କଳାହାଣ୍ଡି

ନିର୍ଦ୍ଧାରିତ ସମୟରେ ସରୁନି ରାସ୍ତା କାମ, ବଢୁଛି ଲୋକଙ୍କ ଦୁର୍ଦ୍ଦଶା

କେସିଙ୍ଗା,୨୫।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଚାଲିଥିବା ଦୁଇଟି ରାସ୍ତା ନିର୍ମାଣ କାମକୁ ନେଇ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। କେସିଙ୍ଗା ବ୍ଳକର ଜୋଲକୋ-ଟୁଟିଙ୍ଗପଦର ରାସ୍ତା ଏବଂ ଗାଈଦୋରୋ-ଦେଓଗାଁ ରାସ୍ତା ନିର୍ମାଣ କାମ ଚାଲିଛି। ହେଲେ…

ଖଟିଆରେ ଭରା ନଦୀ ପାର୍‌ ହେଲେ ରୋଗୀ

ଭବାନୀପାଟଣା,୨୫।୯(ଉତ୍ତମ କୁମାର ଦାଶ): ସରକାର କଳାହାଣ୍ଡିକୁ ଆକାଂକ୍ଷା ଜିଲା ଭାବେ ଘୋଷଣା କଲା ପରେ ମଧ୍ୟ ଆଜି ବି’ ଲୋକଙ୍କ ପାଖରେ ବିକାଶ ପହଞ୍ଚି ପାରିନାହିଁ। ଜିଲାର ଦୁର୍ଗମ ପାହାଡିଆ ଓ ବିଚ୍ଛିନ୍ନାଞ୍ଚଳରେ ବର୍ତ୍ତମାନ ବି’ ଆବଶ୍ୟକ ସୁବିଧା ସୁଯୋଗ ମିଳିପାରୁ…

ମା’ଙ୍କ ପ୍ରତିମା ପାଇଁ ମାଟି ପୂଜା

କୋକସରା,୨୪।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): ଆସିଛି ପାର୍ବଣ। ଧରାବତାରଣ କରିବେ ମା’ ଜଗତ ଜନନୀ ଦୁର୍ଗା। କଳାହାଣ୍ଡି ଜିଲା କୋକସରା ସଦର ମହକୁମାରେ ପାଳନ ହେଉଥିବା ସାର୍ବଜନୀନ ଦୁର୍ଗା ପୂଜା ପାଇଁ ରବିବାର କମିଟି ପକ୍ଷରୁ ମା’ଙ୍କ ପ୍ରତିମା ନିର୍ମାଣ ପାଇଁ ମାଟି…

ଧୀରେ ଧୀରେ କୋଳ ଭରୁଛି ଇନ୍ଦ୍ରାବତୀ

ଭବାନୀପାଟଣା,୨୩।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଅର୍ଥନୈତିକ ବିକାଶ ପାଇଁ ଇନ୍ଦ୍ରାବତୀର ଜଳ ସେଚନ ଏକ ନିର୍ଭର ଯୋଗ୍ୟ ମାଧ୍ୟମ ପାଲଟିଛି। ହେଲେ ଚଳିତବର୍ଷର ନିଅଣ୍ଟିଆ ବର୍ଷା ଇନ୍ଦ୍ରାବତୀ ପାଇଁ ସର୍ବକାଳୀନ ସର୍ବନିମ୍ନସ୍ତରକୁ ଜଳସ୍ତର ପହଞ୍ଚତ୍ବା ରେକର୍ଡ ସୃଷ୍ଟି କରିଥିଲା। ଚଳିତ…

କଳାହାଣ୍ଡିରେ ବଢୁଛି ଦାଦନ ଦୁଃଖ, ୪ ମାସରେ ଫେରିଲାଣି ୧୨ ଜଣଙ୍କ ମୃତଦେହ

ଭବାନୀପାଟଣା,୨୧।୯(ଉତ୍ତମ କୁମାର ଦାଶ): ଦାଦନକୁ ରୋକିବା ଓ ଶ୍ରମିକଙ୍କ ପାଇଁ ସରକାର ଅନେକ ଯୋଜନା ତିଆରି କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହା ପରେ କଳାହାଣ୍ଡି ଜିଲାରେ କମି ପାରୁନି ଦାଦନ ଦୁଃଖ। ଲୋକେ ଦାଦନ ଯାଇ ଶବ…

ନୂଆଖାଇରେ ଦୁଲୁକିଲା କେସିଙ୍ଗା

କେସିଙ୍ଗା,୨୦ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ମହାସମାରୋହରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ବୁଧବାର ଶାନ୍ତି ଶୃଙ୍ଖଳା ସହ ପାଳିତ ହୋଇଯାଇଛି। ମଙ୍ଗଳବାର ସକାଳୁ ଗ୍ରାମର ଯାନୀ ଓ ଗଣା ଘରକୁ ଘର ବୁଲି ଧରଣୀପୀଠରେ ପୂଜା କରିବା ପାଇଁ…

