କଳାହାଣ୍ଡି

ଶ୍ବଶୁର ଘର ଗାଁରେ ଜ୍ବାଇଁର ମୃତ୍ୟୁ

କେସିଙ୍ଗା,୨୦।୫(ଡିଏନଏ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଶିରୋଲ ଗ୍ରାମ ପଞ୍ଚାୟତର ପୋଢ଼ଖମ୍ବ ଗ୍ରାମର ପିଡବ୍ଲୁଡି ମୁଖ୍ୟ ରାସ୍ତା ପାଶ୍ୱରେ କୈଳାଶ ମାଝି(୩୫) ନାମକ ଜଣେ ଟ୍ରାକ୍ଟର ଡ୍ରାଇଭର ଗଳାରେ ଲୁଙ୍ଗି ବାନ୍ଧି ପଳାଶ ଗଛରେ ଆତ୍ମହତ୍ୟା କରିଛନ୍ତି। କୈଳାଶ ଜଣେ ଟ୍ରାକ୍ଟର…

୨ ଦିନିଆ କଳାହାଣ୍ଡି ଗସ୍ତରେ ୫-ଟି ସଚିବ

ଭବାନୀପାଟଣା/କେସିଙ୍ଗା/ଏମ୍‌.ରାମପୁର,୨୦।୫(ସ୍ବ.ପ୍ର./ଡି.ଏନ.ଏ.): ୫-ଟି ସଚିବ ଭି.କେ. ପାଣ୍ଡିୟାନ ଶୁକ୍ରବାର ଦୁଇ ଦିନିଆ କଳାହାଣ୍ଡି ଜିଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ପ୍ରଥମ ଦିନରେ ସଚିବ ଜିଲାର ଏମ.ରାମପୁର, କେସିଙ୍ଗା, ନର୍ଲା, ଭବାନୀପାଟଣା ଓ ଜୁନାଗଡ ବ୍ଲକର ବିଭିନ୍ନ ସ୍ଥାନ…

ପାଣି ପାଇଁ ଲୋକେ ହନ୍ତସନ୍ତ

ବେହେରା,୨୦।୫(ଡି.ଏନ.ଏ.): କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ପର୍ଲା ପଞ୍ଚାୟତ ସେମଲା ଗ୍ରାମରେ ନିର୍ମିତ ବସୁଧା ଯୋଜନା କାମକୁ ଆସୁ ନାହିଁ। ଗାଁରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ବସୁଧା ଯୋଜନାରେ ନିର୍ମାଣ ହୋଇଛି ଓଭର ହେଡପାଣି ଟାଙ୍କି। ଘରକୁ…

ବେଲଖଣ୍ଡିରେ ୫ଟି ସଚିବ

କେସିଙ୍ଗ।,୧୯।୫(ଡିଏନଏ): ୫ଟି ସଚିବ ଭି.କେ ପାଣ୍ଡିଆନ କଳାହାଣ୍ଡିକୁ ଦୁଇ ଦିନିଆ ଗସ୍ତରେ ଆସି ଶୁକ୍ରବାର ପୂର୍ବାହ୍ନରେ ୧୧ଟାରେ ଐତିହାସିକ ଶୈବପୀଠ ବେଲଖଣ୍ଡିରେ ପହଞ୍ଚିିଥିଲେ। ଘୁମୁରା ଓ ଗଣ୍ଡା ବାଜା ତାଳେ ତାଳେ ଜିଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, କେସିଙ୍ଗା ବ୍ଲକ…

ପୋଷ୍ଟର ଲଗାଇ ଦାବି କଲେ ମାଓବାଦୀ

ଲାଞ୍ଜିଗଡ଼,୧୯।୫(ଡି.ଏନ.ଏ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ସିକେରକୂପା ଫାଣ୍ଡି ଅଧିନସ୍ଥ ଡ଼େଙ୍ଗେନ ଛକ ବା କୁଚେଇଜୋର ଅଞ୍ଚଳରେ ମାଓ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି । ଏନେଇ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ଏହି ପୋଷ୍ଟରରେ ପାଷ୍ଟିକୁଡିର ଲାଲୁ ନିଆଲ, ଭବାନୀପାଟଣା…

୫-ଟି ସଚିବଙ୍କ ଗସ୍ତ ପୂର୍ବରୁ ତରବରିଆ କାର୍ଯ୍ୟ

ମ. ରାମପୁର,୧୯।୫(ଡି.ଏନ.ଏ.): ୧୯ ଓ ୨୦ ତାରିଖରେ ୨ ଦିନିଆ କଳାହାଣ୍ଡି ଜିଲା ଗସ୍ତରେ ଆସିବେ ୫-ଟି ସଚିବ ଭି.କେ. ପାଣ୍ଡିୟାନ। ଏହି ଅବସରରେ ମ. ରାମପୁର ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ମୋ ହସ୍ପିଟାଲ ଓ ସନ୍ଦୂଲ୍‌ ନଦିଠାରେ ନିର୍ମାଣାଧୀନ ସେଚ ପ୍ରକଳ୍ପରେ…

