୀପାଟଣା,୨୨।୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ବିଇଓ ଅଫିସର ଆକାଉଣ୍ଟାଣ୍ଟ ଶୁଚିସ୍ମିତା ସୁଆର ଲକ୍ଷାଧିକ ଟଙ୍କା ହଡ଼ପ କରି ଦୀର୍ଘ ୪ ମାସରୁ ଊର୍ଦ୍ଧ୍ୱ ହେବ ଫେରାର ଥିଲେ। ମଙ୍ଗଳବାର ମଧ୍ୟାହ୍ନରେ ଭବାନୀପାଟଣା ଟାଉନ ଥାନାକୁ ହଠାତ ଆସି ସେ ଆତ୍ମସମର୍ପଣ କରିଥିବା…

ଦ୍ୱିତୀୟ ବିବାହ କରିବେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର

ଭବାନୀପାଟଣା:୨୧।୨(ସ୍ବ.ପ୍ର.): ଚର୍ଚ୍ଚାରେ ପୁଣି କଳାହାଣ୍ଡି। ଦ୍ବିତୀୟ ବିବାହ କରିବେ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର। ବିଧାୟକ ମିଶ୍ର ବିବାହ କରିବାକୁ ଥିବା ନେଇ ସୋସିଆଲ ମିଡିଆରେ ଖବର ଭାଇରାଲ ହୋଇଛି। ଏହାକୁ ନେଇ ସବୁଠି…

ଖୋଲାଖୋଲି ଚାଲିଛି ଛତୁଆ ବିକ୍ରି

କେସିଙ୍ଗା,୨୦।୨(ଡି.ଏନ.ଏ.): ରାଜ୍ୟ ମହିଳା ଓ ଶିଶୁ ବିକାଶ ଯୋଜନା ପକ୍ଷରୁ ଶିଶୁ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ମାଗଣାରେ ପୃଷ୍ଟିକର ଛତୁଆ ଅଙ୍ଗନଓ୍ବାଡି କେନ୍ଦ୍ର ଜରିଆରେ ଯୋଗାଇ ଦିଆଯାଉଛି। ଛତୁଆ ବିକ୍ରୟ ପାଇଁ ଉଦ୍ଦିଷ୍ଟ ନୁହେଁ ବୋଲି ପ୍ୟାକେଟରେ ଲେଖାଯାଇଛି। କିନ୍ତୁ…

ସ୍ବାଧୀନତାର ୭ ଦଶନ୍ଧି ପରେ ବି ପରାଧୀନ

ଭବାନୀପାଟଣା,୨୦।୨(ସ୍ବ.ପ୍ର.): ଦେଶ ସ୍ବାଧୀନତା ପୂର୍ବରୁ ଛୁଆଁଅଛୁଆଁ ଭେଦଭାବ ରହିଥିଲା। ସେହି ସମୟରେ ଆଦିବାସୀଙ୍କୁ ଏକ ଭିନ୍ନ ଚକ୍ଷୁରେ ଦେଖାଯାଉଥିଲା। ଆଦିବାସୀଙ୍କୁ ଘୃଣା କରିବା ସହ ନିର୍ଯାତନା ମଧ୍ୟ ଦେଉଥିଲେ। ସେହି ସମୟରେ ଅକଥନୀୟ ନିର୍ଯାତନା ସହି ନ ପାରି ସରଳି ଆଦିବାସୀମାନେ…

୨ ହଜାର ଟଙ୍କାରେ ରାଶନ କାର୍ଡ ବନ୍ଧା

ଭବାନୀପାଟଣା,୧୮।୨(ସ୍ବ.ପ୍ର.): କଳାହାଣ୍ଡି ଜିଲାରେ କାମ ମିଳୁ ନ ଥିବା ଯୋଗୁ ଗରିବ ଲୋକେ କାମ ଅନ୍ବେଷଣରେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଜିଲାର ଜୁନାଗଡ ବ୍ଲକ ମିଚାଗାଁର ଧର୍ମାନନ୍ଦ ଦୁର୍ଗା ରାଶନ କାର୍ଡକୁ ୨ ହଜାର ଟଙ୍କାରେ ବନ୍ଧା ପକାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?