କର୍ଲାମୁଣ୍ଡାରେ ନୂଆଖାଇ ପର୍ବ ପାଳିତ

କର୍ଲାମୁଣ୍ଡା,୨୦ା୯(ପ୍ରଦୀପ କୁମାର ସାହୁ): ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ ବୁଧବାର ଧୂମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ଗ୍ରାମବାସୀଙ୍କ ଉଦ୍ୟମରେ ଲୋକେ ରାଗରୁଷା ଭୁଲି ଏକାଠି ବସି ସମସ୍ତେ ନବାନ୍ନ ଭକ୍ଷଣ…

ଅଟୋ-ଟ୍ରକ୍‌ ଧକ୍କା: ପରିବାରର ୩ ମୃତ

ଭବାନୀପାଟଣା/ଜୁନାଗଡ଼,୨୦।୯(ଉତ୍ତମ କୁମାର ଦାଶ/ଅଂଶୁମାନ ଯୋଶୀ): କଳାହାଣ୍ଡି ଜିଲାରେ ବୁଧବାର ଗଣପର୍ବ ନୂଆଁଖାଇ ପାଳନ ହେବ। ଏହାପୂର୍ବରୁ ମଙ୍ଗଳବାର ଜିଲାରେ ଏକ ଦୁଃଖଦ ଘଟଣା ଘଟିଛି। ଜିଲାର ଜୁନାଗଡ ଥାନା ଅଧୀନ ଚିକିଲି ଛକ ବୁଲାଣି ନିକଟରେ ଅଟୋ ଓ ଟ୍ରକ୍‌ ମଧ୍ୟରେ…

ଅଫିସ ଖୋଲା, କର୍ମଚାରୀ ବେଫିକର

ଭବାନୀପାଟଣା,୧୯।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି। ସେହିପରି ଲାଇସେନ୍ସପ୍ରାପ୍ତ ବିଦେଶୀ ମଦ ଦୋକାନରେ ପ୍ରିଣ୍ଟ ଦରଠାରୁ ଅଧିକରେ ମଦ ମଧ୍ୟ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ଅବକାରୀ…

ଗାଁଠୁ ସହର ସବୁଆଡ଼େ ଉତ୍ସବର ମାହୋଲ

ଭବାନୀପାଟଣା,୧୯।୯(ଉତ୍ତମ କୁମାର ଦାଶ): ଦିନକ ପରେ ଅର୍ଥାତ୍‌ ବୁଧବାର ପଶ୍ଚିମ ଓଡିଶାର କୃଷିଭିତ୍ତିକ ତଥା ଗଣପର୍ବ ନୂଆଁଖାଇ। ପଶ୍ଚିମ ଓଡିଶାର ସମସ୍ତ ଜିଲାରେ ନୂଆଁଖାଇ ବେଶ ଆଡମ୍ବର ଭାବେ ପାଳନ କରାଯାଉଥିବାବେଳେ କଳାହାଣ୍ଡି ଜିଲାରେ ଏକ ଭିନ୍ନ ସ୍ବତନ୍ତ୍ରତା ରହିଛି। ଚାରିଆଡେ…

ଲୋପ ପାଇବାକୁ ବସିଲାଣି ହାବସପୁରୀ ଶାଢ଼ି

ଭବାନୀପାଟଣା,୧୮।୯(ଉତ୍ତମ କୁମାର ଦାଶ): ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଶାଢ଼ି ପ୍ରସ୍ତୁତ କରାଯାଏ। ସେଗୁଡିକ ହେଲା ବରପାଲି ଶାଢ଼ି, ସୋନପୁରୀ ଶାଢ଼ି, ବାନ୍ଧ ଶାଢ଼ି, ବଉଦ ଶାଢ଼ି, ସମ୍ବଲପୁରୀ ଶାଢ଼ି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ସେଥି ମଧ୍ୟରୁ କଳାହାଣ୍ଡିର…

ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା: ଜମିଲା ସାଂସ୍କୃତିକ କାର୍ଯ୍ୟକ୍ରମ

କର୍ଲାମୁଣ୍ଡା,୧୭।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ରବିବାର ବିଶ୍ୱକର୍ମା ପୂଜା ପାଳିତ ହୋଇଯାଇଛି। ଏହି ଅବସରରେ ବ୍ଲକ ସଦରସ୍ଥିତ ମାର୍କେଟ କମ୍ପ୍ଲେକ୍ସଠାରେ ଆୟୋଜିତ ବିଶ୍ୱକର୍ମା ପୂଜାରେ କର୍ତ୍ତା ଭାବେ ରାମଚନ୍ଦ୍ର ଚୌଧୁରୀ ଓ ତାଙ୍କ ପତ୍ନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?