ନିଜ ଖର୍ଚ୍ଚରେ ରାସ୍ତା ମରାମତି କଲେ ଯୁବ ସଙ୍ଗଠକ

କେସିଙ୍ଗା,୧୯।୫(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହ ବଲାଙ୍ଗୀର ଜିଲା ଟିଟଲାଗଡ ସହରକୁ ସଂଯୋଗ କରୁଥିବା ରାସ୍ତାର କେସିଙ୍ଗା ସହରଠାରୁ ପ୍ରାୟ ୫୦୦ ମିଟର ଦୂର ଏକ କଲଭର୍ଟ ଉପରେ ଗତ ଏକ ବର୍ଷ ହେଲା ସିମେଣ୍ଟ ଫାଟି ଲୁହା ରଡ଼ ଦେଖା…

ଦୂରହେବ ଦୀର୍ଘ ଦଶନ୍ଧିର ଦୁଃଖ

ଭବାନୀପାଟଣା,୧୯।୫(ସ୍ବ.ପ୍ର.): ଗ୍ରାମାଞ୍ଚଳକୁ ସହରାଞ୍ଚଳ ସହ ସଂଯୋଗ କରିବାକୁ ସରକାର ରାସ୍ତା ଓ ପୋଲ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଉପାନ୍ତ ଇଲାକାର ଲୋକଙ୍କ ପାଇଁ ପ୍ରହସନ ପାଲଟିଛି ଯୋଜନା। ନଦୀରେ ପୋଲଟିଏ ନ ଥିବା ଯୋଗୁ…

ବିଧାୟକଙ୍କ ନିର୍ଦ୍ଦେଶରେ ୩ବର୍ଷ ପରେ ଖୋଲିଲେ ଗେଟ୍‌

କେସିଙ୍ଗା,୧୭।୫(ଡି.ଏନ.ଏ): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ଅବସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ପ୍ରସୂତିକାଳୀନ ଏବଂ ଶିଶୁ ସାସ୍ଥ୍ୟ କେନ୍ଦ୍ରକୁ ଯାଇଥିବା ମୁଖ୍ୟ ଗେଟ୍‌କୁ ଜିଲାପାଳଙ୍କ ଉପସ୍ଥିତରେ ଖୋଲା ଯାଇଛି। ଜାତୀୟ ରାଜପଥ ୨୬ ଠାରୁ ମାର୍କେଟ ଦେଇ ପ୍ରସୂତିକାଳୀନ ଏବଂ ଶିଶୁ ସ୍ବାସ୍ଥ୍ୟ…

ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ଆସିବେ ୫ଟି ସଚିବ

କେସିଙ୍ଗା,୧୭।୫(ଡିଏନଏ) ଆସନ୍ତା ୧୯ ଓ ୨୦ ତାରିଖ ଶୁକ୍ରବାର ଏବଂ ଶନିବାର ୫ଟି ସଚିବ ଭି.କେ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସୁଛନ୍ତି। ଏନେଇ କେସିଙ୍ଗା ବିଡ଼ିଓ ପ୍ରଫୁଲ କୁମାର ଅଦୁ ସୂଚନା ଦେଇଛନ୍ତି। ପ୍ରଥମେ ୧୯ ତାରିଖରେ କେସିଙ୍ଗା ବ୍ଲକର ବେଲଖଣ୍ଡି…

ଓଇଏସ ପାଇଲେ କୋକସରା ଜବାହର ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟତ୍ରୀ

କୋକସରା,୧୬।୫(ଡି.ଏନ.ଏ) ଓଡିଶା ଏଜୁକେସନ ସର୍ଭିସରେ କୃତକାର୍ଯ୍ୟ ହୋଇଛନ୍ତି ମଧୁସ୍ମିତା ନାଏକ । ସେ ବର୍ତ୍ତମାନ କୋକସରା ଜବାହର ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି। ଜୁନାଗଡ଼ ବ୍ଲକ ମହିଚଳା ପଞ୍ଚାୟତ ଚକୁଳି ଗ୍ରାମର ସ୍ବର୍ଗତ ଅନାମ ନାଏକଙ୍କ ଝିଅ…

୩ ୱାର୍ଡ ସଭ୍ୟଙ୍କ ସାମୂହିକ ଇସ୍ତଫା

କୋକସରା,୧୫।୫(ଡି.ଏନ.ଏ.): ପଞ୍ଚାୟତର ଜନସାଧାରଣଙ୍କ ସମସ୍ୟାର ସମାଧାନ କରିବାକୁ ୱାର୍ଡ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ହେଲେ ପ୍ରଶାସନର ଅଣଦେଖା ପ୍ରତିବାଦ କରି ସୋମବାର କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ଗ୍ରାମପଞ୍ଚାୟତର ୩ଜଣ ୱାର୍ଡ଼ ସଭ୍ୟ ସଭ୍ୟା ସାମୂହିକ ଭାବେ ପଞ୍ଚାୟତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?