ଖରିଫ ଧାନ ସଂଗ୍ରହ ଆରମ୍ଭରୁ ତେଜିଲା ଅସନ୍ତୋଷ
ଭବାନୀପାଟଣା/କୋକସରା,୨୫।୧୧(ସ୍ବ.ପ୍ର./ଡି.ଏନ.ଏ.): କଳାହାଣ୍ଡି ଜିଲାରେ ଚଳିତ ଖରିଫ ଧାନ କିଣା ଅନୁଷ୍ଠାନିକ ଭାବେ ଗୁରୁବାର ରଣମାଲ ମଣ୍ଡିରେ ଆରମ୍ଭ ହୋଇଛି। ହେଲେ ପ୍ରଥମ ଦିନରୁ ହିଁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ସୂଚନା ଅନୁସାରେ କଳାହାଣ୍ଡି ଜିଲାରେ ପ୍ରଥମ ଥର...
ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ବିକ୍ଷୋଭ
କର୍ଲାମୁଣ୍ଡା,୨୪।୧୧(ଡି.ଏନ୍ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରଠାରେ ବୁଧବାର ବିଜେଡି ପକ୍ଷରୁ ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଶତାଧିକ କର୍ମୀ ଶୋଭାଯାତ୍ରାରେ ଆସି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ନାରା ବାଜି ଦେଇଥିଲେ। ପରେ ରାଷ୍ଟ୍ରପତିଙ୍କ...
ବିଡିଓଙ୍କୁ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ଦାବିପତ୍ର
କର୍ଲାମୁଣ୍ଡା,୨୨।୧୧(ଡି.ଏନ୍.ଏ.):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଅଲ ଓଡ଼ିଶା ଅଙ୍ଗନଓ୍ବାଡ଼ି ଲେଡିଜ ୱାର୍କସ ଆସୋସିଏଶନ କର୍ଲାମୁଣ୍ଡା ଶାଖା ପକ୍ଷରୁ ଅଙ୍ଗନୱାଡି କର୍ମୀମାନେ ସୋମବାର ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସଂଘର ସଭାନେତ୍ରୀ ସଲମୀ ନାଗ, ସମ୍ପାଦିକା ସୁଲକ୍ଷଣି ସାହୁଙ୍କ ନେତୃତ୍ୱରେ...
ମମିତା ମେହେର ହତ୍ୟା ଘଟଣା: ଆଉ ଜଣେ ଛାତ୍ରୀଙ୍କ ବୟାନ ରେକର୍ଡ
ଭବାନୀପାଟଣା,୨୨।୧୧(ସ୍ବ.ପ୍ର.): କଳାହାଣ୍ଡି ଜିଲା କେଗାଁ ଥାନା ମହାଲିଙ୍ଗସ୍ଥିତ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ରାଜନୀତି ତୀବ୍ର ହେବାରେ ଲାଗିଛି। ଏପରିସ୍ଥଳେ ଏହି ଘଟଣାରେ ଆଉ ଜଣେ ଛାତ୍ରୀଙ୍କ ବୟାନ ରେକର୍ଡ କରାଯାଇଥିବା ଜଣାପଡିଛି। କୋର୍ଟରେ ୧୬୪ରେ...
ବାଇକ୍ରେ ୧୦ କି.ମି. ବୋହିଲେ ମା’ଙ୍କ ମୃତଦେହ
ଭବାନୀପାଟଣା,୧୯।୧୧(ସ୍ବ.ପ୍ର.): କଳାହାଣ୍ଡିରେ ପୁଣି ମୃତଦେହକୁ ଅସମ୍ମାନ ଦେବା ଘଟଣା ଦୃଷ୍ଟିକୁ ଆସିଛି। ମା’ଙ୍କ ମୃତଦେହକୁ ବାଇକ୍ରେ ୧୦ କି.ମି. ବୋହିଛନ୍ତି ପୁଅ। ଏଭଳି ଅଭବାନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ବେହେରାଗୁଡାରେ। ମିଳିଥିବା ସୂଚନାନୁସାରେ, ବେହେରାଗୁଡାର କରନ...
କେସିଙ୍ଗାରେ ଅପରାଜିତା ଷଡ଼ଙ୍ଗୀ: ରାସ୍ତାକଡ଼ ଲୋକଙ୍କୁ ପଚାରି ବୁଝିଲେ ସୁଖଦୁଃଖ
କେସିଙ୍ଗା,୧୪।୧୧(ଡି.ଏନ୍.ଏ.): ଭୁବନେଶ୍ବର ଏମ୍ପି ଅପରାଜିତା ଷଡ଼ଙ୍ଗୀ ରବିବାର କଳାହାଣ୍ଡି ଜିଲା କେସିଙ୍ଗା ଗସ୍ତ କରିଛନ୍ତି। ସେ କେସିଙ୍ଗା ଷ୍ଟେଶନରେ ପହଞ୍ଚିବା ପରେ ତାଙ୍କୁ ଭାଜପା ପକ୍ଷରୁ ସ୍ବାଗତ କରାଯାଇଥିଲା। ପରେ ବସଷ୍ଟାଣ୍ଡ ନିକଟରେ ଥିବା ଏକ ଚା’ ଦୋକାନରୁ କର୍ମୀମାନଙ୍କ...
୧୪ରେ କେସିଙ୍ଗା ଗସ୍ତରେ ଯିବେ ଅପରାଜିତା ଷଡ଼ଙ୍ଗୀ
କେସିଙ୍ଗା ,୧୩।୧୧(ଡି.ଏନ୍.ଏ.): ଆସନ୍ତା ୧୪ ତାରିଖ ରବିବାର ଭୁବନେଶ୍ୱର ଏମ୍ପି ତଥା ଭାଜପାର ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ କଳାହାଣ୍ଡିର କେସିଙ୍ଗା ଗସ୍ତରେ ଯିବେ। ଏ ନେଇ ଶନିବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। କେସିଙ୍ଗା ଏନ୍ଏସିର ଭାଜପା ସଭାପତି...
ଶାନ୍ତି ପୂର୍ଣ୍ଣ ଭାବେ ବନ୍ଦ ପାଳନ
କର୍ଲାମୁଣ୍ଡା,୧୨।୧୧(ଡି.ଏନ୍.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ଜାତୀୟ କଂଗ୍ରେସ ଦଳ ପକ୍ଷରୁ ଶାନ୍ତି ପୂର୍ଣ୍ଣ ଭାବେ ଛଅ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା। ଏଥିରେ ବ୍ଲକ ସଭାପତି ପ୍ରମୋଦ କୁମାର ସାହୁ , ଯୁବ କଂଗ୍ରେସ ବ୍ଲକ...
ପୁଣି ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼
ଭବାନୀପାଟଣା,୧୦।୧୧(ଡି.ଏନ୍.ଏ.): ପୁଣି ଜଣେ ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ହୋଇଛି। ଭବାନୀପାଟଣାର ଥୁଆମୂଳ ରାମପୁର ଡୁମେରପଦର ଗାଁରେ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଗାଡ଼ି ଉପରକୁ କଂଗ୍ରେସ କର୍ମୀ ଅଣ୍ଡାମାଡ଼ କରିଛନ୍ତି। ଅଣ୍ଡାମାଡ଼ ସହ କଳା ପତାକା ପ୍ରଦର୍ଶନ ମଧ୍ୟ...
ମନ୍ତ୍ରୀଙ୍କ କୁଶପୁତ୍ତଳିକା ପୋଡ଼ିଲେ
ଭବାନୀପାଟଣା/କୋକସରା,୮।୧୧(ସ୍ବ.ପ୍ର./ଡି.ଏନ.ଏ.): ମମିତା ମେହେର ହତ୍ୟାକାଣ୍ଡ ନେଇ କଳାହାଣ୍ଡି ଜିଲାର ବିଭିନ୍ନ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଭାଜପା ବିକ୍ଷୋଭ କରିବା ସହ ମୁଖ୍ୟମନ୍ତ୍ରୀ ଓ ୨ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛି। ଜୁନାଗଡରେ ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେରଙ୍କ ନେତୃତ୍ୱରେ ସ୍ଥାନୀୟ...
କେସିଙ୍ଗାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟକାର୍ଡ ବାଣ୍ଟିଲେ ମନ୍ତ୍ରୀ
କେସିଙ୍ଗା,୮।୧୧(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହର ଜଗନ୍ନାଥ ମନ୍ଦିର ପଡ଼ିଆରେ ହିତାଧିକାରୀଙ୍କୁ ନୂଆ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟକାର୍ଡ ସୋମବାର ବଣ୍ଟନ କରାଯାଇଛି। ମନ୍ତ୍ରୀ ଅରୁଣ ସାହୁ, ଉଠାଜଳସେଚନ ଅଧ୍ୟକ୍ଷ ଅମରେଶ ପତ୍ରି, କେସିଙ୍ଗା ବିଡିିଓ ପ୍ରଫୁଲ କୁମାର...
ମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡାମାଡ଼
ଭବାନୀପାଟଣା,୮।୧୧(ଡି.ଏନ୍.ଏ.): ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଛି। କଳାହାଣ୍ଡି ଜିଲା ଭବାନୀପାଟଣାରେ ଆୟୋଜିତ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିବା ବେଳେ ନର୍ଲାଠାରେ ତାଙ୍କ ଗାଡ଼ି ଉପରକୁ...
Archives


